ଓଡିଶାର ୯ଟି ବୁଥରେ ସାନି ମତଦାନ ଗୁରୁବାର

1211 0

ଭୁବନେଶ୍ବର ୨୩।୪ :  ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ଲୋକସଭା ଏବଂ ବିଧାନସଭା ଭୋଟ ଗ୍ରହଣ ବେଳେ ଦେଖାଦେଇଥିବା ବିଭିନ୍ନ ତୃଟି ଲାଗି ଆସନ୍ତା ୨୫ ତାରିଖ ଗୁରୁବାର ସାନି ମତଦାନ ହେବ। ଏଥିରେ  ୪ଟି ଜିଲ୍ଲାର ୯ଟି ବୁଥରେ ପୁଣି ଭୋଟ ହେବାକୁ ଥିବା ବେଳେ ମତଦାତା ଉଭୟ ଲୋକସଭା ଓ ବିଧାନସଭା ଆସନ ଲାଗି ମତଦାନ କରିବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ସୂଚନା ଦେଇଛନ୍ତି।

Related Post

ବଢୁଛି ଦେବାଶିଷ ସାମନ୍ତରାୟଙ୍କ ଅଡୁଆ ବିଧାୟକଙ୍କ ସଫେଇକୁ ଖଣ୍ଡନ କଲେ ଜୁଏଲ୍ ଓରାମ

Posted by - February 23, 2019 333
ପୁଲଓ୍ଵାମା ଆକ୍ରମଣରେ ସହିଦ ହୋଇଥିବା କଟକ ଜିଲ୍ଲା ନିଆଳିର ରତନପୁରର ମନୋଜ କୁମାର ବେହେରାଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେବାକୁ ଯାଇଥିବା ବେଳେ କଟକ ବାରବାଟୀ ବିଧାୟକ…

ପାପଡାହାଣ୍ଡିରେ ପାଳିତ ହୋଇଛି ଶହୀଦ ସ୍ମୃତି ଦିବସ

Posted by - August 26, 2021 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ)ରକ୍ତତୀର୍ଥ ଭାବରେ ପରିଚିତ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ । ପାପଡାହାଣ୍ଡିରେ ପାଳିତ ହୋଇଛି ଶହୀଦ ସ୍ମୃତି ଦିବସ । ଶହୀଦ ସ୍ମୃତି ଦିବସ…

Leave a comment

Your email address will not be published.