ଓଡିଶାର ୯ଟି ବୁଥରେ ସାନି ମତଦାନ ଗୁରୁବାର

1035 0

ଭୁବନେଶ୍ବର ୨୩।୪ :  ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ଲୋକସଭା ଏବଂ ବିଧାନସଭା ଭୋଟ ଗ୍ରହଣ ବେଳେ ଦେଖାଦେଇଥିବା ବିଭିନ୍ନ ତୃଟି ଲାଗି ଆସନ୍ତା ୨୫ ତାରିଖ ଗୁରୁବାର ସାନି ମତଦାନ ହେବ। ଏଥିରେ  ୪ଟି ଜିଲ୍ଲାର ୯ଟି ବୁଥରେ ପୁଣି ଭୋଟ ହେବାକୁ ଥିବା ବେଳେ ମତଦାତା ଉଭୟ ଲୋକସଭା ଓ ବିଧାନସଭା ଆସନ ଲାଗି ମତଦାନ କରିବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ସୂଚନା ଦେଇଛନ୍ତି।

Related Post

ଆକସ୍ମାତ କେସିଙ୍ଗା ରେ ଡ୍ରାଇଭର ମହାସଂଘ ର ରାଜପଥ ଅବରୋଧ: ଯାତ୍ରୀ ହନ୍ତସନ୍ତ

Posted by - April 19, 2022 0
କେସିଙ୍ଗା:(ପୀତେଶ ପଟେଲ)କଳାହାଣ୍ଡି ଜିଲ୍ଲା କେସିଙ୍ଗା ଠାରେ ଓଡିଶା ଡ୍ରାଇଭର ମହାସଂଘ କେସିଙ୍ଗା ଶାଖା ପକ୍ଷ ରୁ ୧୧ ଦଫା ଦାବି ନେଇ କେସିଙ୍ଗା ସହର ବଲାଙ୍ଗୀର ଛକ,ପ୍ରାଣୀ…

ବହୁ ଘାତ ପ୍ରତିଘାତ ପରେ ଶେଷ ହେଲା ନାଏବ ସରପଞ୍ଚ ନିର୍ବାଚନ

Posted by - April 2, 2022 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ର ବିଭିନ୍ନ ବ୍ଳକ ରେ ନାଏବ ସରପଞ୍ଚ ନିର୍ବାଚନ ସୁରଖୁରରେ ସମାପ୍ତ ହୋଇଥିବା ବେଳେ ଦୁର୍ଗମ ଥୁଆମୂଳ…

ବାରଙ୍ଗରେ ଫଳ ବ୍ୟବସାୟୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟ,ପୋଲିସର ତଦନ୍ତ ଆରମ୍ଭ

Posted by - September 11, 2021 0
ବାରଙ୍ଗ:(ସନ୍ତୋଷ ରାଉତ )କିଛି ଦିନ ବ୍ୟବଧାନ ପରେ ବାରଙ୍ଗ ରେ ଦୁର୍ବୁର୍ତ୍ତ ଙ୍କ ଉତ୍ପାତ ଦେଖିବାକୁ ମିଳିଛି।ଆଜି ରାତିରେ ଦୋକାନ ବନ୍ଦକରି ଘରକୁ ଫେରୁଥିବା ଜଣେ ହୋଲସେଲ…

ଖପ୍ରାଖୋଲ ବ୍ଲକ ଅଧ୍ୟକ୍ଷା ଭାବେ ଦାୟିତ୍ଵ ନେଲେ ନବ ନିର୍ବାଚିତ ନିରୁପମା ପଟେଲ

Posted by - March 16, 2022 0
ପାଟଣାଗଡ଼:  ( ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ବ୍ଲକ ଅଧ୍ୟକ୍ଷା ଭାବେ ବୁଧବାର ଦାୟୀତ୍ୟ ଗ୍ରହଣ କଲେ ନୂତନ ଭାବେ ନିର୍ବାଚିତ ହୋଇଥିବା ଅଧ୍ୟକ୍ଷା ନିରୁପମା ପଟେଲ…

Leave a comment

Your email address will not be published.