ହିରୋ ହେଲେ କେତନ, ଯିଏ ଛାତ୍ରଛାତ୍ରୀଙ୍କ ପାଇଁ ସାଜିଲେ ଦେବଦୂତ

831 0

ସୁରତ:ଗୁଜରାଟ ସୁରତର ଏକ କୋଚିଂ ସେଣ୍ଟରରେ ଭୟାବହ ଅଗ୍ନିକାଣ୍ଡ ଘଟଣାରେ ୨୨ଜଣଙ୍କ ମୃତ୍ୟୁ ଯେତିକି ଦୁଃଖଦାୟକ, ଅଗ୍ନିକାଣ୍ଡ ବେଳେ ଦେବଦୂତ ସାଜି ଅନେକଙ୍କ ଜୀବନ ବଞ୍ଚାଇଥିବା ଜଣେ ସ୍ଥାନୀୟ ଯୁବକଙ୍କ ସାହସ ତାଠୁ ଢେର ଗୁଣରେ ପ୍ରଂଶସନୀୟ।ସୁରତର ଭୟାନକ ଅଗ୍ନିକାଣ୍ଡ ବେଳେ ଏମିତି ଜଣେ ହିରୋଙ୍କୁ ଦେଖିବାକୁ ମିଳିଛି, ଯିଏ ରିଲ୍‌ ନୁହେଁ, ରିଅଲ୍‌ ହିରୋ। ନିଜ ଜୀବନକୁ ମରଣ ମୁହଁକୁ ଠେଲି ନିଶ୍ଚିତ ମୃତ୍ୟୁ ମୁଖରୁ ଅନେକ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରିଛନ୍ତି।

Related Post

ରକ୍ତଭିଜା ବ୍ୟାଣ୍ଡେଜ ମିଳିଲା ଅନ୍‌ଲାଇନ୍‌ ଫୁଡ ଅଡରିଙ୍ଗ ଓ ଡେଲିଭରି ପ୍ଲାଟଫାର୍ମ ସୁଇଗି ଜରିଆରେ ମଗାଇଥିବା ଖାଦ୍ୟରେ

Posted by - February 12, 2019 0
ଚେନ୍ନାଇରେ ରହୁଥିବା ବାଲମୁରୁଗନ୍‌ ଦିନଦୟାଲନଙ୍କ ଖାଦ୍ୟରେ ବାହାରିଥିବା ରକ୍ତଭିଜା ବ୍ୟାଣ୍ଡେଜକୁ ନେଇ ଫେସ୍‌ବୁକ୍‌ରେ ପୋଷ୍ଟ କରି ଲେଖିଛନ୍ତି, ଗତ ରବିବାର ସେ ସୁଇଗି ଆପ୍‌ ଜରିଆରେ ଚାପ୍‌…

ଗୋଟିଏ ଦିନରେ ଟିଟିଲାଗଡ ବିକାଶ ସେନା ସଦସ୍ୟଙ୍କ ଦ୍ବାରା ରୋଗୀଙ୍କୁ ୪ ୟୁନିଟ ରକ୍ତଦାନ

Posted by - February 5, 2022 0
ଟିଟିଲାଗଡ: (ସଞ୍ଜୟ କୁମାର ନାୟକ)ଟିଟିଲାଗଡ ଉପଖଣ୍ଡ ସ୍ଥରୀୟ ଡ଼ାକ୍ତରଖାନାରେ ଟିଟିଲାଗଡ ବିକାଶ ସେନାର ସଦସ୍ୟ ମାନେ ୪ ୟୁନିଟ ରକ୍ତଦାନ କରି ଚାରୋଟି ମୁଲ୍ୟବାନ ଜୀବନ ବଞ୍ଚାଇଛନ୍ତି।…

ସୋମବାରକୁ ସୋମବତୀ ଅମାବାସ୍ୟା ମହାଯୋଗରେ ପଡିଛି ସାବିତ୍ରୀ ବ୍ରତ

Posted by - June 2, 2019 0
ପୁରାଣ ମାନ୍ୟତା ଅନୁସାରେ ସୋମବତୀ ଅମାବାସ୍ୟାରେ ଜନ୍ମ ହୋଥିଲେ  ଶନି ମହାଗ୍ରହ । ଏଣୁ ଏହି ଦିନ ସନିଙ୍କ ପ୍ରିତ୍ୟାର୍ଥେ ଲୋକେ ଅଶ୍ବତଥ ଓ ବରଗଛ ପୂଜା…

ଏହା ଦେଶର କୃଷି କ୍ଷେତ୍ରକୁ ବଦଳାଇବାର ଏକ ରୋଡମ୍ୟାପ: ବଜେଟକୁ କହିଲେ ମୋଦି

Posted by - July 6, 2019 0
ନୂଆଦିଲ୍ଲୀ,୫।୭: ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ ଶୁକ୍ରବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଉପସ୍ଥାପନ କରିଛନ୍ତି। ତେବେ ଏହି ବଜେଟକୁ ନେଇ ପ୍ରଧାନମନ୍ତ୍ରୀ କହିଛନ୍ତି…

ବିବାହ ର ସୁବର୍ଣ୍ଣ ଜୟନ୍ତୀ ବାର୍ଷିକ ପାଳନରେ ଶରୀର ଦାନ ପାଇଁ କଲେ ସଂଙ୍କଳ୍ପ

Posted by - May 24, 2022 0
ସମ୍ବଲପୁର :(ରାମାକାନ୍ତ ବିଶ୍ଵାଳ )ନିଜ ବିବାହ ର ସୁବର୍ଣ୍ଣ ଜୟନ୍ତୀ ବାର୍ଷିକ ପାଳନ କୁ ନିଆରା ଭାବରେ ପାଳନ କରି ସମାଜ ପାଇଁ ଉଦାହରଣ ସୄଷ୍ଠି କଲେ…

Leave a comment

Your email address will not be published.