Breaking News
2:05 pmତେଲ ରେଟ କମିବାରୁ କମିଲା ବସ ଭଡା ,ସାଧାରଣ ବସରେ କିଲୋମିଟର ପିଛା ୩ ପଇସା ହ୍ରାସ, 2:04 pmପାରାଦୀପ ରେ ଫାଟିଲା IOCL ତେଲ ପାଇପ ,ଘଟଣା ସ୍ଥଳ ରେ ପହଞ୍ଚିଲେ IOCL ଅଗ୍ନିଶମ ବାହିନୀ, ପ୍ରଚୁର ମାତ୍ର ରେ ତେଲ ବହି ପାଣି ରେ ମିଶୁଚି 1:58 pmଭୁବନେଶ୍ବର: ରାଜ୍ୟସଭା ଉପନିର୍ବାଚନ ଲାଗି ବିଧାନସଭା ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି, ଆଜିଠାରୁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ 10:45 pmଭୁବନେଶ୍ୱର: ଜମିଜମା ବିବାଦକୁ ନେଇ ପୁରୁଣା ଭୁବନେଶ୍ୱର ରଥରୋଡରେ ପୁଲିସ ଉପସ୍ଥିତିରେ ବଡ଼ଭାଇକୁ ହାଣିଲା ସାନଭାଇ। ଖଣ୍ଡା ଆକ୍ରମଣରେ ବଡ଼ଭାଇ ଗୁରୁତର। ହସ୍ପିଟାଲରେ ଭର୍ତ୍ତି। 10:44 pmଭୁବନେଶ୍ବର: ବରିଷ୍ଠ ଅଭିନେତା ବିରାଜ ଦାସଙ୍କ ପରଲୋକ। ୬୩ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କଲେ ବିରାଜ ଦାସ। କଟକର ଏକ ଘରୋଇ ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।

ଯାଜପୁର ଜିଲାରେ ଆସନ୍ତା ୨୯ ତାରିଖରେ ଅନୁଷ୍ଠିତ ହେବ ସାଧାରଣ ନିର୍ବାଚନ,ଚାଲିଛି ପ୍ରାର୍ଥୀ ପାତ୍ର ଦାଖଲ

2124 171

ଯାଜପୁର:୦୬/୦୪ ଜିଲାରେ ଆସନ୍ତା ୨୯ ତାରିଖରେ ଅନୁଷ୍ଠିତ ହେବ ସାଧାରଣ ନିର୍ବାଚନ । ଜିଲାର ୭ଟି ବିଧାନସଭା ଓ ଗୋଟିଏ ଲୋକସଭା ଆସନ ପାଇଁ ଅନୁଷ୍ଠିତ ହେବ ନିର୍ବାଚନ । ଏଥିପାଇଁ ଗତ ଦୁଇ ତାରିଖରୁ ଆରମ୍ଭ ହୋଇଛି ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା । ଜିଲାରେ ବିଜେଡି,ବିଜେପି ଓ କଂଗ୍ରେସ ଭଳି ପ୍ରମୁଖ ରାଜନୈତିକ ଦଳ ର ପ୍ରାର୍ଥୀ ମାନେ ନିଜର ନାମାଙ୍କନ ଦାଖଲ କରିବାରେ ଲାଗିଛନ୍ତି । ସେପଟେ ଟିକେଟ ପାଇବା ପରେ ପ୍ରାର୍ଥୀ ମାନେ ଭୋଟରଙ୍କୁ ମନେଇବା ପାଇଁ ଦିନରାତି ଏକ କରି ପ୍ରଚାରରେ ମଧ୍ୟ ମାତିଛନ୍ତି ।

ଯାଜପୁର ଜିଲାରେ ୭ଟି ବିଧାନସଭା ଓ ଗୋଟିଏ ଲୋକସଭା ଆସନ ପାଇଁ ଅନୁଷ୍ଠିତ ହେବ ସାଧାରଣ ନିର୍ବାଚନ । ଏଥିପାଇଁ ଆରମ୍ଭ ହୋଇଗଲାଣି ନାମାଙ୍କନ ଦାଖଲ ପ୍ରକ୍ରିୟା । ଗତ ଦୁଇ ତାରିଖରୁ ଆରମ୍ଭ ହୋଇଥିବା ନାମାଙ୍କନ ପତ୍ର ଦାଖଲ ଆସନ୍ତା ୯ତାରିଖ ପର୍ଯ୍ୟନ୍ତ ଚାଲିବ । ପ୍ରାର୍ଥୀ ମାନେ ନିଜ ଦଳୀୟ କର୍ମୀ ଓ ସମର୍ଥକଙ୍କ ସହିତ ନିଜ ନିଜ ନିର୍ବାଚନ ମଣ୍ଡଳୀରୁ ଶୋଭାଯାତ୍ରାରେ ବାହାରି ଜିଲାପାଳ ଅପିଂସରେ ପହଂଚି ନିଜର ନାମାଙ୍କନ ପତ୍ର ଦାଖଲ କରୁଛନ୍ତି । ସ୍ଥାନୀୟ ଅଂଚଳର ସମସ୍ୟା,ଦୁର୍ନିତି ସହିତ ବିକାଶ କୁ ପ୍ରସଂଗ କରି ନିର୍ବାଚନ ବୈତରଣୀ ପାରି ହେବାକୁ ଲକ୍ଷ୍ୟ ରଖିଛନ୍ତି ପ୍ରାର୍ଥୀ ।

ପ୍ରାୟ ସମସ୍ତ ଦଳ ପକ୍ଷରୁ ଟିକେଟ ଘୋଷଣା ସରିବା ପରେ କିଏ ଘରକୁ ଘର ବୁଲି ଭୋଟରଙ୍କ ମନଜିଣିବାକୁ ଉଦ୍ୟମ କରୁଛି ତ ଆଉ କିଏ ଦିନ ରାତି ନିଜର ପ୍ରଚାରରେ ବ୍ୟସ୍ତ ରହୁଛନ୍ତି । ଶାସକ ବିଜୁ ଜନତା ଦଳର ପ୍ରାର୍ଥୀ ମାନେ ମୁଖ୍ୟତଃ ରାଜ୍ୟସରକାରଙ୍କ ବିକାଶ ମୂଳକ କାର୍ଯ୍ୟକୁ ପ୍ରସଂଗ କରି ଭୋଟ ଭିକ୍ଷା କରୁଛନ୍ତି । ଯାଜପୁର ଜିଲାର ସମସ୍ତ ୭ଟି ବିଧାନସଭା ଆସନକୁ କବଜା କରିଛି ବିଜେଡି । ୨୦୧୯ରେ ଏହି ଗଡକୁ ପୁନଃର୍ବାର କବଜା କରିବାକୁ ମଧ୍ୟ ଲକ୍ଷ୍ୟ ରଖିଛି ବିଜେଡି । ଏ ପର୍ଯ୍ୟନ୍ତ ୧୫ ଜଣ ବିଧାନସଭା ଓ ଜଣେ ଲୋକସଭା ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ ହୋଇଛି । ସେହିପରି ଆସନ୍ତା ୮ ଓ ୯ ତାରିଖ ଦିନ ସବୁଠାରୁ ଅଧିକ ସଂଖ୍ୟକ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିବାର ସମ୍ଭାବନା ରହିଛି । ଆସନ୍ତା ୧୦ତାରିଖ ଦିନ ପ୍ରାର୍ଥୀ ପତ୍ର ଯାଂଚ ଓ ୧୨ ତାରିଖ ଦିନ ପ୍ରାର୍ଥୀପତ୍ର ପ୍ରତ୍ୟାହର ପାଇଁ ଦିନ ଧାର୍ଯ୍ୟ କରାଯାଇଛି ।ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ ପରେ ଜିଲାର ରାଜନୈତିକ ପାଣିପାଗ ଟିକେ ସରଗରମ ହେବାରେ ଲାଗିଛି ।

Facebook Notice for EU! You need to login to view and post FB Comments!

Related Post

ସତ୍ୟ ର ହେଲା ଜୟ, ଡିଏଭି ମହାବିଦ୍ୟାଳୟ ପରିସରରେ ବିନା ଅନୁମତିରେ ଶାଗୁଆନ ଗଛ କଟା ଘଟଣା, ଅଧ୍ୟକ୍ଷ ଗଣିଲେ ୬୦,୦୦୦ ଟଙ୍କା ଜୋରିମାନା

Posted by - May 24, 2022 0
ଟିଟିଲାଗଡ :(ସଞ୍ଜୟ କୁମାର ନାୟକ) ଡିଏଭି ମହାବିଦ୍ୟାଳୟ ପରିସରରେ ଟାଉନ ହଲ ନିର୍ମାଣ ତଥା ବୋଏଜ ହଷ୍ଟେଲ ଏବଂ ଏକାଡେମୀକ ବିଲ୍ଡିଙ୍ଗ ନିର୍ମାଣ କାମ ଆରମ୍ଭ ହୋଇଯାଇଛି।…

କଳାମାଟିଆ ପଂଚାୟତର ସଂଗରୋଧ କେନ୍ଦ୍ରରେ ଅନ୍ତେବାସୀଙ୍କୁ ମିଳୁଛି ନିମ୍ନମାନର ଖାଦ୍ୟ

Posted by - June 29, 2020 0
ବରୀ:ଯାଜପୁର ଜିଲ୍ଲା ବରୀ ବ୍ଲକ ଅର୍ନ୍ତଗତ କଳାମାଟିଆ ପଂଚାୟତରେ ୮ଟିରୁ ଉର୍ଦ୍ଧ ସଂଗରୋଧ କେନ୍ଦ୍ର ଖୋଲା ଯାଇଛି । ଏ ସବୁ କେନ୍ଦ୍ରରେ ନିମ୍ନମାନର ଖାଦ୍ୟ ମିଳୁଥିବା…

ପ୍ରଥମ ୫ ଶହ ଆକ୍ରାନ୍ତ ଛୁଇଁବା ପାଇଁ ୨ ମାସ ,ଏବେ ମାତ୍ର ୮ ଦିନରେ ୫ ଶହ

Posted by - May 21, 2020 0
ଭୁବନେଶ୍ବର :ସାରା ଦେଶରେ କରୋନା ଭାଇରସର ଆତଙ୍କ ଜାରି ରହିଛି । ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ଲକ୍ଷ ୧୨ ହଜାର ୩୫୯ ଛୁଇଁଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ…

ଶିଶୁ ନିର୍ଯାତନା,ଶିଶୁ ଅଧିକାର ଓ ଯୌନ ନିର୍ଯାତନା ସମ୍ପର୍କରେ ସଚେତନତା ତାଲିମ କାର୍ଯ୍ୟକ୍ରମ

Posted by - December 22, 2021 0
ବାଲିଆପାଳ:ଶିଶୁ ଯୌନ ନିର୍ଯାତନା,ଶିଶୁ ଅଧିକାର ଓ ସୁରକ୍ଷା ଉପରେ ସଚେତନତା ତାଲିମ କାର୍ଯ୍ୟକ୍ରମ ମଙ୍ଗଳବାର ବାଲିଆପାଳ ବ୍ଲକ ସଭା ଗୃହ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବିଶ୍ବାସ ସ୍ୱେଚ୍ଛାସେବୀ…

ଥାନା ଭିତରେ ନାଗିନ ନାଚ, ଭିଡ଼ିଓ ହେଲା ଭାଇ ରାଲ

Posted by - April 6, 2021 0
ଯାଜପୁର,୦୬/୦୪: ଥାନା ଭିତରେ ନାଗିନ୍ ଡ୍ୟାନ୍ସ । ଗୀତରେ ଝୁମିଲେ ପୋଲିସ କର୍ମଚାରୀ । ନିକଟରେ ଜିଲ୍ଲାର ଦଶରଥପୁର ବ୍ଲକ୍‌ ଅନ୍ତର୍ଗତ ଝୁମ୍ପୁରି ବିଟ୍‌ ହାଉସ୍‌ର ଜଣେ…

There are 171 comments

  1. I loved as much as you will receive carried out right here.
    The sketch is attractive, your authored subject matter stylish.
    nonetheless, you command get bought an edginess over that you
    wish be delivering the following. unwell unquestionably come
    more formerly again since exactly the same nearly a lot often inside case you shield this increase.

  2. Hmm it seems like your website ate my first comment (it
    was super long) so I guess I’ll just sum it up what I wrote
    and say, I’m thoroughly enjoying your blog. I as well am an aspiring blog writer but
    I’m still new to everything. Do you have any points for
    newbie blog writers? I’d definitely appreciate it.

  3. Have you ever considered about including a little bit more than just
    your articles? I mean, what you say is important and everything.
    However think of if you added some great images
    or videos to give your posts more, “pop”! Your content is excellent but with images and clips, this blog could certainly be one of the most beneficial in its niche.
    Great blog!

  4. Simply want to say your article is as surprising. The clarity in your put up is simply cool
    and i could think you’re a professional in this subject.
    Fine with your permission allow me to grasp your RSS feed to stay updated with impending post.

    Thanks a million and please carry on the gratifying work.

  5. Hey there! I’ve been reading your weblog for a while now and finally got the courage to go ahead
    and give you a shout out from Austin Tx! Just wanted to
    say keep up the great work!

  6. Pretty portion of content. I just stumbled upon your site and in accession capital to claim that
    I acquire in fact enjoyed account your blog posts.
    Any way I will be subscribing on your augment or even I fulfillment you get admission to persistently fast.

  7. Very nice post. I just stumbled upon your weblog and
    wished to mention that I’ve truly enjoyed surfing around your weblog posts.

    After all I’ll be subscribing to your feed and I hope you write again soon!

  8. Unquestionably imagine that which you stated. Your favorite justification seemed to be on the web the simplest thing to consider of.
    I say to you, I certainly get annoyed even as
    folks think about worries that they plainly don’t recognise
    about. You managed to hit the nail upon the top as smartly
    as outlined out the entire thing without having side effect ,
    folks could take a signal. Will likely be again to get more.
    Thank you

Leave a comment

Your email address will not be published.