Breaking News
1:07 pmସମ୍ବଲପୁର : ସମ୍ବଲପୁର ଶାସନ କେନାଲ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ,ଭାରସାମ୍ୟ ହରାଇ କେନାଲକୁ ଓଲଟିଲା ବରଯାତ୍ରୀ ଗାଡ଼ି । ଦୁର୍ଘଟଣାରେ ଡ୍ରାଇଭର ସମେତ ୭ ମୃତ, ୨ ଆହତ,ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଲେ ମୁଖ୍ୟମନ୍ତ୍ରୀ 1:04 pmବଡ଼ମ୍ବା ବନ ବିଭାଗ ହାଜତ ମୃତ୍ୟୁ ଘଟଣା : ମାନବାଧିକାର ଅୟୋଗଙ୍କ ରିପୋର୍ଟ ତଲବ 1:03 pmମହାନଦୀ ଜଳ ବିବାଦର ସମାଧାନ ପାଇଁ ବିରୋଧୀଙ୍କ ସହଯୋଗ ଲୋଡ଼ିଲେ ମନ୍ତ୍ରୀ ଟୁକୁନି ସାହୁ 1:03 pmପିପିଲି : ପୁରୀକୁ ଚାଲାଣ ହେଉଥିବା ବେଳେ ଜବତ ହେଲା ଏକ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ 1:01 pmଆସନ୍ତାକାଲି ନବୀନ ନିବାସରେ ପର୍ଯ୍ୟବେକ୍ଷକଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ। ନବ ନିଯୁକ୍ତ ପର୍ଯ୍ୟବେକ୍ଷକଙ୍କ ସହ ଆଲୋଚନା କରିବେ ନବୀନ। ଝାରସୁଗୁଡ଼ା ଉପନିର୍ବାଚନ ସହ ସାଙ୍ଗଠନିକ ଆଲୋଚନା କରିବେ ନବୀନ। ସନ୍ଧ୍ୟା ୭ଟାରେ ନବୀନ ନିବାସରେ ବୈଠକ

ରାସ୍ତା ଉପରେ ବିପଦ ଜନକ ଅବସ୍ଥାରେ ବିଦ୍ୟୁତ ଖୁଣ୍ଟ

1126 0

ବରୀ୧୩ା୫: ଫନି ବାତ୍ୟା ପରେ ଅଦ୍ୟାବଧି ବିଦ୍ୟୁତ ବିଭାଗର ନଜରକୁ ଆସିନାହିଁ ।ଏରବାଙ୍କ ପଂଚାୟତ ଅଧିନସ୍ଥ ଦଳେଇ ସାହିରେ ଥିବା ବିପଦ ଜନକ ଅବସ୍ଥାରେ ବିଦ୍ୟୁତ ଖୁଣ୍ଟ । ସ୍ଥାନୀୟ ଲୋକମାନେ ବାରମ୍ଭାର ଅଭିଯୋଗ କଲେବି ସମ୍ପୂକ୍ତ ବିଭାଗ କୈାଣସି ପଦକ୍ଷେପ ନେଉ ନଥିବାର ଅଭିଯୋଗ ହେଉଛି । ସୂଚନା ଯୋଗ୍ୟ ଏହି ରାସ୍ତା ଦେଇ ମା ବଟ ମଙ୍ଗଳା ପୀଠକୁ ପ୍ରତିଦିନ ଶହଶହ ଶ୍ରଦ୍ଧାଳୁ ଯାତାୟତ କରିଥାନ୍ତି । ଏହା ଅତ୍ୟନ୍ତ ବିପଦ ଜନକ ଅବସ୍ଥାରେ ଥିବାରୁ କେତେବେଳେ ଯେ ଅଘଟଣ ନ ଘଟିବ ତାହା କହି ହେବ ନାହିିଁ । ଘଟଣା ଗୁରୁତ୍ୱ ଦେଇ ସମ୍ପୂକ୍ତ ବିଭାଗ ତୁରନ୍ତ ପଦକ୍ଷେପ ନେବାକୁ ସାଧାରଣରେ ଦାବୀ ହେଉଛି ।

Related Post

ଧର୍ମଗଡଠାରେ ଶାରଦୀୟ ଦୁର୍ଗାପୂଜା ପାଇଁ ଶାନ୍ତି କମିଟି ବୈଠକ, ପୋଲିସ ପ୍ରଶାସନ ଓ ଲାଇନ୍ ଡିପାର୍ଟମେଣ୍ଟ ଅଧିକାରୀଙ୍କ ଅନୁପସ୍ଥିତିରେ ବୈଠକ ଶେଷ

Posted by - September 27, 2022 0
ଧର୍ମଗଡ଼ : (ହେମନ୍ତ କୁମାର ମାଝୀ) ଧର୍ମଗଡ ଠାରେ ସଂପ୍ରତି ଚାଲିଥିବା ଜଗତ ଜନନୀ ମା ଦୁର୍ଗା ଙ୍କ ନବ ଦିନାତ୍ମକ ପୂଜା ପାଇଁ ଧର୍ମଗଡ ବ୍ଲକ…

ସମାଜସେବୀ ପ୍ରମୋଦ ସୁନା ଙ୍କ ବିୟୋଗ ରେ ଜିଲ୍ଲା ପାଣ ଗଣ୍ଡା ସମାଜ ପକ୍ଷରୁ ସହାୟତା ପ୍ରଦାନ

Posted by - March 23, 2023 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍ ଖଟଖଟିଆ ପଂଚାୟତ ଜାଲ ପାଲି ଗ୍ରାମର ଯୁବ ସମାଜସେବୀ ପ୍ରମୋଦ ସୁନାଙ୍କ ସଡକ ଦୁର୍ଘଟଣାରେ ମୃତ୍ୟୁ ବରଣ ଯୋଗୁଁ ବୌଦ୍ଧ…

ମନମୁଣ୍ଡା 5T ଉଚ୍ଚବିଦ୍ୟାଳୟ କାର୍ଯ୍ୟ ପରିଦର୍ଶନ କଲେ ଡେପୁଟି ସେକ୍ରେଟାରୀ

Posted by - October 11, 2021 0
ବୌଦ୍ଧ:( ଚିତ୍ତରଞ୍ଜନ ସିଂ)ଜିଲ୍ଲା ରେ କାର୍ଯ୍ୟକାରୀ ହେଉଥିବା 5T ବିଦ୍ୟାଳୟ ରୂପାନ୍ତରି କରଣ କାର୍ଯ୍ୟକ୍ରମ ଦ୍ୱାରା ଗ୍ରାମାଞ୍ଚଳର ମେଧାବୀ ଛାତ୍ର ଛାତ୍ରୀ ଙ୍କ ମନରେ ପ୍ରତିଯୋଗୀ ମନୋଭାବ…

ଆଞ୍ଚଳିକ କୃଷକ ସଙ୍ଘ ର ଜରୁରୀ ବୈଠକ

Posted by - September 9, 2021 0
ବରଗଡ:ପଦ୍ମପୁର ବ୍ଲକ ସର୍ଗି ବାହାଲ ବଜାର ପ୍ରାଙ୍ଗଣରେ ଆଞ୍ଚଳିକ କୃଷକ ଶ୍ରମିକ ସଂଘର ସଭାପତି ଗୋବର୍ଦ୍ଧନ ଭୋଏଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇ ଯାଇଛି ।…

Leave a comment

Your email address will not be published.