ଧୁଙ୍ଗିଆମୁଣ୍ଡା ରେ ଅନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ ପାଳନ

703 0

ବୌଦ୍ଧ:(ଚିତ୍ତରଂଜନସିଂ)ହରଭଙ୍ଗା ବ୍ଲକ ଧୁଙ୍ଗିଆମୁଣ୍ଡା ଅଙ୍ଗନୱାଡ଼ି କେନ୍ଦ୍ରରେ ଅଙ୍ଗନୱାଡ଼ି କର୍ମୀ ସେବତୀ କହଁର ଙ୍କ ଅଧ୍ୟକ୍ଷତାରେ ଅନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ ପାଳନ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଅବସରରେ ମୁଖ୍ୟ ଅତିଥି ଭାବରେ ସମାଜସେବୀ ସୁଧିର ଦୀପ ଯୋଗ ଦେଇ କାର୍ଯ୍ୟକ୍ରମର ବିଶେଷତ୍ୱ ସମ୍ପର୍କରେ ଅବଗତ କରାଇବା ସହ ସମାଜରେ କନ୍ୟା ସନ୍ତାନର ଆବଶ୍ୟକତା ସମ୍ପର୍କରେ ଉପସ୍ଥିତ ସମସ୍ତ କିଶୋରୀ ବାଳିକା ଓ ଅନ୍ୟ ମାନଙ୍କୁ ବୁଝାଇଥିଲେ। ତା ସହ କନ୍ୟା ଭୃଣ ହତ୍ୟା ର ନିୟନ୍ତ୍ରଣ ଉପରେ ସଚେତନତା ସୃଷ୍ଟି କରିଥିଲେ।

ଉକ୍ତ କାର୍ଯ୍ୟକ୍ରମରେ ଚାଳିଶ ଜଣ କିଶୋରୀ ବାଳିକା ଙ୍କ ସମେତ ଶତାଧିକ ଜନ ସାଧାରଣ ଉପସ୍ଥିତ ଥିଲେ। ଉକ୍ତ କାର୍ଯ୍ୟକ୍ରମରେ ସହଯୋଗୀ ଗୀତାଞ୍ଜଳି କାଠୁଆ ସହଯୋଗ କରିଥିଲେ ଓ ଆଶା କର୍ମୀ ଝିଲ୍ଲୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

Related Post

ଟ୍ରେନ ଧକ୍କାରେ ଯୁବକଙ୍କ ମୃତ୍ୟୁ

Posted by - January 28, 2023 0
ସୁବର୍ଣ୍ଣପୁର :(ଅଜିତ କୁମାର ପୁଜାହାରୀ) ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ରେଳ ଫାଟକରେ ଟ୍ରେନ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ । ମର୍ଣ୍ଣିଙ୍ଗ ୱାକରେ ଗଲାବେଳେ ଡୁଙ୍ଗୁରିପାଲି ଫାଟକରେ…

କାର୍ଯ୍ୟରେ ଅବହେଳା ଅଭିଯୋଗରେ କେ ଗାଁ IIC ନିଲମ୍ବିତ

Posted by - October 22, 2021 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ/ଅର୍ଜୁନ ପଟ୍ଟନାୟକ)ରାଜ୍ୟର ବହୁଚର୍ଚ୍ଚିତ କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନ୍ ସାଇନ୍ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ମମିତା ମେହେର ହତ୍ୟା ଘଟଣା ରେ କାର୍ଯ୍ୟରେ ଅବହେଳା ଯୋଗୁଁ…

ଗୋପ ବ୍ଲକ ଅଧିନସ୍ଥ ଦେସ୍ଥଳି ଗ୍ରାମ ରେ ଅଗ୍ନି କାଣ୍ଡ

Posted by - April 18, 2020 34
ପୁରୀ:(ସମୀର ରଞ୍ଜନ ନାୟକ)ପୁରୀ ଜିଲ୍ଲା ଅନ୍ତର୍ଗତ ଗୋପ ବ୍ଲକ ଅଧିନସ୍ଥ ଦେସ୍ଥଳି ଗ୍ରାମ ରେ ଏହି ଅଗ୍ନି କାଣ୍ଡ ଘଟିଛି ! ମିଳିଥିବା ଖବର ଅନୁସାରେ ଗତକାଲି…

ପାଟଣାଗଡ଼ ବ୍ଲକ ସ୍ଥିତ ରହେନମାଲ ପଲ୍ଲି ବିକାଶ ଉଚ୍ଚ ବିଦ୍ୟାଳୟ ଠାରେ ପିଲାଙ୍କ ଭ୍ରାମ୍ୟମାଣ ପାଠାଗାର

Posted by - September 25, 2022 0
ପାଟଣାଗଡ଼ : (ତାପସ ରଞ୍ଜନ ବେହେରା) ପୁସ୍ତକ ପଠନରେ ବୟସର ତାରତମ୍ୟ ନାହିଁ, ପୁସ୍ତକ ହିଁ ଜ୍ଞାନର ବିକାଶ କରେ। ପୁସ୍ତକ ହିଁ ଛାତ୍ର ଛାତ୍ରୀ ମାନଙ୍କର…

ଏନ ସି କଲେଜରେ ଓ.ଏସ.ଓ.ୟୁ ନୂତନ ବିଦ୍ୟାର୍ଥି ପ୍ରବେଶ କୁ ସ୍ୱାଗତ

Posted by - September 11, 2019 0
ଯାଜପୁର ନରସିଂୟ ଚଉଧୁରୀ ମହାବିଦ୍ୟାଳୟ ପରିସରରେ ଓଡ଼ିଶା ରାଜ୍ୟ ମୁକ୍ତ ବିଦ୍ୟାଳୟ ର ନୂତନ ବିଦ୍ୟାର୍ôଥ ପ୍ରବେଶ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକକୁ ମହାବିଦ୍ୟାଳୟର…