Breaking News
10:57 pmଜାତୀୟ ସେବା ଯୋଜନା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି; ବିଭିନ୍ନ ବର୍ଗରେ ଓଡ଼ିଶାରୁ ୩ ଜଣ ସାମିଲ 10:56 pmଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା କୃଷି ବିଭାଗ କାର୍ଯ୍ୟାଳୟ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ,୨ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ମହିଳା ଗିରଫ 10:54 pmପୁରୀ ଜିଲ୍ଲା ପରିଷଦ ଜୋନ ୧୧ର ସଦସ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା,ଖୋଲିବ ଗୁମର, ହଜିଲା ମୋବାଇଲ ଫୋନ୍‌ ମିଳିଲା 10:53 pmକୋରାପୁଟ: କୋଟିଆ ସୀମାନ୍ତ ଆନ୍ଧ୍ରପ୍ରଦେଶର ଜଙ୍ଗଲରେ ବୁଲୁଛି ବାଘ। ବନ ବିଭାଗ ପକ୍ଷରୁ ନିଆଯାଇଛି ଆବଶ୍ୟକ ପଦକ୍ଷେପ। କୋରାପୁଟ ଜିଲ୍ଲାପାଳଙ୍କ ସୂଚନା 10:52 pmକୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଜଲାପୁଟ ଗାଁ ନିକଟ ମାହାରାଗାଁ ଓ ପଲାମୁଗାଁ ନିକଟ ଜଙ୍ଗଲରେ ବିସ୍ଫୋରକ ସାମଗ୍ରୀ ଠାବ କରି ନିଷ୍କ୍ରିୟ କଲା ବିଏସଏଫ୍‌

କୁଆପଥର ମାଡ କ୍ଷତଗ୍ରସ୍ତଙ୍କୁ ସହାୟତା ଦାବି

285 0

ସୋନପୁର:(ଅଜିତ କୁମାର ପୁଝାରୀ)ଗତକାଲି ସନ୍ଧ୍ୟା ଓ ବିଳମ୍ବିତ ରାତ୍ରିରେ ପ୍ରବଳ ବର୍ଷା ଓ କୁଆପଥର ମାଡ଼ ରେ ଜିଲ୍ଲାର ଚାଷୀ ମାନଙ୍କ ଉପରେ ବେଡି ଉପରେ କୋରଡା ମାଡ଼ ସଦୃଶ ହୋଇଛି। ଜିଲ୍ଲାର ବିଭିନ୍ନ ମଣ୍ଡି ଗୁଡିକରେ ଖୋଲା ଆକାଶ ତଳେ ଚାଷୀର ବର୍ଷକର ଆହାର ହଜାର ହଜାର କୁଇଣ୍ଟାଲ ଧାନ ତିନ୍ତି ନଷ୍ଟ ହୋଇଯାଇଛି। ପୁଣି, ଜିଲ୍ଲାର ବିଭିନ୍ନ ବ୍ଲକରେ ପନିପରିବା ଚାଷ ହୋଇଥିବା ଜମିରେ କରାମାଡ଼ ହୋଇ ପନିପରିବା ବ୍ୟାପକ ନଷ୍ଟ ହୋଇଯାଇଛି।

ପ୍ରକାଶ ଥାଉକି, ଜିଲ୍ଲାର ଅଧିକାଂଶ ବ୍ଲକ, ଯେମିତି ତରଭା, ବିରାମହାରାଜପୁର, ଉଲୁଣ୍ଡା ଭଳିଆ ଜା ଏକ ବୁଲିଆ ଚାଷ ହେଉଥିବା ଓ ସମସ୍ତ ଫସଲ ନଷ୍ଟ ହୋଇଯିବାରୁ ଚାଷୀକୁଳ ଏବେ “ଦାଦନ” ଖଟିଯିବାକୁ ପ୍ରସ୍ତୁତ ହେଉଥିବା ଅଭିଯୋଗ ହୋଇଛି।ଏଣୁ, ତୁରନ୍ତ ଗ୍ରାମାଞ୍ଚଳରେ ଆର.ଆଇ. ଓ କୃଷି ବିଭାଗକୁ ଲଗେଇ ହୋଇଥିବା କ୍ଷତିର ଆକଳନ କରାଯାଇ କ୍ଷତିଗ୍ରସ୍ତ ଚାଷୀଙ୍କୁ ତୁରନ୍ତ କ୍ଷତିପୂରଣ ଅର୍ଥ ପ୍ରଦାନ କରିବାକୁ ଶ୍ରୀ ବଳଦେବ ବେଦବାକ ଦୃଡ଼ ଦାବୀ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାର ବିଶିଷ୍ଟ କୃଷକ ନେତା ଶ୍ରୀ ସୁରେଶ ମିଶ୍ର, ସୁରେଶ ପାତ୍ରଙ୍କ ସମେତ ଶତାଧିକ କୃଷକ ଯୋଗଦାନ କରିଥିଲେ।

 

Related Post

ଖୁଂଟବନ୍ଧ ବସଷ୍ଟାଣ୍ଡ ରେ ନବରାତ୍ର ଦୁର୍ଗା ପୂଜା ଓ ପlରାୟଣ ଆରମ୍ଭ

Posted by - October 7, 2021 0
ବୌଦ୍ଧ:(ଚିତ୍ତରଂଜନସିଂ)ବୌଦ୍ଧ ଜିଲ୍ଲା ବୌଦ୍ଧ ବ୍ଲକ ର ଖୁଂଟବନ୍ଧ ପଞ୍ଚାୟତ ଖୁଣ୍ଟ ବନ୍ଧ ବସଷ୍ଟାଣ୍ଡ ଠାରେ ଖୁଂଟବନ୍ଧ ଗ୍ରାମବାସୀ ଓ ସ୍ବେଚ୍ଛାସେବୀ ଅନୁଷ୍ଠାନ କଳିଙ୍ଗ ୱ।ର୍ଥ ଯୁବ ପରିଷଦ…

ସ୍ଥାନୀୟ ନିଯୁକ୍ତିକୁ ଶିଳ୍ପସଂସ୍ଥାର ଅଣଦେଖା ସ୍ଥାନୀୟ ଲୋକଙ୍କୁ ହତାଶ କରିଛି

Posted by - March 24, 2021 0
ଯାଜପୁର ୨୩ା୩: ଶିଳ୍ପାଞ୍ଚଳ ଦ୍ୱାରା ରାଜ୍ୟରେ ଆର୍ଥିକ ଅଭିବୃଦ୍ଧି ସହ ଅଧିକରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ରାଜ୍ୟ ସରକାର କହି ଆସୁଛନ୍ତି। ଏଭଳି…

ଜିଲ୍ଲା ସ୍ତରୀୟ ୭୨ତମ ବନମହୋତ୍ସବ

Posted by - July 2, 2021 0
ସୋନପୁର:( ଅଜିତ କୁମାର ପୁଝାରୀ )ଙ୍କ ରିପୋର୍ଟ୍ଜଙ୍ଗଳ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ସୁବର୍ଣ୍ଣପୁର ତରଫରୁ ଜିଲ୍ଲା ସ୍ତରୀୟ 72ତମ ବନମହୋତ୍ସବ ସୋନପୁର ସହର ନିକଟସ୍ଥ…

ବଜ୍ରପାତରେ ଗଲା ଚାଷୀଙ୍କ ଜୀବନ; ସରକାରୀ ସହାୟତା ଦାବୀ

Posted by - September 7, 2021 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା )୬/୯. ସୋମବାର ସକାଳୁ ବେଲଗୁଣ୍ଠା ସମେତ ଏହାର ଆଖପାଖ ଅଞ୍ଚଳରେ ଲଘୁଚାପ ଜନିତ ବର୍ଷା ପବନ ଲାଗି ରହିଥିଲା।ଏହାର ପ୍ରଭାବରେ ଜନଜୀବନ ଅସ୍ତବ୍ୟସ୍ତ…