ଗାଡ଼ି ପୂଜା ବେଳେ ପୂଜକଙ୍କ ଉପରେ ଚଢ଼ିଗଲା ଗାଡ଼ି,ପୂଜକ ମୃତ୍ୟୁ

1076 0

ମାଲକାନଗିରି: ଜିଲ୍ଲା ମାଥିଲି କୁଟୁଣିପାଲି ପଞ୍ଚାୟତର ଡୁର୍କାଯୋଡ଼ି ଗାଁର ତ୍ରିନାଥ ପୂଜାରୀ ନୂଆ ପିକ୍ ଅପ୍ ଭ୍ୟାନ କିଣିଥିଲେ। ନୂଆ ଗାଡ଼ି ପୂଜା କରିବା ଲାଗି ସେ ନେତାଲଗନ୍ଧିର ପୂଜକ ଚତୁର୍ଭୁଜ ମହାନ୍ତିଙ୍କୁ ଡାକିଥିଲେ। ପୂଜକ ପୂଜା ସାରିଲେ। ଶେଷ କାର୍ଯ୍ୟକ୍ରମ ଥିଲା ପୂଜାଲେମ୍ବୁ ଉପରେ ଗାଡ଼ି ଚଢିବ। ଚତୁର୍ଭୁଜ ଗାଡ଼ି ଚକା ତଳେ ଲେମ୍ବୁ ରଖୁଥିଲେ। ତ୍ରିନାଥଙ୍କ ପୁଅ ଲେମ୍ବୁ ଚାପିବା ଲାଗି ଗାଡ଼ି ଷ୍ଟାର୍ଟ କଲେ। ହେଲେ ଗାଡ଼ିଟି ଗିଅରରେ ଥିବାରୁ ଲେମ୍ବୁ ଉପରେ ଚଢିବା ପୂର୍ବରୁ ଆଗରେ ଥିବା ପୂଜକ ଚତୁର୍ଭୁଜଙ୍କ ଉପରେ ମାଡ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।

Related Post

ଭିଜିଲାନ୍ସ ଜାଲରେ ସିନ୍ଧେକେଲା ଫରେଷ୍ଟର

Posted by - May 11, 2022 0
ବଙ୍ଗୋମୁଣ୍ଡା:(ଅଭିମନ୍ୟୁ ବହିଦାର) ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବନାଞ୍ଚଳ ଅଧିନସ୍ଥ ସିନ୍ଧେକେଲା ସେକ୍ସନ ର ଫରେଷ୍ଟର ହରିହର ସ୍ୱାଇଁ  ଭିଜିଲାନ୍ସ ଜ।ଲରେ ଧାରା ପଡିଥିବା ଜଣାପଡିଛି। ସିନ୍ଧେକେଲା ଥାନା…

ବନ ବିଭାଗ କୁ ଚାଲେଞ୍ଜ କରି ଜଙ୍ଗଲ ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଲେ ଗ୍ରାମବାସୀ

Posted by - August 4, 2021 0
ବୌଦ୍ଧ (ଚିତ୍ତରଂଜନସିଂ)ମନମୁଣ୍ଡା ରେଞ୍ଜ ଅନ୍ତର୍ଗତ ରତାଖଣ୍ଡି କଙ୍କାଳି ସଂରକ୍ଷିତ ଜଙ୍ଗଲ ବନ ସୁରକ୍ଷା ସମିତି ଗଠନ କୁ କେନ୍ଦ୍ର କରି ବନ ବିଭାଗ ଓ ରତାଖଣ୍ଡି ଗ୍ରାମବାସୀଙ୍କ…

ମାଁ ସମ୍ମୁଖରେ ଦୁଇ ଭାଇଙ୍କ ଜୀବନ ଚାଲିଗଲା

Posted by - November 10, 2021 0
ସମ୍ଵଲପୁର:(ରମାକାନ୍ତ ବିଶ୍ବାଳ)ମାଁ ସମ୍ମୁଖରେ ଦୁଇ ପୁଅ ଙ୍କ ଜୀବନ ଚାଲିଗଲା କୂଅ ଭିତରେ ଖସିପଡି ।ଏଭଲି ହୃଦୟ ବିତାରକ ଚିତ୍ର ସମ୍ଵଲପୁରରୁ ସାମ୍ନାକୁ ଆସିଛି । ସହର…

ଯୋଡ଼ାର ମୌଳିକ ସୁବିଧା ନିମନ୍ତେ ବଶିଷ୍ଠ ନାଗରିକ ମଞ୍ଚ ତରଫରୁ ଅନିର୍ଦ୍ଧିଷ୍ଠ କାଳ ପାଇଁ ଧାରଣା

Posted by - June 1, 2020 0
ବଡ଼ବିଲ :(ସୀତାରାମ ଦୀକ୍ଷିତ)କେନ୍ଦୁଝର ଜିଲ୍ଲାରେ ରତ୍ନଗର୍ଭା ଯୋଡ଼ା ସହର କାନ୍ଦେ ଆଜି କଇଁ କଇଁ । ସତେଯେମିତି ତା ଲୁହ ପୋଛିବା ପାଇଁ ତା ସୁନା ପୁଅ…

Leave a comment

Your email address will not be published.