Breaking News
10:57 pmଜାତୀୟ ସେବା ଯୋଜନା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି; ବିଭିନ୍ନ ବର୍ଗରେ ଓଡ଼ିଶାରୁ ୩ ଜଣ ସାମିଲ 10:56 pmଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା କୃଷି ବିଭାଗ କାର୍ଯ୍ୟାଳୟ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ,୨ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ମହିଳା ଗିରଫ 10:54 pmପୁରୀ ଜିଲ୍ଲା ପରିଷଦ ଜୋନ ୧୧ର ସଦସ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା,ଖୋଲିବ ଗୁମର, ହଜିଲା ମୋବାଇଲ ଫୋନ୍‌ ମିଳିଲା 10:53 pmକୋରାପୁଟ: କୋଟିଆ ସୀମାନ୍ତ ଆନ୍ଧ୍ରପ୍ରଦେଶର ଜଙ୍ଗଲରେ ବୁଲୁଛି ବାଘ। ବନ ବିଭାଗ ପକ୍ଷରୁ ନିଆଯାଇଛି ଆବଶ୍ୟକ ପଦକ୍ଷେପ। କୋରାପୁଟ ଜିଲ୍ଲାପାଳଙ୍କ ସୂଚନା 10:52 pmକୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଜଲାପୁଟ ଗାଁ ନିକଟ ମାହାରାଗାଁ ଓ ପଲାମୁଗାଁ ନିକଟ ଜଙ୍ଗଲରେ ବିସ୍ଫୋରକ ସାମଗ୍ରୀ ଠାବ କରି ନିଷ୍କ୍ରିୟ କଲା ବିଏସଏଫ୍‌

ବୋଲେରୋ,ବାଇକ ମୁହାଁ ମୁହିଁ ଧକ୍କା ଦୁଇ ଗୁରୁତ୍ୱର

309 0

ବଙ୍ଗୋମୁଣ୍ଡା:(ଅଭିମନ୍ୟୁ ବହିଦାର)ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ଥାନା ଅନ୍ତର୍ଗତ ଶୁଣ୍ଡିମୁଣ୍ଡା ଗ୍ରାମ ନିକଟରେ ଏକ ବୋଲେରୋ ଓ ବାଇକ ମୁହାଁମୁହିଁ ଧକ୍କା ହେବାରୁ ସ୍ୱାମୀ ସ୍ତ୍ରୀ ଦୁହେଁ ଗୁରୁତର ଆହତ ହୋଇଥିବା ଜଣାପଡିଛି ।

ମିଳିଥିବା ସୂଚନା ଅନୁସାରେ କଣ୍ଟାବାଞ୍ଜି ଗ୍ରାମର ପଦୁ ପଣ୍ଡା ଓ ତାଙ୍କ ସ୍ତ୍ରୀ ପୁନି ପଣ୍ଡା କୌଣସି କାମରେ ମାଲପଡା ଗ୍ରାମର ପବିତ୍ର ପଣ୍ଡାଙ୍କ ଘରକୁ ଏକ ସିଟି୧୦୦ ନମ୍ବର ଓଡ଼ି ୦୮ଏ ଫ୯୧୫୯ ବାଇକରେ ଯାଉଥିବା ବେଳେ ବିପରୀତ ଦିଗ ଖଡ଼ିଆଳ ପଟରୁଆସୁଥିବା ଏକ ବୋଲେରୋ ନମ୍ବର ଓ ଆର ୮ଏଚ ୩୧୩୧ସହ ମୁହାଁମୁହିଁ ଧକ୍କା ହେବ ଫଳରେ ଦୁଇ ସ୍ୱାମୀ ସ୍ତ୍ରୀ ଗୁରୁତର ଆହତ ହୋଇଥିଲେ ।

ଖବର ପାଇ ସିନ୍ଧେକେଲା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ସ୍ୱାମୀ ସ୍ତ୍ରୀ କୁ ଉଦ୍ଧାର କରି ସିନ୍ଧେକେଲା ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ର କୁ ଆଣିଥିଲେପ୍ । ସେଠାରେ ଡାକ୍ତର ପ୍ରାଥମିକ ଚିକିତ୍ସା କଲାପରେ ଏମ୍ବୁଲେନ୍ସ ଯୋଗେ ଟିଟିଲାଗଡ଼ ଉପଖଣ୍ଡ ଡାକ୍ତରଖାନା କୁ ସ୍ଥାନାନ୍ତର କରାଯାଇଥିଲା । ଉକ୍ତ ବୋଲେରୋ ଗାଡି କୁ ପୁଲିସ ଜବତ କରି ତଦନ୍ତ କରୁଥିବା ସିନ୍ଧେକେଲା ଥାନାଧିକାରୀ ଆଲୋକ ବେହେରା ସୂଚନା ଦେଇଛନ୍ତି ।

Related Post

ଭୈରବୀ କଲେଜରେ ବିପର୍ଯ୍ୟୟ ତାଲିମ ଶିବିର

Posted by - May 20, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ହରଭଙ୍ଗା ବ୍ଲକ ପୁରୁଣାକଟକ ସ୍ଥିତ ଭୈରବୀ କନିଷ୍ଠ କଲେଜରେ ହରଭଙ୍ଗା ବ୍ଲକ ପ୍ରଶାସନ , ହରଭଙ୍ଗା ତହସିଲଦାର ଏବଂ ଓଡିଶା ଅଗ୍ନିଶମ ଓ ବିପର୍ଯ୍ୟୟ…

୪୦୭ଦିନରେ କଳାହାଣ୍ଡିରୁ ଗଡ଼ିଲା କରୋନା ସଚେତନତା ରଥ।

Posted by - May 3, 2021 0
କଳାହାଣ୍ଡି:ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ ଅନ୍ତର୍ଗତ ବାବଲପୁରସ୍ଥ ଦେଶର ଅଗ୍ରଣୀ ସମାଜ କଲ୍ୟାଣକାରୀ ଲୋକ ସଂଗଠନ ଚିନ୍ମୟ ଫାଉଣ୍ଡେସନ ପକ୍ଷରୁ ମାର୍ଚ୍ଚ ୨୨ ତାରିଖ ୨୦୨୦ମସିହାଠାରୁ ଦେଶର…

ଆସନ୍ତାକାଲି ଯାଜପୁରରେ ଗୋଟିଏ ଜିଲାପରିଷଦ ଆସନ,୨ଟି ୱାର୍ଡମେମ୍ବର,ସମିତିସଭ୍ୟ ଏବଂ ସରପଂଚ ପଦବୀ ପାଇଁ ଉପ ନିର୍ବାଚନ

Posted by - November 26, 2019 20
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ)ଆସନ୍ତାକାଲି ଯାଜପୁରରେ ଗୋଟିଏ ଜିଲାପରିଷଦ ଆସନ,୨ଟି ୱାର୍ଡମେମ୍ବର,ସମିତିସଭ୍ୟ ଏବଂ ସରପଂଚ ପଦବୀ ପାଇଁ ଉପ ନିର୍ବାଚନ ଅନୁଷ୍ଠିତ ହେବାର ଅଛି ।  ସୁକିନ୍ଦା…

ରାମକୃଷ୍ଣ ବିବେକାନନ୍ଦ ସଂଘ  ପକ୍ଷରୁ କୁଆଁସରପୁର ସ୍ଥିତ କୀର୍ତ୍ତନ ମଣ୍ଡପରେ ଶୀତବସ୍ତ୍ର ବଣ୍ଟନ

Posted by - January 8, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ରାମକୃଷ୍ଣ ବିବେକାନନ୍ଦ ସଂଘ  ପକ୍ଷରୁ କୁଆଁସରପୁର ସ୍ଥିତ କୀର୍ତ୍ତନ ମଣ୍ଡପରେ ଶୀତବସ୍ତ୍ର ବଣ୍ଟନ କରାଯାଇଛି। ଏହି ଅବସରରେ ପୁରୀ ରାମକୃଷ୍ଣ…

ମେଡିକାଲ କୁ ଅଚାନକ ପରିଦର୍ଶନ କଲେ ଭାରପ୍ରାପ୍ତ ଜିଲାପାଳ

Posted by - December 6, 2019 21
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଜିଲା ବିଂଝାରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଚାନକ ପରିଦର୍ଶନ କରିଛନ୍ତି ଭାରପ୍ରାପ୍ତ ଜିଲାପାଳ ମିହିର ପ୍ରସାଦ ମହାନ୍ତି । ଜିଲାପାଳ ଏହି ପରିଦର୍ଶନ ସମୟରେ…