ରାସ୍ତା ଉପରେ ବିପଦ ଜନକ ଅବସ୍ଥାରେ ବିଦ୍ୟୁତ ଖୁଣ୍ଟ

1052 0

ବରୀ୧୩ା୫: ଫନି ବାତ୍ୟା ପରେ ଅଦ୍ୟାବଧି ବିଦ୍ୟୁତ ବିଭାଗର ନଜରକୁ ଆସିନାହିଁ ।ଏରବାଙ୍କ ପଂଚାୟତ ଅଧିନସ୍ଥ ଦଳେଇ ସାହିରେ ଥିବା ବିପଦ ଜନକ ଅବସ୍ଥାରେ ବିଦ୍ୟୁତ ଖୁଣ୍ଟ । ସ୍ଥାନୀୟ ଲୋକମାନେ ବାରମ୍ଭାର ଅଭିଯୋଗ କଲେବି ସମ୍ପୂକ୍ତ ବିଭାଗ କୈାଣସି ପଦକ୍ଷେପ ନେଉ ନଥିବାର ଅଭିଯୋଗ ହେଉଛି । ସୂଚନା ଯୋଗ୍ୟ ଏହି ରାସ୍ତା ଦେଇ ମା ବଟ ମଙ୍ଗଳା ପୀଠକୁ ପ୍ରତିଦିନ ଶହଶହ ଶ୍ରଦ୍ଧାଳୁ ଯାତାୟତ କରିଥାନ୍ତି । ଏହା ଅତ୍ୟନ୍ତ ବିପଦ ଜନକ ଅବସ୍ଥାରେ ଥିବାରୁ କେତେବେଳେ ଯେ ଅଘଟଣ ନ ଘଟିବ ତାହା କହି ହେବ ନାହିିଁ । ଘଟଣା ଗୁରୁତ୍ୱ ଦେଇ ସମ୍ପୂକ୍ତ ବିଭାଗ ତୁରନ୍ତ ପଦକ୍ଷେପ ନେବାକୁ ସାଧାରଣରେ ଦାବୀ ହେଉଛି ।

Related Post

ଟିକିରି ବନାଞ୍ଚଳ ପକ୍ଷରୁ ବିଶ୍ବ ପରିବେଶ ଦିବସ ପାଳିତ ହେଇଯାଇଛି

Posted by - June 5, 2022 0
ରାୟଗଡା :(ଅଞ୍ଜନ କୁମାର ନାଏକ)ବିଶ୍ୱସ୍ତରରେ ଲୋକଙ୍କୁ ପରିବେଶ ଉପରେ ଏକ ସକରାତ୍ମକ ଭାବନା ସୃଷ୍ଟି କରାଇବା ଏହି ଉଦେଶ୍ୟ ରେ ପ୍ରତିବର୍ଷ ଜୁନ୍ ୫ ତାରିଖରେ ବିଶ୍ୱ…

ବାଳିକା ଆବାସିକ ବିଦ୍ୟାଳୟ ଓ ଜିଲ୍ଲା ସମାଜ ମଙ୍ଗଳ ବିଭାଗର ବାଲ୍ୟ ବିବାହ ବନ୍ଦ

Posted by - February 14, 2022 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂ)ଆଜି ସରସରା ଗ୍ରାମ ଠାରେ ଗୋଟିଏ ପରିବାର ର ଦୁଇଟି ନାବାଳିକା କନ୍ୟାର ବିବାହ ବୌଦ୍ଧ ଜିଲ୍ଲା ପ୍ରଶାସନ ର ଉଦ୍ୟମ ରେ ବନ୍ଦ କରାଯାଇଛି…

ଜଶୋଦା ଅନାଥାଶ୍ରମ ରେ ପ୍ରଧାନମନ୍ତ୍ରୀ ମନ୍ତ୍ରୀ ନରେନ୍ଦ୍ର ମୋଦି ଜନ୍ମ ଦିନ ପାଳନ

Posted by - September 18, 2022 0
ଧର୍ମଗଡ଼ : (ହେମନ୍ତ କୁମାର ମାଝୀ)  ଭାରତୀୟ ଜନତା ପାର୍ଟି ଧର୍ମଗଡ ନଗର ମଣ୍ଡଳ ତରଫରୁ ଯଶୋଦା ଅନାଥ ଆଶ୍ରମ ଠାରେ ବିଶ୍ୱର ସବୁଠାରୁ ଲୋକପ୍ରିୟ ଭାରତ…

ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଅଗ୍ରଣୀ ଚାଷୀ ସଚେତନା ଶିବିର

Posted by - July 29, 2021 0
ବରୀ:( ସ୍ନେହାଂଶୁ ଶେଖର ମହାନ୍ତି) ବରୀ ବ୍ଲକ କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର ତରଫରୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଅଗ୍ରଣୀ ଚାଷୀ ସଚେତନା ଶିବିର…

Leave a comment

Your email address will not be published.