କଳାହାଣ୍ଡି ଜିଲ୍ଲା କେଗାଂ IIC ଡମୁ ପରିଜା ନିଲମ୍ବିତ।କାର୍ଯ୍ୟରେ ଅବହେଳା ନେଇ ତାଙ୍କୁ ଉତ୍ତରାଞ୍ଚଳ DIG ନିଲମ୍ବିତ କରିଥିବା ସୂଚନା ଦେଲେ କଳାହାଣ୍ଡି SP ଶ୍ରବଣ ବିବେକ Mamita ର ପରିବାର ତରଫରୁ ଉତ୍ତରାଞ୍ଚଳ DIG ଓ ବଲାଙ୍ଗିର SP ଙ୍କ ନିକଟରେ ପ୍ରଥମ FIR ଗ୍ରହଣ ନ କରିବା ନେଇ ଅଭିଯୋଗ ହୋଇଥିଲା।

488 0

Related Post