ହିରୋ ହେଲେ କେତନ, ଯିଏ ଛାତ୍ରଛାତ୍ରୀଙ୍କ ପାଇଁ ସାଜିଲେ ଦେବଦୂତ

928 2

ସୁରତ:ଗୁଜରାଟ ସୁରତର ଏକ କୋଚିଂ ସେଣ୍ଟରରେ ଭୟାବହ ଅଗ୍ନିକାଣ୍ଡ ଘଟଣାରେ ୨୨ଜଣଙ୍କ ମୃତ୍ୟୁ ଯେତିକି ଦୁଃଖଦାୟକ, ଅଗ୍ନିକାଣ୍ଡ ବେଳେ ଦେବଦୂତ ସାଜି ଅନେକଙ୍କ ଜୀବନ ବଞ୍ଚାଇଥିବା ଜଣେ ସ୍ଥାନୀୟ ଯୁବକଙ୍କ ସାହସ ତାଠୁ ଢେର ଗୁଣରେ ପ୍ରଂଶସନୀୟ।ସୁରତର ଭୟାନକ ଅଗ୍ନିକାଣ୍ଡ ବେଳେ ଏମିତି ଜଣେ ହିରୋଙ୍କୁ ଦେଖିବାକୁ ମିଳିଛି, ଯିଏ ରିଲ୍‌ ନୁହେଁ, ରିଅଲ୍‌ ହିରୋ। ନିଜ ଜୀବନକୁ ମରଣ ମୁହଁକୁ ଠେଲି ନିଶ୍ଚିତ ମୃତ୍ୟୁ ମୁଖରୁ ଅନେକ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରିଛନ୍ତି।

Related Post

ହୃଦ ରୋଗୀଙ୍କ ପାଇଁ ସଂଜିବନୀ ରାଷ୍ଟ୍ରୀୟ ବାଲ ବିକାଶ କାର୍ଯ୍ୟକ୍ରମ

Posted by - December 11, 2019 31
ଯାଜପୁର: (ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ରାଷ୍ଟ୍ରୀୟ ବାଲ୍ ସ୍ୱାସ୍ଥ୍ର ମିଶନ ମାଧ୍ୟମରେ ୧୪ଜଣ ଛାତ୍ରଛାତ୍ରୀଙ୍କୁ ହୃଦ୍ ଅସ୍ତ୍ରୋପଚାର ପାଇଁ ଅହମଦାବାଦ୍ ସ୍ଥିତ ସତ୍ୟସାଥ ହୃଦୟାଳୟକୁ ପଠାଯାଇଛି ।…

ସାମାଜିକସଂଗଠନର ସଫେଇ କାର୍ଯ୍ୟକ୍ରମ

Posted by - November 6, 2021 0
ବାଲିଆପାଳ:(ପ୍ରଭାକର ମଲ୍ଲିକ)ଗତକାଲି ଦୀପାବଳୀ ଯାଇଛି । ବାଣ ଫୁଟିବାର କଟକଣା ଥିଲେ ସୁଦ୍ଧା ଲୋକମାନେ ବାଣଫୁଟାଇ ମଜା ମଧ୍ୟ ନେଇଛନ୍ତି ।ବାଣର ଅବସେଷ ରାସ୍ତା ଘାଟ ପଡିଆରେ…

ଜନ୍ମଦିନ ପାଳନ ବଦଳରେ କରୋନା ପାଣ୍ଠିକୁ ଦାନ

Posted by - April 18, 2020 0
ଭୁବନେଶ୍ୱର:ତା ୧୮/୪ : ଯାଜପୁର ସହରସ୍ଥିତ କୋଦଣ୍ଡପୁର ଗ୍ରାମ ନିବାସୀ ସୂର୍ଯ୍ୟ ପ୍ରକାଶ ନାୟକ ଓ ସରସ୍ୱତୀ ଧଳଙ୍କର ସନ୍ ପବ୍ଲିକ ସ୍କୁଲର ଏଲ୍‌.କେଜିରେ ପଢ଼ୁଥିବା ଝିଅ…

ଅନୁଗୋଳରେ ହେବ ଆଦର୍ଶ ସାମୁହିକ ବିବାହ ଉତ୍ସବ

Posted by - January 11, 2020 0
ଅନୁଗୋଳ:(ମହେଶ ଭୋମରାଜ)ଉତ୍କଳ ପ୍ରାଦେଶିକ ମାର ୱାଡି ସମ୍ମିଳନୀ ଅନୁଗୋଳ ଶାଖା ଆନୁକୂଲ୍ୟରେ ଆସନ୍ତା ଜାନୁୟାରୀ ୨୯ ତାରିଖରେ ସରସ୍ୱତୀ ଶିଶୁ ଵିଦ୍ୟାମନ୍ଦିରରେ ହେବ ଏହି ସାମୁହିକ ବିବାହ…

ୱାର୍ଲଡ୍ ଓଡ଼ିଶା ସୋସାଇଟିର ଛତିଶଗଡ଼ ଶାଖା ଗଠନ ପୂର୍ଣ୍ଣଶ୍ରୀ ରାଉତ ସଭାପତି; ଅଜୟ ଦେବତା ସାଧାରଣ ସମ୍ପାଦକ ନିଯୁକ୍ତ

Posted by - March 18, 2023 0
ରାୟପୁର/ଭୁବନେଶ୍ୱର/ ନୂଆଦିଲ୍ଲୀ ତା ୧୮.୦୩ ୱାର୍ଲଡ୍ ଓଡ଼ିଶା ସୋସାଇଟି(ୱାଓସୋ)ର ଛତିଶଗଡ଼ ଶାଖା ଗଠନ କରାଯାଇଛି। ପ୍ରବୀଣ ପ୍ରଶାସିକା, ବିଶିଷ୍ଟ କଳାଧର୍ମୀ ଲେଖିକା ଏବଂ ସୁନାମଧନ୍ୟ ଓଡ଼ିଶୀ ନୃତ୍ୟ…

There are 2 comments

Leave a comment

Your email address will not be published.