ବୌଦ୍ଧ ଜିଲ୍ଲା ରେ ମିନି ମାରାଥୋନା ଦୌଡ କାର୍ଯ୍ୟକ୍ରମ

456 0

ବୌଦ୍ଧ:(ଚିତ୍ତରଂଜନସିଂ)ବୌଦ୍ଧ ଜିଲ୍ଲା ରେ ଆଜି ମିନି ମାରାଥୋନା ଦୌଡ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି!ସୂଚନା ଅନୁଯାଇ ଆଜି ସକାଳ 7ଘଟିକା ସମୟରେ ବୌଦ୍ଧ ଫରେଷ୍ଟ ଡିଭିଜନ ଙ୍କ ଆୟୋଜିତ ଏହି କାର୍ଯ୍ୟକ୍ରମ ବୌଦ୍ଧ ବ୍ରିଜ଼ ଛକ NH 57ରେ ଅନୁଷ୍ଠିତ ହୋଇଥିଲା!

ବୌଦ୍ଧ DFO ଶ୍ରୀଯୁକ୍ତ ଦେବାପ୍ରିୟା କମ୍ପ, ACF ସୌମ୍ୟ ରଞ୍ଜନ ଗୋଛାୟତ ଙ୍କ ଉପସ୍ଥିତି ରେ ପ୍ରତିଯୋଗୀ, ମାନଙ୍କ ସହିତ ବହୁ ଫରେଷ୍ଟ ଅଧିକାରୀ ଉପସ୍ଥିତ ରହି ଏହି କାଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଥିଲା!ଏହି କାଯ୍ୟକ୍ରମ ରେ ଭାଗ ନେଇ କୃତିତ୍ୱ ଅର୍ଜୁନ କରିଥିବା ଅଧିକାରୀ ଙ୍କୁ ଆସନ୍ତା କାଲି 11ଟା ସମୟରେ ଉପସ୍ଥିତ ଥିବା ଅତିଥି ମାନଙ୍କ ଠାରୁ ସମ୍ନା ନିତ କରାଯିବ ବୋଲି ସୂଚନା ମିଳିଛି

Related Post

ଆନ୍ତର୍ଜାତୀୟ ଟି୨୦ ମ୍ୟାଚ ଶୃଙ୍ଖଳା ର ସହ ସମାପ୍ତ ହୋଇଥିବାରୁ ପୋଲିସ କର୍ମଚାରୀ ଙ୍କୁ ଧନ୍ୟବାଦ ଦେଲେ DCP ପିନାକ ମିଶ୍ର

Posted by - June 14, 2022 0
ଭୁବନେଶ୍ବର:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ବହୁ ପ୍ରତୀକ୍ଷିତ ବାରବାଟୀ ର ଆନ୍ତର୍ଜାତୀୟ ଟି ୨୦ ମ୍ୟାଚ ସୁରୁଖୁରୁରେ ସମାପ୍ତ ହୋଇଯାଇଛି। ଭାରତ ଓ ଦକ୍ଷିଣ ଆଫ୍ରିକା…

କୁସଙ୍ଗ ରେ ମା ଦକ୍ଷିଣ କାଳୀ ୧୬ ତମ କ୍ରିକେଟ ଟୁର୍ଣ୍ଣାମେଂଟ ଉଦଘାଟିତ

Posted by - December 24, 2021 0
ବୌଦ୍ଧ:୨୪/୧୨ ( ଚିତରଞ୍ଜନ ସିଂ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କୁସଙ୍ଗ ହାଇସ୍କୁଲ ଖେଳ ପଡିଆ ଠାରେ ମା ଦକ୍ଷିଣ କାଳୀ 16ତମ କ୍ରିକେଟ ଟୁର୍ଣ୍ଣାମେଂଟ ଉଦଘାଟିତ ହୋଇଯାଇଛି…

ସୁବର୍ଣ୍ଣପୁର ଜିଲ୍ଲା କ୍ରୀଡା ସଂଘ ପକ୍ଷରୁ ଜାତୀୟ କ୍ରୀଡା ଦିବସ ଉପଲକ୍ଷେ ମିନି ମାରାଥନ ଦୌଡ ପ୍ରତିଯୋଗୀତା

Posted by - August 30, 2022 0
ସୋନପୁର:(ଅଜିତ କୁମାର ପୂଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା କ୍ରୀଡା ସଂଘ ପକ୍ଷରୁ ଜାତୀୟ କ୍ରୀଡା ଦିବସ ଉପଲକ୍ଷେ ରାଜ୍ୟ ସ୍ତରୀୟ ମିନି ମାରାଥନ ଦୌଡ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି ।…

ଲଡୁଗାଁ ଏଲ.ବି.ସି.ସି ପ୍ରିମୀୟର ଲିଗ ଟୁର୍ଣ୍ଣ।ମେଣ୍ଟ ଉଦଯାପିତ ,ଭୂର୍ଷୀଗୁଡ଼ା କୁ ହରାଇ ଲଡୁଗାଁ ଚମ୍ପିୟାନ

Posted by - June 15, 2022 0
ଭବାନୀପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କୋକସରା ବ୍ଲକ ଲଡୁଗାଁ ଅପେରା ପଡିଆ ଠାରେ ଗତ ୨୯ ତାରିଖ ରୁ ଆରମ୍ଭ ହୋଇଥିବା ଏଲ.ବି.ସି.ସି ପ୍ରୀମିୟର…

ଅଲ ଓଡିଶା କବାଡି ପ୍ରତିଯୋଗିତା ଉଦଘାଟିତ

Posted by - November 19, 2022 0
ସମ୍ବଲପୁର: ୧୯/୧୧ (ରମାକାନ୍ତ ବିଶ୍ବାଳ)ସମ୍ବଲପୁର ଫାଟକ ଦୁର୍ଗାପୂଜା ମଣ୍ଡପ ପଡିଆ ଠାରେ ପ୍ରଥମ ଦିଲିପ ଚାନ୍ଦ ଅଲ ଓଡିଶା ରାଜ୍ୟ ସ୍ତରିୟ କବାଡି ପ୍ରତିଯୋଗିତା ଆଜି ଉଦଘାଟିତ…