ମେ ୨୩ ଭୋଟ ଗଣତି ପାଇଁ ଆରମ୍ଭ ହେଲା ୨ ଦିନିଆ ପ୍ରଶିକ୍ଷଣ ଶିବିର

975 0

ଭୁବନେଶ୍ବର ୧୩।୫ :   ମେ ୨୩ ତାରିଖ ଭୋଟ ଗଣତି ପାଇଁ ଆଜିଠୁ ଆରମ୍ଭ ହୋଇଛି ପ୍ରଶିକ୍ଷଣ । କେମିତି ତ୍ରୁଟିଶୂନ୍ୟ ଗଣତି ହେବ ସେନେଇ ଅଧିକାରୀମାନଙ୍କୁ ଟ୍ରେନିଂ ଦିଆଯାଉଛି।  ଗୋଟିଏ ହଲରେ ବିଧାନସଭା  ପାଇଁ ୭ଟି ଓ ଲୋକସଭା ପାଇଁ ୭ଟି ଟେବୁଲ ରହିବ । ଗୋଟିଏ ନିର୍ବାଚନ ମଣ୍ଡଳୀରୁ ୫ଟି ବୁଥରୁ ଭିଭିପ୍ୟାଟ ସହ ଇଭିଏମର ଭୋଟ ମେଳକ ହେବ।ଦୁଇଦିନିଆ ଟ୍ରେନିଂର ପ୍ରଥମ ଦିନରେ ୧୪ଟି  ଜିଲ୍ଲାର ଜିଲ୍ଲାପାଳ ଓ   ବିଧାନସଭା ଏବଂ ଲୋକସଭା ପାଇଁ ୧୧୫ ରିଟର୍ଣ୍ଣିଂ ଅଫିସରଙ୍କୁ ପ୍ରଶିକ୍ଷଣ ଦିଆଯାଉଛି । ଆଜି ଯେଉଁ ରିଟର୍ଣ୍ଣିଂ ଅଫିସର ପ୍ରଶିକ୍ଷଣ ନେଉଛନ୍ତି, ସେମାନେ ୨୦ ତାରିଖ ସୁଦ୍ଧା କାଉଣ୍ଟିଂ ସୁପର ଭାଇଜର ଓ ଅନ୍ୟ ଅଧିକାରୀମାନଙ୍କୁ ଟ୍ରେନିଂ ଦେବେ । ଏକ ସଙ୍ଗରେ ବିଧାନସଭା ଓ ଲୋକସଭା ଭୋଟ ଗଣତି ହେଉଥିବାରୁ ପାଖାପାଖି ୪୦ ରାଉଣ୍ଡ ଯାଏ ଭୋଟ ଗଣତି ହେବ ।

Related Post

ଟିଟିଲାଗଡରେ ହେଲା ପ୍ରବଳ ବର୍ଷା ସହ କୁଆପଥର ମାଡ

Posted by - March 20, 2023 0
ଟିଟିଲାଗଡ;(ସଞ୍ଜୟ କୁମାର ନାୟକ)କିଛି ଦିନ ହେବ ପାଣିପାଗ ବିଭାଗ ପକ୍ଷରୁ ପଶ୍ଚିମା ଝଡର ସୁଚନା ଦିଆଯାଇ ଲୋକଙ୍କୁ ସତର୍କ ରହିବାକୁ କୁହାଯାଇଥିଲା। ସୋମବାର ଦିନ ଦୁଇଟା ପନ୍ଦର…

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ର ଦ୍ବିତୀୟ ପର୍ଯ୍ୟାୟ ମତଦାନ ସମ୍ପନ୍ନ:ମତଦାନ ହାର ୭୧ ପ୍ରତିଶତ

Posted by - February 19, 2022 0
ଭୁବନେଶ୍ୱର:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜ୍ଜୁନ ପଟ୍ଟନାୟକ)ଓଡ଼ିଶାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ର ଦ୍ବିତୀୟ ପର୍ଯ୍ୟାୟ ମତଦାନ ସମ୍ପନ୍ନ:ମତଦାନ ହାର ୭୧ ପ୍ରତିଶତ। ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ…

ମମିତା ମେହେର ହତ୍ୟାକାଣ୍ଡ ନେଇ ସମ୍ବଲପୁର ରେ ବିରୋଧ

Posted by - October 23, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ସମ୍ବଲପୁର ରେ ଦେଖିବାକୁ ମିଲିଛି ରାଜ୍ୟର ବହୁଚର୍ଚ୍ଚିତ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ର ତାତି । ସମ୍ବଲପୁର ଠାରେ ବିଜେପି ଓ କଂଗ୍ରେସ ଦଳ…

ଯାଜପୁର ପୌରପାଳିକାର ଯୁବଶକ୍ତି କ୍ଲବ ପକ୍ଷରୁ ସଡ଼କ ସୁରକ୍ଷା ସପ୍ତାହ

Posted by - January 20, 2023 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ପୌରପାଳିକାର ଯୋଡିକୁଅ ଛକ ନିକଟରେ ଯୁବଶକ୍ତି କ୍ଲବ ପକ୍ଷରୁ ସଡ଼କ ସୁରକ୍ଷା ସପ୍ତାହ ଅବସରରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…

ଟୋକେନ ଡେ଼ଲିଟି କୁ ନେଇ CSO ଙ୍କୁ ଘେରିଲେ ଚାଷୀ

Posted by - June 6, 2021 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ)ଚାଷୀଙ୍କ ନାମ ଓ ଟୋକେନକୁ ଡେ଼ଲିଟି କରିଥିବା ଅଭିଯୋଗ ନେଇ ଜିଲ୍ଲା ଯୋଗାଣ ଅଧିକାରୀ ଙ୍କୁ କିଛି ସମୟ ପାଇଁ ଘେରାଉ କରିଥିଲେ ନବରଙ୍ଗପୁର…

Leave a comment

Your email address will not be published.