Breaking News
2:23 pmରାଜ୍ୟର କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଭଦ୍ରକ ଓ ବାଲେଶ୍ବର ଆଦି ଅଞ୍ଚଳରେ ପ୍ରବଳରୁ ଅତିପ୍ରବଳ ବର୍ଷାର ସମ୍ଭାବନାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି 2:22 pmଗତକାଲିର ଘୂର୍ଣ୍ଣିବଳୟ ପ୍ରଭାବରେ ଉତ୍ତର-ପୂର୍ବ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ‌କ୍ଷେତ୍ର ଘନୀଭୂତ ହୋଇ ଏକ ସୁଦୃଶ ଲଘୁଚାପରେ ପରିଣତ, ୩ ଦିନ ଯାଏଁ ଛେଚିବ, 2:21 pmସୁନ୍ଦରଗଡ଼ରେ ସ୍କ୍ରବ୍ ଟାଇଫସର ସ୍ଥିତି ଅନୁଧ୍ୟାନ ପାଇଁ ପହଞ୍ଚିଲେ ୬ ଜଣିଆ କେନ୍ଦ୍ରୀୟ ଟିମ୍ 2:20 pm୨ ବିଧାୟକଙ୍କ ନିଲମ୍ବନକୁ ବିରୋଧ କରି ବିଜେପି ସଦସ୍ୟଙ୍କ ହଟ୍ଟଗୋଳ: ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ 2:19 pmହୀରାକୁଦ ଜଳଭଣ୍ଡାରର ସର୍ବୋଚ୍ଚ ଜଳସ୍ତର ଛୁଇଁଲା ୬୩୦ ଫୁଟ। ଅପରାହ୍ନ ୩ଟା ସୁଦ୍ଧା ୭ଟି ଗେଟ୍ ଦେଇ ହୀରାକୁଦରୁ ଜଳ ନିଷ୍କାସନ ଜାରି

ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନ୍‌ ଙ୍କ ମତଦାନ

1613 0

ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନ୍‌ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି। ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀ ଆସନ ପାଇଁ ୟୁନିଟ୍-୬ ସରକାରୀ ହାଇସ୍କୁଲରେ ସେ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି।  ପାଣ୍ଡିଆନ୍‌ଙ୍କ ଧର୍ମପତ୍ନୀ ସୁଜାତା ଆର୍‌ କାର୍ତ୍ତିକେୟନ ମଧ୍ୟ ଭୋଟ୍ ଦେଇଛନ୍ତି।

Related Post

ମହିଳାଙ୍କୁ ଦୁର୍ବ୍ୟବହାର କରିବା ଘଟଣା,ମୋ ବିରୁଦ୍ଧ ରେ ଅଭିଯୋଗ ସମ୍ପୂର୍ଣ ମନଗଢା ଏବଂ ଭିତ୍ତିହୀନ :- ରଘୁନାଥପୁର ସରପଞ୍ଚ

Posted by - November 9, 2020 0
ଭୁବନେଶ୍ବର :ମହିଳାଙ୍କୁ ଦୁର୍ବ୍ୟବହାର କରିବା ସହ ଧମକଚମକ ଦେଇଛନ୍ତି ବୋଲି ଅଭିଯୋଗ କୁ ରଘୁନାଥପୁର ର ସରପଞ୍ଚ ପବିତ୍ର ପାତ୍ର ସମ୍ପୂର୍ଣ ଭିତ୍ତିହୀନ ବୋଲି କହିଛନ୍ତି ।ଏଥିରେ…

ପ୍ରଦୀପ ପାଣିଗ୍ରାହୀ ଓଡ଼ିଶାବାସୀଙ୍କୁ ବୋକା ଭାବି ଭୂଆଁ ବୁଲାଉଛନ୍ତି :- ବିଜେଡି

Posted by - December 2, 2020 0
ଭୁବନେଶ୍ବର :ଦୁର୍ନୀତିର ପାହାଡ଼ ଉପରେ ଠିଆ ହୋଇ କଳାଟଙ୍କାର ସାମ୍ରାଜ୍ୟ ଗଢ଼ିଥିବା ଆଇଏଏଫ୍ ଅଫିସର ଅଭୟ ପାଠକ୍ ଏବଂ ତାଙ୍କ ପରିବାରରେ ବନ୍ଧୁ ବାନ୍ଧିଥିବା ପୂର୍ବତନ ମନ୍ତ୍ରୀ…

ବ୍ରହ୍ମପୁର ଦୂର୍ନୀତି ନିବାରଣ ବିଭାଗ ପକ୍ଷରୁ ଦୂର୍ନୀତି ନିବାରଣ ସପ୍ତାହ ଅନୁଷ୍ଠିତ

Posted by - October 31, 2020 0
ପାରଳାଖେମୁଣ୍ତି:ବ୍ରହ୍ମପୁର ଦୂର୍ନୀତି ନିବାରଣ ବିଭାଗ ପକ୍ଷରୁ ଦୂର୍ନୀତି ନିବାରଣ ସପ୍ତାହ ଅନୁଷ୍ଠିତ ହୋଇଯାଇଛିାଏଥିରେ ମୁଖ୍ୟଅତିଥି ରୂପେ ବ୍ରହ୍ମପୁର ଦୂର୍ନୀତି ନିବାରଣର ଅଧୀକ୍ଷକ ଅନୀଲ କୁମାର ପାତ୍ର ଯୋଗଦାନ…

ବିଦ୍ୟୁତ୍ ବିଭାଗ ଟାଟା କମ୍ପାନୀ ହାତକୁ ଯିବାପରେ ବଢ଼ିଛି ଉପଭୋକ୍ତାଙ୍କ ଦୂର୍ଦ୍ଦଶା ; ବିଲ୍ ଆଦାୟ ନାମରେ ଚାଲିଛି ଉପଭୋକ୍ତା ଶୋଷଣ

Posted by - August 28, 2023 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା )ବିଦ୍ୟୁତ୍ ଉପଭୋକ୍ତାଙ୍କର ଆଶା ଥିଲା ବିଦ୍ୟୁତ୍ ବିଭାଗକୁ ଟାଟା ଭଳି ଏକ ନାମିଦାମୀ କମ୍ପାନୀ ନେବାପରେ ଉପଭୋକ୍ତାଙ୍କ ସୁବିଧା ପାଇଁ ବିଦ୍ୟୁତ୍ ବିଭାଗରେ…

ସଂରକ୍ଷିତ ଜଙ୍ଗଲରେ ଲୋକଙ୍କ ଘରପୋଡି ନେଇ ଅଧିବାସୀ ଓ ବନବିଭାଗ ମୁହାଁମୁହିଁ

Posted by - December 10, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ସମ୍ବଲପୁର ଜିଲ୍ଲାର ମେଘପାଲ ସଂରକ୍ଷିତ ଜଙ୍ଗଲରେ ଘରକରିବା ନେଇ ଅଧିବାସୀ ଓ ବନବିଭାଗ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୄଷ୍ଠି ହୋଇଛି । ଏନେଇ ସ୍ଥାନୀୟ ଅଧିବାସୀ…

Leave a comment

Your email address will not be published.