Breaking News
Related Post
ବସ ଓଲଟି ୨୮ ଆହତ। ସମସ୍ତ ଆହତଙ୍କୁ ଖଜୁରୀପଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି। ଡ୍ରାଇଭର ସହ ଜେଆଇଟିଏମ ଛାତ୍ର ଗୁରୁତର। ଉଭୟଙ୍କୁ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର। ଭୁବନେଶ୍ୱର ଠାରୁ ପାରଳାଖେମୁଣ୍ଡି ଆସୁଥିବା ସମୟରେ ମାର୍ଲବା ଘାଟିରେ ଓଲଟି ପଡିଲା ଇସ୍ପାତ ବସ।
ବସ ଓଲଟି ୨୮ ଆହତ। ସମସ୍ତ ଆହତଙ୍କୁ ଖଜୁରୀପଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି। ଡ୍ରାଇଭର ସହ ଜେଆଇଟିଏମ ଛାତ୍ର ଗୁରୁତର। ଉଭୟଙ୍କୁ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟକୁ…
ବଡ ଖବର
- ଖପ୍ରାଖୋଲ ପୋଲିସ ର ଚଢାଉ, ମାଟି ତଳୁ ବାହାରିଲା ୪୭୬ ବୋତଲ କଫ ସିରଫ ,ତିନି ଅଭିଯୁକ୍ତ ଗିରଫ
- ୧୯୨୦ ବୋତଲ କଫ ସିରଫ ଜବତ
- ବିଭିନ୍ନ ଜଟିଳ ରୋଗରେ ପିଡିତ ୫ ଜଣଙ୍କୁ ଉନ୍ନତ ଚିକିତ୍ସା ପାଇଁ ପଠାଇଲେ ଜିଲାପାଳ
- ସମ୍ବଲପୁର : ସମ୍ବଲପୁର ଶାସନ କେନାଲ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ,ଭାରସାମ୍ୟ ହରାଇ କେନାଲକୁ ଓଲଟିଲା ବରଯାତ୍ରୀ ଗାଡ଼ି । ଦୁର୍ଘଟଣାରେ ଡ୍ରାଇଭର ସମେତ ୭ ମୃତ, ୨ ଆହତ,ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଲେ ମୁଖ୍ୟମନ୍ତ୍ରୀ
- ବଡ଼ମ୍ବା ବନ ବିଭାଗ ହାଜତ ମୃତ୍ୟୁ ଘଟଣା : ମାନବାଧିକାର ଅୟୋଗଙ୍କ ରିପୋର୍ଟ ତଲବ
- ମହାନଦୀ ଜଳ ବିବାଦର ସମାଧାନ ପାଇଁ ବିରୋଧୀଙ୍କ ସହଯୋଗ ଲୋଡ଼ିଲେ ମନ୍ତ୍ରୀ ଟୁକୁନି ସାହୁ
- ପିପିଲି : ପୁରୀକୁ ଚାଲାଣ ହେଉଥିବା ବେଳେ ଜବତ ହେଲା ଏକ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ
- ଆସନ୍ତାକାଲି ନବୀନ ନିବାସରେ ପର୍ଯ୍ୟବେକ୍ଷକଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ। ନବ ନିଯୁକ୍ତ ପର୍ଯ୍ୟବେକ୍ଷକଙ୍କ ସହ ଆଲୋଚନା କରିବେ ନବୀନ। ଝାରସୁଗୁଡ଼ା ଉପନିର୍ବାଚନ ସହ ସାଙ୍ଗଠନିକ ଆଲୋଚନା କରିବେ ନବୀନ। ସନ୍ଧ୍ୟା ୭ଟାରେ ନବୀନ ନିବାସରେ ବୈଠକ
- ଭୁବନେଶ୍ବର: ଜାଲ ସାର୍ଟିଫିକେଟ ଓ କୋଟିଆ ବିବାଦକୁ ନେଇ ଗୃହରେ ମୁହାଁମୁହିଁ ଶାସକ ଓ ବିରୋଧୀ, ପ୍ରବଳ ହଟ୍ଟଗୋଳ ଯୋଗୁ ଅପରାହ୍ଣ ୪ ଟା ପର୍ଯ୍ୟନ୍ତ ଗୃହ ମୁଲତବୀ
- ଗତ ୩୦ବର୍ଷରୁ ଶିଳ୍ପ ସଂସ୍ଥା ଜମି ନେଇ କରୁନାହାନ୍ତି ଶିଳ୍ପ’ : -ଶିଳ୍ପମନ୍ତ୍ରୀ ପ୍ରତାପ ଦେବ