Breaking News
2:23 pmରାଜ୍ୟର କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଭଦ୍ରକ ଓ ବାଲେଶ୍ବର ଆଦି ଅଞ୍ଚଳରେ ପ୍ରବଳରୁ ଅତିପ୍ରବଳ ବର୍ଷାର ସମ୍ଭାବନାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି 2:22 pmଗତକାଲିର ଘୂର୍ଣ୍ଣିବଳୟ ପ୍ରଭାବରେ ଉତ୍ତର-ପୂର୍ବ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ‌କ୍ଷେତ୍ର ଘନୀଭୂତ ହୋଇ ଏକ ସୁଦୃଶ ଲଘୁଚାପରେ ପରିଣତ, ୩ ଦିନ ଯାଏଁ ଛେଚିବ, 2:21 pmସୁନ୍ଦରଗଡ଼ରେ ସ୍କ୍ରବ୍ ଟାଇଫସର ସ୍ଥିତି ଅନୁଧ୍ୟାନ ପାଇଁ ପହଞ୍ଚିଲେ ୬ ଜଣିଆ କେନ୍ଦ୍ରୀୟ ଟିମ୍ 2:20 pm୨ ବିଧାୟକଙ୍କ ନିଲମ୍ବନକୁ ବିରୋଧ କରି ବିଜେପି ସଦସ୍ୟଙ୍କ ହଟ୍ଟଗୋଳ: ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ 2:19 pmହୀରାକୁଦ ଜଳଭଣ୍ଡାରର ସର୍ବୋଚ୍ଚ ଜଳସ୍ତର ଛୁଇଁଲା ୬୩୦ ଫୁଟ। ଅପରାହ୍ନ ୩ଟା ସୁଦ୍ଧା ୭ଟି ଗେଟ୍ ଦେଇ ହୀରାକୁଦରୁ ଜଳ ନିଷ୍କାସନ ଜାରି

ବୁଧବାର ପ୍ରଦର୍ଶନୀ ପଡିଆରେ ହେବ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ଉତ୍ସବ

1177 0

ଭୁବନେଶ୍ବର :ପରମ୍ପରା ଅନୁସାରେ ନବନିର୍ବାଚିତ ସରକାର ଦାୟିତ୍ବ ନେବା ପୂର୍ବରୁ ପ୍ରୋଟେମ୍ ସ୍ପିକର ନିଯୁକ୍ତ ହୋଇଥାନ୍ତି । ସମସ୍ତ ବିଧାୟକ ଶପଥ ନେବା ପରେ ବିଧାନସଭା ଅଧିବେଶନ ଆରମ୍ଭ ହେଲେ ବାଚସ୍ପତି ନିର୍ବାଚିତ ହୋଇଥାନ୍ତି । ୨୦୧୪ ମସିହାରେ ମଧ୍ୟ ସରକାର ଗଠନ ହେବା ପୂର୍ବରୁ ତତ୍କାଳୀନ ବରିଷ୍ଠ ବିଧାୟିକା ସୁଜ୍ଞାନୀ କୁମାରୀ ଦେଓଙ୍କୁ ପ୍ରୋଟେମ୍ ସ୍ପିକର ଭାବେ ନିଯୁକ୍ତ କରାଯାଇଥିଲା । ପରେ ନିରଞ୍ଜନ ପୂଜାରୀ ବାଚସ୍ପତି ଆସନ ଅଳଙ୍କୃତ କରିଥିଲେ । ବାଚସ୍ପତିଙ୍କୁ ନିର୍ଦଳୀୟ ବୋଲି ବିବେଚନା କରାଯାଇଥାଏ । ବିଧାୟକମାନଙ୍କୁ ପ୍ରୋଟେମ୍ ସ୍ପିକର ଶପଥପାଠ କରାଇବା ପରମ୍ପରା ଥିବାବେଳେ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରିମଣ୍ଡଳକୁ ରାଜ୍ୟପାଳ ସ୍ବତନ୍ତ୍ର ଉତ୍ସବରେ ଶପଥପାଠ କରାଇଥାନ୍ତି

Related Post

ହରଭଙ୍ଗା ସମେତ ବୌଦ୍ଧ ଜିଲ୍ଲା ର ପୁରପଲ୍ଲୀ ରେ ପାଳିତ ହେଲା ଗଜଲକ୍ଷ୍ମୀ ପୂଜା

Posted by - October 19, 2021 0
ବୌଦ୍ଧ:(ଚିତ୍ତରଂଜନସିଂ)କରୋନା ପାଇଁ ଚଳିତ ବର୍ଷ ପର୍ବ ପର୍ବାଣୀ ଫିକା ପଡିଥବା ବେଳେ ଆଜି ହରଭଙ୍ଗା ସମେତ ବୌଦ୍ଧ ଜିଲ୍ଲା ପୁରପଲ୍ଲୀ ରେ ଗଜଲକ୍ଷ୍ମୀ ପୂଜା ଆରମ୍ଭ ହୋଇଯାଇଛି!ହରଭଙ୍ଗା…

ମା’ ବିରଜାଙ୍କ ରଥଯାତ୍ରା ପ୍ରସଂଗ ନେଇ ଦାୟର ମାମଲାରେ ଯାଜପୁର ଜିଲ୍ଲାପାଳ ଓ ଏସପିଙ୍କ ନିକଟରୁ ହାଇକୋର୍ଟ ରିପୋର୍ଟ ତଲବ

Posted by - September 28, 2020 0
ଭୁବନେଶ୍ବର :ଯାଜପୁର ର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ଶାରଦୀୟ ଦୂର୍ଗାପୂଜା ଅବସରରେ ହେଉଥିବା ରଥଯାତ୍ରା ଚଳିତ ବର୍ଷ ହେବା ନେଇ ମାନ୍ୟବର ହାଇକୋର୍ଟଙ୍କ ଦ୍ୱାରାସ୍ଥ ହୋଇଛନ୍ତି…

ସରିଲା ବାତ୍ୟା ୟାସର ଲ୍ୟାଣ୍ଡଫଲ ପ୍ରକ୍ରିୟା,ଆକଳନ ରୁ କମ ଥିଲା ପ୍ରଭାବ

Posted by - May 26, 2021 0
ଭୁବନେଶ୍ୱର: ଅତି ଭୀଷଣ ବାତ୍ୟା ୟସ୍‍ର ସ୍ଥଳଭାଗ ଅତିକ୍ରମ କରିବା ପ୍ରକ୍ରିୟା ଆରମ୍ଭ ହୋଇଥିଲା । ବୁଧବାର ସକାଳ ୯ଟା ପରେ ଏହି ପ୍ରକ୍ରିୟା ଆରମ୍ଭ ହୋଇଥିଲା।…

Leave a comment

Your email address will not be published.