ଜାତିସଙ୍ଘ ଦିବସ ପାଳିତ

219 0

ସମ୍ବଲପୁର:(ରମାକାନ୍ତ ବିଶ୍ୱାଳ)ୱାର୍ଲଡ଼ ହୁମାନ ରାଇଟର ପ୍ରୋଟେକ୍ସନ ଦ୍ୱାରା ଜାତିସଙ୍ଘ ଦିବସ ପାଳିତ ହୋଇଛି।ଏହି ସଭାରେ ୱାର୍ଲଡ଼ ହୁମାନ ରାଇଟ ପ୍ରୋଟେକ୍ସନ ଜାତୀୟ ସଭାପତି ଡ଼ ଅଭିର୍ଣ୍ଣ ହୋତା ଅଧ୍ୟକ୍ଷତା କରିଥିଲେ।ସାଧାରଣ ସମ୍ପାଦକ ଡ଼ ମାୟାଧର ବେହେରା ସଭା ପରିଚାଳନା କରିଥିଲେ। ପ୍ରୋଜେକ୍ଟ ଡିରେକଟର ଉମାଶଙ୍କର ପଟ୍ଟନାୟକ, ଆଗାମୀ କାର୍ଯ୍ୟକ୍ରମ କୁ ଲୋକାଭିମୁଖୀ କରାଇବା ପାଇଁ ପ୍ରତେକ ଜିଲ୍ଲାର ସଭାପତି ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଆସନ୍ତା ଡିସେମ୍ବର 12ତାରିଖ ଜୟଦେବ ଭବନ ଠାରେ ଜାତୀୟ ସମ୍ମାନ କାର୍ଯ୍ୟକ୍ରମ,ଭାରତ ଗୌରବ ସଂମ୍ମାନ ଅନୁଷ୍ଠିତ ହେବା ନେଇ ଆଲୋଚନ କରାଯାଇଥିଲା।

ଏହି ସଭାରେ ବିଭିନ୍ନ ଜିଲ୍ଲା ରୁ ସଭାପତି, ସମ୍ପାଦକ ମାନେ ଉପସ୍ଥିତ ଥିଲେ। ଏଥି ମଧ୍ୟରେ ରାଜ୍ୟ ସଂଯୋଜିକା ସସ୍ମିତା ମଲ୍ଲିକ ପୁରୀ ଜିଲ୍କା ସଭାପତି ଲଷ୍ମୀଧର ସିଂହାରୀ, ସାଧାରଣ ସମ୍ପାଦକ ଅଜିତ ସାମନ୍ତ ରାୟ, ଯାଜପୁର ସଭାପତି ତୃଷାର ଷଣ୍ଡ,ସାଧାରଣ ସମ୍ପାଦକ ଲିପୁ ଭଞ୍ଜ,ଯୁଗ୍ମ ସମ୍ପାଦକ ଡ଼ ଲୋକନାଥ ନାୟକ, ସାଧାରଣ ସମ୍ପାଦିକା ସ୍ଵାତିସ୍ମିତା ମହାନ୍ତି, ବ୍ରହ୍ମପୁର ଜିଲ୍ଲା ସଭାପତି ରାମକୃଷ୍ଣ ପଟ୍ଟନାୟକ,ଅନୁଗୁଳ ଜିଲ୍ଲା ସଭାପତି ଡ଼ ରାମଚନ୍ଦ୍ର ରାଉତରାୟ ଉପସଭାପତି ଅଶୋକ ଜେନା, ସମ୍ବଲପୁର ଜିଲ୍ଲା ଉପ ସଭାପତି ଡ଼. ଜନନୀ ମିଶ୍ର ଝାରସୁଗୁଡା ସାଧାରଣ ସମ୍ପାଦିକା ଡାଲିଆ ଦେବନାଥ, ଅଭିଭକ୍ତ ସମ୍ବଲପୁର ଜିଲ୍ଲାର ସମ୍ପାଦକ ଡ଼ ମନୋଜ ବହିଦାର ଉପସ୍ଥିତ ଥିଲେ

ବାଲେଶ୍ୱର ସଭାପତି ସଂଘମିତ୍ରା ମହାନ୍ତି, ଭୁବନେଶ୍ୱର ସଭାପତି ଲିନୁ ମିଶ୍ର ରାଜ୍ୟ ଆଇନ ବିଭାଗ ଅବାହିକା ଶ୍ରୀମତୀ ରଶ୍ମିରେଖା ପଣ୍ଡା କଟକ ଜିଲ୍ଲା ସଭାପତି ଶେଖ ଚିକୁ, ଉପଦେଷ୍ଟା ଆଲୋକ ଜେନା ସଂଯୋଜକ ମାନସ ଦାସ ଶ୍ୟାମ ସୁନ୍ଦର ମହାନ୍ତି ସଂଯୋଜିକା ପ୍ରଭା ମୟୀ ମିଶ୍ର, ସାଇସୁପ୍ରଭା ପଟ୍ଟନାୟକ, ଯୁଗ୍ମ ସମ୍ପାଦକ ତାପସ ଦାସ, ବରିଷ୍ଠ ମ୍ୟାନେଜେମେଣ୍ଟ କାନସଲଟାଣ୍ଟ ଡ଼ ଜୟଦେବ ପ୍ରଧାନ, ବରିଷ୍ଠ ସାଙ୍ଗଠନିକ କର୍ମକର୍ତା ଶ୍ରୀ ଧରଣି ଧର ବେହେରା,କୁଳ ଚନ୍ଦ୍ର ପ୍ରଧାନ,ବିଭୁତି ଭୂଷଣ ପାତ୍ର, ବରିଷ୍ଠ ନେତୃବୃନ୍ଦ ତାରିଣୀ ପାତ୍ର, ଦେବବ୍ରତ ପାତ୍ର,ଆଇନି ଅଧ୍ୟାପକ ପ୍ରଶାନ୍ତ କୁମାର ଦାସ, ସାମାଜିକ କର୍ମୀ ବାବୁଲି ସାହୁ, ଗୀତାଞ୍ଜଳି ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ବିଭିନ୍ନ ବିଷୟରେ ଆଲୋଚନା କରାଯାଇଥିଲା ଶେଷରେ କାର୍ଯ୍ୟ ନିର୍ବାହୀ ସମ୍ପାଦିକା ଡ଼ ଅନୁ ଭଲ୍ଲା ଧନ୍ୟବାଦ ପ୍ରଦାନ କରିଥିଲେ।

Related Post

ଆମେରିକାର ରୋଡସ୍ ଆଇଲ୍ୟାଣ୍ଡଠାରେ ରଥଯାତ୍ରା ଆୟୋଜନ

Posted by - July 5, 2022 0
ରୋଡସ୍ ଆଇଲ୍ୟାଣ୍ଡ:(ବ୍ୟୁରୋ) ତା ୦୫.୦୭ ରିଖ ଯୁକ୍ତରାଷ୍ଟ୍ର ଆମେରିକାର ସବୁଠାରୁ କ୍ଷୁଦ୍ର ରାଜ୍ୟ ରୋଡ଼ସ୍ ଆଇଲ୍ୟାଣ୍ଡ ଠାରେ ପଞ୍ଚମ ରଥଯାତ୍ରା ପର୍ବ ମହାସମାରୋହରେ ପାଳନ କରାଯାଇଛି। ଏହି…

ବାହାରିନ ଓଡ଼ିଆ ସମାଜର ଲିଟିଲ ଇଣ୍ଡିଆ ମହୋତ୍ସବରେ ଯୋଗଦାନ

Posted by - October 21, 2021 0
ମାନାମା: ତା ୨୦.୧୦. ଦ୍ବୀପପୁଞ୍ଜର ରାଷ୍ଟ୍ର ବାହାରିନ ଠାରେ ଗତ ଅକ୍ଟୋବର ୧୨ ତାରିଖରୁ ୧୯ ତାରିଖ ପର‌୍ୟ୍ୟନ୍ତ ଅନୁଷ୍ଠିତ ‘ଲିଟିଲ ଇଣ୍ଡିଆ କଲଚରାଲ ଫେଷ୍ଟିଭାଲ୍’ ପ୍ରବଳ…

ବାଙ୍ଗାଲୋର ଠାରେ ସାଂକେତିକ ରଥଯାତ୍ରା ଉତ୍ସବ ପାଳନ

Posted by - July 12, 2021 0
ରିପୋର୍ଟ :(ସ୍ନେହାଂଶୁ ଶେଖର ମହାନ୍ତି) ବାଙ୍ଗାଲୋର: କୋଭିଡ୍‍ କଟକଣା ମଧ୍ୟରେ ବେଙ୍ଗାଲୁରୁଠାରେ ରଥଯାତ୍ରା ମହୋତ୍ସବ ପାଳିତ ହୋଇଯାଇଛି । ମହାନଗରର ଆଗରାଠାରେ ଅବସ୍ଥିତ ଜଗନ୍ନାଥ ମନ୍ଦିରରେ ବଢ଼ି…

ରକ୍ତଭିଜା ବ୍ୟାଣ୍ଡେଜ ମିଳିଲା ଅନ୍‌ଲାଇନ୍‌ ଫୁଡ ଅଡରିଙ୍ଗ ଓ ଡେଲିଭରି ପ୍ଲାଟଫାର୍ମ ସୁଇଗି ଜରିଆରେ ମଗାଇଥିବା ଖାଦ୍ୟରେ

Posted by - February 12, 2019 0
ଚେନ୍ନାଇରେ ରହୁଥିବା ବାଲମୁରୁଗନ୍‌ ଦିନଦୟାଲନଙ୍କ ଖାଦ୍ୟରେ ବାହାରିଥିବା ରକ୍ତଭିଜା ବ୍ୟାଣ୍ଡେଜକୁ ନେଇ ଫେସ୍‌ବୁକ୍‌ରେ ପୋଷ୍ଟ କରି ଲେଖିଛନ୍ତି, ଗତ ରବିବାର ସେ ସୁଇଗି ଆପ୍‌ ଜରିଆରେ ଚାପ୍‌…

ଏହା ଦେଶର କୃଷି କ୍ଷେତ୍ରକୁ ବଦଳାଇବାର ଏକ ରୋଡମ୍ୟାପ: ବଜେଟକୁ କହିଲେ ମୋଦି

Posted by - July 6, 2019 0
ନୂଆଦିଲ୍ଲୀ,୫।୭: ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ ଶୁକ୍ରବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଉପସ୍ଥାପନ କରିଛନ୍ତି। ତେବେ ଏହି ବଜେଟକୁ ନେଇ ପ୍ରଧାନମନ୍ତ୍ରୀ କହିଛନ୍ତି…