ନବରଙ୍ଗପୁର ତହସିଲର ସେକ୍ସନ ଅଫିସର ଭଗବାନ ସାହୁଙ୍କ ବିୟୋଗ

362 0

ନବରଙ୍ଗପୁର:(ବେଣୁ ଗୋପାଳ ରାଓ)ନବରଙ୍ଗପୁର ତହସିଲର ସେକ୍ସନ ଅଫିସର ଭଗବାନ ସାହୁଙ୍କ ଭୁବନେଶ୍ୱର ସ୍ଥିତ ଏକ ଘୋରେଇ ହସ୍ପିଟାଲରେ ରବିବାର ତା ୨୮.୧୧.୨୦୨୧ ରିଖ ଦିନ ଭୋର ରେ ବିୟୋଗ ଖବର ଶୁଣି  ନବରଙ୍ଗପୁର ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ ନବରଙ୍ଗପୁର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସର ମଧ୍ୟରେ କୋବିଡ଼-୧୯ ମାର୍ଗଦର୍ଶିକା ପାଳନ କରି ଆଜି ତା ୨୯.୧୧.୨୦୨୧ରିଖରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶୋକସଭା ରେ ସ୍ବର୍ଗତ ଭଗବାନ ସାହୁଙ୍କ ସ୍ମୁତି ଚାରଣ କରିବା ସହିତ ପବିତ୍ର ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା କରିଥିଲେ ।

ଏହି ଶୋକସଭାରେ ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ, ଡେପୁଟି ଜିଲ୍ଲାପାଳ, ମୌସୁମୀ ନାୟକ, ସୁବ୍ରତ କୁମାର ବେହେରା, ସହାୟକ ଜିଲ୍ଲାପାଳ, କମଲେସ ମହନ୍ତ, ବାବୁଲାଲ ସାମଲ, ଜିଲ୍ଲା କ୍ରୀଡା ଅଧିକାରୀ, ମହେନ୍ଦ୍ର ସାହୁ, ତ୍ରିପତି ବାଲାଜୀ ସାହୁ, କେ, ଅଶୋକ ଚକ୍ରବର୍ତ୍ତୀ, ତ୍ରିଲୋଚନ ନାୟକ, ସୁନିଲ ପଟନାୟକ, ସୁନିଲ ଦାସ , ବିଜୟ କୁମାର ବେହେରା , ସୁରେଶ ପଟନାୟକ, ଧନପତି ନାୟକ, ସୁବାଷ ସାହୁ, ମୀରା ପଣ୍ଡା, ପ୍ରଣତି ମାଝୀ, ପ୍ରମୋଦିନି ଅମନାତ୍ୟ, ଅଜୟ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲାପାଳ ସଭାରେ ଉପସ୍ଥିତ ଥିବା ପଦାଧିକାରୀ ଏବଂ କର୍ମଚାରୀ ମାନଙ୍କୁ ନିୟମିତ ବ୍ୟବଧାନରେ ନିଜ ନିଜର ସ୍ୱାସ୍ଥ ପରୀକ୍ଷା, ଅନ୍ତତଃ ପକ୍ଷେ ବର୍ଷକୁ ଦୁଇ ଥର କରାଇ ନେବା ପାଇଁ ପରାମର୍ଶ ଦେଇଥିଲେ।

Related Post

ମାଲକାନଗିରି ଜିଲ୍ଲାର ମାଥିଲି ଠାରେ ପେଟ୍ରୋଲ ପମ୍ପ ଶୁଭାରମ୍ଭ

Posted by - June 12, 2021 0
ମାଥିଲି :(ଅବଦୁଲ ଘନୀ )ମାଲକାନଗିରି ଜିଲ୍ଲାର ମାଥିଲି ଠାରେ ପେଟ୍ରୋଲ ପମ୍ପ ଶୁଭାରମ୍ଭ।  ମାଥିଲି ଠାରେ ଖ୍ବଜା ଗରୀବ ନାଆବାଜ ପେଟ୍ରୋଲ ପମ୍ପ ର ଆଜି ଶୁଭୁଦଘାଟନ…

ପୁରୁଣା କଟକ ଗୋଷ୍ଠୀ ସ୍ୱସ୍ଥ୍ୟ କେନ୍ଦ୍ର କୁ ଅଣଦେଖା

Posted by - July 9, 2022 0
ବୌଦ୍ଧ: (ଚିତ ରଞ୍ଜନ ସିଂ) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକରେ ସ୍ୱାସ୍ଥ୍ୟ ବିଭାଗର ବିଚିତ୍ର ସ୍ୱାସ୍ଥ୍ୟସେବା ନୀତି ବିଭିନ୍ନ ମହଲକୁ ବିସ୍ମିତ କରିଛି । ହରଭଙ୍ଗା ବ୍ଲକର …

ଯାଜପୁର ସଦରମହକୁମା ଡାକ୍ତରଖାନାରେ ଜିଲା ପ୍ରଶାସନର ରାତି ଅଧିଆ ଚଢ଼ାଉ

Posted by - November 30, 2019 100
ଯାଜପୁର;(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ସଦରମହକୁମା ଡାକ୍ତରଖାନାରେ ଜିଲା ପ୍ରଶାସନର ରାତି ଅଧିଆ ଚଢ଼ାଉ । ଭାରପ୍ରାପ୍ତ ଜିଲାପାଳ ମିହିର ପ୍ରସାଦ ମହାନ୍ତିଙ୍କ ନେତୃତ୍ୱରେ ଯାଜପୁର ଏସପି ଚରଣ…

ଦେଦର୍ହ ୨୯ ତମ ମହାଲକ୍ଷ୍ମୀ ପୂଜା ପାଇଁ ନୂତନ କମିଟି ଗଠିତ

Posted by - October 13, 2022 0
ଖପ୍ରାଖୋଲ : (ତାପସ ରଞ୍ଜନ ବେହେରା)  ଖପ୍ରାଖୋଲ ବ୍ଲକ ପଡ଼ିଆବାହାଲ ପଞ୍ଚାୟତ ଦେଦର୍ହ ଗାଁ ର ୨୯ ତମ ମହାଲକ୍ଷ୍ମୀ ପୂଜା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ…

ଚିତ୍ତଜ୍ଞାନୀ ଚାଟିଟେବଲ ଟ୍ରଷ୍ଟ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର

Posted by - June 27, 2022 0
ବୌଦ୍ଧ (ଚିତ୍ତ ରଂଜନ ସିଂ):ହରଭଙ୍ଗା ଆଞ୍ଚଳିକ ପଂଚାୟତ ମହାବିଦ୍ୟାଳୟ ଠାରେ କେବଳ ବରିଷ୍ଟ ନାଗରିକ ଓ କୀଡୀନି ରୋଗୀଙ୍କ ପାଇଁ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ…