ଫୁର୍ଲିଝରଣ ପାଣିରେ ବୁଡି ପର୍ଯ୍ୟଟକ ମୃତ

228 0

କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଫୁରୁଳିଝରଣ ଜଳ ପ୍ରପାତକୁ ବୁଲିବାକୁ ଆସିଥିବା ବେଳେ ଜଳ ପ୍ରପାତରେ ଦୁଇ ନାବାଳକ ଖସି ପଡିବାରୁ ତାଙ୍କୁ ବଞ୍ଚାଇବାକୁ ଯାଇ ନାବାଳକ ଙ୍କ ବାପା ଙ୍କ ପାଣିରେ ବୁଡି ମୃତ୍ୟୁ ହୋଇଥିବା ଜଣାଯାଇଛି ।

ମୃତକ ଜଣକ ହେଲେ ଟିଟିଲାଗଡ଼ ର ଜିତେନ୍ଦ୍ର କୁମାର ବୋଲି ଜଣାପଡିଛି ।ଟିଟିଲାଗଡ଼ ର ତିନୋଟି ପରିବାର କଳାହାଣ୍ଡି ର ପର୍ଯ୍ୟଟନ ସ୍ଥଳୀ ଫୁରୁଳିଝରଣ ବୁଲିବାକୁ ଆସିଥିଲେ । ତେବେ ପାଣି ଭିତରୁ ଉଦ୍ଧାର କରିବା ବେଳକୁ ମୁର୍ମୁସ ଅବସ୍ଥାରେ ଭବାନୀପାଟଣା ମେଡିକାଲ ଆଣା ଯାଇଥିଲା ସେଠାରେ ଡାକ୍ତର ତାଙ୍କର ମୃତ୍ୟୁ ଘୋଷଣା କରିଛନ୍ତି । ଭବାନୀପାଟଣା ସଦର ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁକରି ଘଟଣାର ତଦନ୍ତ କରୁଛି ।

Related Post

ଜୟପାଟଣା ଠାରେ ଜିଲ୍ଲାପାଳ ତଥା ଆରକ୍ଷୀ ଅଧିକ୍ଷକଙ୍କ ଅଧ୍ୟକ୍ଷତା ରେ ଯୁଗ୍ମ ଜନଶୁଣାଣି ଶିବିର ଅନୁଷ୍ଠିତ।

Posted by - July 12, 2022 0
ଭବାନୀପାଟଣା : (ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ଜୟପାଟଣା ବ୍ଲକ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ,କଳାହାଣ୍ଡି ପି ଅନ୍ୱେଷା ରେଡ୍ଡୀ ତଥା ଆରକ୍ଷୀ ଅଧିକ୍ଷକ…

ଭବାନୀପାଟଣା ରେ ବ୍ୟାଙ୍କ ଅଫ ମହାରାଷ୍ଟ୍ର ଶାଖା ଉଦ୍ଘାଟିତ

Posted by - June 22, 2022 0
ଭବାନୀପାଟଣା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ବ୍ୟାଙ୍କ ଅଫ ମହାରାଷ୍ଟ୍ର ର ୩୦ ତମ ଶାଖା କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ଥିତ ଜାତୀୟ ରାଜପଥ ୨୬ କେସିଙ୍ଗା…

୬୦ ଗ୍ରାମ ପଞ୍ଚାୟତ ବାଲ୍ୟ ବିବାହ ମୁକ୍ତ ଘୋଷଣା କଲେ ଜିଲ୍ଲପାଳ

Posted by - December 3, 2021 0
ସୋନପୁର:(ଅଜିତ କୁମାର ପୁଝାରୀ)ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ତଥା ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ତରଫରୁ ଜିଲ୍ଲାରେ ଶିଶୁ ସୁରକ୍ଷା ଓ ବାଲ୍ୟ ବିବାହ କୁ ବନ୍ଦ କରାଯିବା…

ବିଭିନ୍ନ ସଂଗଠନ ତରଫରୁ ଅଇଁଠା ପାଲି ସ୍ଥିତ ଟାଟା ପାୱାର କାର୍ଯ୍ୟାଳୟ ଘେରାଉ

Posted by - September 17, 2022 0
ସମ୍ବଲପୁର:  (ରମାକାନ୍ତ ବିଶ୍ବାଳ) ବିଭିନ୍ନ ଦାବୀ ନେଇ ଆଜି ପଶ୍ଚିମାଞ୍ଚଲ ଏକତା ମଞ୍ଚ ଜିଲ୍ଲା ବିଦ୍ୟୁତ ଉପଭୋକ୍ତା ମହାସଂଘ, ଜିଲ୍ଲା ଓକିଲ ସଙ୍ଘ ଓ ବିଭିନ୍ନ ସଂଗଠନ…

କଡାକଡି ହେଲା ସୁବର୍ଣ୍ଣପୁର ଜିଲ୍ଲା ବିଦ୍ୟୁତ ବିଭାଗ ଆଇନ

Posted by - December 16, 2021 0
ସୋନପୁର:( ଅଜିତ କୁମାର ପୁଝାରୀ)ସୁବର୍ଣ୍ଣପୁର ଜିଲ୍ଲା ବିଦ୍ୟୁତ ବିଭାଗ ପକ୍ଷରୁ ବିଦ୍ୟୁତ ଆଇନକୁ କଡାକଡି ଲାଗୁ କରାଯାଇଛି ।ବିଦ୍ୟୁତ ଚୋରୀ ତଥା ବୈଦ୍ୟୁତିକ ଦୁର୍ଘଟଣାକୁ ରୋକିବା ପାଇଁ…