ନନ୍ଦନକାନ ଥାନା ଘେରିଲେ ଗ୍ରାମବାସୀ

221 0

ଉତ୍ତର ଭୁବନେଶ୍ୱର:(ସନ୍ତୋଷ ରାଉତ)ଅଭିଯୁକ୍ତଙ୍କୁ ପୋଲିସ ଘଣ୍ଟ ଘୋଡ଼ାଉଥିବା ନେଇ ଆଜି ନନ୍ଦନକାନନ ଥାନା ଘେରିଲେ ଗ୍ରାମବାସୀ।ଗଣେଶପୁଜା ଦିନ ସନ୍ଧ୍ୟାରେ କଲ୍ୟାଣପୁର ଗ୍ରାମର ଦୁଇଜଣ ଯୁବକ ଗଣ୍ଡରପୁର ଛକରେ ଚାଟ ଖାଉଥିଲେ।ଏହି ସମୟରେ ଗଣ୍ଡରପୁରର ୪ଜଣ ଯୁବକ ଚାଟ ଖାଇବାକୁ ନେଇ ସେମାନଙ୍କ ସହ ପ୍ରଥମେ ବଚସା ଓ ପରେ ଥଣ୍ଡା ବୋତଲ,ଠେଙ୍ଗାରେ ମାରଣାନ୍ତକ ଆକ୍ରମଣ କରିଥିଲେ।

ଯାହା ଫଳରେ ଘଟଣା ସ୍ଥଳରେ କଲ୍ୟାଣପୁର ଗ୍ରାମର ଦୁଇଜଣ ଯୁବକ ଗୁରୁତ୍ୱର ହୋଇ ପଡିଥିଲେ ଏବଂ ବର୍ତ୍ତମାନ ଗୁରୁତର ଆହତ ହୋଇଥିବା ଯୁବକ ଦୁଇଜଣ ଚିକିତ୍ସିତ ହେଉଥିବା ବେଳେ ଏହି ଘଟଣାକୁ ନେଇ ନନ୍ଦନକାନନ ଥାନା ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିବାରେ ଘଣ୍ଟ ଘୋଢାଉଥିବା ନେଇ ଆଜି କଲ୍ୟାଣପୁର ଗ୍ରାମର ଶତାଧିକ ଲୋକେ ନନ୍ଦନକାନନ ଥାନା ଘେରାଉ କରିଥିଲେ ।

ପୋଲିସ ଅଭିଯୁକ୍ତଙ୍କୁ ଗିରଫ ନକରିବା ଯାଏ ଆନ୍ଦୋଳନ ଜାରୀରହିବ ବୋଲି ଗ୍ରାମବାସୀ କହିଛନ୍ତି।ସେପଟେ,ଯୋନ ୬ ACP ପ୍ରକାଶ ଚନ୍ଦ୍ର ପାଲ ମିଡ଼ିଆକୁ କହିଛନ୍ତି ଯେ ଅଭିଯୁକ୍ତଙ୍କ ବିରୁଦ୍ଧରେ ୩୦୭ ଦଫା ଲାଗିଛି।ସେମାନେ କୁଆଡେ ଖସି ଯାଇ ପାରିବେ ନାହିଁ।ବର୍ତ୍ତମାନ ସେମାନଙ୍କୁ ଧରିବା ପାଇଁ ଉଦ୍ୟମଜାରୀ ରହିଛି।ଖୁବ ଶୀଘ୍ର ଅଭିଯୁକ୍ତମାନେ ଗିରଫ କରାଯିବ ବୋଲି ସେ  ପ୍ରକାଶ କରିଛନ୍ତି।

Related Post

ଜୁନାଗଡରେ ଜମି ମାଫିଆ ମାଳାମାଳ, ସନ୍ଦେହରେ ତହସିଲ କର୍ମଚାରୀ, ଉତରାଧିକାରୀଙ୍କ ଅଗୋଚରରେ ଜମି ବିକ୍ରୀ ଅଭିଯୋଗ

Posted by - April 13, 2022 0
କଳାହାଣ୍ଡି :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ରେ ଜମି ମାଫିଆଙ୍କ ଆଧିପତ୍ୟ ବଢ଼ିବାରେ ଲାଗିଛି। ଭବାନୀପାଟଣା ପରେ ବର୍ତ୍ତମାନ ଜୁନାଗଡ ରେ ଚାଲିଛି…

୨୦୧୭ରେ ରାଇରଙ୍ଗପୁରରେ ହତ୍ୟା ମାମଲାର ରାୟ ପ୍ରକାଶ

Posted by - March 23, 2021 0
ରାଇରଙ୍ଗପୁର ୨୩/୦୩: ହାଣ୍ଡିଆ ନ ଦେବାରୁ ଜଣକୁ ପଥରରେ ଛେଚି ହତ୍ୟା କରିବା ଅଭାବନୀୟ ଘଟଣା ୨୦୧୭ରେ ରାଇରଙ୍ଗପୁର ଗ୍ରାମଞ୍ଚଳ ଥାନା ପିଠା କୁଟୁଣୀ ଗ୍ରାମରେ ଘଟିଥିଲା।…

ଅନ୍‌ଲକ ୫.୦: ଲକ୍‌ଡାଉନ୍‌ ଲଗାଇବାକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟରୁ ଅନୁମତି ଲୋଡା

Posted by - October 1, 2020 0
ଭୁବନେଶ୍ବର :ଅକ୍ଟୋବର ପହିଲାରୁ ଦେଶରେ ଅନଲକ୍-୫ ନେଇ କେନ୍ଦ୍ର ସରକାର ଗାଇଡ୍ ଲାଇନ୍ ଜାରି କରିଛନ୍ତି । କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଏଥିପାଇଁ ଗାଇଡ୍ ଲାଇନ୍ ଜାରି…

ଯୁବତୀଙ୍କୁ ହତ୍ୟା ସନ୍ଦେହ,ହତ୍ୟା ପରେ ସ୍କୁଟିରେ ଆଣି ଫିଙ୍ଗି ଦେଇ ଚାଲିଗଲେ

Posted by - January 28, 2021 0
ଭୁବନେଶ୍ବର/ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ ) ଯୁବତୀଙ୍କୁ ହତ୍ୟା ସନ୍ଦେହ। ହତ୍ୟା ପରେ ସ୍କୁଟିରେ ଆଣି ଦୁଇ ଜଣ ଯୁବକ ଫିଙ୍ଗି ଦେଇ ଚାଲିଗଲେ। ସିସି ଫୁଟେଜରେ…