ସଂଗ୍ରାମପୁର ଉଚ୍ଚବିଦ୍ୟାଳୟ ଓ ଉ.ପ୍ରା(ମ.ଇ) ବିଦ୍ୟାଳୟରେ ଶିଶୁ ଦିବସ ପାଳିତ

411 0

ବୌଦ୍ଧ:(ଚିତ୍ତରଂଜନସିଂ)ବୌଦ୍ଧ ଜିଲ୍ଲା ତାଳଶରଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସଂଗ୍ରାମ ପୁର ପଂଚାୟତ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଭାରତ ମେହେରଙ୍କ ଆନୁକୂଲ୍ୟରେ ଶିଶୁ ଦିବସ ପାଳିତ ହୋଇଯାଇଛି । ଉକ୍ତ ସଭାରେ ସଂଗ୍ରାମପୁର ମ.ଇ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଅଜିତ କୁମାର ମେଣ୍ଡିଲି ଚାଚା ନେହେରୁ ଙ୍କ ସୃତି ଚାରଣ କରିବା ସହ ଶିଶୁ ମାନଙ୍କ ପ୍ରତିଥିବା ଗୁରୁ ଦାୟିତ୍ୱ ସମ୍ବନ୍ଧରେ ବୌଦ୍ଧିକ ରଖିଥିଲେ ।

ଏଥିସହ ବିଦ୍ୟାଳୟ ର ବରିଷ୍ଠ ଶିକ୍ଷକ ପ୍ରକାଶ ସାହୁ, ଉଗ୍ରେସନ ବେହେରା, ବସନ୍ତ ପ୍ରଧାନ , କ୍ରୀଡା ଶିକ୍ଷକ ନୟନ ମହାନ୍ତି , ଅରୁଣ ପ୍ରଧାନ, ପ୍ରତାପ ସାହୁ , ନାରାୟଣ ଡାଙ୍ଗ, ଶ୍ରଦ୍ଧାକର ବେହେରା ଦୁଃଶାସନ ସେଠୀ, ଗୋବିନ୍ଦ ପ୍ରଧାନ ଚାଚା ନେହେରୁ ଙ୍କ ଏକ ଗୀତ ଗାନ କରି ଧନ୍ୟବାଦ ଦେଇଥିଲେ ।

Related Post

ବାଛୋଳ ଛକ ଠାରେ ନୂତନ ଭାବେ ଇଣ୍ଟରନ୍ୟାସନାଲ ଦିଲ୍ଲୀ ପବ୍ଲିକ ସ୍କୁଲ ଉଦଘାଟିତ

Posted by - March 27, 2023 0
ଯାଜପୁର :ଯାଜପୁର ଜ଼ିଲ୍ଲା ବିଂଝାରପୁର ବ୍ଲକ ଆନ୍ତଗତ ବାଛୋଳ ଛକ ଠାରେ ନୂତନ ଭାବେ ଇଣ୍ଟରନ୍ୟାସନାଲ ଦିଲ୍ଲୀ ପବ୍ଲିକ ସ୍କୁଲ ଉଦଘାଟିତ ହୋଇଛି l ଏଥିରେ ମୁଖ୍ୟଅତିଥି ଭାବେ…

ଚଉଷଠି ଯୁଗନି ସାହିତ୍ୟ କଳା ପରିଷଦ ପକ୍ଷରୁ ମକର ମିଳନ

Posted by - January 14, 2022 0
ବଙ୍ଗୋମୁଣ୍ଡା:(ଅଭିମନ୍ୟୁ ବହିଦାର)ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ବ୍ଲକର ଅଗ୍ରଣୀ ଅନୁଷ୍ଠାନ ଚଉଷଠି ଯୁଗନି ସାହିତ୍ୟ କଳା ପରିଷଦ ପକ୍ଷରୁ ସତ୍ୟ ମହିମା ଆଶ୍ରମ ଠାରେ ପଂଚମ ମକର ମିଳନ…

ବରୀରେ ମାନିଲେ ବ୍ୟବସାୟୀ ମାନିଲେ ନାହିଁ ଲୋକେ

Posted by - March 30, 2020 138
ବରୀ:(ସ୍ନେହାଂଶୁ ଶେଖର ମହାନ୍ତି)ଆଜି ବରି କୃପାସିନ୍ଧୁ ବିଦ୍ୟାଭବନ ର ଖେଳ ପଡ଼ିଆରେ ହୋଇଥିବା ସାପ୍ତାହିକ ହାଟରେ ଲୋକମାନେ ସମ ଦୂରତାରେ ହାଟ ସଉଦା କିଣିବେ ଏଇ ଲକ୍ଷ୍ୟନେଇ…

ଟ୍ରାନ୍ସଫର୍ମର ଚୋରି ସମୟରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତି ଗୁରୁତର

Posted by - November 19, 2021 0
କାଶୀପୁର;(ଅଞ୍ଜନ କୁମାର ନାଏକ)ରାୟଗଡା ଜିଲ୍ଲା, କାଶୀପୁର ଥାନା ଅନ୍ତର୍ଗତ ପରଜା ଶିଳା ଗାଁ ଠାରେ ବୁଧବାର ବିଳମ୍ବିତ ରାତ୍ରିରେ କିଛି ଦୁର୍ବୁତ୍ତ ଏକ ଟ୍ରାନ୍ସଫର୍ମର କୁ ଚୋରି…