କେନ୍ଦୁଝର ଲୋକସଭା ଆସନରେ ବିଜେଡି ପ୍ରାର୍ଥିନୀ ଚନ୍ଦ୍ରାଣୀ ମୁର୍ମୁ ବିଜୟୀ

975 0

ଆସିକା ଲୋକସଭା ଆସନରେ ପ୍ରମିଳା ବିଶୋୟୀଙ୍କୁ ପ୍ରାର୍ଥୀ କରି ନବୀନ ଯେମିତି ସମସ୍ତଙ୍କୁ ଚକିତ କରିଥିଲେ ଠିକ୍ ସେମିତି କେନ୍ଦୁଝର କ୍ଷେତ୍ରରେ ମଧ୍ୟ ଚନ୍ଦ୍ରାଣୀଙ୍କୁ ପ୍ରାର୍ଥୀ କରି ସମସ୍ତଙ୍କୁ ଆଚମ୍ବିତ କରିଦେଇଥିଲେ ନବୀନ । ବୟସ ଦୃଷ୍ଟିରୁ ଚନ୍ଦ୍ରାଣୀ ସର୍ବ କନିଷ୍ଠ ହୋଇଥିବାବେଳେ ତାଙ୍କର କୌଣସି ରାଜନୈତିକ ଅଭିଜ୍ଞତା ନଥିଲା ।

ଚନ୍ଦ୍ରାଣୀ ପ୍ରାର୍ଥୀହେବା ପରେ ବିଭିନ୍ନ ବିବାଦରେ ମଧ୍ୟ ଛନ୍ଦି ହୋଇପଡିଥିଲେ । ତାଙ୍କର ଏକ ମିଛ ଅଶ୍ଳୀଳ ଭିଡିଓ ଭାଇରାଲ୍ କରାଯାଇଥିଲା । ତେବେ ପୋଲିସ ଏହି ଘଟଣାର ଅନୁସନ୍ଧାନ କରି ବିଜେପି ଆଇଟି ସେଲ୍ ର ଜଣେ କର୍ମକର୍ତ୍ତା ଓ ଦୁଇ ଜଣ ସାମ୍ବାଦିକଙ୍କ ସହ ମୋଟ ୬ଜଣଙ୍କୁ ଗିରଫ କରିଥିଲା ।

Related Post

ଟୀକା ନେବା ପାଇଁ ନୁହେଁ କରୋନା ନେବା ପାଇଁ ଆସୁଛନ୍ତି ଲୋକେ

Posted by - June 26, 2021 0
ସୋନପୁର:(ଅଜିତ କୁମାର ପୁଝାରୀ)କରୋନା ଟୀକା କେନ୍ଦ୍ରରେ ନାହିଁ ନଥିବା ଭିଡ । ସତେ ଯେମିତି ଏଠାକୁ ଟୀକା ନେବା ପାଇଁ ନୁହେଁ କରୋନା ନେବା ପାଇଁ ଆସିଛନ୍ତି…

୧୧ କେଭି ବିଦ୍ୟୁତ ତାର ଲାଗି ଦନ୍ତାର ମୃତ୍ୟୁ

Posted by - June 7, 2021 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା)ଉତ୍ତର ଘୁମୁସର ବନଖଣ୍ଡ କେନ୍ଦ୍ରୀୟ ବନାଞ୍ଚଳ ଅଧିନ ଲାଠିପଡା ବିଟ ଢଉପଲ୍ଲୀ କାଜୁ ଜଙ୍ଗଲରୁ ଦନ୍ତା ହାତୀର ମୃତ୍ୟୁ ଦେହ ଉଦ୍ଧାର ।ବନ ବିଭାଗ…

Leave a comment

Your email address will not be published.