ହରଭଙ୍ଗା ବ୍ଲକ ରେ ୨ ଟି ବାଲ୍ୟ ବିବାହ ବନ୍ଦ

196 0

ବୌଦ୍ଧ:(ଚିତ୍ତ ରଂଜନ ସିଂ)ଜିଲ୍ଲା ଶିଶୁ ବିକାଶ ପ୍ରକଳ୍ପ ତଥା ବାଲ୍ୟ ବିବାହ ନିଷେଧ କାରିଣୀ, ନିରୂପମା ପାଣି,ହରଭଙ୍ଗ।, ସଂଯୋଜିକା, ଚାଇଲଡ଼ ଲାଇନ ବବିନା ନାଏକ, ଅ ଏ ସ ଆଇ, ହରଭଙ୍ଗ ପୋଲିସ ଅରୁନ୍ଧନ୍ତି ସାହାଣୀ,ଚାଇଲଡ଼ ଲ।ଇନ ସଦସ୍ୟମାନେ ଏବଂ ଅନ୍ୟ ପୋଲିସ କର୍ମଚାରୀମାନେ ସୁଦୂର ଗ୍ରାମ ତଲଗାଓଁ କୁ ଯାଇ ଦୁଇଟି ବାଲ୍ୟ ବିବାହ କୁ ନିଷେଧ କରିପାରିଛନ୍ତି।

ଝିଅ ଦୁଇଜଣ ଙ୍କର ନିର୍ଭନ୍ଧ ସାରିଥିଲା କିନ୍ତୁ ଯେଉଁ ପର୍ଯ୍ୟନ୍ତ ୧୮ ବୟସ ନପୁରିବା ପର୍ଯ୍ୟନ୍ତ ପିତା ମାତା ଙ୍କ ଠାରୁ ଏକ ଚୁକ୍ତିନାମା ପତ୍ର କରିଛନ୍ତି। ଯଦି ବିଚ୍ୟୁତ ହେବେ ତେବେ ଆଇନ ଅନୁଯାୟୀ ଦଣ୍ଡନୀୟ ହେବେ ବୋଲି ସେହି ପତ୍ର ରେ ମଧ୍ୟ ଉଲେଖ କରିଯାଇଛି। କିଛି ଦିନ ତଳେ କାଣ୍ଟ।ମାଳ ରେ ଶିଶୁ ବିକାଶ ପ୍ରକଳ୍ପ ତଥା ବାଲ୍ୟ ବିବାହ ନିଷେଧ କାରିଣୀ, ଜୋସନାମୟୀ ପାଢୀ, ଚାଇଲଡ଼ ଲାଇନ ଦୁଇଟି ବାଲ୍ୟବିବ।ହ କୁ ରୋକି ପରିବାର ସଫଳ ହୋଇଛନ୍ତି। ଜିଲ୍ଲାପାଳଙ୍କ ସ୍ୱପ୍ନ କୁ ସମସ୍ତେ ମିଶି ବାଲ୍ୟ ବିବାହ ମୁକ୍ତ ଜିଲ୍ଲା କରିବାରେ ସମସ୍ତେ ଲାଗିପଡିଛନ୍ତି।

Related Post

ଯାଜପୁର ରେ ଏକ ନାଟ୍ୟମଣ୍ଡପ କରାଯିବ : ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ

Posted by - June 4, 2020 0
ଯାଜପୁର ଅଫିସ ତା. ୪/୬ : ଯାଜପୁରରେ ଏକ ନାଟ୍ୟମଣ୍ଡପ କରାଯିବ ବୋଲି ପର୍ଯ୍ୟଟନ, ଓଡି଼ଆ, ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ସୂଚନା…

ସମଗ୍ର ଶିକ୍ଷା ଅଭିଯାନ ପକ୍ଷରୁ ଭିନ୍ନକ୍ଷମ ଛାତ୍ର ଛାତ୍ରୀଙ୍କୁ ବିଭିନ୍ନ ଉପକରଣ ପ୍ରଦାନ

Posted by - December 2, 2021 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ବୈଷ୍ଣବ ଦତ୍ତ ଉଚବିଦ୍ୟାଳୟ ପରିସରରେ ସମଗ୍ର ଶିକ୍ଷା ଅଭିଯାନ ପକ୍ଷରୁ ୧୦ଟି ବ୍ଲକ ର ୬୦ ଜଣ ଭିନ୍ନକ୍ଷମ ଛାତ୍ର…

ଜୟପାଟଣା ଠାରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତା ରେ ଜନଶୁଣାଣି ଶିବିର ଅନୁଷ୍ଠିତ

Posted by - November 1, 2022 0
ଭବାନୀପାଟଣା  : (ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି ଜିଲ୍ଲାପାଳ ପି ଅନ୍ଵେଷା ରେଡ୍ଡୀ ଦାୟିତ୍ୱ ଗ୍ରହଣ କରିବା ପରେ ଦ୍ଵିତୀୟ ଥର ପାଇଁ…

ପୁଵର୍ତନ ଅଧ୍ୟକ୍ଷ ଅମୂଲ୍ୟ ଦାସଙ୍କ ଦ୍ଵିତୀୟ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ଜୀବନ ବିନ୍ଦୁ ପାଇଁ ପ୍ରସ୍ତୁତି ବୈଠକ

Posted by - July 19, 2021 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା)ଆସନ୍ତା 26 ତାରିଖ ଦିନ ବେଲଗୁଣ୍ଠା ବ୍ଳକ୍ କ୍ଷେତ୍ରୀୟବରପୁର ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟର ପୁଵର୍ତନ ଅଧ୍ୟକ୍ଷ ସ୍ୱର୍ଗତ ଅମୂଲ୍ୟ ଦାସଙ୍କ ଦ୍ଵିତୀୟ ଶ୍ରାଦ୍ଧ ବାର୍ଷିକୀ…