ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବାକୁ ବଡଚଣା ପୋଲିସର ଫ୍ଲାଗ୍ ମାର୍ଚ୍ଚ

1130 0

ଚଣ୍ଡିଖୋଲ ୨୮|୪: ଆସନ୍ତାକାଲି ରାଜ୍ୟରେ ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ଲାଗି ମତଦାନ ହେବ । ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବା ପାଇଁ ଯାଜପୁର ଜିଲ୍ଲା ବଡଚଣା ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚୂଡାନ୍ତ ସରିଛି। ବଡଚଣା, ବାଲିଚନ୍ଦ୍ରପୁର, ବୈରୀ ଆଦି ୩ ଗୋଟି ଥାନାରେ କେନ୍ଦ୍ରୀୟ ସୁରକ୍ଷା ବଳ, ଆଇ.ଟି.ବି.ପିର ପ୍ରାୟ ୧୦ ପ୍ଲାଟୁନ୍ ପୋଲିସ ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ପ୍ରସ୍ତୁତ ଅଛନ୍ତି ବୋଲି ବଡଚଣା ଥାନା ଅଧିକାରୀ ସୂଚନା ଦେଇଛନ୍ତି ।ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଫ୍ଲାଗ୍ ମାର୍ଚ୍ଚ ମଧ୍ୟ ହୋଇଛି । ବଡଚଣା ବିଧାନସଭା ଆସନରେ ମୋଟ୍ ୧ ଲକ୍ଷ ୪୩ ହଜାର ୨୩୪ ଭୋଟର ଅଛନ୍ତି ।

Related Post

ଖୁଣ୍ଟିଗୋରା ପଞ୍ଚାୟତ ଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଶୁଣାଣୀ ଶିବର

Posted by - May 29, 2023 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଖୁଣ୍ଟିଗୋରା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ବୌଦ୍ଧ ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଶୁଣାଣୀ ଓ…

ବୌଦ୍ଧରେ ହସ୍ତତନ୍ତ ବଜାର ପାଇଁ ଜିଲ୍ଲାପାଳ ଆଗ୍ରହୀ

Posted by - September 28, 2022 0
ବୌଦ୍ଧ : (ଚିତ୍ତ ରଂଜନ ସିଂ) ବୌଦ୍ଧରେ ହସ୍ତତନ୍ତ ଓ ସମ୍ବଲପୁରୀ ଶାଢ଼ୀର ବଜାର ଖୋଲିବାକୁ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ ଉଦ୍ୟମ ଆରମ୍ଭ କରିଛନ୍ତି। ଏହାକୁ…

ଗୋପାଳପୁର ଛକରେ ଦ୍ଵାଦଶ ବାର୍ଷିକ ହନୁମାନ ପୂଜା ଅନୁଷ୍ଠିତ

Posted by - April 12, 2023 0
ଯାଜପୁର:ଯାଜପୁର ବ୍ଲକ ଚଇନିପୁର ପଞ୍ଚାୟତ ଗୋପାଳପୁର ଛକରେ ଦ୍ଵାଦଶ ବାର୍ଷିକ ହନୁମାନ ପୂଜା ଅନୁଷ୍ଠିତ ହୋଇଯାଇଛି । ପାରମ୍ପରିକ ରୀତିନୀତି ଅନୁଯାୟୀ ପୂଜା ଏବଂ ହୋମଯଜ୍ଞ  ଅନୁଷ୍ଠିତ…

ଲୁହାସିଂହା ପ୍ରାଥମିକ କୃଷି ସମବାୟ ସମିତି ଠାରେ ଆର୍ଥିକ ସାକ୍ଷରତା ସଚେତନତା ଶିବିର

Posted by - March 19, 2023 0
ଖପ୍ରାଖୋଲ: ୧୮/୩(ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଲୁହାସିଂହା ପ୍ରାଥମିକ କୃଷି ସମବାୟ ସମିତି କାର୍ଯ୍ୟାଳୟ ଯୁରିଆ ଠାରେ ନାବାର୍ଡ ସହାୟତାରେ ଆର୍ଥିକ ସାକ୍ଷରତା…

Leave a comment

Your email address will not be published.