ରାଜ୍ୟର ବିପର୍ଯ୍ୟସ୍ତ ଆଇନ ବ୍ୟବସ୍ଥା କଥା ସଂସଦରେ ଉଠାଇଲେ ସାଂସଦ ସୁରେଶ ପୁଜାରୀ

629 0

ସମ୍ବଲପୁର :(ରମାକାନ୍ତ ବିଶ୍ବାଳ)ଲୋକସଭା ରେ ଓଡ଼ିଶା ରାଜ୍ୟର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି କଥା ଉଠାଇଛନ୍ତି ସାଂସଦ ସୁରେଶ ପୁଜାରୀ । ଲୋକସଭା ରେ ଆଜି ସାଂସଦ ପୁଜାରୀ ମାନ୍ୟବର ବାଚସ୍ପତିଙ୍କ ମାଧ୍ୟମରେ ରାଜ୍ୟ ର କଳାହାଣ୍ଡି ଜିଲ୍ଲାର ବହୁ ଚର୍ଚ୍ଚିତ ମମିତା ଅପହରଣ ଓ ପରେ ହତ୍ୟା ଘଟଣାରେ ଗୃହମନ୍ତ୍ରୀ ସପୄକ୍ତି ବିଷୟବସ୍ତୁ ଉତଥାପନ କରିଥିଲେ ।

ଏଥିସହ ଓଡ଼ିଶା ବରଗଡ଼ ଜିଲ୍ଲା ତୁରା ଗ୍ରାମର ଗୋବିନ୍ଦ କୁମ୍ଭାର ହାଜତ ହତ୍ୟା ମାମଲା, ନୟାଗଡ଼ ଜିଲ୍ଲାର ପରୀ ଅପହରଣ ଓ ହତ୍ୟା, ମହଙ୍ଗା ଡବଲ ମର୍ଡର ଇତ୍ୟାଦି ମାମଲାରେ ରାଜ୍ୟ ସରକାରଙ୍କୁ ସମ୍ପୂର୍ଣ୍ଣ ରିପୋର୍ଟ ମାଗି ଏହାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେବା ପାଇଁ ସାଂସଦ ସୁରେଶ ପୁଜାରୀ ବାଚସ୍ପତିଙ୍କ ମାଧ୍ୟମରେ ଲୋକସଭାରେ ଦାବି କରିଛନ୍ତି ।

Related Post

ସିନ୍ଧିଆ ପରିବାରର ପ୍ରସିଦ୍ଧ ଜୟ ବିଳାଶ ପ୍ୟାଲେସରେ ଚୋରି

Posted by - March 18, 2021 0
ମଧ୍ୟପ୍ରଦେଶ: ଗ୍ୱାଲିୟରର ରାଜ ପରିବାର ତଥା ସିନ୍ଧିଆ ପରିବାରର ପ୍ରସିଦ୍ଧ ଜୟ ବିଳାଶ ପ୍ୟାଲେସ ବେଶ ପ୍ରସିଦ୍ଧ । ହେଲେ ଏବେ ଏହାର ରାଣୀ ମହଲରେ ହୋଇଛି…

ଭାରତୀୟ ବାୟୁସେନା ପାଇଲଟଙ୍କ ସୁରକ୍ଷା ଦାବି କଲା ଭାରତ,ଦେଖନ୍ତୁ ପାକିସ୍ତାନ ଜାରି କରିଥିବା ଭିଡିଓ

Posted by - February 27, 2019 0
ନୂଆଦିଲ୍ଲୀ : ପାକିସ୍ତାନ ଦ୍ବାରା ବନ୍ଦୀ ହୋଇଥିବା ଭାରତୀୟ ବାୟୁସେନା ପାଇଲଟ ଅଭିନନ୍ଦନ ବର୍ତମାନଙ୍କ ପ୍ରତି ହିଂସାତ୍ମକ ଆଚରଣ ଓ ଗଣମାଧ୍ୟମରେ ତାଙ୍କର ପ୍ରଦର୍ଶନକୁ ଭାରତ ତୀବ୍ର…

ସୁଭଦ୍ରା ଆର୍ଟ ଗ୍ୟାଲେରୀ ଦ୍ଵାରା ଦିଲ୍ଲୀରେ ଗାନ୍ଧୀ ଚିତ୍ରକଳା ପ୍ରଦର୍ଶନୀ

Posted by - August 11, 2022 0
ନୂଆଦିଲ୍ଲୀ: ତା ୧୧.୦୮ଭୁବନେଶ୍ୱର ସ୍ଥିତ ସୁଭଦ୍ରା ଆର୍ଟ ଗ୍ୟାଲେରୀ ଆନୁକୁଲ୍ୟରେ ଦିଲ୍ଲୀ ଠାରେ ଗାନ୍ଧୀ ଚିତ୍ରକଳା ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି। ଭାରତବର୍ଷର ସ୍ବାଧିନତାର ୭୫ ବର୍ଷ ପାଳନ…

ଦିଲ୍ଲୀର ହାଉଜଖାସ ଜଗନ୍ନାଥ ମନ୍ଦିରରେ ବୋଇତ ବନ୍ଦାଣ ଉତ୍ସବ ପାଳନ

Posted by - November 9, 2022 0
ନୂଆଦିଲ୍ଲୀ : ନୂଆଦିଲ୍ଲୀର ହାଉଜଖାସସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ମହାସମାରୋହରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ପର୍ବ ଓ ବୋଇତ ବନ୍ଦାଣ ଉତ୍ସବ ପାଳନ କରାଯାଇଥିବା ଜଣାଯାଇଛି। ମନ୍ଦିର…

ଆମେରିକାର ମାସାଚ୍ୟୁଟସ ଠାରେ ନୀଳାଦ୍ରି ବିଜେ ଆୟୋଜନ

Posted by - July 14, 2022 0
ମାସାଚ୍ୟୁଟସ:ତା ୧୩.୦୭ ଆମେରିକାର ମାସାଚ୍ୟୁଟସ ଠାରେ ଶ୍ରୀ ଜଗନ୍ନାଥଙ୍କର ରଥଯାତ୍ରା, ବାହୁଡା଼ ପର୍ବ, ସୁନାବେଶ ଏବଂ ନୀଳାଦ୍ରି ବିଜେ ଆଦି ଉତ୍ସବ ମହାସମାରୋହରେ ପାଳନ କରାଯାଇଛି। ନିଉ…