Breaking News
1:07 pmସମ୍ବଲପୁର : ସମ୍ବଲପୁର ଶାସନ କେନାଲ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ,ଭାରସାମ୍ୟ ହରାଇ କେନାଲକୁ ଓଲଟିଲା ବରଯାତ୍ରୀ ଗାଡ଼ି । ଦୁର୍ଘଟଣାରେ ଡ୍ରାଇଭର ସମେତ ୭ ମୃତ, ୨ ଆହତ,ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଲେ ମୁଖ୍ୟମନ୍ତ୍ରୀ 1:04 pmବଡ଼ମ୍ବା ବନ ବିଭାଗ ହାଜତ ମୃତ୍ୟୁ ଘଟଣା : ମାନବାଧିକାର ଅୟୋଗଙ୍କ ରିପୋର୍ଟ ତଲବ 1:03 pmମହାନଦୀ ଜଳ ବିବାଦର ସମାଧାନ ପାଇଁ ବିରୋଧୀଙ୍କ ସହଯୋଗ ଲୋଡ଼ିଲେ ମନ୍ତ୍ରୀ ଟୁକୁନି ସାହୁ 1:03 pmପିପିଲି : ପୁରୀକୁ ଚାଲାଣ ହେଉଥିବା ବେଳେ ଜବତ ହେଲା ଏକ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ 1:01 pmଆସନ୍ତାକାଲି ନବୀନ ନିବାସରେ ପର୍ଯ୍ୟବେକ୍ଷକଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ। ନବ ନିଯୁକ୍ତ ପର୍ଯ୍ୟବେକ୍ଷକଙ୍କ ସହ ଆଲୋଚନା କରିବେ ନବୀନ। ଝାରସୁଗୁଡ଼ା ଉପନିର୍ବାଚନ ସହ ସାଙ୍ଗଠନିକ ଆଲୋଚନା କରିବେ ନବୀନ। ସନ୍ଧ୍ୟା ୭ଟାରେ ନବୀନ ନିବାସରେ ବୈଠକ

ଗାଡ଼ି ପୂଜା ବେଳେ ପୂଜକଙ୍କ ଉପରେ ଚଢ଼ିଗଲା ଗାଡ଼ି,ପୂଜକ ମୃତ୍ୟୁ

1174 0

ମାଲକାନଗିରି: ଜିଲ୍ଲା ମାଥିଲି କୁଟୁଣିପାଲି ପଞ୍ଚାୟତର ଡୁର୍କାଯୋଡ଼ି ଗାଁର ତ୍ରିନାଥ ପୂଜାରୀ ନୂଆ ପିକ୍ ଅପ୍ ଭ୍ୟାନ କିଣିଥିଲେ। ନୂଆ ଗାଡ଼ି ପୂଜା କରିବା ଲାଗି ସେ ନେତାଲଗନ୍ଧିର ପୂଜକ ଚତୁର୍ଭୁଜ ମହାନ୍ତିଙ୍କୁ ଡାକିଥିଲେ। ପୂଜକ ପୂଜା ସାରିଲେ। ଶେଷ କାର୍ଯ୍ୟକ୍ରମ ଥିଲା ପୂଜାଲେମ୍ବୁ ଉପରେ ଗାଡ଼ି ଚଢିବ। ଚତୁର୍ଭୁଜ ଗାଡ଼ି ଚକା ତଳେ ଲେମ୍ବୁ ରଖୁଥିଲେ। ତ୍ରିନାଥଙ୍କ ପୁଅ ଲେମ୍ବୁ ଚାପିବା ଲାଗି ଗାଡ଼ି ଷ୍ଟାର୍ଟ କଲେ। ହେଲେ ଗାଡ଼ିଟି ଗିଅରରେ ଥିବାରୁ ଲେମ୍ବୁ ଉପରେ ଚଢିବା ପୂର୍ବରୁ ଆଗରେ ଥିବା ପୂଜକ ଚତୁର୍ଭୁଜଙ୍କ ଉପରେ ମାଡ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।

Related Post

ବାତ୍ୟା ୟାସ୍ ପାଇଁ ଯାଜପୁର ଜିଲ୍ଲା ବରୀ ବ୍ଲକ ପ୍ରଶାଶନ ସ୍ଥାନାନ୍ତିତ ପ୍ରକ୍ରିୟା

Posted by - May 25, 2021 0
ବରୀ:(ସ୍ନେହାଂଶୁ ଶେଖର ମହାନ୍ତି)ବାତ୍ୟା ୟାସ୍ ପାଇଁ ଯାଜପୁର ଜିଲ୍ଲା ବରୀ ବ୍ଲକ ପ୍ରଶାଶନ ସ୍ଥାନାନ୍ତିତ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ।ରତ୍ନଗିରି , ଗମୁ , ବାଲିବିଲି ,…

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଠନ କଲେ ଆନ୍ତଃ ମନ୍ତ୍ରୀସ୍ତରୀୟ କମିଟି

Posted by - January 31, 2019 0
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆନ୍ତଃ ମନ୍ତ୍ରୀସ୍ତରୀୟ କମିଟି ଗଠନ କରିଛନ୍ତି। ଏହି କମିଟି ବିଭିନ୍ନ ସଂଗଠନ ଓ ସଂଘର ସମସ୍ୟା ବୁଝିବ। କମିଟିରେ ଅର୍ଥ, ଅବକାରୀ,…

ଜନ୍ମ ଦିନ ପାଳିବେନି ମୁଖ୍ୟମନ୍ତ୍ରୀ,ରକ୍ତ ଓ ପ୍ଲାଜମା ଦାନ କରିବାକୁ ଅନୁରୋଧ

Posted by - October 15, 2020 0
ଭୁବନେଶ୍ବର :କୋଭିଡ଼ ସକ୍ରମଣକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚଳିତ ବର୍ଷ ତାଙ୍କ ଜନ୍ମ ଦିନ ପାଳନ କରିବେ ନାହିଁ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡିଶା ବାସୀଙ୍କ ଭଲ…

ବେଆଇନ ଦାଦନ ଚାଲାଣ ବେଳେ ଖପ୍ରାଖୋଲ ପୋଲିସ ର ଚଢ଼ାଉ ୧୮ ଦାଦନ ଶ୍ରମିକ ଉଦ୍ଧାର

Posted by - November 19, 2022 0
ଖପ୍ରାଖୋଲ ୧୯/୧୧( ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ପୋଲିସ ଶନିବାର ଅପରାହ୍ନରେ ଚଢ଼ାଉ କରି ୧୮ ଦାଦନ ଶ୍ରମିକ ଉଦ୍ଧାର କରିଥିବା ଜଣାଯାଇଛି…

ବାଇଶପଡ଼ାରେ ନୁଆଁଖାଇ ଭେଟଘାଟ

Posted by - September 2, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ହରଭଙ୍ଗା ବ୍ଲକର ଛତ୍ରଙ୍ଗ ପଞ୍ଚାୟତ ଅନ୍ତର୍ଗତ ବାଇଶପଡ଼ା ଗ୍ରାମରେ ତ୍ରିନାଥ ଯୁବ ପରିଷଦ ଆନୁକୂଲ୍ୟରେ ସଭାପତି ଅନନ୍ତ କହଁରଙ୍କ ସଭାପତିତ୍ୱରେ ବହୁ ଆଡ଼ମ୍ବର ସହକାରେ…

Leave a comment

Your email address will not be published.