Breaking News
10:45 pmଭୁବନେଶ୍ୱର: ଜମିଜମା ବିବାଦକୁ ନେଇ ପୁରୁଣା ଭୁବନେଶ୍ୱର ରଥରୋଡରେ ପୁଲିସ ଉପସ୍ଥିତିରେ ବଡ଼ଭାଇକୁ ହାଣିଲା ସାନଭାଇ। ଖଣ୍ଡା ଆକ୍ରମଣରେ ବଡ଼ଭାଇ ଗୁରୁତର। ହସ୍ପିଟାଲରେ ଭର୍ତ୍ତି। 10:44 pmଭୁବନେଶ୍ବର: ବରିଷ୍ଠ ଅଭିନେତା ବିରାଜ ଦାସଙ୍କ ପରଲୋକ। ୬୩ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କଲେ ବିରାଜ ଦାସ। କଟକର ଏକ ଘରୋଇ ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। 10:43 pmରକ୍ଷକ ସାଜିଲା ଭକ୍ଷକ ମାମଲା : ଶିଶୁ ‌‌‌ଯୌନ ନିର୍ଯାତନା ମାମଲାରେ କନଷ୍ଟେବଳ ରଜନୀକାନ୍ତ ଗମାଙ୍ଗୋ ଗିରଫ 12:38 amଭିଜିଲାନ୍ସ ଜାଲରେ ନାରାୟଣପାଟଣା ବ୍ଲକରେ କାର୍ଯ୍ୟରତ ସିଆରସିସି ଏସ କିଶାନ କୁମାର। ୨୦ ହଜାର ଟଙ୍କା ଲାଞ୍ଚ ନେଇ ଗିରଫ 12:36 amପୁରୀ: ଶ୍ରୀମନ୍ଦିର ସାମ୍ନାରେ ଗୁଳିକାଣ୍ଡ,ଜଣେ ଯୁବକଙ୍କୁ ଟାର୍ଗେଟ କରି ଦୁର୍ବୃତ୍ତଙ୍କ ଗୁଳିମାଡ଼,ଗୁଳମାଡ଼ରେ ଶ୍ରୀଲୋକନାଥ ସେବାୟତ ଗୁରୁତର

ଅତାବିରାରେ ବିଜେଡିରୁ ସ୍ନେହାଙ୍ଗିନୀ ଛୁରିଆ ବିଜୟୀ,ବାଙ୍କୀରେ ବିଜେଡିରୁ ଦେବୀରଂଜନ ତ୍ରିପାଠୀ ବିଜୟୀ,ଭଟଲୀରେ ବିଜେଡିରୁ ସୁଶାନ୍ତ ସିଂହ ବିଜୟୀ,ଭୁବନେଶ୍ୱର ନର୍ଥରେ ବିଜେଡିରୁ ସୁଶାନ୍ତ ରାଉତ ବିଜୟୀ,ବ୍ରହ୍ମଗିରିରେ ବିଜେପିର ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ବିଜୟୀ,ଦିଗପହଣ୍ଡିରୁ ବିଜେଡିର ସୂର୍ଯ୍ୟ ପାତ୍ର ବିଜୟୀ,ଯାଜପୁରରେ ବିଜେଡିର ପ୍ରଣବ ପ୍ରକାଶ ଦାସ ବିଜୟୀ,ଜଟଣୀରେ କଂଗ୍ରେସର ସୁରେଶ ରାଉତରାୟ ବିଜୟୀ,ଭୁବନେଶ୍ୱର ମଧ୍ୟ ବିଜେଡିରୁ ଅନନ୍ତ ନାରାୟଣ ଜେନା ବିଜୟୀ,ଆଠଗଡ଼ରେ ବିଜେଡିରୁ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ବିଜୟୀ,ବାରବାଟୀ-କଟକରେ କଂଗ୍ରେସରୁ ମହମ୍ମଦ ମୋକିମ ବିଜୟୀ

849 0
Facebook Notice for EU! You need to login to view and post FB Comments!

Related Post

ପାଞ୍ଚଟି ସଂସ୍ଥା, ପାଞ୍ଚଥର ସର୍ଭେ ପରେ ଭି ଠିକ ହେଇ ପାରୁନି ବିଜେଡ଼ି ର ପାର୍ଥୀ ଚୟନ

Posted by - March 15, 2019 80
ବିଧାନସଭା ଆସନ ସଂଖ୍ୟା ୧୪୭। ଲୋକସଭାର ୨୧ ଆସନ ପାଇଁ ମଧ୍ୟ ଆସନ୍ତା ନିର୍ବାଚନରେ ଭୋଟଗ୍ରହଣ ହେବ। ୩ କୋଟି ୧୮ଲକ୍ଷ ଭୋଟର ନିର୍ବାଚନ ପ୍ରକ୍ରିୟାରେ ଭାଗ…

Leave a comment

Your email address will not be published.