ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍ ଦେଉଳି ଗ୍ରାମରେ ଘଟିଛି ଅଭାବନୀୟ ଘଟଣା। ମା’ ଓ ଭାଇଙ୍କୁ ଅତି ବୀଭତ୍ସ ଭାବେ ହତ୍ୟା କରାଯାଇଥିବା ବେଳେ ଝିଅକୁୁ ମୁମୂର୍ଷୁ ଅବସ୍ଥାରେ ପାହାଡ଼ ଖୋଲରୁ ଉଦ୍ଧାର କରାଯାଇ କଟକ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବାତ୍ୟା ସମୟରେ ଦୁର୍ବୃତ୍ତମାନେ ଭିଆଇ ଥିବା ଏହି ନାରକୀୟକାଣ୍ଡ ସମଗ୍ର ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଗତ ୨ତାରିଖ ଗୁରୁବାର ମେଘୁଆ ରାତିରେ ସ୍ଥାନୀୟ ଅ˚ଚଳର ୪ ଜଣ ଯୁବକ କୃଷ୍ଣ ସାମଲଙ୍କ ଘରେ ପଶି ତାଙ୍କ ପତ୍ନୀ ମିତା ସାମଲ ଓ ଝିଅକୁ ପାହାଡ଼ ଉପରୁ ଟେକି ନେଇଥିଲେ। ଏହି ଘଟଣା କୃଷ୍ଣ ସେହିରାତିରେ ପ୍ରଥମ ପତ୍ନୀଙ୍କ ଝିଅ(ହୋମଗାର୍ଡ଼)ଙ୍କୁ ଜଣାଇଥିଲେ। ଗତକାଲି ସକାଳେ ବି ଥାନାରେ ଜଣାଇଥିଲେ। ମାତ୍ରେ ପୁଲିସ ଲିଖିତ ଅଭିଯୋଗ କରିବାକୁ ପରାମର୍ଶ ଦେଇ ଚୁପ ରହିଥିଲେ। ଆଜି ଦେଉଳି ପାହାଡ଼ ଶୀର୍ଷରେ କେତେକ ଲୋକ ମିତାଙ୍କ ମୃତ ଦେହ ଓ ନିକଟରେ ତାଙ୍କ ଝିଅ ସଂଜ୍ଞାହୀନ ହୋଇପଡ଼ିଥିବା ଦେଖି ପୁଲିସକୁ ଖବର ଦେଇଥିଲେ।
ସଂଜ୍ଞାହୀନ ଅବସ୍ଥାରେ ଉଦ୍ଧାର କରାଯାଇଥିବା ଝିଅକୁ ପ୍ରଥମେ ଧର୍ମଶାଳା ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିିଲା। ଝିଅର ଅବସ୍ଥା ଗୁରୁତର ହେବାରୁ ତାକୁ କଟକ ସ୍ଥାନାନ୍ତର କରାଯାଇଛି। ମିତାଙ୍କର ଶବ ଜବତ କରି ବ୍ୟବଚ୍ଛେଦ କରିଛି ପୁଲିସ। ମିତାର ଦେହର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଛି। ଅନ୍ୟପଟେ କୃଷ୍ଣଙ୍କ ପୁଅ ତରୁଣ ସାମଲଙ୍କୁ ମଧ୍ୟ ୨ତାରିଖ ଦିନ ହତ୍ୟା କରିଥିବାର ସଂଦେହ କରାଯାଉଛି। ମାତ୍ର ସେଠିକାର ପୁଲିସ ଆତ୍ମହତ୍ୟା ରୂପ ଦେଇଛି। ବାଲେଶ୍ବରର ସହଦେବଖୁ˚ଟା ଅ˚ଚଳରେ ଗାଡି ଡ୍ରାଇଭର ଭାବେ କାମ କରି ମୃତା ମିତା ଓ କୃଷ୍ଣଙ୍କ ପୁଅ ତରୁଣ ଗତ ୨୯ ତାରିଖରେ ଆସି ଭୋଟ ଦେଇ ଫେରିଥିଲେ। ତାଙ୍କୁ ମଧ୍ୟ ୨ ତାରିଖରେ ହତ୍ୟା କରାଯାଇଥିବାର ସଂଦେହ କରାଯାଉଛି। ଉଉଣୀର ପ୍ରେମିକକୁ ତରୁଣ ବିରୋଧ କରୁଥିବାରୁ ଏଭଳି ଅଭାବନୀୟ କାଣ୍ଡ ଦୁର୍ବୃତ୍ତମାନେ ସଂଘବଦ୍ଧ ହୋଇ ମା ଓ ପୁଅକୁ ଯୋଜନାବଦ୍ଧ ଭାବେ ହତ୍ୟା କରିଥିବାର ଚର୍ଚ୍ଚା ହେଉଛି। ଯୁବକମାନଙ୍କ ଆକ୍ରମଣରେ ସଂଜ୍ଞାହୀନ ଝିଅର ବୟାନ ରେକର୍ଡ଼କୁ ବହୁ ରହସ୍ୟ ଉନ୍ମୋଚିତ ହୋଇପାରିବା ବୋଲି ବିଭିନ୍ନ ମହଲରେ ଆଲୋଚନା ହେଉଛି। ଏହି ଘଟଣାରେ ବହୁ ପ୍ରଭାବଶାଳୀ ପରିବାର ଯୁବକମାନେ ସଂପୃକ୍ତ ଥିବାରୁ ଅପରାଧୀମାନେ ଖସିଯିବା ନେଇ ମଧ୍ୟ ସଂଦେହ ପ୍ରକାଶ ପାଇଛି।ପୁଲିସର ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳ ତଦନ୍ତ ପରେ ଫେରିଛନ୍ତି। ଦୁର୍ବୃତ୍ତମାନେ ମଧ୍ୟ ମିତା ଓ ତାଙ୍କ ଝିଅ ମରିଗଲା ବୋଲି ଛାଡ଼ି ଦେଇଆସିଥାଇ ପାରନ୍ତି ବୋଲି କୁହାଯାଉଛି। ସଂଜ୍ଞାହୀନ ଯୁକ୍ତ ଦୁଇ କଳା ଛାତ୍ରୀ ବୋଲି ଜଣାପଡ଼ିଛି। ଏହି ଘଟଣା ତଦନ୍ତରେ ବାଧା ସୃଷ୍ଟି ହେବା ସହିତ ଅପରାଧୀ ଖସିଯିବା ଆଶଙ୍କା କରି ଧର୍ମଶାଳା ଥାନା ଅଧିକାରୀ ସରୋଜ ସାହୁ ବିଭିନ୍ନ ପ୍ରଶ୍ନକୁ ଏଡ଼ାଇ ଯାଇଛନ୍ତି।

Asyalı okul kızları yarağa sürterek boşalan kızlar üvey baba
kızını sikiyor full Zenci Küçük kızı Sikiyor 60lık teyze izle iki yarak bir erkege para verip kendini siktiriyor açik bay bayan veseks video görüntüleri 4 günlügüne es degistiren çiftler porn sex.
Yorum Yaz Yorumu İptal Et. Your email address
will not be.
Ancak bu ülkemizde çekilen ilk LGBTİ temalı klip değil.
Bendeniz’in sevgilisi aslında genç bir biseksüel adam ve başka bir adama aşık.