ଛତିଶଗଡ ସୀମାନ୍ତ ସୁନାବେଡ଼ା ଅଭୟାରଣ୍ୟ ଜଙ୍ଗଲରେ ମାଓ କ୍ୟାମ୍ପ ଠାବ

335 0

ନୂଆପଡ଼ା:(ମେଘନାଦ ନାଏକ)ନୂଆପଡ଼ା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ଓଡ଼ିଶା- ଛତିଶଗଡ ସୀମାନ୍ତ ସୁନାବେଡ଼ା ଅଭୟାରଣ୍ୟ ଜଙ୍ଗଲରେ ମାଓକ୍ୟାମ୍ପ ଠାବ ହୋଇଛି । ଓଡ଼ିଶା- ଛତିଶଗଡ଼ ସୀମାନ୍ତରେ ସିଆରପିଏଫ୍, ଏସଓଜି , ଡିଭିଏଫ ଯବାନମାନେ ମିଳିତ ଭାବେ କମ୍ବିଂ ଅପରେସନ କରୁଥିଲେ ।

ଏହି ସମୟରେ ମାଓବାଦୀମାନେ ଯବାନମାନଙ୍କ ଉପରକୁ ଗୁଳିଚାଳନା କରିଥିଲେ । ପରେ ଯବାନମାନେ ମଧ୍ୟ ପାଲଟା ଗୁଳି ଚାଳନା କରିଥିଲେ । ମାଓବାଦୀମାନେ ଯବାନଙ୍କ ଗୁଳିକୁ ସାମ୍ନା କରିନପାରି ଘଟଣାସ୍ଥଳରୁ ଛତ୍ରଭଙ୍ଗ ଦେଇଥିଲେ ।ସେଠାରୁ ଏକ ମାଓ କ୍ୟାମ୍ପ ଠାବ କରାଯାଇଛି ।

ବହୁ ମାଓ ସାମଗ୍ରି ଜବତ କରାଯାଇଛି । ଏଥିସହ ସଂପୃକ୍ତ ଅଞ୍ଚଳରେ ଏବେବି କୁମ୍ବିଂ ଅପରେସନ ଜାରି ରହିଥିବା ନୂଆପଡ଼ା ଏସପି ପ୍ରତ୍ୟୁଷ ଦିବାକର ସାମ୍ବାଦିକ ସମ୍ମିଳନୀରେ ସୁଚନା ଦେଇଛନ୍ତି

 

Related Post

ଖୁବ୍‌ଶୀଘ୍ର ନିର୍ମାଣ ହେବ ଶ୍ରୀସେତୁ, ୩୧୭ କୋଟିରେ ନେଲା ଆରକେଡି

Posted by - February 13, 2020 0
ଭୁବନେଶ୍ୱର : ମାଳତିପାଟପୁରରୁ ସିଧାସଳଖ ପୁରୀ ବଡ଼ଦାଣ୍ଡରେ ପହଞ୍ଚିବା ପାଇଁ ବହୁପ୍ରତୀକ୍ଷିତ ଶ୍ରୀ ସେତୁ ନିର୍ମାଣ ଖୁବ୍‌ଶୀଘ୍ର ଆରମ୍ଭ ହେବ। ଏଥିପାଇଁ ଟେଣ୍ଡର୍‌ ପ୍ରକ୍ରିୟା ଶେଷ ହୋଇଛି।…

୨୦୨୨ ସୁ୍‌ଦ୍ଧା ଯାଜପୁର ହେବ ମେଡିକାଲ ହବ

Posted by - November 19, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ ) ଯାଜପୁର ମେଡିକାଲ କଲେଜ ଭିତିଭୂମି କାମର ଅନୁଧ୍ୟାନ କରିଛନ୍ତି ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଏବଂ ଜିଲାପାଳ ଚକ୍ରବର୍ତି ସିଂ ରାଠୋର ଉଭୟ ମେଡିକାଲ କଲେଜ ପ୍ରକଳ୍ପ କାମର ସମୀକ୍ଷା କରିଥିଲେ,କୋରୋନା ପାଇଁ କାମ ଟିକେ ପଛେଇ ଯାଇଥିବା ବେଳେ ଏବେ ଏହି କାମକୁ ଦୃତ ଗତିରେ କରାଯିବ ବୋଲି ନିଷ୍ପତି ହୋଇଥିଲା ଭିତିଭୂମି ର ବିକାଶ ହେବା ପରେ ଏହି ମେଡିକାଲ କଲେଜର ଭିତିପ୍ରସ୍ତର ସ୍ଥାପନ କରାଯିବ ,ସେହିପରି ଯାଜପୁର ଜିଲାର ପାଣିକୋଇଲି ଠାରେ ପ୍ରସ୍ତାବିତ ଟ୍ରମା କେୟାର ସେଂଟର ଏବଂ ଜିଲା ସଦର ମହକୁମା ରେ ୨ୟ ଏମସିଏଚ ବିଲ୍ଡିଂ ହେବା ପରେ ଆଗାମୀ ୨ ବର୍ଷ ମଧ୍ୟରେ ଯାଜପୁର ଜିଲା ମେଡିକାଲ ହବ ହେବାକୁ ଯାଉଛି ବୋଲି ଜିଲାପାଳ ସୂଚନା ଦେଇଛନ୍ତି ।

ତିନୋଟି କୃଷି କଳା ଆଇନ୍ ପ୍ରତ୍ୟାହାର ଦାବି ରେ ନୀଳଗିରି କିଶାନ କଂଗ୍ରେସ୍ ପକ୍ଷରୁ ଶୋଭାଯାତ୍ରା

Posted by - January 9, 2021 0
ନୀଳଗିରି:(ସୌମ୍ୟାସାଇ ବାରିକ)ନୀଳଗିରି କିଶାନ୍ କଂଗ୍ରେସ୍ ପକ୍ଷରୁ, ଏକ ଶୋଭଯାତ୍ରା କରା ଯାଇ, ନୀଳଗିରି ଉପଜିଲ୍ଲାପାଳ ଙ୍କ ଜରିଆ ରେ, ରାଷ୍ଟ୍ରପତି ଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ…

ଝାରସୁଗୁଡା ପୋଲିସ ଶୁଣୁନି,ନ୍ୟାୟ ପାଇ ପରିବାର ଡିଆଇଜି ଙ୍କ ଦ୍ବାରସ୍ତ

Posted by - January 16, 2022 0
ଝାରସୁଗୁଡା:(ରମାକାନ୍ତ ବିଶ୍ବାଳ)ଭାଇ କୁ ହତ୍ୟା କରିଥିଲେ ବି ଝାରସୁଗୁଡା ପୋଲିସ ନଶୁଣିବାରୁ ପରିବାର ଉତ୍ତରାଂଚଳ ଡିଆଇଜି ଦ୍ବାରସ୍ତ ହେଲେ ନ୍ୟାୟ ପାଇଁ । ଝାରସୁଗୁଡା ଜିଲ୍ଲା ବେଲପାହାଡ…

ସବୁ ମନ୍ତ୍ରୀଙ୍କୁ ଇସ୍ତଫା ଦେବା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ : ରବିବାର ଦିନ ଶପଥ ନେବେ ନୁଆ ମନ୍ତ୍ରୀମଣ୍ଡଳ

Posted by - June 4, 2022 0
ଭୁବନେଶ୍ଵର:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ନବିନ ସରକାରଙ୍କ ପଞ୍ଛମ ପାଳିର ତିନି ବର୍ଷ ପୂର୍ତ୍ତି ପରେ ପରେ ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ ନିଜ ମନ୍ତ୍ରୀମଣ୍ଡଳର ସମସ୍ତ…