ସ୍ୱଚ୍ଛ ଭାରତ ଫୂଟବଲ ଖେଳ ଉଦଘାଟନ

240 0

ମାଥିଲି:(ଅବଦୁଲ ଗନି)ମାଥିଲି ଖେଳ ପଡିଆ ଠାରେ ସ୍ୱଚ୍ଛ ଭାରତ ଫୂଟବଲ ଖେଳ ର ଉଦଘାଟନ ହୋଇଯାଇଛି । ମୁଖ୍ୟ ଅଥିତି ଶରତ ଚନ୍ଦ୍ର ବୁରୁଦା ,ସମ୍ମାନିତ ଅଥିତି ଲକ୍ଷ୍ମୀ ନାରାୟଣ ମୁଦୁଲି ,ଅବଦୁଲ ଗାଫର, ଜୀବନ ସାହୁ ,ଦୀନବନ୍ଧୁ ନାୟକ, ଜୟନ୍ତ ବେହେରା, ମାଥିଲି ଥାନା ASI ପ୍ରଦୀପ କୁମାର ଖିଲ ଙ୍କ ସହ ବହୁ ମାନ୍ୟଗନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।  ପ୍ରଥମ ମେଚ ମାଲକାନଗିରି ଓ କୋରାପୁଟ ମଧ୍ୟରେ ଖେଲା ଯାଇଥିଲା।ଏଥିରେ ସର୍ବମୋଟ ବାରଟି ଟିମ ଅଂଶ ଗ୍ରହଣ କରିଛନ୍ତି।

Related Post

ନୂତନବର୍ଷକୁ ସ୍ୱାଗତ କରିବାପାଇଁ ୨୦-୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

Posted by - December 26, 2021 0
ସମ୍ବଲପୁର::(ରମାକାନ୍ତ ବିଶ୍ବାଳ) ରେଙ୍ଗାଲିରେ ନବ ବର୍ଷକୁ ସ୍ୱାଗତ କରିବା ପାଇଁ ପ୍ରତିବର୍ଷଭଳି ଏ ବର୍ଷ ମଧ୍ୟ୍ୟ କୋଭିଡ ନିୟମ ପାଳନ କରି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜନ ହୋଇଯାଇଛି…

ଅଣ୍ଡର ନାଇଣ୍ଟିନ ଅଲ ଓଡିଶା ବ୍ୟାଡ଼ମିଣ୍ଟନ ରେଙ୍କିଙ୍ଗ ଟୁର୍ନାମେଣ୍ଟ ଉଦଯାପିତ

Posted by - December 6, 2021 0
ସୋନପୁର:(ଅଜିତ କୁମାର ପୁଝାରୀ)ସୋନପୁର ଇଣ୍ଡୋର ଷ୍ଟାଡିଅମରେ ଗତ ୩ ତାରିଖରେ ଆୟୋଜିତ ଅଣ୍ଡର ନାଇଣ୍ଟିନ ଅଲ ଓଡିଶା ବ୍ୟାଡ଼ମିଣ୍ଟନ ରେଙ୍କିଙ୍ଗ ଟୁର୍ନାମେଣ୍ଟ ଆଜି ଉଦଯାପିତ ହୋଇ ଯାଇଛି…

ପ୍ରକୃତ କ୍ରିକେଟ ପ୍ରେମୀ ଙ୍କ ହାତରେ OCA,ସଭାପତି ପଦ ପାଇଁ ଏକମାତ୍ର ପ୍ରାର୍ଥୀ ଭାବେ ପ୍ରଣବ ପ୍ରକାଶ ଦାସଙ୍କ ନାମାଙ୍କନପତ୍ର ଦାଖଲ

Posted by - October 23, 2022 0
ଭୁବନେଶ୍ବର :(ସଞ୍ଜୟ ମହାନ୍ତି)ଓସିଏ ନିର୍ବାଚନ ପାଇଁ ସରିଲା ନାମାଙ୍କନ ଦାଖଲ । ଏକମାତ୍ର ପ୍ରାର୍ଥୀ ଭାବେ ପ୍ରଣବ ପ୍ରକାଶ ଦାସ ପ୍ରାଥୀପତ୍ର ଦାଖଲ କରିଥିବା ବେଳେ ନିର୍ଦ୍ୱନ୍ଦରେ…

ଜର୍ମାନିର ଦ୍ବିତୀୟ ବିଜୟ

Posted by - December 6, 2018 0
ଭୁବନେଶ୍ବର: ଦୁଇ ଦୁଇ ଥର ସ୍ବର୍ଣ୍ଣ ବିଜେତା ଜର୍ମାନି ଗତ ଥରର ରୌପ୍ୟ ପଦକ ବିଜେତା ନେଦରଲାଣ୍ଡ୍‌କୁ ୪-୧ ‌ଗୋଲ୍‌ରେ ହରାଇ ଓଡ଼ିଶା ହକି ବିଶ୍ବକପ୍‌ର କ୍ବାର୍ଟର…

୧୨ ତମ ମା ମାହେଶ୍ୱରୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ: ସାହାଜପାଲ ଚମ୍ପିୟାନ

Posted by - November 15, 2021 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ବୌଦ୍ଧ ବ୍ଳକ ଖୁଂଟବନ୍ଧ ପଞ୍ଚାୟତ ବୁରକଟା ଗଦବସା ପଡ଼ିଆରେ  ମା ମ।ହେଶ୍ଵରୀ ଫୁଟବଲ ଏସୋସିଏସନ ପକ୍ଷରୁ ଦିନ ଧରି ଚାଲିଥିବା ୧୨ ତମ ମା…