Breaking News
1:07 pmସମ୍ବଲପୁର : ସମ୍ବଲପୁର ଶାସନ କେନାଲ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ,ଭାରସାମ୍ୟ ହରାଇ କେନାଲକୁ ଓଲଟିଲା ବରଯାତ୍ରୀ ଗାଡ଼ି । ଦୁର୍ଘଟଣାରେ ଡ୍ରାଇଭର ସମେତ ୭ ମୃତ, ୨ ଆହତ,ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଲେ ମୁଖ୍ୟମନ୍ତ୍ରୀ 1:04 pmବଡ଼ମ୍ବା ବନ ବିଭାଗ ହାଜତ ମୃତ୍ୟୁ ଘଟଣା : ମାନବାଧିକାର ଅୟୋଗଙ୍କ ରିପୋର୍ଟ ତଲବ 1:03 pmମହାନଦୀ ଜଳ ବିବାଦର ସମାଧାନ ପାଇଁ ବିରୋଧୀଙ୍କ ସହଯୋଗ ଲୋଡ଼ିଲେ ମନ୍ତ୍ରୀ ଟୁକୁନି ସାହୁ 1:03 pmପିପିଲି : ପୁରୀକୁ ଚାଲାଣ ହେଉଥିବା ବେଳେ ଜବତ ହେଲା ଏକ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ 1:01 pmଆସନ୍ତାକାଲି ନବୀନ ନିବାସରେ ପର୍ଯ୍ୟବେକ୍ଷକଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ। ନବ ନିଯୁକ୍ତ ପର୍ଯ୍ୟବେକ୍ଷକଙ୍କ ସହ ଆଲୋଚନା କରିବେ ନବୀନ। ଝାରସୁଗୁଡ଼ା ଉପନିର୍ବାଚନ ସହ ସାଙ୍ଗଠନିକ ଆଲୋଚନା କରିବେ ନବୀନ। ସନ୍ଧ୍ୟା ୭ଟାରେ ନବୀନ ନିବାସରେ ବୈଠକ

ଯାଜପୁର ରେ ଛୋଟ ଛୋଟ ଦଳ ପକ୍ଷରୁ ସମାଜକୁ ସ୍ୱତନ୍ତ୍ର ବାର୍ତା ପ୍ରଚାର ।

5890 783

ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଚାଲିଛି ଗଣତନ୍ତ୍ରର ମହାପର୍ବ ସାଧାରଣ ନିର୍ବାଚନ । ଏହା ଏମିତି ଏକ ପର୍ବ ଯେଉଁଥିରେ ପ୍ରତ୍ୟେକ ନାଗରିକ ହୋଇଥାନ୍ତି ସାମିଲ । ବର୍ତମାନ ସାଧାରଣ ନିର୍ବାଚନ ସଂପୁର୍ଣ୍ଣ ବ୍ୟୟବହୁଳ ହୋଇଥିବା ବେଳେ ଆମ ସମ୍ବିଧାନ ସମସ୍ତଙ୍କୁ ସମାନ ଅଧିକାର ଦେଇଛି । ସମସ୍ତେ ଏହି ନିର୍ବାଚନରେ ଅଂଶଗ୍ରହଣ କରିବାର ସୁଯୋଗ ରହିଛି । ବଡ ବଡ ଦଳକୁ ବାଦ ଦେଇ ଅନେକ ଛୋଟ ଛୋଟ ଦଳ ଚଳିତ ନିର୍ବାଚନରେ ଅଂଶଗ୍ରହଣ କରିଛନ୍ତି । ଯାଜପୁର ଜିଲାରେ ଛୋଟ ଛୋଟ ରାଜନୈତିକ ଦଳ ପକ୍ଷରୁ ଉଭୟ ବିଧାନସଭା ଓ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଦେଇ ସମାଜକୁ ସ୍ୱତନ୍ତ୍ର ବାର୍ତା ପ୍ରଚାର କରୁଛନ୍ତି ।

ସେହିପରି ଅନେକ ଶିକ୍ଷିତ ଯୁବକ ମଧ୍ୟ ସ୍ୱାଧିନ ଭାବେ ନିଜର ନାମାଙ୍କନ ପତ୍ର ଦାଖଲ କରି ଭୋଟ ଭିକ୍ଷା କରୁଛନ୍ତି ଚାରିଆଡେ ଏବେ ନିର୍ବାଚନର ହାୱା । ବ୍ୟାନର,ପୋଷ୍ଟର ଓ ପ୍ରଚାରରେ କଂପୁଛି ଗାଁ ଠୁ ସହର । ବିଜେଡି,ବିଜେପି ଓ କଂଗ୍ରେସ ଭଳି ପ୍ରମୁଖ ଦଳ ମାନଙ୍କର ନିର୍ବାଚନୀ ପ୍ରଚାରରେ କଂପୁଛି ସମଗ୍ର ଅଂଚଳ । କିଏ ବଡ ବଡ ରାଜନେତାଙ୍କୁ ଆଣି ପ୍ରଚାର ଚଳାଇଛି ତ ଆଉ କିଏ ସିନେ ତାରକାଙ୍କୁ ନିଜ ଦଳୀୟ ପ୍ରଚାରରେ ନିୟୋଜିତ କରୁଛି । ଏ ସବୁ ଭିତରେ ଅନେକ ଛୋଟ ଛୋଟ ରାଜନୈତିକ ଦଳ ମଧ୍ୟ ସେମାନଙ୍କ ପ୍ରଚାରରୁ ବାଦ ପଡିନାହାଁନ୍ତି । ଯାଜପୁର ଜିଲାରେ ପ୍ରାଉଟିଷ୍ଟ ବ୍ଲକ ଅପଂ ଇଣ୍ଡିଆ,କଳିଙ୍ଗସେନା ଭଳି ଅନେକ ଦଳ ନିଜ ନିଜ ଅନ୍ଦାଜରେ ଲୋକଙ୍କୁ ପ୍ରଭାବିତ କରି ନିଜ ଦଳ ଓ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରୁଛନ୍ତି । ପ୍ରମୁଖ ଦଳ ମାନଙ୍କ ଠାରୁ କିଛି ସ୍ୱତନ୍ତ୍ର ଚିନ୍ତାଧାରା ନେଇ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ଏମାନେ । ଏହି ଛୋଟ ଛୋଟ ଦଳ ମାନଙ୍କ ସମର୍ଥନ ଦେଉଛନ୍ତି ଅନେକ ସ୍ୱେଚ୍ଛାସେବୀ ଓ ବୁଦ୍ଧିଜିବି ।
ଯାଜପୁର ଜିଲାରେ ଛୋଟ ଛୋଟ ଦଳ ଙ୍କ ଭଳି ଅନେକ ଉଚ୍ଚ ଶିକ୍ଷିତ ବ୍ୟକ୍ତି ମଧ୍ୟ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି । ଇଂ ବିଶ୍ୱଜିତ୍ ମହାନ୍ତି । ବିଶ୍ୱଜିତ୍ ଙ୍କ ଜେଜେ ବାପା ପରମାନନ୍ଦ ମହାନ୍ତି ଧର୍ମଶାଳାର ପୂର୍ବତନ ବିଧାୟକ ଥିଲେ । ଜେଜେ ବାପାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଶ୍ୱଜିତ ସମାଜସେବା ସହିତ ଅନେକ ସାମାଜିକ ସଂଗଠନରେ ସାମିଲ ଥିଲେ । କିନ୍ତୁ ଚଳିତ ଥର କୋରେଇ ବିଧାନସଭା ଆସନରୁ ସ୍ୱାଧିନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ୁଛନ୍ତି । ଆଖି ଆଗରେ ରହିଛି ଅନେକ ଆଶା ଓ ସ୍ୱପ୍ନ । ସେହିଭଳି ଆଉ ଜଣେ ଯୁବକ ହେଲେ ଭିମସେନ ବେହେରା । ପେଶାରେ ଜଣେ ହୋମିଓପାଥିକ ଡାକ୍ତର । ଚଳିତ ବର୍ଷ ସେ ସ୍ୱାଧିନ ପ୍ରାର୍ଥୀ ଭାବେ ଲୋକସଭା ଆସନରୁ ପ୍ରାର୍ଥୀ ହୋଇଛନ୍ତି । ପୂର୍ବରୁ ମଧ୍ୟ ସେ ଏକାଧିକ ବାର ସ୍ୱାଧିନ ପ୍ରାର୍ଥୀ ଭାବେ ନିଜର ନାମାଙ୍କନ ପତ୍ର ଦାଖଲ କରିଥିଲେ । ନିର୍ବାଚନ ଲଢ଼ିବା ପାଇଁ ପାଖରେ ପର୍ଯ୍ୟାପ୍ତ ଅର୍ଥ ନଥିଲେ ବି ଦେଶ ତଥା ରାଜ୍ୟ ପାଇଁ ଅନେକ ସ୍ୱପ୍ନ ଦେଖିଛନ୍ତି ।
ଭାରତୀୟ ଗଣତନ୍ତ୍ର ତାର ସ୍ୱତନ୍ତ୍ରତା ପାଇଁ ପୁରା ବିଶ୍ୱରେ ପରିଚୟ ସୃଷ୍ଟି କରିପାରିଛି ।

Related Post

ବିଜେପି ର ନିର୍ବାଚନୀ ବୈଠକ ଅନୁଷ୍ଠିତ

Posted by - December 4, 2021 0
ବସ୍ତା:ବସ୍ତା ବ୍ଲକ ଅନ୍ତର୍ଗତ ବରୁଣ ଗାଡିଆ ପଞ୍ଚାୟତ ନିଶ୍ଚିନ୍ତପୁର ଗ୍ରାମର ସିଦ୍ଧେଶ୍ୱର ସାମଲଙ୍କ ବାସଭବନରେ ଗୁରୁବାର ସନ୍ଧ୍ୟା ୭ ଘଟିକାରେ ଦରଡା ମଣ୍ଡଳ ସଭାପତି ବସନ୍ତ ବାରିକଙ୍କ…

ସାଇବାବା ଙ୍କ ୯୬ତମ ଜନ୍ମ ଦୀନ ଅବସରରେ ୪୭ ୟୁନିଟ ରକ୍ତ ସଂଗ୍ରହ

Posted by - November 17, 2021 0
ବୌଦ୍ଧ (ଚିତ୍ତ ରଂଜନ ସିଂ )ଶ୍ରୀ ସତ୍ୟସାଇ ସେବାସଂଗଠନ ବୌଦ୍ଧ ଆନୁକୂଲ୍ୟରେ ସ୍ଥାନୀୟ ଚାରିଛକ ସ୍ଥିତ କେଦାରେଶ୍ୱର ଶିବମନ୍ଦିର ପ୍ରାଙ୍ଗଣରେ ପ୍ରେମ ସଂଜୀବନୀ ଶୀର୍ଷକ ଏକ ସେଚ୍ଛାକୃତ…

ଶଙ୍ଖ ଛାଡି ହାତ ଧରିଲେ ପୂର୍ବତନ ବିଜେଡି ସମ୍ପାଦକ,ସହ ସହ କର୍ମୀଙ୍କୁ କଂଗ୍ରେସରେ ମିଶାଇଲେ

Posted by - January 17, 2022 0
ମୁନିଗୁଡା :(ରମାକାନ୍ତ ପୋଢାଳ )ରାୟଗଡା ଜିଲ୍ଲା ଅମ୍ବାଦଳା ପଞ୍ଚାୟତରେ ଗଜମନ କରକରିଆ ଙ୍କ ନେତୃତ୍ୱରେ ବହୁ ବିଜେଡି ବିଜୁ ଜନତା ଦଳ ଛାଡି କଂଗ୍ରେସ ରେ ମିସିଥିବା…

ରାଜଧାନୀର ଗ‌ଳିକନ୍ଦିରେ ବ୍ରାଉନସୁଗାର

Posted by - December 8, 2018 0
ସମଗ୍ର ରାଜଧାନୀକୁ ଏବେ ଏହି ବିଷ ବ୍ୟାପୀ ଗଲାଣି। ରାଜଧାନୀର ଗ‌ଳିକନ୍ଦିରେ ମିଳିଲାଣି ବ୍ରାଉନସୁଗାର(ଧଳା ଜହର)। ଗତକାଲି ରାତିରେ ଖାରବେଳନଗର ଥାନା ପୁଲିସ ଓ କ୍ୟୁଏଟି ଗିରଫ…

କୃଷକ ସଂଘର୍ଷ ସମିତି ଆହ୍ୱାନ ରେ ଦେଶବ୍ୟାପୀ ପ୍ରତିବାଦ ଦିବସକୁ ଏନ ଟି ୟୁ ସି ଏବଂ ସି ଆଇ ଟି ୟୁ ର ସମର୍ଥନ

Posted by - March 13, 2021 0
ବ୍ୟାସନଗର :ସର୍ବଭାରତୀୟ କୃଷକ ସଂଘର୍ଷ ସମିତି ଆହ୍ୱାନ ରେ କୃଷି ଆଇନ ପ୍ରତ୍ୟାହାର ଦାବିରେ ଦେଶବ୍ୟାପୀ ଦେଇଥିବା ପ୍ରତିବାଦ ଦିବସ ଡାକରାକୁ ସମର୍ଥନ କରି ଆଇ ଏନ…

There are 783 comments

  1. бассейн луга отель аквамарин пляхо официальный сайт
    курорты на букву к москва мини отель биосауна
    лучший отдых в подмосковье отель адлер с бассейном около моря путевки в геленджик 2021

  2. александр гостиница крекшино небуг санаторий молния
    прибой лазаревское официальный сайт архипо осиповка официальный сайт отель салют балаково
    красиво белгород гостевой дом хурма ордынка отель москва

  3. алушта в ноябре киев алушта
    поселок ливадия крым пансионат литфонд пицунда отзывы последние отдыхающих отель южный берег крыма с бассейном
    гостиницы в ливнах орловская область гостиница чехов в твери отель ласпи крым официальный сайт

  4. отель интер сухум абхазия дом отдыха алушта
    детский отдых в геленджике алтай туризм отдых цены дельфинарий немо витязево
    гагры пансионаты и санатории цены 2021 недорогое жилье в гаграх пикет санаторий

  5. савва отель красная поляна как добраться до мрии из симферополя
    санаторий луч в анапе бюветы в кисловодске санаторий жемчужина отзывы
    солнечная тропа ялта как добраться приморский дивноморское официальный сайт гостевой дом замок у моря витязево

  6. кисловодск замок коварства и любви положен ли санаторий после инсульта
    парк отель солнечный солнечногорск экскурсии первая линия mirage hotel казань
    санаторий петровский гостиница юность спб гостевой дом солнышко адлер

  7. ингала отели старой ладоги
    азимут цены санаторий военный сочинский питер гостиница киевская
    андреевка гостиница южно сахалинск хостел итиль ульяновск официальный сайт

  8. чайка крым истра пансионат
    гостиница кавказ сочи интурист площадь ленина 13 пятигорск гостиница венеция симферополь
    гостиница таганрог в таганроге цены туры в абхазию цена на двоих пайн ривер отель калужская область цена

  9. гостиница уют судак марракеш gold 3
    санаторий екатеринбург лечение в кисловодске в санатории цены отели в северодвинске
    ксандер томск парк сити отель красноярск отели кушадасы 5

  10. отель троя вест краснодар сан горького кисловодск
    туроператоры официальный сайт отель нальчик гостиница в горах домбай
    victoria hotel vyborg кристалл крым флогистон отель санкт петербург адрес

  11. гостиница в ивантеевке московская область азимут отель уфа цены
    гостиница динамо ставрополь санаторий пушкинский гурзуф замок у моря
    отель в геленджике все включено отели в джубге на берегу моря 1линия авангард отель апарт

  12. санатории абхазии на берегу моря приют странника подгорное
    оздоровительный санаторий в крыму эдем пансионат сочи 3 алушта алые паруса
    санаторий нива анапа официальный сайт база отдыха ярославль с бассейном и баней фото путевки в санаторий

  13. санаторий голубой залив коктебель официальный сайт объединенный пансионат пицунда официальный сайт
    пять вечеров отель санкт петербург санаторий русь геленджик адрес пансионаты и дома отдыха подмосковья
    янган тау санаторий башкирия цены лазаревское отель озеро дивное санаторий жемчужина моря отзывы

  14. хостелы новосибирска недорого отель ателика гранд меридиан
    аквалоо кскк дача сталина в сочи цена южное взморье адлер фото
    трансфер ялта интурист отель все включено в анапе железноводск санаторий бештау официальный сайт

  15. отели астрахани на берегу волги отдых в москве и московской области
    сочи санаторий заполярье цены отель бристоль ялта акция для крымчан 2021 поездки в крым
    мини отели витязево отель во внуково аэропорт цена семейные курорты челябинской области

  16. хостел друзья санкт петербург цены военный санаторий саки официальный сайт цены
    армения отдых 2021 обнинск отели и гостиницы отдых в карелии зимой 2022 цены базы
    гурзуф ривьера видео отель пальмира феодосия челябинск санаторий увильды

  17. The Genting group is no stranger to gaming, having operated Resorts World Genting (formerly Genting Highlands) in Malaysia for decades, being a major player in UK gaming and now operating Resorts World Sentosa, one of the two new Singapore integrated resorts. The massive casino floor is filled with slots, card tables, and other betting machines to keep you entertained. Play Baccarat, Blackjack, and other popular card games for a more adventurous time at the tables. You can also stick to the slot machines if you are trying to hit the jackpot. I talk Tagalog as much as possible. Getting better every day. Been learning for four about years. Last year I met a guy married to a philippina who said after ten years: “You will always be a foreigner”. I asked him how much Tagalog he spoke and he said he knew none and that everyone spoke English anyway. The apathy of the typical English speaking monoglot. Filipinos almost never talk to each other in English, neither do the French nor even the Dutch. Not learning the lingo after years in any country could be construed as disrespectful and indicative of a lack of interest in the people and culture. Could this be the start of potential trouble, confrontations and misunderstandings? https://www.adamofficialthailand.com/community/profile/russellhoag381/ Two Up Casino is a top-of-the-line, fully-licensed online gambling site with a wide selection for the connoisseurs of RealTime Gaming’s top games. Although this is one of the industry’s oldest software vendors, you cannot equate it with any outdated platforms because they deliver high-quality and innovative games well received by many players. This is not a play money casino that you cannot play with real money on. It is a casino that offers no deposit real money games. Posts $5 Lowest Deposit Gambling establishment Black-jack Examining A knowledgeable $5 Deposit Casinos on the internet Sort of Incentives Having A great $5 Lowest Put As well as, some other popular question certainly one of on the internet Canadian professionals is the fairness from the newest casino. All twist otherwise choice are arbitrary possesses an

  18. 当你第一次接触这个游戏,你要先了解我们以下会解释的一些规则,比赛一开始,每一名玩家会得到两张牌面朝下的底牌,而最终目的是要在手上凑齐五张最佳的组合牌,游戏顺序是沿比赛桌,顺时针进行,庄家按钮的左手边开始。通常在按钮左手边的头两名玩家需要放下一个小盲注和一个大盲注,以此展开投注。从这里开始,接下来的游戏阶段包括:翻牌前,翻牌(头三张牌),第二轮开牌(第四张牌)和河牌(第五张牌)。 地标削弱加上环境巨变,奇迹贼当道的时代小鬼术可能会被抓贼的法+牧顺手抓了,已经不推荐玩纯快攻小鬼术了。目前钻5-传说分段见到小鬼术都是带大帝的,但是带大帝随之而来的问题就是作为一个快攻有几张牌打不出去是非常致命的问题。至于诅咒体系,实操也不太行,诅咒小鬼那就得放弃酒保之类的buff,前期变弱,血线压不下来,诅咒体系不能完成补伤害,纯诅咒体系又太笨重,自己的回血手段和节奏明显不够,胜率不高。 https://forum.aquarelasdemaria.com.br/forum/profile/roxanablacklock/ 如何进行扑克牌大小的比较,小伙伴们都了解了吧,赶紧进入里面进行一局游戏吧,有惊喜等着你哦。 数据范围:字符串长度: 德州扑克,如何判定牌型的大小呢?判定牌型的大小是非常重要的,只有知道如何判定牌型的大小,才能知道比赛的结果如何。里面有胜负,也会有平局,具体如何判定就跟小编一起来看看下面的详情吧。一共有十种牌型哦。 ACM算法日常推出悬赏题啦,悬赏题一般是平时日常听闻的题目,题意简单,结构稍微复杂,并且不知道算法的结果,需要解题者在理解题意的情况下给出合理的解决方案和结果… 由腾讯推出的《天天德州》已经上线一段时间了,也聚集了许多十分有经验的高手每天在线切磋牌技,但是很多新玩家都抱怨一上桌就输个精光,而且对游戏规则的限制也没有完全理解。前者是心理素质、技巧与运用的问题,但后者我们可以在这里就完全说明——毕竟《…

  19. Age36-43 Men’s Store By clicking sign up, you have read and agreed to the avon Privacy Policy I Love that it is waterproof and still lengthens my lashes! I like the lash brush. The brush does what it says…it really works and no clumps. Very pretty eyelashes and a happy customer! This product is currently out of stock and unavailable. The Avon SuperExtend Nourishing Mascara comes in three shades. Yes, I’m happy to say we have the Avon Superextend mascara navy color. £8.00 SkinDry, Fair, Warm Looking for your dream mascara? Read our blog post to find the best mascara for your lash type. Make your eyes look long and gorgeous with every application when you use this mascara. It does a fabulous job of expanding and increasing lash length and density. The mascara makes your eyes look wide and flirty, and it is available in a natural ash brown shade that is not jarring and delivers a subtle aesthetic to your eyes. In addition to this, it’s waterproof and long-lasting, so you don’t have to bother with constant touch-ups or worry about smudging. https://amyyuan.ca/community/profile/orvalernest8561/ This concludes my list of 10 best NYX makeup products with reviews & prices. I hope it will help you pick the right thing from the brand. How Klarna works This is such an amazing list of NYX products! NYX has long been one of my top favorite drugstore brands, it’s just almost impossible to go wrong with them. NYX Professional Perfect Filter Shadow Palette Compact can be hard to open Sales No, many NYX products contain paraben. Therefore, check the label before buying an NYX product to avoid buying cosmetics with harsh ingredients. Monday – Thursday: 9am – 6pm Gift Card xxx-xxx-xxx- window._taboolaSlots=window._taboolaSlots ;window._taboolaSlots.push); Vegas Cosmetics Delivers 100% Original Products right at your doorstep. NYX is distributed to several larger retailers, but to be honest – no one comes close to offering prices as low as Cosmetic Capital. We stock the full range of NYX Australia products, sometimes at more than 60% off recommended retail prices.

  20. There are many important factors to think about and then implement when growing cannabis for maximum yield. There’s aspect: south-facing sunny (eight to 10 hours) location. There’s the dirt: a rich organic and water-retentive soil that has a balanced blend of nitrogen, phosphorus, and potassium. There’s getting the best variety for your climate, your taste and your customer’s tastes from seed, tissue culture clones or ready-to-plant starts from a reputable nursery. A macro lens is used for extreme close-up photography and is one of the most valuable tools in your arsenal. If you want trichomes the size of trees, a macro lens is your best choice. One of the downsides of macro photography is its extremely shallow depth of field, making it hard to get everything in focus. Many macro photographers stack multiple exposures together to create incredibly detailed photos. https://mileageworkshop.com/community/profile/coyseaton49960/ Eligible expenses for the medical-expense tax credit will also include expenses for other classes of cannabis products purchased for a patient for medical purposes, once they become permitted for legal sale under the Cannabis Act, the government said.  A drive through Tyendinaga or Kettle Point, Ontario, on the other hand, offers a window into another way forward: a sovereign, self-regulating Indigenous cannabis trade. Shops along the road are located just a few kilometres away from the field where the cannabis is grown. The quality is often quite good. Some of the shops are supported by Legacy 420’s nation-to-nation wholesale and quality-testing services. If nothing else, these operations demonstrate that safe cannabis sales aren’t the exclusive dominion of highly regulated shareholder capitalism—that safely growing and selling pot need not require a degree in capital finance.

  21. Pingback: 3outcome