ଟୀକା ନନେଇଥିଲେ ବି ,ଆସୁଛି ମେସେଜ,ଟୁଇଟ ମାଧ୍ୟମରେ ସରକାରଙ୍କୁ ଅଭିଯୋଗ କଲେ ଅଭିଯୋଗ କାରୀ

430 0

ବୌଦ୍ଧ :(ଚିତରଂଜନ ସିଂ) କରନା ଟୀକା ନେଇନୀ ହେଲେ ପ୍ରତାପମେହେର ନାମରେ ଦ୍ଵିତୀୟ ଥର ଟୀକା ନେବାର ପ୍ରମାଣପତ୍ର ମେସେଜ ଆସିଛି । ଏଭଳି ଖବର ଆଜି ସାମ୍ନା କୁ ଆସିଛି
ପ୍ରମାଣପତ୍ର ତଥ୍ୟ ଅନୁସାରେ ଆଜି ହରଭଙ୍ଗା ବ୍ଲକ ରାମଗଡ ME ସ୍କୁଲ ରେ ଦିଆଯାଉ ଥିବା ଟୀକା କେନ୍ଦ୍ର ରେ ସସ୍ମିତା କହଁର ନାମକ ନର୍ସ ଠାରୁ ପ୍ରତାପ ମେହେର ଟୀକା ନେଇଥିବା ନେଇ ମେସେଜ ଆସିଥିଲା। ହେଲେ ଆଜି ଉକ୍ତ ଯୁବକ ଜଣକ ଟୀକା ନେଇ ନାହିଁ କି ଟୀକା କେନ୍ଦ୍ର କୁ ଯାଇ ନାହିଁ ।

ତାଙ୍କ ନାମରେ ଟୀକା କେମିତି ବୁକିଂ ହେଲା , ତାହା ଆଶ୍ଚର୍ଯ୍ୟ ଜନକ । କେଉଁ ଆଧାର କେଉଁ ପରିଚୟ ରେ ନର୍ସ ଜଣଙ୍କ ଉକ୍ତ ଯୁବକଙ୍କ ନାମରେ ଟୀକା ଅନ୍ୟ ଜଣଙ୍କୁ ଦେଲେ । କଣ ଥିଲା ପ୍ରମାଣ ପତ୍ର । ଏମିତି କାହିଁକି ଅବହେଳା ହେଉଚି ସ୍ବାସ୍ଥ୍ୟ ବିଭାଗ । କାହାକୁ ଏଥି ପାଇଁ ଦାୟୀ କରିବା ଅନେକ ପ୍ରଶ୍ନ ତା ସହିତ ଉକ୍ତ ଯୁବକ ଜଣକ ଦ୍ଵିତୀୟ ଥର ଟୀକା କେମିତି ପାଇବି ତାହା ମଧ୍ୟ ପ୍ରଶ୍ନବାଚୀ ?ତେଣୁ ଏହାର ତଦନ୍ତ ପାଇଁ ସରକାରଙ୍କୁ ଟୁଇଟ ମାଧ୍ୟମରେ ଜଣାଇଥିବା ଜଣାପଡିଛି ।

Related Post

ରାଜସ୍ବ ଗ୍ରାମର ମାନ୍ୟତା ଦାବୀ ନେଇ ଟିଟ୍ରିପଡା ବାସୀ ଭୋଟ ବର୍ଜନ କରିବେ ?

Posted by - February 17, 2022 0
କଳାହାଣ୍ଡି:( ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ସ୍ଵାଧୀନତାର ଦୀର୍ଘ ଦଶନ୍ଧି ପରେ ମଧ୍ଯ ଜନସାଧାରଣ ବଞ୍ଚିତ ହେଉଛନ୍ତି ମୌଳିକ ସୁବିଧାରୁ, ବାରମ୍ବାର ଦାବି ସତ୍ତେ ପ୍ରଶାସନିକ…

ମନରେଗା ଯୋଜନାରେ ମହାଲୁଟ, ମିଥ୍ୟା ବିଲ୍ ଉଠାଇବା ନେଇ ଗ୍ରାମବାସୀ ଜିଲ୍ଲାପାଳ ଙ୍କୁ ଦେଲେ ଦାବିପତ୍ର

Posted by - May 21, 2022 0
ବୌଦ୍ଧ : (ଚିତ୍ତ ରଂଜନ ସିଂ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ସଦର ଗ୍ରାମ ପଞ୍ଚାୟତର ସର୍ଗିପାଲି ଗ୍ରାମ ଠାରୁ ବନ୍ଧପାଲି ଗ୍ରାମ ପର୍ଯ୍ୟନ୍ତ ମନରେଗା ଯୋଜନାରେ…

ଚନ୍ଦ୍ର ଗ୍ରହଣ ପାଇଁ ୮ ତାରିଖ ବନ୍ଦ ରହିବ ମଙ୍ଗଳା ମନ୍ଦିର

Posted by - November 6, 2022 0
ସମ୍ବଲପୁର: ୦୬/୧୧ (ରମାକାନ୍ତ ବିଶ୍ବାଳ) ଆସନ୍ତା ୮ ତାରିଖ ମଙ୍ଗଳବାର ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଦିନ ଚନ୍ଦ୍ରଗ୍ରହଣ ପଡୁଥିବାରୁ ସମ୍ବଲପୁର ସହର ଭୁତାପଡା ମା’ ମଙ୍ଗଳାଙ୍କ ମନ୍ଦିରରେ…