ଅଦିନିଆ ମେଘୁଆ ପାଗକଲା ଡାଲିଜାତୀୟ ଫସଲ ନଷ୍ଟ

378 0

ବଙ୍ଗୋମୁଣ୍ଡା :(ଅଭିମନ୍ୟୁ ବହିଦାର)ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତର ଶହେରୁ ଉର୍ଦ୍ଧ୍ବ ଗାଁ ରେ ଖରିଫ ୠତୁ କାଳୀନ ଧାନ ଫସଲ ସାଙ୍ଗକୁ ଆଟମାମୁଲି ଜମିମାନ
ଙ୍କ ରେ କୃଷି ଲାଭକାରୀ ଡାଲିଜାତୀୟ ଚାଷ କରିଥିଲେ, ଯଥା-ହରଡ଼,କୂଳଥ,ସାଙ୍ଗ କୁ ଉକ୍ତ ଜମିରେ କପା ଆଦି ଚାଷ ବର୍ତ୍ତମାନ ଅଦିନିଆ, ବାତ୍ୟା ଜୱାବ ପ୍ରଭାବ ରେ ଦୁଇରୁ ତିନି ଦିନ ହେଲାଣି କୁହୁଲା ମେଘୁଆ ପାଗ ଓ ସାମାନ୍ୟ ଜଳବିନ୍ଧୁ ଯୋଗୁ ଉପରୋକ୍ତ ଡାଲି ଜାତୀୟ ଶହ ଶହ ହଜାର ହଜାର ହେକ୍ଟର ଫସଲ ରେ ରୋଗ ପୋକ ଲାଗି ନଷ୍ଟ ହେବା ଆଶଙ୍କାରେ ଚାଷୀ।ତେବେ କୋଠୋର ପରିଶ୍ରମ ମୁଣ୍ଡରଝାଳ ତୁଣ୍ଡ ରେ ମାରି ଠିକି ଅମଳକ୍ଷେମ ସମୟରେ ଦୈବୀ ଦୁର୍ବିପାକ ଡାଉସାଦିକୁ ଲାଗିଛି ଏବେ।

ସେହିଭଳି କପା ଫସଲ ଅମଳ ଶେଷ ହେବା ସମୟ ରେ ଉକ୍ତ ପାଗ ଯୋଗୁ କପା ଫସଲ ନଷ୍ଟ ହେବା ଚାଷୀ ଆଶଙ୍କା କରୁଛି ଆଶିଥିବା କପାବଳର ତୁଲା ଆଦି ଏହି ପାଗରେ କଳା ହୋଇଯାଇଥାଏ ବୋଲି ଚାଷୀ ମହଲରେ ଚର୍ଚ୍ଚା ହେଉଛି।ତେବେ ଗାଁ ଗୁଡିକ ହେଲା ବଙ୍ଗୋମୁଣ୍ଡା, ଜାମଖୁଣ୍ଟା, ମୁଣ୍ଡପଦର,ଭାଲୁମୁଣ୍ଡା, ବେଳପଡା, ଜୁରାବନ୍ଦ, ବରକାନି, ତାଳଚକେଲ,ଖଇରା, ଠେମରା, ସିନ୍ଧେକେଲା, ପ୍ରଭୁତି ଗାଁ ମାନଙ୍କ ରେ ଏହାର ପ୍ରଭାବ ଦେଖିବାକୁ ମିଳିଛି।

Related Post

ମୂକ,ବଧିର ବାଳିକା ସନ୍ଧ୍ୟା ନିଖୋଜ, ଥାନାରେ ଏତଲା ଦାଖଲ କଲେ ପରିବାର ଲୋକେ

Posted by - November 13, 2022 0
ଭବାନୀପାଟଣା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଳକ ଅନ୍ତର୍ଗତ ଭାଟଗୁଡା ଗ୍ରାମର ମୁକ ବଧିର ବାଳିକା ସନ୍ଧ୍ୟା ନିଖୋଜ ହେବା ସମ୍ପର୍କରେ ଥାନାରେ…

ଦୁର୍ଗା ପୂଜା ପାଇଁ ମାଟି ଅନୁକୁଳ

Posted by - September 24, 2021 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ଚଳିତ ବର୍ଷ ଦୁର୍ଗା ପୂଜା ପାଇଁ ହରଭଙ୍ଗା ବଜାର ‘ୟୁଥ କ୍ଳବ’ ଆନୁକୁଲ୍ୟ ରେ ଦୁର୍ଗାପୁଜା କରୋନା କଟକଣା କୁ ଦୃଷ୍ଟି ରେ ରଖି…

ଯାଜପୁର ବ୍ୟାସନଗର ପୌରାଞ୍ଚଳର ପ୍ରସ୍ତାବିତ ମଦଦୋକାନକୁ ବିରୋଧ

Posted by - October 11, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ବ୍ୟାସନଗର ପୌରାଞ୍ଚଳର ପ୍ରସ୍ତାବିତ ମଦଦୋକାନକୁ ବିରୋଧ। ପୌରପରିଷଦର ୨୧ ନମ୍ବର ୱାର୍ଡ ଅନ୍ତର୍ଗତ ସନ୍ତରା ନିକଟରେ ଏକ ଜନଗହଳିପୂର୍ଣ୍ଣ ରାସ୍ତା…

ବହୁପ୍ରତୀକ୍ଷ ଧଳପୁର -ଆଠମଲ୍ଲିକ ମହାନଦୀ ସେତୁ ରୁ NH 57ପୁରୁଣା କଟକ କୁ ଆପ୍ରୋଚ ରାସ୍ତାର ଜନଶୁଣାଣୀ

Posted by - September 30, 2021 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ବିଳମ୍ବ ରେ ହେଲେବି ଧାର୍ଯ୍ୟ ସମୟବାହାରେ ସଂପୂର୍ଣ ହୋଇଥିବା ଧଳପୁର -ଆଠମଲ୍ଲିକ ମହାନଦୀ ସେତୁ ତିଆରି କାର୍ଯ୍ୟ ସଂପୂର୍ଣ ହୋଇଛି!ବହୁ ଘଟଣା ଦୁର୍ଘଟଣା ରେ…

ଟିଟିଲାଗଡ଼ର ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଭିତ୍ତି ପ୍ରସ୍ତର ସ୍ଥାପନ କଲେ ତିନି ମନ୍ତ୍ରୀ

Posted by - September 13, 2022 0
ଟିଟିଲାଗଡ଼ :(ସଞ୍ଜୟ କୁମାର ନାୟକ) ସୋମବାର ଦିନ ରାଜ୍ୟ ସରକାରଙ୍କ ତିନି ମନ୍ତ୍ରୀଙ୍କ ଦ୍ଵାରା ଟିଟିଲାଗଡ ସହରର ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଉଦଘାଟନ ଓ ଭିତ୍ତି ପ୍ରସ୍ତର…