ବରଦାନ୍ୟ ବ୍ୟକ୍ତି ସମାଜସେବୀ ଲକ୍ଷ୍ମୀ କାନ୍ତ କଲେ ଠେମରା ଗାଁ ଠାରେ ନୂତନ ଖେଲ ପାଡ଼ିଆର ଭୁମି ପୂଜନ ଓ ମରାମତି

501 0

ବଙ୍ଗୋମୁଣ୍ଡା: (ଅଭୀମନ୍ୟୁ ବହିଦାର) ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଠେମରା ଗାଁ ଠାରେ ନୂତନ ଖେଳ ପଡ଼ିଆର ଭୂମି ପୂଜନ ଓ ମରାମତି ପୁନରୁଦ୍ଧାର କାମକଲେ ବରଦାନ୍ୟ ବ୍ୟକ୍ତି ତଥା ସମାଜ ସେବୀ ଲକ୍ଷ୍ମୀ କାନ୍ତ ବାଗ ନିଜସ୍ୱ ପାଣ୍ଠିରୁ ଯୁବ ଗୋଷ୍ଠୀ ମାନଙ୍କର ଫୁଟବଲ,କ୍ରିକେଟ, କବାଡି ଆଦି ଖେଳ ପାଇଁ ଖେଳାଳି ମାନଙ୍କୁ ବିଭିନ୍ନ ସମୟରେ ବଡ ଅସୁବିଧା ସମ୍ମୁଖିନ ହେଉଥିଲେ।

ଏହାକୁ ଶ୍ରୀ ବାଗ ବୁଝିପାରିଲେ ଖେଳାଳି ଯୁବ ଗୋଷ୍ଠୀ ଅସୁବିଧା ଓ ମରାମିତି ହାତ ବଢ଼େଇଛନ୍ତି। ଏହି ଅବସରରେ ତିନି ଗାଁ ଠେମରା, ଜାମତରା, ଜନସାଧାରଣ ଖେଳାଳି ଯୁବଗୋଷ୍ଠୀ ଉପସ୍ଥିତ ରହି ଭୁମି ପୂଜନ ସାଙ୍ଗକୁ ମରାମତି କାର୍ଯ୍ୟ ଆରମ୍ଭ କରିଥିଲେ।ବିରେନ୍ଦ୍ର ମାଝୀ ଲକ୍ଷ୍ମୀ ଭୋଇ ପୁଜାର୍ଚ୍ଚନା କରିଥିଲେ।ଓ ଅନ୍ୟ ମାନଙ୍କ ମଧ୍ୟରେ ସଞ୍ଜୀବ ଛୁରା,କୁଲ ଦୀପ ମାଝୀ,ଜଗତ ସାହୁ, ସୁମନ୍ତ ମହାନନ୍ଦ ସତ୍ୟନାରାୟଣ ବଛା,ଦୁର୍ଗା ପ୍ରସାଦ ବଛା,ନିର୍ମଳ ଭୋଇ,କେଶବ ଭାଟି, ନିତ୍ୟାନନ୍ଦ ପୃସେଟ ବୈଶିଷ୍ଟ ବାଗ,କ୍ଷୀରସିନ୍ଧୁ ନାଗ,ହାଡ଼ିପା ଛତ୍ରୀଆ,ମଙ୍ଗେସ ମାଝୀ ପ୍ରମୁଖ ଯୋଗଦେଇ ଥିଲେ।

Related Post

ଦେଢ଼ଗାଁ ଯୁବକ ସଂଘ ପକ୍ଷରୁ ବୃକ୍ଷ ରୋପଣ

Posted by - August 10, 2023 0
କଣ୍ଟାବାଞ୍ଜି:(ନରେନ୍ଦ୍ର ନେଗୀ)ଦେଢ଼ଗାଁ ଯୁବକ ସଂଘ ପକ୍ଷରୁ ଦେଢ଼ଗାଁ ଖେଳପଡିଆ ଠାରେ ବୃକ୍ଷ ରୋପଣ କରାଯାଇଛି । ଖେଳପଡିଆ ର ପରିବେଶକୁ ସୁନ୍ଦର କରିବା ପାଇଁ ଖେଳପଡିଆ ଚାରିପଟେ…

ବୌଦ୍ଧ ଜିଲ୍ଲାପାଳଙ୍କୁ କାନ୍ତି ସଂମ୍ମାନ ପ୍ରଦାନ

Posted by - May 6, 2022 0
ବୌଦ୍ଧ(ଚିତ୍ତରଞ୍ଜନ ସିଂହ)ଓଡ଼ିଆ ଟ୍ରେଣ୍ଡ ନିଉଜର ପଞ୍ଚମ ସ୍ଵନକ୍ଷେତ୍ର ଅବସରରେ ବୌଦ୍ଧ ଜିଲ୍ଲାପାଳ ଲଲଟେନ୍ଦୁ ମିଶ୍ରଙ୍କୁ କାନ୍ତି ସନମାନ ରେ ସନମାନିତ କରା ଯାଇଛି। ଶ୍ରୀ ମିଶ୍ରଙ୍କୁ 2022…

ପିଇବା ପାଣି ଯୋଗାଣ ପାଇଁ ଅଭିନଵ ଉପାୟରେ ପ୍ରତିବାଦ

Posted by - January 2, 2022 0
ନୂଆପଡା :(ମେଘନାଦ ନାଏକ)ମୋବାଇଲ ଟାୱର ଉପରକୁ ଚଢି ଆତ୍ମହତ୍ୟା ଉଦ୍ୟମ କରିବାକୁ ଚେଷ୍ଟା କରିଛି ଜଣେ ସ୍ଥାନୀୟ ଯୁବକ । ଘଟଣା ଟି ଦେଖିବାକୁ ମିଳିଛି ଖଡ଼ିଆଳ…

ରାତି ପାହିଲେ ସାବିତ୍ରୀ ଅମାବାସ୍ୟା,ମା ବିରଜା ମନ୍ଦିର ଆଖ ପାଖ ଅଞ୍ଚଳ ରେ ୧୪୪ ଧାରା ଜାରି

Posted by - May 21, 2020 0
ଭୁବନେଶ୍ବର/ଯାଜପୁର :(ରାତି ପାହିଲେ ସାବିତ୍ରୀ ବ୍ରତ ଥିବାରୁ ରାଜ୍ୟ ର ବିଭିନ୍ନ ସହରରେ ଲୋକମାନଙ୍କ ଅସମ୍ଭାଳ ଭିଡ଼ ଲାଗି ରହିଥିବା ଦେଖିବାକୁ ମିଳିଛି। ସାବିତ୍ରୀ ବ୍ରତ ପାଳିବା…