କଣ୍ଟାମାଳ କଲେଜ ୨୦୦୫ ମସିହା +୨ ବ୍ୟାଚର ବନ୍ଧୁ ମିଳନ

405 0

ବୌଦ୍ଧ:(ଚିତ୍ତରଞ୍ଜନ ସିଂ)କଣ୍ଟାମାଳ ବ୍ଲକ ଟିକ୍ରାପଡା ତେଲନଦୀ ଘାଟରେ କଣ୍ଟାମାଳ ପଞ୍ଚାୟତ କଲେଜ ଯୁକ୍ତଦୁଇ ୨୦୦୫ ବ୍ୟାଚର ବନ୍ଧୁମିଳନ କାର୍ଯ୍ୟକ୍ରମ ପୁରାତନ ଛାତ୍ର ହରିପ୍ରସାଦ ସାହୁଙ୍କ ନେତୃତ୍ତ୍ବ ଓ ବିଶ୍ବଜିତ ବରାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ବନ୍ଧୁମିଳନ ସଭାରେ ଛାତ୍ରଜୀବନର ଅନୁଭୂତି ଏବଂ ବର୍ତ୍ତମାନର ଜୀବନଶୈଳୀ ଉପରେ ଆଲୋଚନା କରାଯିବା ସହ ଛାତ୍ର ଜୀବନର ସ୍ମୃତି ତଥା ଭାଇଚାରାର ସଂପର୍କ ବଞ୍ଚାଇ ରଖିବା ପାଇଁ ପ୍ରତିବର୍ଷ ଜାନୁଆରୀ ମାସରେ ବନ୍ଧୁମିଳନ ଉତ୍ସବ ଆୟୋଜନ କରିବା ନେଇ ଆଲୋଚନା କରାଯାଇଥିଲା । ପୁରାତନ ଛାତ୍ର ଦେବେନ୍ଦ୍ରନାଥ ସାହୁ ସଭାପତିତ୍ତ୍ବ କରିଥିଲେ ।

ଦେବାଶିଷ ଦାଶ ସଭା ପରିଚାଳନା ଏବଂ ବଂଶୀଧର ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ । ଭକ୍ତ ସାହୁ, ଶତୃଘନ ରଣା, ଅନିଳ ଶର୍ମା, ଈଶ୍ବର ଚାଉଳିଆ, ରାଜାକାନ୍ତ ପାତ୍ର, ଇନ୍ଦ୍ରଜିତ ପ୍ରଧାନ, ପ୍ରକାଶ ରାଉତ, ମନୋଜ ରଣା, ରବିନ୍ଦ୍ର ରଣା, ପ୍ରଭାସ କୁମାର ମିଶ୍ର, ଭବାନି ମିଶ୍ର, ବିଶ୍ବଜିତ ହରିପାଲ, ଶିବଶଙ୍କର କାଲସେ, ଜିତେନ୍ଦ୍ର ଖଟୁଆ, ସୁଶାନ୍ତ ଜାନି, ପ୍ରହଲ୍ଲାଦ ପ୍ରଧାନ, ଆଲୋକ ଗୁରୁ, ଗୋପୀନାଥ ସାହୁ, ସଦାନନ୍ଦ ସାହୁ, ରିଙ୍କୁ ପାଣିଗ୍ରାହୀ, ପ୍ରଶାନ୍ତ ବାରିକ, ବାପି ସାହୁ, ଜ୍ୟୋତିରଂଜନ ବାରିକ ପ୍ରମୁଖ ଯୋଗ ଦେଇଥିଲେ ।

Related Post

ଆଶ୍ୱାସନ ପକ୍ଷରୁ ଗଣମାଧ୍ୟମ ପ୍ରତିନିଧିଙ୍କୁ କରୋନା ଯୋଦ୍ଧାଭାବେ ସମ୍ବଦ୍ଧିତ

Posted by - June 16, 2020 0
ବରୀ ୧୬/୬ -(ସ୍ନେହଂଶୁ ଶେଖର ମହାନ୍ତି )ଯାଜପୁର ଜିଲ୍ଲା ବରୀ ଅଂଚଳର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଆଶ୍ୱସନ ପକ୍ଷରୁ ମଙ୍ଗଳବାର ଗୋପବନ୍ଧୁ ରମାଦେବୀ ଆଶ୍ରମଠାରେ ବରୀ ଅଂଚଳର…

ନବରଙ୍ଗପୁର ଜିଲ୍ଲା ସଦର ମହକୁମା ବସ ଷ୍ଟାଣ୍ଡ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ

Posted by - June 5, 2022 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ) ଆଜି ବିଶ୍ୱ ପରିବେଶ ଦିବସ ଅବସରରେ ନବରଙ୍ଗପୁର ଜିଲ୍ଲା ସଦର ମହକୁମା ବସ ଷ୍ଟାଣ୍ଡ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ସଫେଇ…

ଲଳିତେଶ୍ୱର ନିକଟରେ ଘଟିଥିବା ଅଗ୍ନିକାଣ୍ଡ ବିପନ୍ନଙ୍କୁ ଯାଜପୁର ବିଧାୟକଙ୍କ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ

Posted by - March 6, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ସହର ର କଲେଜ ରୋଡ ନିକଟସ୍ଥ ଲଳିତେଶ୍ୱର ନିକଟରେ ଘଟିଥିବା ଅଗ୍ନିକାଣ୍ଡ ବିପନ୍ନଙ୍କୁ ଯାଜପୁର ବିଧାୟକଙ୍କ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ…

ଜଙ୍ଗଲରେ ମଖନା ହାତୀର ସଦେହ ଜନକ ଭାବେ ମୃତ୍ୟୁ

Posted by - June 21, 2020 0
ଅନୁଗୁଳ:(ମହେଶ ଭୋମରାଜ )ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳର ଛେଣ୍ଡିପଦା ଗୋଡିମରା ଜଙ୍ଗଲରେ ଏକ ମଖନା ହାତୀର ସଦେହ ଜନକ ଭାବେ ମୃତ୍ୟୁ ହୋଈଛି ।ଗତ ରାତିରେ ଏହି…

ଏଣିକି ରାତିରେ ବି ‘ଆହାର’

Posted by - December 6, 2018 600
ଭୁବନେଶ୍ୱର: ରାଜ୍ୟ ସରକାର ଏଣିକି ରାତିରେ ବି ‘ଆହାର’ ଯୋଜନାରେ ଲୋକଙ୍କୁ ୫ ଟଙ୍କରେ ଖାଦ୍ୟ ଯୋଗାଇବେ। ଆଗାମୀ ଜାନୁଆରି ପହିଲାରୁ ଏହି ନୂତନ ଯୋଜନା ଆରମ୍ଭ…