Breaking News
5:31 pmଜୁନ ୩୦ ପର୍ଯ୍ୟନ୍ତ ବଢିଲା ପାନ୍-ଆଧାର ଲିଙ୍କ୍ ସମୟସୀମା 5:29 pmବାଲେଶ୍ୱର: ଅନ୍ୱେଷା ଇନ୍ ଚିଟଫଣ୍ଡ ଠକେଇ ମାମଲାରେ ନିର୍ଦ୍ଦେଶକ କୃଷ୍ଣଚନ୍ଦ୍ର ସାହୁଙ୍କ ସହ ୩ ଜଣଙ୍କୁ ଜେଲ ଦଣ୍ଡ। କୃଷ୍ଣଙ୍କୁ ୫ ବର୍ଷ ଜେଲ୍ ଓ ୨ ଲକ୍ଷ ୪୦ ହଜାର ଜରିମାନା ନିର୍ଦ୍ଦେଶ। ଅନ୍ୟ ୨ କର୍ମଚାରୀଙ୍କୁ ୩ ବର୍ଷ ଲେଖାଏଁ ଜେଲ୍ ଓ ୧୦ ହଜାର ଲେଖାଏଁ ଜରିମାନା 5:26 pmଓଡ଼ିଶାରେ ୨୮ଟି ମହାବଳ ବାଘ: ଜଙ୍ଗଲ ଓ ପରିବେଶ ମନ୍ତ୍ରୀ 5:25 pmପୁରୀ-ଗୁଣୁପୁର ଟ୍ରେନ ଲାଇନଚ୍ୟୁତ। ପୁରୀ ଷ୍ଟେସନରେ ଟ୍ରେନ୍‌ ସନଟିଂ ଲାଇନକୁ ଫେରିବା ବେଳେ ଲାଇନ୍‌ଚ୍ୟୁତ 5:24 pmବାଲେଶ୍ୱର: ଅନ୍ୱେଷା ଇନ୍ ଚିଟଫଣ୍ଡ ଠକେଇ ମାମଲାରେ ନିର୍ଦ୍ଦେଶକ କୃଷ୍ଣଚନ୍ଦ୍ର ସାହୁଙ୍କ ସହ ୩ ଜଣଙ୍କୁ ଜେଲ ଦଣ୍ଡ। କୃଷ୍ଣଙ୍କୁ ୫ ବର୍ଷ ଜେଲ୍ ଓ ୨ ଲକ୍ଷ ୪୦ ହଜାର ଜରିମାନା ନିର୍ଦ୍ଦେଶ। ଅନ୍ୟ ୨ କର୍ମଚାରୀଙ୍କୁ ୩ ବର୍ଷ ଲେଖାଏଁ ଜେଲ୍ ଓ ୧୦ ହଜାର ଲେଖାଏଁ ଜରିମାନା

ଦର୍ଶକଙ୍କ ମନ ମୋହିଲା ସମ୍ବଲପୁରୀ ବସ୍ତ୍ର ର କାର୍ଯ୍ୟକ୍ରମ ଫେସନୋଭା ୩

464 0

ସମ୍ବଲପୁରୀ:(ରମାକାନ୍ତ ବିଶ୍ବାଳ)ସମ୍ବଲପୁରୀ ବସ୍ତ୍ର ରେ ଚମକିଲେ ମଡେଲ।ରାଜ୍ୟ ତଥା ଦେଶ ର ଦର୍ଶକ ଙ୍କର ମନ ମୋହିଲା ସମ୍ବଲପୁରୀ ବସ୍ତ୍ର ର କାର୍ଯ୍ୟକ୍ରମ ଫେସନୋଭା 3।ବିଭିନ୍ନ ସ୍ଥାନରୁ ଯୋଗ ଦେଇ ସମ୍ବଲପୁରୀ ବସ୍ତ୍ର ପରିଧାନ କରି ରେମ୍ପ ରେ ଚାଲିଲେ ମଡେଲ।।ଦର୍ଶକ ଙ୍କର ମନ ମୋହିଲା ସମ୍ବଲପୁରୀ ବସ୍ତ୍ର ର କାର୍ଯ୍ୟକ୍ରମ ଫେସନୋଭା 3।

ଦୀର୍ଘ ତିନି ବର୍ଷ ହେବ ସମ୍ବଲପୁରୀ କପଡା ଓ ସ୍ଥାନୀୟ ଡିଜାଇନର ମାନଙ୍କର ସମ୍ବଲପୁରୀ ବସ୍ତ୍ର ପରିଧାନ କରି ରେମ୍ପ ରେ ଚାଲୁଛନ୍ତି  ମଡେଲ। ନେକ୍ସ ଜେନ ଓ ଓରିସିସ ର ମିଳିତ ଉଦ୍ୟମରେ ଆୟୋଜିତ ଏହି ଫେସନୋଭା 3। ସମ୍ବଲପୁର ର  ଏକ  ହୋଟେଲ ରେ ଆୟୋଜିତ ହୋଇଥିଲା ଏହି କାର୍ଯ୍ୟକ୍ରମ।

ଏହି ଫେଶନ ଶୋ ରେ ମୁମ୍ବାଇ କୋଲକାତା, ଭୁବନେଶ୍ୱର ସହ ସ୍ଥାନୀୟ ପୁରୁଷ ଓ ମହିଳା ମଡେଲ ମାନେ ଭାଗ ନେଇଥିଲେ।ସେମାନେ ସମ୍ବଲପୁରୀ ବସ୍ତ୍ର ପରିଧାନ କରି ଖୁସି ବ୍ୟକ୍ତ। କରିଥିଲେ।ସେମାନେ କହିଥିଲେ ଯେ ସମ୍ବଲପୁରୀ ହେଉଛି ଏକ ଆନ୍ତର୍ଜାତିକ ବ୍ରାଣ୍ଡ ର କପଡା।

ଏହାର ସ୍ୱତନ୍ତ୍ର ଷ୍ଟଲ ମାନ କୋଲକାତା ମୁମ୍ବାଇ ରେ ମଧ୍ୟ ରହିଛି।ଏହାକୁ କିଭଳି ଭାବରେ ଆହୁରି ବ୍ୟାପକ କରାଯାଇପାରିବ ସେ ଦିଗରେ ଏହା ଏକ ପ୍ରୟାସ।ଏଥର ବିଶେଷ ଆକର୍ଷଣ ଥିଲା ଆୟୋଜକଙ୍କ ତରଫରୁ ଛୋଟ ବାଳକ ବାଳିକା ମାନଙ୍କୁ  ନେଇ ଏକ ରେମ୍ପ ଶୋ ର କାର୍ଯ୍ୟକ୍ରମ।

ଏହି ରେମ୍ପ ଶୋ ଟି ମଧ୍ୟ ଖୁବ ଚିତ୍ତାକର୍ଷକ ହୋଇଥିଲା।ଦର୍ଶକ ମନ ଭରି ଏହି କାର୍ଯ୍ୟକ୍ରମ କୁ ଉପଭୋଗ କରିଥିଲେ।ଆୟୋଜକ ମାନେ ମଧ୍ୟ ସମ୍ବଲପୁରୀ ବସ୍ତ୍ର କୁ ନେଇ  ସ୍ଵତନ୍ତ୍ର ଫେଶନ ଶୋ କାର୍ଯ୍ୟକ୍ରମ ଆୟୋଜନ କରିଥିବା କାରଣରୁ ସ୍ଥାନୀୟ ବୁଣାକାର ଏବଂ ଡିଜାଇନର ମାନଙ୍କର କଳାକୃତି କୁ ଏହା ମାଧ୍ୟମରେ ପ୍ରଚାର ପ୍ରସାର ଦିଗରେ ସହାୟକ ହୋଇଥିଲେ।

ସ୍ଥାନୀୟ ଡିଜାଇନର ମାନେ ମଧ୍ୟ ତାଙ୍କର କଳା କୃତୀ ସମ୍ବଲପୁରୀ କପଡ଼ା ମାଧ୍ୟମରେ ପରିବେଷଣ କରି ଖୁଶି ବ୍ୟକ୍ତ କାରିଥିଲେ। ସ୍ଥାନୀୟ ମଡେଲ ମାନେ ମଧ୍ୟ ଭାରତର ବିଭିନ୍ନ ସ୍ଥାନରେ ମଡେଲିଙ୍ଗ ସହ ସମ୍ବଲପୁରୀ ବସ୍ତ୍ର ର କିଭଳି ଆହୁରି ଲୋକେ ଜାଣି ପାରିବେ ବ୍ୟବହାର କରିବେ ସେ ଦିଗରେ ଚେଷ୍ଟା କରାଯିବ ବୋଲି କହିଥିଲେ।

 

Related Post

କ୍ଷୁଦ୍ର ଚଳଚିତ୍ର “ମାଠିଆ” ର ଶୁଭ ମହୁରତ ଅନୁଷ୍ଠିତ

Posted by - January 14, 2021 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ ) ଯାଜପୁର ଅପିଂସର୍ସ କ୍ଲବ ପରିସରରେ କ୍ଷୁଦ୍ର ଚଳଚିତ୍ର “ମାଠିଆ” ର ଶୁଭ ମହୁରତ ଅନୁଷ୍ଠିତ ହୋଇଯାଇଛି,ଗ୍ଲୋବାଲ ପିସ ପାଂଉଣ୍ଡେସନ ପ୍ରଯୋଜନାରେ ପ୍ରସ୍ତୁତ ହେଉଥିବା ଏହି ଚଳଚିତ୍ର ଟିମଦ ବିରୋଧୀ ସଚେତନତା ଉପରେ ଆଧାରିତ ହୋଇଛିIଏହି ଅବସରରେ ଅନୁଷ୍ଠିତ ଏକ ଉତ୍ସବରେ ପାଂଉଣ୍ଡେସନର ଅଧ୍ୟକ୍ଷ ଡାକ୍ତର ରାଜକିଶୋର ପଣ୍ଡା,ପ୍ରପେଂସର ରାଧାରମଣ ଦାସ,ପ୍ରପେଂସର ଆଜାଦ ରାୟ ଏବଂ ପ୍ରପେଂସର ସୁଧୀର ଚନ୍ଦ୍ର ଜେନା ପ୍ରମଖ ଯୋଗ ଦେଇ ଏଭଳି ଚଳଚିତ୍ର ସମାଜର ପରିବର୍ତନ ଆଣିପାରିବ ବୋଲି ମତ ଦେଇଥିଲେiଏହି ଚଳଚିତ୍ରର ମୁଖ୍ୟ କଳାକାର ଭାବେ ସତ୍ୟରଂଜନ କର,ସାଇ ସ୍ୱରୁପ ମିଶ୍ର ପ୍ରମୁଖ ଅଭିନୟ କରିବେ ବୋଲି ଜଣାପଡିଛି ।

ଚଳନ୍ତା ଟ୍ରେନ୍‌ରୁ ଓହ୍ଲାଇବା ସମୟରେ ଦୁଇଜଣ ମହିଳାଙ୍କ ଖସିଲା ଗୋଡ, ଦେବଦୂତ ସାଜି ଏପରି ଜୀବନ ବଞ୍ଚାଇଲେ ଯବାନ

Posted by - December 7, 2018 0
ମୁମ୍ବାଇ: ଚଳନ୍ତା ଟ୍ରେନ୍‌ରୁ ଖସି ପଡ଼ିବାର ଘଟଣା ଅନେକ ସମୟରେ ସାମ୍ନାକୁ ଆସିଥାଏ। ଏଭଳି ପରିସ୍ଥିତିରେ ଦୁଇଜଣ ମହିଳାଙ୍କୁ ଭାଗ୍ୟଶାଳୀ ବୋଲି କୁହାଯାଉଛି। କାରଣ ଚଳନ୍ତା ଟ୍ରେନ୍‌ରୁ…

ରକ୍ତଭିଜା ବ୍ୟାଣ୍ଡେଜ ମିଳିଲା ଅନ୍‌ଲାଇନ୍‌ ଫୁଡ ଅଡରିଙ୍ଗ ଓ ଡେଲିଭରି ପ୍ଲାଟଫାର୍ମ ସୁଇଗି ଜରିଆରେ ମଗାଇଥିବା ଖାଦ୍ୟରେ

Posted by - February 12, 2019 2
ଚେନ୍ନାଇରେ ରହୁଥିବା ବାଲମୁରୁଗନ୍‌ ଦିନଦୟାଲନଙ୍କ ଖାଦ୍ୟରେ ବାହାରିଥିବା ରକ୍ତଭିଜା ବ୍ୟାଣ୍ଡେଜକୁ ନେଇ ଫେସ୍‌ବୁକ୍‌ରେ ପୋଷ୍ଟ କରି ଲେଖିଛନ୍ତି, ଗତ ରବିବାର ସେ ସୁଇଗି ଆପ୍‌ ଜରିଆରେ ଚାପ୍‌…

ଶ୍ରୀକ୍ଷେତ୍ରରେ ବଲିଉଡ୍‌ ସୁପରଷ୍ଟାର ଗୋବିନ୍ଦା,ସବ୍ୟର୍ଚ୍ଚିତାଙ୍କୁ ବିବାହର ଶୁଭେଚ୍ଛା ଜଣାଇଲେ

Posted by - March 21, 2021 0
ପୁରୀ: ଶ୍ରୀକ୍ଷେତ୍ରରେ ବଲିଉଡ୍‌ ସୁପରଷ୍ଟାର ଗୋବିନ୍ଦା । ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ କଲେ ବଲିଉଡ ଫିଲ୍ମ ସୁପରଷ୍ଟାର ଗୋବିନ୍ଦା ଓ ତାଙ୍କ ଧର୍ମ ପତ୍ନୀ । ସେ…

ଦିଲ୍ଲୀ ଓଡ଼ିଆ ଲେଖିକା ସଂସଦର ବାର୍ଷିକ ଉତ୍ସବ ଅନୁଷ୍ଠିତ

Posted by - April 20, 2022 0
ନୂଆଦିଲ୍ଲୀ : ଦିଲ୍ଲୀ ଓଡ଼ିଆ ଲେଖିକା ସଂସଦ (ଡଲ୍‍ସ)ର ପଞ୍ଚମ ବାର୍ଷିକ ମହୋତ୍ସବ ଆଭାସି ମଞ୍ଚରେ ଅନୁଷ୍ଠିତ ହୋଇଛି । ଏହି ଉପଲକ୍ଷେ ଆୟୋଜିତ ଭର୍ଚ୍ଚୁଆଲ ସମାବେଶରେ…