Breaking News
10:57 pmଜାତୀୟ ସେବା ଯୋଜନା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି; ବିଭିନ୍ନ ବର୍ଗରେ ଓଡ଼ିଶାରୁ ୩ ଜଣ ସାମିଲ 10:56 pmଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା କୃଷି ବିଭାଗ କାର୍ଯ୍ୟାଳୟ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ,୨ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ମହିଳା ଗିରଫ 10:54 pmପୁରୀ ଜିଲ୍ଲା ପରିଷଦ ଜୋନ ୧୧ର ସଦସ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା,ଖୋଲିବ ଗୁମର, ହଜିଲା ମୋବାଇଲ ଫୋନ୍‌ ମିଳିଲା 10:53 pmକୋରାପୁଟ: କୋଟିଆ ସୀମାନ୍ତ ଆନ୍ଧ୍ରପ୍ରଦେଶର ଜଙ୍ଗଲରେ ବୁଲୁଛି ବାଘ। ବନ ବିଭାଗ ପକ୍ଷରୁ ନିଆଯାଇଛି ଆବଶ୍ୟକ ପଦକ୍ଷେପ। କୋରାପୁଟ ଜିଲ୍ଲାପାଳଙ୍କ ସୂଚନା 10:52 pmକୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଜଲାପୁଟ ଗାଁ ନିକଟ ମାହାରାଗାଁ ଓ ପଲାମୁଗାଁ ନିକଟ ଜଙ୍ଗଲରେ ବିସ୍ଫୋରକ ସାମଗ୍ରୀ ଠାବ କରି ନିଷ୍କ୍ରିୟ କଲା ବିଏସଏଫ୍‌

ଏଲ୍‌. ଭି ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନ ପକ୍ଷରୁ ଓଡ଼ିଶାରେ ରେଟିନୋ ବ୍ଲାଷ୍ଟୋମା ସପ୍ତାହ ପାଳିତ

4037 66

ଭୁବନେଶ୍ୱର, ୧୭ ମଇ ୨୦୧୯: ଦେଶର ଅଗ୍ରଣୀ ଚକ୍ଷୁ ଚିକିତ୍ସା ପ୍ରତିଷ୍ଠାନ ଏଲ.ଭି.ପି.ଇ.ଆଇ. ପକ୍ଷରୁ ଓଡ଼ିଶାରେ ଚଳିତ ମାସ ୧୨ରୁ ୧୯ ତାରିଖ ପର୍ଯ୍ୟନ୍ତ ରେଟିନୋ ବ୍ଲାଷ୍ଟୋମା ସପ୍ତାହ ପାଳନ କରାଯାଇଛି। ରେଟିନୋ ବ୍ଲାଷ୍ଟୋମା ହେଉଛି ଶିଶୁଙ୍କ ମଧ୍ୟରେ ବିଶେଷକରି ଅଳ୍ପ ବୟସ୍କ ଶିଶୁଙ୍କ ମଧ୍ୟରେ ପରିଲକ୍ଷିତ ହେଉଥିବା ଚକ୍ଷୁ କର୍କଟ ବ୍ୟାଧି। ଆନ୍ତର୍ଜାତୀୟ ସ୍ତରରେ ଏହି ସପ୍ତାହ ପାଳନ ଅବସରରେ ସଚେତନତା ସୃଷ୍ଟି କରାଯାଉଥିବା ବେଳେ ଏଲ.ଭି. ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନର ଚିକିତ୍ସକ ଓ କର୍ମକର୍ତ୍ତାଗଣ ସପ୍ତାହ ବ୍ୟାପୀ ଶିକ୍ଷାମୂଳକ ତଥା ସଚେତନତାଧର୍ମୀ କାର୍ଯ୍ୟକ୍ରମମାନ ଆୟୋଜନ କରିଛନ୍ତି। ପ୍ରମୁଖ ରୂପେ ଏଲ.ଭି. ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନର ଭୁବନେଶ୍ୱର ସ୍ଥିତ ଏମ.ଟି.ସି. ପରିସରରେ ରୋଗୀ ତଥା ପ୍ରତିଷ୍ଠାନର ଓକୁଲାର ଅଙ୍କୋଲୋଜିଷ୍ଟ୍‌ ଡକଫର ଦେବଜ୍ୟୋତି ତ୍ରିପାଠୀଙ୍କ ମଧ୍ୟରେ ପରାମର୍ଶମୂଳକ ଆଲୋଚନା ଅନୁଷ୍ଠିତ ହୋଇଥିଲା।

ଜନସାଧାରଣଙ୍କ ମଧ୍ୟରେ ସଚେତନତା ବୃଦ୍ଧି ଉଦ୍ଦେଶ୍ୟରେ ରାଜଗାଙ୍ଗପୁର, ରାୟଗଡ଼ା, ବ୍ରହ୍ମପୁର ଓ କେନ୍ଦୁଝରଠାରେ ଅବସ୍ଥିତ ଏଲ.ଭି. ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନର ସହାୟକ କେନ୍ଦ୍ରମାନଙ୍କରେ ମଧ୍ୟ ରୋଗୀ ପରାମର୍ଶ ଓ ସଚେତନତା କାର୍ଯ୍ୟକ୍ରମମାନ ଆୟୋଜିତ ହୋଇଥିଲା। ଗୋଷ୍ଠୀ ସମ୍ପ୍ରସାରଣ କର୍ମୀମାନେ ବିଭିନ୍ନ ଗ୍ରାମରେ ସଚେତନତା ସୃଷ୍ଟି କରିବା ସହ ଅଙ୍ଗନୱାଡି କର୍ମୀଙ୍କ ସହଯୋଗରେ ରେଟିନୋ ବ୍ଲାଷ୍ଟୋମା ସମ୍ପର୍କିତ ସତର୍କତା ଶିଶୁମାନଙ୍କ ପରିକଳ୍ପେ ପ୍ରସାରିତ କରିଥିଲେ।
ରେଟିନୋ ବ୍ଲାଷ୍ଟୋମା ହେଉଛି ଏକ ବିରଳ ପ୍ରକାର କର୍କଟ ରୋଗ ଯାହା ଚକ୍ଷୁର ଆଲୋକ ଚିହ୍ନìଥିବା ତନ୍ତୁ ବା ଚକ୍ଷୁ ପଟଳ (ରେଟିନା)ର ଅପରିପକ୍ୱ କୋଷରୁ ସୃଷ୍ଟି ହୋଇଥାଏ। ବିଶେଷକରି ସ୍ୱଳ୍ପ ବୟସ୍କ ଶିଶୁଙ୍କ ମଧ୍ୟରେ ଏହି କର୍କଟ ରୋଗ ସାଧାରଣତଃ ଦେଖାଯାଇଥାଏ। ଶିଶୁମାନଙ୍କ କ୍ଷେତ୍ରରେ ପରିଲକ୍ଷିତ ୫ଟି ପ୍ରମୁଖ କର୍କଟ ମଧ୍ୟରୁ ଏହା ଅନ୍ୟତମ। ଏଥିରେ ବଞ୍ଚିବା ହାର ଅପେକ୍ଷାକୃତ ଉନ୍ନତ ରାଷ୍ଟ୍ରମାନଙ୍କ ତୁଳନାରେ ଅତିମାତ୍ରାରେ କମ୍‌ ହୋଇଥିଲେ ମଧ୍ୟ ଆଭ୍ୟନ୍ତରୀଣ ସ୍ତରରେ ଥିବା ବେଳେ ଚିହ୍ନଟ ହେଲେ ଏହାର ଆରୋଗ୍ୟ ହାର ଅତି ମାତ୍ରାରେ ଅଧିକ। ପ୍ରତିବର୍ଷ ରେଟିନୋ ବ୍ଲାଷ୍ଟୋମାରେ ପୀଡ଼ିତ ୨୫ରୁ ୩୦ ରୋଗୀଙ୍କୁ ଏଲ.ଭି. ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନର ଭୁବନେଶ୍ୱର ସ୍ଥିତ ଏମ.ଟି.ସି ପରିସରରେ ଓକୁଲାର ଅଙ୍କୋଲୋଜି ପ୍ରଭାଗ ପକ୍ଷରୁ ଚିକିତ୍ସା ସେବା ଯୋଗାଇ ଦିଆଯାଉଛି।
ସଠିକ ସମୟରେ ରୋଗ ନିରୂପଣ କରାଗଲେ ରେଟିନୋ ବ୍ଲାଷ୍ଟୋମାରୁ ଶତପ୍ରତିଶତ ଆରୋଗ୍ୟଲାଭ କରିହେବ। ଏହି ଚକ୍ଷୁ କର୍କଟ ରୋଗର ବ୍ୟାପକ ଉପଚାର ପାଇଁ ଏଲ.ଭି. ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନରେ ଅତ୍ୟାଧୁନିକ ଚିକିତ୍ସା ସେବା ସହ ଉନ୍ନତ ମାନର ପ୍ରଶିକ୍ଷିତ ଚିକିତ୍ସକମାନେ ଉପଲବ୍ଧ ଅଛନ୍ତି। ସମୟର ଅସୁବିଧାକୁ ଦୃଷ୍ଟିରେ ରଖି ପ୍ରତ୍ୟହ କାର୍ଯ୍ୟ ଦିବସରେ ରାତି ୮ଟା ପର୍ଯ୍ୟନ୍ତ ଓ ରବିବାର ମଧ୍ୟାହ୍ନ ପର୍ଯ୍ୟନ୍ତ ଏହି ପ୍ରତିଷ୍ଠାନ ଖୋଲା ରହୁଛି। ତେଣୁ ରୋଗର କୌଣସି ଲକ୍ଷଣ ପରିଲକ୍ଷିତ ହେଲେ ପ୍ରତିଷ୍ଠାନର ଅଭିଜ୍ଞ ଚିକିତ୍ସକଙ୍କ ପରାମର୍ଶ ନେଇ ରୋଗରୁ ଆରୋଗ୍ୟଲାଭ କରାଯାଇପାରିବ ବୋଲି ପ୍ରତିଷ୍ଠାନର ଓକୁଲାର ଅଙ୍କୋଲୋଜିଷ୍ଟ ଡକଫର ଦେବଜ୍ୟୋତି ତ୍ରିପାଠୀ ପରାମର୍ଶ ଦେଇଛନ୍ତି।

ଏଲ୍‌. ଭି. ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନ ସମ୍ପର୍କରେ

୨୦୦୬ ମସିହା ଜୁଲାଇ ମାସରେ ପୂର୍ବ ଭାରତୀୟ ରାଜ୍ୟ ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ନଗରୀରେ ଏଲ୍‌. ଭି ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନ ଗଢ଼ିଉଠିଥିଲା। ଶୈଶବ ଅତିକ୍ରମ କରି ପ୍ରତିଷ୍ଠାନ ଓକୁଲାର ଅଙ୍କୋଲୋଜି ସେବା ମାଟିରେ ପାଦ ଥାପିଲା ଓ ମିଠୁ ତୁଲ୍‌ସୀ ଚନରାଇ (ଏମ.ଟି.ସି.) ନାମରେ ନାମିତ ଏହାର ନୂତନ ପରିସର ଆଜି ଏକ ପ୍ରମୁଖ ରେଫରାଲ୍‌ କେନ୍ଦ୍ର ରୂପେ କେବଳ ଓଡ଼ିଶା ନୁହେଁ ବରଂ ପଡୋଶୀ ରାଜ୍ୟ ଝାଡ଼ଖଣ୍ଡ, ବିହାର, ଛତିଶଗଡ଼ ଓ ପଶ୍ଚିମବଙ୍ଗର ରୋଗୀଙ୍କୁ ମଧ୍ୟ ସେବା ଯୋଗାଇ ଆସୁଛି। ପ୍ରତିଷ୍ଠାର ଏକ ଦଶନ୍ଧି ଅତିକ୍ରମ କରିଥିବା ଏହି କେନ୍ଦ୍ର ଏହାର ଭୌଗୋଳିକ ପରିକ୍ଷେତ୍ରରେ ସାମଗ୍ରିକ ଓକୁଲାର ଅଙ୍କୋଲୋଜି ସେବା ଯୋଗାଉଥିବା ଏକମାତ୍ର କେନ୍ଦ୍ରର ମାନ୍ୟତା ପାଇଛି। ଏହି ପ୍ରତିଷ୍ଠାନ ମଧ୍ୟ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଭିଜନ ୨୦୨୦: ଦୃଷ୍ଟିଶକ୍ତି ଅଧିକାର ଉପକ୍ରମ ପକ୍ଷରୁ ଦୃଷ୍ଟି ବାଧକତା ନିରାକରଣ ପାଇଁ ସହଯୋଗୀ କେନ୍ଦ୍ରର ମାନ୍ୟତା ଲାଭ କରିଛି। ଏହି କେନ୍ଦ୍ରର ୧୦ଟି ପ୍ରମୁଖ ଦିଗ ଯଥା କ୍ଲିନିକାଲ୍‌ ସେବା, ଶିକ୍ଷା, ଗବେଷଣା, ଦୃଷ୍ଟିଶକ୍ତି ଥଇଥାନ, ଗ୍ରାମୀଣ ତଥା ଗୋଷ୍ଠୀ ଚକ୍ଷୁ ସ୍ୱାସ୍ଥ୍ୟ, ଚକ୍ଷୁ ବ୍ୟାଙ୍କ, ଅଧିବକ୍ତବ୍ୟ ତଥା ନୀତି ପରିଯୋଜନା, ଦକ୍ଷତା ନିର୍ମାଣ, ଅଭିନବତ୍ୱ ତଥା ଉତ୍ପାଦ ବିକାଶ କ୍ଷେତ୍ରମାନଙ୍କରେ କାର୍ଯ୍ୟକ୍ରମ ରୂପାୟିତ ହେଉଛି।
ପିରାମିଡ୍‌ ସ୍ତରୀୟ ସଂଗଠନ ରୂପେ ଏଲ. ଭି. ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନର ହାଇଦ୍ରାବାଦ ସ୍ଥିତ ଉତ୍କର୍ଷ କେନ୍ଦ୍ର ସହ ଭୁବନେଶ୍ୱର, ବିଶାଖାପାଟଣା ତଥା ବିଜୟୱାଡାରେ ତିନୋଟି ପ୍ରାରମ୍ଭିକ କେନ୍ଦ୍ର, ୨୦ଟି ମାଧ୍ୟମିକ ତଥା ୧୭୯ଟି ପ୍ରାଥମିକ ଚକ୍ଷୁ ସେବା କେନ୍ଦ୍ର ପ୍ରତିଷ୍ଠିତ ହୋଇଛି ଯାହା ଜରିଆରେ ଚାରିଟି ରାଜ୍ୟ ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ଓଡ଼ିଶା ଓ କର୍ଣାଟକର ଦୁର୍ଗମ ଅଞ୍ଚଳରେ ମଧ୍ୟ ଚକ୍ଷୁ ଚିକିତ୍ସା ଓ ପରାମର୍ଶ ସେବା ପହଞ୍ଚିପାରୁଛି।

Related Post

ଭଟଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପକ୍ଷରୁ ଗ୍ରାମ ଗ୍ରାମ ବୁଲି ସ୍ବତନ୍ତ୍ର କୁଷ୍ଠରୋଗୀ ଚିହ୍ନଟ କାର୍ଯ୍ୟ କ୍ରମ

Posted by - July 28, 2022 0
ସମ୍ବଲପୁର/ ବରଗଡ଼/ଭଟଲି:ବୁଧବାର ବରଗଡ଼ ଜିଲ୍ଲା ଭଟଲି ସ୍ଥିତ ଭଟଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡ. ରାଜେଶଚନ୍ଦ୍ର ପାଢ଼ୀ ଙ୍କ ତତ୍ବାବଧାନରେ ଗ୍ରାମ ଗ୍ରାମ ବୁଲି କୁଷ୍ଠରୋଗୀ ଚିହ୍ନଟ କାର୍ଯ୍ୟକ୍ରମ…

ଓଡିଶାରେ ୮୬ ନୂଆ ଆକ୍ରାନ୍ତ ଚିହ୍ନଟ,ଏବେ ସଂକ୍ରମିତ ସଂଖ୍ୟା ୧୧୮୯କୁ ବୃଦ୍ଧି,୪୩୬ ଜଣ ସୁସ୍ଥ

Posted by - May 22, 2020 19
ଭୁବନେଶ୍ଵର: ରାଜ୍ୟରେ ଶୁକ୍ରବାର ପୁଣି ୮୬ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୮୯କୁ ବୃଦ୍ଧି ପାଇଛି। ଏହି ୮୬ ଜଣଙ୍କ…

ଭିଆରଓ ଦକ୍ଷିଣ ଓଡ଼ିଶା ସଂଗଠନ ତରଫରୁ କରେନା ଟୀକା ନେବା ନିମନ୍ତେ ଜନ ସଚେତନତା କାର୍ଯ୍ୟକ୍ରମ

Posted by - November 26, 2021 0
ମୁନିଗୁଡ଼ା: 🙁 ରମାକାନ୍ତ ପଡାଲ)ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ୍ ଅନ୍ତର୍ଗତ ଝିଗିଡି ଗ୍ରାମ ପରିସରରେ ଭିଆରଓ ଦକ୍ଷିଣ ଓଡ଼ିଶା ସଂଗଠନ ପକ୍ଷରୁ କରୋନା ଟୀକା ନେବା ନିମନ୍ତେ…

ବରୀରେ ଜିଲ୍ଲା ଚିକିତ୍ସା ଅଧିକାରୀଙ୍କ ସମୀକ୍ଷା

Posted by - April 2, 2020 42
ବରୀ :(ସ୍ନେହାଂଶୁ ଶେଖର ମହାନ୍ତି )ଯାଜପୁର ଜିଲ୍ଲାପାଳ ଙ୍କ ବରୀ ଗୋଷ୍ଠିସ୍ୱାସ୍ଥ କେନ୍ଦ୍ର ଅଧିକାରୀ ଙ୍କୁ କୈଫିୟତ ତଲବ ପରେ ନୂତନ ଦାୟିତ୍ଵ ନେଇଥିବା ଜିଲ୍ଲା ମୁଖ୍ୟ…

ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ୟାଳୟ ରେ ବିଶ୍ଵ ତମାଖୁ ଦିବସ ପାଳିତ

Posted by - May 31, 2022 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ) ଯୁବ ରେଡକ୍ରସ୍ ଓ ଜାତୀୟ ସେବା ଯୋଜନା ଆନୁକୁଲ୍ୟରେ ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ୟାଳୟ ରେ ବିଶ୍ଵ ତମାଖୁ ବର୍ଜନ ଦିବସ ୨୦୨୨…

There are 66 comments

  1. I discovered your weblog site on google and verify just a few of your early posts. Proceed to maintain up the very good operate. I simply further up your RSS feed to my MSN News Reader.

  2. I cannot thank you more than enough for the blogposts on your website. I know you set a lot of time and energy into these and truly hope you know how deeply I appreciate it. I hope I’ll do a similar thing person sooner or later.

  3. I think this is among the so much vital info for me. And i’m happy reading your article. But wanna remark on few common issues, The site style is wonderful, the articles is really excellent : D. Just right job, cheers

  4. Substantially, the post is really the best on this laudable topic. I concur with your conclusions and will eagerly watch forward to your future updates.Just saying thanx will not just be enough, for the wonderful lucidity in your writing.

  5. I was wondering if you ever considered changing the structure of your site? Its very well written; I love what youve got to say. But maybe you could a little more in the way of content so people could connect with it better. Youve got an awful lot of text for only having 1 or two images. Maybe you could space it out better?

  6. I do agree with all of the ideas you have presented in your post. They’re very convincing and will certainly work. Still, the posts are very short for starters. Could you please extend them a bit from next time? Thanks for the post.

  7. Its like you learn my mind! You seem to grasp so much about this, such as you wrote the guide in it or something. I feel that you just could do with some p.c. to force the message house a bit, however instead of that, that is great blog. A fantastic read. I will definitely be back.

  8. Многие бьюти-бренды выпускают туши для ресниц, которые содержат питательные и полезные масла. Не стоит ждать от них такого же эффекта, как от «чистых» масел, но дополнительную пользу ресницам они точно принесут. Представляем самые, на наш взгляд, удачные варианты. Масло листьев усьмы (вайды красильной) содержит индиготин,который придает маслу сине-зеленый оттенок, может применяться в чистом виде для стимулирования роста ресниц и их тонирования. Многие заметили положительный эффект при применении для улучшения роста ресниц и бровей. Существует достаточно большое количество косметических и лекарственных средств для лечения выпадения волос и облысения. Но самым эффективным, безусловно, является масло, полученное из усьмы. Продается еще и масло усьмы. Это пожалуй единственное что можно покупать. Но опять же, масло не обладает той силой что свежий сок. Масло годится для питания, укрепления . От него лысинка не зарастет. Бровки и реснички не вырастут. https://fernandowoet764209.blogsvirals.com/14947911/сколько-стоит-подводка-для-глаз-фломастер Тушь для ресниц Веерный Объём Paradiso Гель для бровей и ресниц “RELOUIS” тон: бесцветный Эти 10 простых шагов помогут тебе отрастить пушистые, с красивым изгибом, длинные и во всех отношениях шикарные ресницы. Стань ресничной феей самой себе! Свои длинные ресницы за 21 день!- Для тех, кто мечтает о своих длинных ресницах- Для тех, кто не хочет наращивать, использовать тушь или химическое окрашивание- Для восстановления после: наращивания, химического или термического воздействия- По рекомендации врача-трихол… Штрихкод: при заказе на 3500 руб Персональное отношение и квалификация персонала Если твои ресницы всегда были такой длины и густоты, и ты захотела их улучшить, это одно дело, а вот, сели они раньше были длиннее и гуще, а теперь начали выпадать, истончаться, ломаться, значит, нужно для начала разобраться с причинами изменений их состояния. Регистрационный номер в Торговом реестре Республики Беларусь 494498 от 21.10.2020

  9. Very well written post. It will be beneficial to anybody who usess it, including myself. Keep doing what you are doing – for sure i will check out more posts.

  10. of course like your web-site however you have to check the spelling on several of your posts. Many of them are rife with spelling problems and I find it very troublesome to tell the reality then again I will surely come back again.

  11. This is really interesting, You’re a very skilled blogger. I have joined your feed and look forward to seeking more of your great post. Also, I’ve shared your web site in my social networks!

  12. Know your dealer. It’s best to choose someone you feel safe with and who knows about the drugs they sell. In a 2016 study, 51 cancer patients with life-threatening diagnoses were given either a very low dose or a high dose of psilocybin. The high-dose group had a bigger increase in life meaning, optimism, and quality of life. They also had a decrease in death anxiety compared to the low-dose group. However, it is not the only genus of psilocybin-containing mushroom. There are other types, too, as we shall see. All of these types of psychedelic mushrooms, though, are known as psilocybin mushrooms.  “I worry a little about the cultural narrative that psychedelics are a cure-all. They’re powerful tools that can be used to do therapeutic good, but they need to be given in a controlled environment, with safety checks and balances,” Sackett says. “I worry people will feel emboldened to go take LSD. It has to be done thoughtfully and it’s not for everyone; there has to be screening.”  https://holymaryseeds.com/community/profile/sheilaruddell61/ Kroeger senses society shifting in favour of legalizing psychedelic mushrooms and exploring their medicinal potential. He sees potential in recent studies: “For serious treatment of Post Traumatic Stress Disorder, for coming to terms with end of life issues, I think there’s great validity.” “We have one of the largest genetic banks in the world right now, definitely in the country. It is not available for recreation; it is not available to the general public yet but who knows what the future holds.” The positive effects of mushrooms can last for years, even from just a single experience. In a recent study at Johns Hopkins Medical Center, an incredible 94% of participants who had a single dose of mushrooms said it was “one of the top five most meaningful experiences of their lives.” Another study found long lasting changes in openness more than a year after a single mushroom dose.

Leave a comment

Your email address will not be published.