ମେ ୨୩ ଭୋଟ ଗଣତି ପାଇଁ ଆରମ୍ଭ ହେଲା ୨ ଦିନିଆ ପ୍ରଶିକ୍ଷଣ ଶିବିର

911 0

ଭୁବନେଶ୍ବର ୧୩।୫ :   ମେ ୨୩ ତାରିଖ ଭୋଟ ଗଣତି ପାଇଁ ଆଜିଠୁ ଆରମ୍ଭ ହୋଇଛି ପ୍ରଶିକ୍ଷଣ । କେମିତି ତ୍ରୁଟିଶୂନ୍ୟ ଗଣତି ହେବ ସେନେଇ ଅଧିକାରୀମାନଙ୍କୁ ଟ୍ରେନିଂ ଦିଆଯାଉଛି।  ଗୋଟିଏ ହଲରେ ବିଧାନସଭା  ପାଇଁ ୭ଟି ଓ ଲୋକସଭା ପାଇଁ ୭ଟି ଟେବୁଲ ରହିବ । ଗୋଟିଏ ନିର୍ବାଚନ ମଣ୍ଡଳୀରୁ ୫ଟି ବୁଥରୁ ଭିଭିପ୍ୟାଟ ସହ ଇଭିଏମର ଭୋଟ ମେଳକ ହେବ।ଦୁଇଦିନିଆ ଟ୍ରେନିଂର ପ୍ରଥମ ଦିନରେ ୧୪ଟି  ଜିଲ୍ଲାର ଜିଲ୍ଲାପାଳ ଓ   ବିଧାନସଭା ଏବଂ ଲୋକସଭା ପାଇଁ ୧୧୫ ରିଟର୍ଣ୍ଣିଂ ଅଫିସରଙ୍କୁ ପ୍ରଶିକ୍ଷଣ ଦିଆଯାଉଛି । ଆଜି ଯେଉଁ ରିଟର୍ଣ୍ଣିଂ ଅଫିସର ପ୍ରଶିକ୍ଷଣ ନେଉଛନ୍ତି, ସେମାନେ ୨୦ ତାରିଖ ସୁଦ୍ଧା କାଉଣ୍ଟିଂ ସୁପର ଭାଇଜର ଓ ଅନ୍ୟ ଅଧିକାରୀମାନଙ୍କୁ ଟ୍ରେନିଂ ଦେବେ । ଏକ ସଙ୍ଗରେ ବିଧାନସଭା ଓ ଲୋକସଭା ଭୋଟ ଗଣତି ହେଉଥିବାରୁ ପାଖାପାଖି ୪୦ ରାଉଣ୍ଡ ଯାଏ ଭୋଟ ଗଣତି ହେବ ।

Related Post

ସମ୍ବଲପୁରରେ ଉତ୍ସାହ ଉଦ୍ଦିପନାରେ ପାଳନ ହେଲା ପଶ୍ଚିମ ଓଡିଶାର କୃଷି ଭିତ୍ତିକ ମହାନ ଗଣପର୍ବ ନୂଆଁଖାଇ

Posted by - September 1, 2022 0
ସମ୍ବଲପୁର:୦୧/୦୯(ରମାକାନ୍ତ ବିଶ୍ବାଳ)ଉତ୍ସାହ ଉଦ୍ଦିପନାରେ ପାଳନ ହେଲା ପଶ୍ଚିମ ଓଡିଶାର କୃଷି ଭିତ୍ତିକ ମହାନ ଗଣପର୍ବ ନୂଆଁଖାଇ । ନିଦ୍ଧାରିତ ଲଗ୍ନ ଅନୁସାରେ ସମ୍ବଲପୁର ରେ ମାଁ ସମଲେଶ୍ଵରୀଙ୍କ…

ଜେ ଇ ମେନ ପରିକ୍ଷା ପାଇଁ ବସ ଯୋଗେ ଯାତ୍ରା ଆରମ୍ଭ କଲେ ଛାତ୍ର ଛାତ୍ରୀ.

Posted by - September 1, 2020 0
ଅନଗୁଳ :ଏକ ତାରିଖ ଠାରୁ ୬ ତାରିଖ ମଧ୍ୟରେ ଭୁବନେଶ୍ବର, କଟକ ଓ ଢେଙ୍କାନାଳ ସେଣ୍ଟରରେ ଅନୁଷ୍ଠିତ ହେଉଥିବା ଜେ ଇ ମେନ ପରିକ୍ଷା ପାଇଁ ଆଜି…

ବଢି ଚାଲିଛି ଯାଜପୁର ରେ ଆକ୍ରାନ୍ତ ଙ୍କ ସଂଖ୍ୟା,ରାଜ୍ୟ ରେ ୧୮୦

Posted by - May 6, 2020 0
ଭୁବନେଶ୍ୱର ୦୬।୦୫: ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ଦିନକୁ ଦିନ ବଢିବାର ଲାଗିଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୮୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇସାରିଛନ୍ତି…

ପୋଲିସ ଜନତା ମୁହାଁମୁହିଁ : ସୀମା ଲଂଘିଲା ସହରର ଆବର୍ଜନା ବିବାଦ

Posted by - July 18, 2020 134
ଅନୁଗୁଳୁ :(ମହେଶ ଭୋମରାଜ)ଅନୁଗୁଳ ପୌରପାଳିକାର ଡ଼ମ୍ପୟାର୍ଡକୁ ନେଇ ପୋଲିସ ଓ ଗ୍ରାମବାସୀ ଧସ୍ତାଧସ୍ତି ହେବା ଘଟଣା ସାମନାକୁ ଆସିଛି । ଅନୁଗୁଳୁ ପୌରପାଳିକା ଦ୍ୱାରା ସହରର ଆବର୍ଜନା…

ବାଣଫୁଟା ଓ ବାଣବିକ୍ରି ନିଷେଧ କଲେ ରାଜ୍ୟ ସରକାର,ନଭେମ୍ବର ୧୦ରୁ ୩୦ ପର୍ଯ୍ୟନ୍ତ ବାଣ ଫୁଟାଇବା ନିଷେଧ

Posted by - November 3, 2020 0
ଭୁବନେଶ୍ବର: ଚଳିତ ବର୍ଷ ଦୀପାବଳିରେ ବାଣ ବିକ୍ରି କିମ୍ବା ବାଣ ଫୁଟାଇବାକୁ ନିଷେଧ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏଥର ଦୀପାବଳି ମାଟି ଦୀପ, ମହମବତୀ ଓ ଅନ୍ୟ…

Leave a comment

Your email address will not be published.