ଶୁଶ୍ରୁତ ଚିକିତ୍ସାଳୟର ବାର୍ଷିକ ଉତ୍ସବ

139 0

ଭୁବନେଶ୍ୱର: ୧ା୧୨ : ଫରେଷ୍ଟ ପାର୍କସ୍ଥିତ ଶୁଶ୍ରୁତ ଚିକିତ୍ସାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଅତିଥି ଭାବେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର, ଶ୍ରୀଜଗନ୍ନାଥ ମନ୍ଦିରର ବରିଷ୍ଠ ଦଇତାପତି ରାମଚନ୍ଦ୍ର ଦାସମହାପାତ୍ର, ଆମେରିକାର ବରିଷ୍ଠ ବୈଜ୍ଞାନିକ ଡ. ଶୀତକଣ୍ଠ ଦାସ, ବିଶ୍ୱ ଓଡ଼ିଶା ସମାଜର ଅଧ୍ୟକ୍ଷ କିଶୋର ଦ୍ୱିବେଦୀ, ଡା. ନିହାର ରଞ୍ଜନ ରାୟ, ଏସିପି ବିଷ୍ଣୁ ପ୍ରସାଦ ପାତ୍ର, ଚଳଚ୍ଚିତ୍ର ନିର୍ଦେଶକ ସବ୍ୟସାଚୀ ମହାପାତ୍ର ଏବଂ ଅରୁଣ ଚୌଧୁରୀ ପ୍ରମୁଖ ଯୋଗଦେଇଥିଲେ ।

ଏହି ଅବସରରେ କରୋନା ସମୟରେ ଯେଉଁ ଡାକ୍ତରମାନେ ସେବାରେ ନିଜକୁ ସମର୍ପିତ କରିଥିଲେ ସେମାନଙ୍କୁ ସମାଜର ଦେବଦୂତ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଉପସ୍ଥିତ ଅତିଥିମାନେ ‘ହେଲ୍‍ଥ ଆଟ ୟୋର କମାଣ୍ଡ’ ଶିର୍ଷକ ପୁସ୍ତକକୁ ଉନ୍ମୋଚନ କରିଥିଲେ । ଚିକିତ୍ସାଳୟର ପ୍ରତିଷ୍ଠାତା ଡା. ଅକ୍ଷୟ କୁମାର ରାଉତ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ, ପ୍ରଶାସନିକ ମୁଖ୍ୟ ଡା. ଚିଦାତ୍ମିକା ଖଟୁଆ ଧନ୍ୟବାଦ ଅର୍ପଣ କରିଥିଲେ ।

Related Post

କଳାହାଣ୍ଡି ଜିଲ୍ଲାରେ ଆନ୍ତର୍ଜାତିକ ନିଶାନିବାରଣ ଦିବସ ପାଳିତ

Posted by - June 27, 2022 0
ଭବାନୀପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ଆନ୍ତର୍ଜାତିକ ନିଶାଦ୍ରବ୍ୟ ସେବନ କାରବାର ଓ ଅବୈଧ ଚାଲାଣ ନିରୋଧ ଦିବସ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସ୍ଥାନରେ…

ଦୁଇ ଦିନିଆ ସ୍ବେଛାସେବୀ ତାଲିମ ଶିବିର ଉଦଘାଟନ

Posted by - September 15, 2022 0
ରାୟଗଡା: (ଅଞ୍ଜନ କୁମାର ନାଏକ)  ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଅନ୍ତର୍ଗତ ଶଙ୍କରଡା ପଞ୍ଚାୟତ ରାଜିବ ଗାନ୍ଧୀ ସେବା କେନ୍ଦ୍ର ଠାରେ ଜନଜାଗରଣ ମଞ୍ଚ,ଓଡ଼ିଶା ଶ୍ରମଜୀବୀ ମଞ୍ଚ,…

ନୃସିଂହନାଥ ରୁ ହରିଶଙ୍କର ଆସୁଥିବା ବେଳେ ବୋଲବମ୍ ଭକ୍ତ ର ପାହାଡ଼ ଉପରେ ମୃତ୍ୟୁ ଅଭିଯୋଗ

Posted by - July 25, 2022 0
ଖପ୍ରାଖୋଲ: ୨୫/୭(ତାପସ ରଞ୍ଜନ ବେହେରା) ନୃସିଂନାଥ ରୁ ହରିଶଙ୍କର ଆସୁଥିବା ବେଳେ ଗନ୍ଧମାର୍ଦନ ପାହାଡ଼ ଉପରେ ଜଣେ ବୋଲବମ୍ ଭକ୍ତ ର ସୋମବାର ମଧ୍ୟାହ୍ନ ରେ ମୃତ୍ୟୁ…

ସୁଧୁରିବେନି ଲୋକେ, ପୋଲିସ ସିଲ କରିଥିବା ରାସ୍ତା ଖୋଲିଦେଲେ

Posted by - April 2, 2020 0
ବରୀ :(ସ୍ନେହାଂଶୁ ଶେଖର ମହାନ୍ତି) ଗତ 30ତାରିଖ ଦିନ ଯାଜପୁର ଜିଲ୍ଲା ପ୍ରଶାସନ ଙ୍କ ନିର୍ଦେଶକ୍ରମେ ବରୀ ପ୍ରଶାସନ ଯାଜପୁର – କେନ୍ଦ୍ରାପଡା ଜିଲ୍ଲା ର ସୀମାନ୍ତ…

ଗାଁ ସା ଥୀ ମିଳିତ କ୍ରିୟାନୁଷ୍ଠାନ କମିଟି ଓ ବ୍ଲକ ପ୍ରଶାସନ ବୈଠକ

Posted by - August 21, 2021 0
ବାଲିଆପାଳ:( ପ୍ରଭାକର ମଲ୍ଲିକ) ବାଲିଆପାଳ ବ୍ଲକ ଗାଁ ସା ଥୀ ମିଳିତ କ୍ରିୟାନୁଷ୍ଠାନ କମିଟି ଓ ବ୍ଲକ ପ୍ରଶାସନ ଙ୍କ ମଧ୍ୟରେ ଗାଁ ସା ଥୀ ମାନଙ୍କ…