ସୁନ୍ଦରଗଡ଼ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣି ଆଜି ଓଡ଼ିଶା ଗସ୍ତରେ ଆସି ପ୍ରଧାନମନ୍ତ୍ରୀ ମୋଦୀ ସୁନ୍ଦରଗଡ଼ର ରୁପିଢ଼ିହି ଛତାବର ପଡ଼ିଆରେ ଏକ ସାଧାରଣ ସଭାରେ ଉଦବୋଧନ ଦେଇ କହିଛନ୍ତି ,‘ ସୁନ୍ଦରଗଡ଼ରେ ଏହି ସଭାରେ ଆପଣମାନେ ଯେତେ ସଂଖ୍ୟାରେ ଆସିଛନ୍ତି ତାହା ଦେଖି ମୁଁ ଅଭିଭୂତ।ଏହାକୁ ମୁଁ କେବେ ଭୁଲିପାରିବି ନାହିଁ । କେହି ଜଣେ କହିଲେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ସୁନ୍ଦରଗଡ଼ ଆସିଛନ୍ତି, ପ୍ରଧାନମନ୍ତ୍ରୀ ନୁହେଁ, ପ୍ରଧାନ ସେବକ ସୁନ୍ଦରଗଡ଼ ଆସିଛି, ପ୍ରଧାନ ସେବକ ତା’ର ମାଲିକଙ୍କ ଠାରୁ ଆଶୀର୍ବାଦ ନେବାକୁ ଆସିଛି ।
Breaking News
Related Post
ବନ୍ଦର ଡାକରା ଦେଇଛି ମିଳିତ କେନ୍ଦ୍ରୀୟ ଟ୍ରେଡ ୟୁନିୟନ
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ସାରା ଭାରତରେ କେନ୍ଦ୍ରସରକାରଙ୍କ ବିଭିନ୍ନ ନିତି ପ୍ରତିବାଦରେ ବନ୍ଦର ଡାକରା ଦେଇଛି ମିଳିତ କେନ୍ଦ୍ରୀୟ ଟ୍ରେଡ ୟୁନିୟନ ।ଏହି ବନ୍ଦ ଆନ୍ଦୋଳନକୁ ସମର୍ଥନ ଜଣାଇ ଏସୟୁସିଆଇ ପକ୍ଷରୁ ଯାଜପୁରରେ ବିକ୍ଷୋଭ ଓ ପ୍ରତିବାଦ କରାଯାଇଛି । କେନ୍ଦ୍ରସରକାରଙ୍କ ଶ୍ରମିକ ମାରଣ ନିତି,ଘରୋଇକରଣ ପ୍ରତିବାଦରେ ଏହି ଆନ୍ଦୋଳନ ହେବାକୁ ଯାଉଥିବା ବେଳେ ଏହି ଆନ୍ଦୋଳନକୁ ସମସ୍ତେ ସମର୍ଥନ କରିବା ପାଇଁ ଏସୟୁସିଆଇ ପକ୍ଷରୁ ନିବେଦନ କରାଯାଇଛି ।
ଭିଜିଲାନ୍ସ ହାତରେ ଧରାପଡ଼ିଲେ ନୂଆପଡ଼ାର CDVO ତ୍ରିଲୋଚନ ଧଳ
ଉତ୍ତରଭୁବନେଶ୍ୱର:(ସନ୍ତୋଷ ରାଉତ) ଭିଜିଲାନ୍ସ ହାତରେ ଧରାପଡ଼ିଥିବା ନୂଆପଡା CDVO ତ୍ରିଲୋଚନ ଧଳଙ୍କ କଟକ ନରାଜ ଡାକବଙ୍ଗଳା ଛକ ନିକଟରେ ଥିବା ତାଙ୍କର ପୈତୃକ ଘରେ ଭିଜିଲାନ୍ସ ଚଢ଼ାଉ…
ସଂରକ୍ଷିତ ଜଙ୍ଗଲରେ ଲୋକଙ୍କ ଘରପୋଡି ନେଇ ଅଧିବାସୀ ଓ ବନବିଭାଗ ମୁହାଁମୁହିଁ
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ସମ୍ବଲପୁର ଜିଲ୍ଲାର ମେଘପାଲ ସଂରକ୍ଷିତ ଜଙ୍ଗଲରେ ଘରକରିବା ନେଇ ଅଧିବାସୀ ଓ ବନବିଭାଗ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୄଷ୍ଠି ହୋଇଛି । ଏନେଇ ସ୍ଥାନୀୟ ଅଧିବାସୀ…
There are 6,877 comments