ବୁଧବାର ପ୍ରଦର୍ଶନୀ ପଡିଆରେ ହେବ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ଉତ୍ସବ

1008 0

ଭୁବନେଶ୍ବର :ପରମ୍ପରା ଅନୁସାରେ ନବନିର୍ବାଚିତ ସରକାର ଦାୟିତ୍ବ ନେବା ପୂର୍ବରୁ ପ୍ରୋଟେମ୍ ସ୍ପିକର ନିଯୁକ୍ତ ହୋଇଥାନ୍ତି । ସମସ୍ତ ବିଧାୟକ ଶପଥ ନେବା ପରେ ବିଧାନସଭା ଅଧିବେଶନ ଆରମ୍ଭ ହେଲେ ବାଚସ୍ପତି ନିର୍ବାଚିତ ହୋଇଥାନ୍ତି । ୨୦୧୪ ମସିହାରେ ମଧ୍ୟ ସରକାର ଗଠନ ହେବା ପୂର୍ବରୁ ତତ୍କାଳୀନ ବରିଷ୍ଠ ବିଧାୟିକା ସୁଜ୍ଞାନୀ କୁମାରୀ ଦେଓଙ୍କୁ ପ୍ରୋଟେମ୍ ସ୍ପିକର ଭାବେ ନିଯୁକ୍ତ କରାଯାଇଥିଲା । ପରେ ନିରଞ୍ଜନ ପୂଜାରୀ ବାଚସ୍ପତି ଆସନ ଅଳଙ୍କୃତ କରିଥିଲେ । ବାଚସ୍ପତିଙ୍କୁ ନିର୍ଦଳୀୟ ବୋଲି ବିବେଚନା କରାଯାଇଥାଏ । ବିଧାୟକମାନଙ୍କୁ ପ୍ରୋଟେମ୍ ସ୍ପିକର ଶପଥପାଠ କରାଇବା ପରମ୍ପରା ଥିବାବେଳେ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରିମଣ୍ଡଳକୁ ରାଜ୍ୟପାଳ ସ୍ବତନ୍ତ୍ର ଉତ୍ସବରେ ଶପଥପାଠ କରାଇଥାନ୍ତି

Related Post

ବିଶ୍ବ ପ୍ରସିଦ୍ଧ ରଙ୍ଗବତୀ ଗୀତର ସ୍ରଷ୍ଟା ପଦ୍ମଶୀ ମିତ୍ରଭାନୁ ଗୌନ୍ତିଆ ଅସୁସ୍ଥ

Posted by - December 16, 2021 0
ସମ୍ବଲପୁର: (ରମାକାନ୍ତ ବିଶ୍ବାଳ )ତା.15/12/2021 ବିଶ୍ବ ପ୍ରସିଦ୍ଧ ରଙ୍ଗବତୀର ସ୍ରଷ୍ଟା ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆ ହୃଦଘାତରେ ଅସୁସ୍ଥ । ମଙ୍ଗଳବାର ସନ୍ଧ୍ୟାରେ ସେ ନିଜ ଗାଁ କୁଚିଣ୍ଡା…

ପଞ୍ଚାୟତରାଜ ଦିବସ ,ବିଜୁବାବୁଙ୍କ ୧୦୬ ତମ ଜୟନ୍ତୀ ପାଳିତ

Posted by - March 5, 2022 0
ରାୟଗଡା:ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ସଦରରେ ଥିବା କଲ୍ୟାଣି ମଣ୍ଡପ ଠାରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୬ ତମ ଜନ୍ମ ଦିବସ ଓ ପଞ୍ଚାୟତରାଜ ଦିବସ…

ବାରିପଦା ପିଆରଏମ ମେଡିକାଲର ତର୍ଜମା କଲେ ୫-ଟି ସଚିବ ଭି.କାର୍ତ୍ତିକେୟନ ପାଣ୍ଡିଆନ।

Posted by - October 13, 2019 0
ମୟୁରଭଞ୍ଜ-13/10/2019 କେନ୍ଦୁଝର ଜିଲ୍ଲା ପରିଦର୍ଶନ ପରେ ଦିନ ୩.୩୦ମିରେ ୫ -ଟି ସଚିବ, ଶ୍ରୀ ପାଣ୍ଡିଆନ, ରାଜ୍ୟ ଉନ୍ନୟନ ସଚିବ ସୁରେଶ ମହାପାତ୍ର ଓ ଜାତୀୟ ସ୍ୱାସ୍ଥ୍ୟ ମିଶନ…

 କଳାହାଣ୍ଡି କୁ ପୁଣି ଫେରିଲା ଦାଦନଙ୍କ ଶବ

Posted by - October 14, 2021 0
କଳାହାଣ୍ଡି :(ନରେନ୍ଦ୍ର ନେଗୀ /ଅର୍ଜୁନ ପଟ୍ଟନାୟକ)ଶ୍ରମିକଙ୍କ ରୋଜଗାର ଓ ଥଇଥାନ ପାଇଁ ସରକାର ଙ୍କ ବ୍ୟାପକ ଯୋଜନା ସତ୍ତ୍ୱେ କଳାହାଣ୍ଡି ଜିଲ୍ଲାର ଦାଦନ ମାନଙ୍କ ସମସ୍ୟା ଦିନ…

ଅମ୍ବାଦଳା ରେ ଦଧିବମାନ ମହାପ୍ରଭୁଙ୍କ ଦେବସ୍ନାନ

Posted by - June 14, 2022 0
ମୁନିଗୁଡା:(ରମାକାନ୍ତ ପୋଢଳ)ଆଜି ଅମ୍ବାଦଳା ଗ୍ରାମର ଶ୍ରୀ ଦଧିବମାନ ମହାପ୍ରଭୁଙ୍କ ଦେବସ୍ନାନ କାର୍ଯ୍ୟକ୍ରମ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ଏହା ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ହିସାବରେ ସକାଳ ୯…

Leave a comment

Your email address will not be published.