Breaking News
11:54 pmପୋଲିସ ଅତ୍ୟାଚାରରେ ଆତ୍ମହତ୍ୟା ଘଟଣା ପଡିଲା ମହଙ୍ଗା। ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ନେଲେ ଯାଜପୁର ଆରକ୍ଷୀ ଅଧିକ୍ଷକ। ବଦଳିଲେ ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅଧିକାରିଣୀ ରୀନାରାଣୀ ସାହୁ। ସୂଚନା ଦେଲେ ଯାଜପୁର ଆରକ୍ଷୀ ଅଧିକ୍ଷକ ଭିନିତ ଅଗ୍ରୱାଲ 12:19 pmଘଟଗାଁ: ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଘଟଗାଁ ତହସିଲ୍ ଅଫିସର କନିଷ୍ଠ କିରାଣୀ ଦେବାଶିଷ ପଣ୍ଡା 7:25 amପରବର୍ତ୍ତୀ ରାଜ୍ୟପାଳ ନିଯୁକ୍ତି ଯାଏ ପ୍ରଫେସର ଗଣେଶୀ ଲାଲଙ୍କୁ ଦାୟିତ୍ବ 7:25 amବୁଧବାର ରାଜ୍ୟରେ +୨ ବାଣିଜ୍ୟ ଓ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଛି,ପ୍ରାୟ ସମସ୍ତ କଲେଜରେ ଭଲ ଫଳ ହୋଇଛି 7:24 amବିଦ୍ୟୁତ ବିଭାଗ ଡିଜିଏମ୍‌ ଦାମୋଦର ଦାଶଙ୍କ ୮.୩୩ ଲକ୍ଷର ସମ୍ପତ୍ତି ବାଜ୍ୟାପ୍ତ। ଭିଜିଲାନ୍ସ ଆବେଦନ ଆଧାରରେ ବାଜ୍ୟାପ୍ତ କଲେ ସ୍ୱତନ୍ତ୍ର କୋର୍ଟ

ନୂଆ ମନ୍ତ୍ରିମଣ୍ଡଳରେ କିଏ ପାଇଲେ କେଉଁ ବିଭାଗ

1081 0

ବେନଶ୍ୱର: ୫ମ ପାଳି ଶାସନ ଦାୟିତ୍ୱ ସମ୍ଭାଳିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୨୧୦୯ ନିର୍ବାଚନରେ ବିପୁଳ ବହୁମତ ପାଇ ବିଜୟୀ ହେବା ପରେ ଆଜି ନଜର ନୂଆ ଟିମ୍‌ ସହ ଶପଥ ଗ୍ରହଣ କରିଛନ୍ତି।ନବୀନ ଏବଂ ତାଙ୍କ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ପରେ କେଉଁ ମନ୍ତ୍ରୀଙ୍କୁ କେଉଁ ବିଭାଗ ମିଳିଛି ତାହା ଘୋଷଣା ହୋଇଛି ।

କେଉଁ ମନ୍ତ୍ରୀ ପାଇଲେ କେଉଁ ବିଭାଗ :

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ- ଗୃହ, ସାଧାରଣ ପ୍ରଶାସନ ସହ ଅନ୍ୟ ବିଭାଗ

ପ୍ରଫୁଲ୍ଲ ମଲ୍ଲିକ- ଖଣି, ଇସ୍ପାତ ଓ ପୂର୍ତ୍ତ ବିଭାଗ

ବିକ୍ରମ କେଶରୀ ଆରୁଖ- ଜଙ୍ଗଲ ଓ ପରିବେଶ, ସଂସଦୀୟ ବ୍ୟାପାର

ନିରଞ୍ଜନ ପୂଜାରୀ- ଅର୍ଥ, ଅବକାରୀ ବିଭାଗ

ଟୁକୁନି ସାହୁ- ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ

ରଣେନ୍ଦ୍ର ପ୍ରତାପ ସ୍ବାଇଁ- ଖାଦ୍ୟ ଓ ପ୍ରକ୍ରିୟାକରଣ ବିଭାଗ

ଅରୁଣ କୁମାର ସାହୁ- କୃଷି, ମତ୍ସ୍ୟ ଓ ପଶୁ ସମ୍ପଦ, ଉଚ୍ଚଶିକ୍ଷା ବିଭାଗ

ପ୍ରତାପ ଜେନା- ପଞ୍ଚାୟତରାଜ ଓ ପାନୀୟ ଜଳ ଯୋଗାଣ, ଆଇନ, ନଗର ଉନ୍ନୟନ ବିଭାଗ

ସୁଦାମ ମାରାଣ୍ଡି- ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ

ପଦ୍ମନାଭ ବେହେରା- ବାଣିଜ୍ୟ ଓ ପରିବହନ, ଯୋଜନା ଓ ସମନ୍ବୟ

ନବକିଶୋର ଦାଶ- ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ

ସୁଶାନ୍ତ ସିଂ- ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ

ପଦ୍ମିନୀ ଦିଆନ- ହସ୍ତତନ୍ତ ଓ ବୟନଶିଳ୍ପ

ଅଶୋକ ପଣ୍ଡା- ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା, ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ

ସମୀର ଦାଶ- ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ

ଜ୍ୟୋତିପ୍ରକାଶ ନାୟକ- ପର୍ଯ୍ୟଟନ, ସଂସ୍କୃତି, ଓଡିଆ ଭାଷା ଓ ସାହିତ୍ୟ

ଦିବ୍ୟଶଙ୍କର ମିଶ୍ର- ଶକ୍ତି, ଶିଳ୍ପ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ

ପ୍ରେମାନନ୍ଦ ନାୟକ- ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା

ରଘୁନନ୍ଦନ ଦାସ- ସୂଚନା ଓ ଲୋକସଂପର୍କ, ଜଳ ସଂପଦ ବିଭାଗ

ତୁଷାରକାନ୍ତି ବେହେରା-କ୍ରୀଡା, ଯୁବ ବ୍ୟାପାର ଓ ଆଇଟି

ଜଗନ୍ନାଥ ସାରକା- ଏସସି, ଏସଟି, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ

Related Post

ସୁବର୍ଣ୍ଣପୁର ଜିଲ୍ଲା ବାରପାହାଡ ଜଙ୍ଗଲରେ ମିଳିଥିବା ଗଳିତ ମୃତଦେହ ରହସ୍ୟର ଫର୍ଦ୍ଦାଫାସ

Posted by - May 20, 2022 0
ସୋନପୁର:(ଅଜିତ କୁମାର ପୂଜାହାରି)ଗତ ୧୪ ତାରିଖରେ ସୁବର୍ଣ୍ଣପୁର ଜିଲ୍ଲା ବାରପାହାଡ ଜଙ୍ଗଲରେ ମିଳିଥିବା ଗଳିତ ମୃତଦେହ ରହସ୍ୟର ଫର୍ଦ୍ଦାଫାସ କରିଛି ଜିଲ୍ଲା ପୋଲିସ । ମେଣ୍ଡା ଗାଁର…

Leave a comment

Your email address will not be published.