ବୌଦ୍ଧ ଜିଲ୍ଲା ରେ ମିନି ମାରାଥୋନା ଦୌଡ କାର୍ଯ୍ୟକ୍ରମ

488 0

ବୌଦ୍ଧ:(ଚିତ୍ତରଂଜନସିଂ)ବୌଦ୍ଧ ଜିଲ୍ଲା ରେ ଆଜି ମିନି ମାରାଥୋନା ଦୌଡ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି!ସୂଚନା ଅନୁଯାଇ ଆଜି ସକାଳ 7ଘଟିକା ସମୟରେ ବୌଦ୍ଧ ଫରେଷ୍ଟ ଡିଭିଜନ ଙ୍କ ଆୟୋଜିତ ଏହି କାର୍ଯ୍ୟକ୍ରମ ବୌଦ୍ଧ ବ୍ରିଜ଼ ଛକ NH 57ରେ ଅନୁଷ୍ଠିତ ହୋଇଥିଲା!

ବୌଦ୍ଧ DFO ଶ୍ରୀଯୁକ୍ତ ଦେବାପ୍ରିୟା କମ୍ପ, ACF ସୌମ୍ୟ ରଞ୍ଜନ ଗୋଛାୟତ ଙ୍କ ଉପସ୍ଥିତି ରେ ପ୍ରତିଯୋଗୀ, ମାନଙ୍କ ସହିତ ବହୁ ଫରେଷ୍ଟ ଅଧିକାରୀ ଉପସ୍ଥିତ ରହି ଏହି କାଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଥିଲା!ଏହି କାଯ୍ୟକ୍ରମ ରେ ଭାଗ ନେଇ କୃତିତ୍ୱ ଅର୍ଜୁନ କରିଥିବା ଅଧିକାରୀ ଙ୍କୁ ଆସନ୍ତା କାଲି 11ଟା ସମୟରେ ଉପସ୍ଥିତ ଥିବା ଅତିଥି ମାନଙ୍କ ଠାରୁ ସମ୍ନା ନିତ କରାଯିବ ବୋଲି ସୂଚନା ମିଳିଛି

Related Post

ମନମୁଣ୍ଡା ର ଝିଅ “ବାଗଡ଼ି ଖେଳ”ପ୍ରକଳ୍ପ ଟୟକାଥନ-2021ପ୍ରତିଯୋଗିତାରେ ଜାତୀୟ ଚମ୍ପିୟାନ

Posted by - June 29, 2021 0
ବୌଦ୍ଧ(ଚିତ୍ତ ରଞ୍ଜନ ସିଂ) ବୌଦ୍ଧ ଜିଲ୍ଲା ମନମୁଣ୍ଡା ର ସଂଜୀବନି ମେଡିକାଲ ର ମାଲିକ ସତ୍ୟାନନ୍ଦ ମିଶ୍ର ଙ୍କ ଝିଅ ତଥା ବଙ୍ଗାଇଗାଓଁ(ଆସାମ) ନବୋଦୟ ବିଦ୍ୟାଳୟ ର…

ସାଧାରଣ ତନ୍ତ୍ର ଦିବସ ପାଇଁ ବନ୍ଧୁତ୍ଵପୂର୍ଣ୍ଣ କ୍ରିକେଟ ମ୍ୟାଚ ଆୟୋଜିତ

Posted by - January 22, 2023 0
ଟିଟିଲାଗଡ:୨୨/୧(ସଞ୍ଜୟ କୁମାର ନାୟକ)କରୋନା ମହାମାରୀ ପରେ ଚଳିତ ଥର ଦେଶବ୍ୟାପି ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳନ କରିବାକୁ ଯାଉଛି । ଚଳିତ ବର୍ଷ ଟିଟିଲାଗଡ ଉପଖଣ୍ଡ ସ୍ତରରେ…

ବୌଦ୍ଧରେ ଜିଲ୍ଲା ସ୍ତରୀୟ ସମ୍ବିଧାନ ଦିବସ ପାଳିତ

Posted by - November 26, 2022 0
ବୌଦ୍ଧ, : (ଚିତ୍ତରଞ୍ଜନ ସିଂହ)ଭାରତ ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟର ବୌଦ୍ଧ ଜିଲ୍ଲା ନେହେରୁ ଯୁବ କେନ୍ଦ୍ର ଏବଂ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ବୌଦ୍ଧ…

୧୨ ତମ ମା ମାହେଶ୍ୱରୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ: ସାହାଜପାଲ ଚମ୍ପିୟାନ

Posted by - November 15, 2021 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ବୌଦ୍ଧ ବ୍ଳକ ଖୁଂଟବନ୍ଧ ପଞ୍ଚାୟତ ବୁରକଟା ଗଦବସା ପଡ଼ିଆରେ  ମା ମ।ହେଶ୍ଵରୀ ଫୁଟବଲ ଏସୋସିଏସନ ପକ୍ଷରୁ ଦିନ ଧରି ଚାଲିଥିବା ୧୨ ତମ ମା…

ପ୍ରକୃତ କ୍ରିକେଟ ପ୍ରେମୀ ଙ୍କ ହାତରେ OCA,ସଭାପତି ପଦ ପାଇଁ ଏକମାତ୍ର ପ୍ରାର୍ଥୀ ଭାବେ ପ୍ରଣବ ପ୍ରକାଶ ଦାସଙ୍କ ନାମାଙ୍କନପତ୍ର ଦାଖଲ

Posted by - October 23, 2022 0
ଭୁବନେଶ୍ବର :(ସଞ୍ଜୟ ମହାନ୍ତି)ଓସିଏ ନିର୍ବାଚନ ପାଇଁ ସରିଲା ନାମାଙ୍କନ ଦାଖଲ । ଏକମାତ୍ର ପ୍ରାର୍ଥୀ ଭାବେ ପ୍ରଣବ ପ୍ରକାଶ ଦାସ ପ୍ରାଥୀପତ୍ର ଦାଖଲ କରିଥିବା ବେଳେ ନିର୍ଦ୍ୱନ୍ଦରେ…