ହରଭଙ୍ଗା କଲେଜରେ ବିଶ୍ୱ ଏଡ଼ସ ଦିବସ ପାଳିତ

207 0

ବୌଦ୍ଧ(ଚିତ୍ତ ରଂଜନ ସିଂ)ହରଭଙ୍ଗା ବ୍ଲକ ଆଞ୍ଚଳିକ ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଜାତୀୟ ଯୁବ ସମାଜସେବୀ ସୁଧିର ଦୀପଙ୍କ ତତ୍ତ୍ୱାବଧାନରେ ନେହେରୁ ଯୁବ କେନ୍ଦ୍ର ବୌଦ୍ଧ ଓ ଯୁବ ରେଡ଼କ୍ରସ ମିଳିତ ଆନୁକୂଲ୍ୟରେ ବିଶ୍ୱ ଏଡ଼ସ ଦିବସ ପାଳିତ ହୋଇଯାଇଛି ।

ମହାବିଦ୍ୟାଳୟ ଅର୍ଥନୀତି ବିଭାଗ ର ଅଧ୍ୟାପକ ହିମାଂଶୁ ଶେଖର ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବରେ ଅଧ୍ୟାପକ ମନୋଜ କୁମାର ପ୍ରହରାଜ , ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ଲଳିତ କୁମାର ମହାପାତ୍ର, ପ୍ରମୁଖ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଡିଜିଟାଲ ମାଧ୍ୟମରେ ପ୍ରୋଜେକ୍ଟର ସାହାଯ୍ୟରେ ଏଡ଼ସ ଭୟାବହତା ଓ ନିରାକରଣ ସମ୍ପର୍କରେ ସଚେତନ କରାଇଥିଲେ।

ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କୁ ରେଡ଼ ରିବନ ବିତରଣ କରଯାଇଥିଲା । କାର୍ଯ୍ୟକ୍ରମକୁ ଯୁବ ରେଡ଼କ୍ରସ ଜିଲ୍ଲା କାଉନସେଲର ଅଧ୍ୟାପକ ସୁଦାମ ଚରଣ ପୃଷ୍ଟି ସଭା କୁ ପରିଚାଳନା କରିଥିଲେ ଓ ଛାତ୍ରୀ ସାଗରିକା ହୋତା ଧନ୍ୟବାଦ ଅର୍ପଣ କରିଥିଲେ ।

Related Post

କୁସଙ୍ଗ ରେଞ୍ଜ ପକ୍ଷରୁ ବିଶ୍ୱ ହସ୍ତୀ ଦିବସ ପାଳିତ

Posted by - August 12, 2023 0
ବୌଦ୍ଧ:( ଚିତ୍ତରଞ୍ଜନ ସିଂହ )ମହାନଦୀ ବନ୍ୟ ପ୍ରାଣୀ ବନାଞ୍ଚଳ କୁସଙ୍ଗ ତରଫରୁ ଆଜି ବିଶ୍ୱ ହସ୍ତୀ ଦିବସ ପାଳିତ ରେଞ୍ଜ ଅଫିସ ପରିସରରେ ରେଞ୍ଜ ଅଧିକାରୀ ଲଷ୍ମୀନାରାୟଣ…

ହରିଣକୁ କେନାଲ ପାଣିରୁ ଉଦ୍ଧାର କଲେ ଗ୍ରାମବାସୀ

Posted by - April 20, 2022 0
ସୋନପୁର:(ଅଜିତ କୁମାର ପୁଜାହାରୀ) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ କୋଟସମଲାଇ ନିକଟସ୍ଥ ରେଡେମ କେନାଲ ପାଣି ଭିତରେ ଏକ ହରିଣ ଭାସିଯାଉ ଥିବାର ଦେଖିବାକୁ ମିଳିଥିଲା l…

ଚିନ୍ମୟ ଫାଉଣ୍ଡେସନ ପକ୍ଷରୁ ମହାବାତ୍ୟା “ୟସ”ର ମୁକାବିଲା ନିମନ୍ତେ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି

Posted by - May 24, 2021 0
ଯାଜପୁର ଅଫିସ :ଗତ ୨୦ମାର୍ଚ୍ଚ ୨୦୨୦ମସିହାଠାରୁ ନିରବଚ୍ଛିନ୍ନ ଭାବରେ ଦେଶର ବିଭିନ୍ନ ସ୍ଥାନରେ ଅଗ୍ରଣୀ ସମାଜ କଲ୍ୟାଣକାରୀ ଲୋକସଙ୍ଗଠନ ଚିନ୍ମୟ ଫାଉଣ୍ଡେସନ ଓ ଫାଉଣ୍ଡେସନଦ୍ଵାରା ପରିଚାଳିତ ଡ଼ଲଫିନ…

ଶିକ୍ଷକଙ୍କ ବିରୁଦ୍ଧରେ ସାଂଘାତିକ ଅଭିଯାେଗ ଆଣିଲେ ଯୋଡ଼ିଙ୍ଗା ଗ୍ରାମବାସୀ

Posted by - January 28, 2022 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ)ଲୋକେ ଶିକ୍ଷକଙ୍କୁ ଗୁରୁ ମାନି ସମ୍ମାନ ଦିଅନ୍ତି । ଯାହା କଥାରେ ଅଛି ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁଦେବ ମହେଶ୍ୱର, ଗୁରୁ ସାକ୍ଷାତ…