Breaking News
5:31 pmଜୁନ ୩୦ ପର୍ଯ୍ୟନ୍ତ ବଢିଲା ପାନ୍-ଆଧାର ଲିଙ୍କ୍ ସମୟସୀମା 5:29 pmବାଲେଶ୍ୱର: ଅନ୍ୱେଷା ଇନ୍ ଚିଟଫଣ୍ଡ ଠକେଇ ମାମଲାରେ ନିର୍ଦ୍ଦେଶକ କୃଷ୍ଣଚନ୍ଦ୍ର ସାହୁଙ୍କ ସହ ୩ ଜଣଙ୍କୁ ଜେଲ ଦଣ୍ଡ। କୃଷ୍ଣଙ୍କୁ ୫ ବର୍ଷ ଜେଲ୍ ଓ ୨ ଲକ୍ଷ ୪୦ ହଜାର ଜରିମାନା ନିର୍ଦ୍ଦେଶ। ଅନ୍ୟ ୨ କର୍ମଚାରୀଙ୍କୁ ୩ ବର୍ଷ ଲେଖାଏଁ ଜେଲ୍ ଓ ୧୦ ହଜାର ଲେଖାଏଁ ଜରିମାନା 5:26 pmଓଡ଼ିଶାରେ ୨୮ଟି ମହାବଳ ବାଘ: ଜଙ୍ଗଲ ଓ ପରିବେଶ ମନ୍ତ୍ରୀ 5:25 pmପୁରୀ-ଗୁଣୁପୁର ଟ୍ରେନ ଲାଇନଚ୍ୟୁତ। ପୁରୀ ଷ୍ଟେସନରେ ଟ୍ରେନ୍‌ ସନଟିଂ ଲାଇନକୁ ଫେରିବା ବେଳେ ଲାଇନ୍‌ଚ୍ୟୁତ 5:24 pmବାଲେଶ୍ୱର: ଅନ୍ୱେଷା ଇନ୍ ଚିଟଫଣ୍ଡ ଠକେଇ ମାମଲାରେ ନିର୍ଦ୍ଦେଶକ କୃଷ୍ଣଚନ୍ଦ୍ର ସାହୁଙ୍କ ସହ ୩ ଜଣଙ୍କୁ ଜେଲ ଦଣ୍ଡ। କୃଷ୍ଣଙ୍କୁ ୫ ବର୍ଷ ଜେଲ୍ ଓ ୨ ଲକ୍ଷ ୪୦ ହଜାର ଜରିମାନା ନିର୍ଦ୍ଦେଶ। ଅନ୍ୟ ୨ କର୍ମଚାରୀଙ୍କୁ ୩ ବର୍ଷ ଲେଖାଏଁ ଜେଲ୍ ଓ ୧୦ ହଜାର ଲେଖାଏଁ ଜରିମାନା

ବନ୍ଧ ଘାଇ ଭାଙ୍ଗି ଯିବାରୁ, ଧାନ ଫସଲ ନଷ୍ଟ

195 0

ବୌଦ୍ଧ:( ଚିତରଂଜନ ସିଂ)ଦୁଇ ତିନି ଦିନ ଧରି ହୋଇଥିବା ଲଗାଣ ବର୍ଷାରେ ହରଭଙ୍ଗା ବ୍ଲକ କୁସଙ୍ଗ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଭଗାମୁଣ୍ଡା ଗ୍ରାମର ଉପର ମୁଣ୍ଡରେ ଥିବା ଉପର ମୁଣ୍ଡା ବନ୍ଧ ଘାଇ ଭାଙ୍ଗି ସୁଦେଷ୍ଣା ସାହୁ ଓ ସୁଶାନ୍ତ ସାହୁଙ୍କ ୩ ଏକର ୬୦ ଡେସମିଲ ଚାଷ ଜମିରେ ଧାନ ଫସଲ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି ।

ଏହାବ୍ୟତୀତ ଗ୍ରାମର ସୁଲୋଚନା ସାହୁ , ବଳରାମ ସାହୁ, ପ୍ରଦୀପ ସାହୁ, ଲୋଚନ ମାହାର , ପିତାମ୍ବର ମାହାର, ଚୈତନ୍ୟ ମାହାରଙ୍କ ଧାନ ଫସଲ ମଧ୍ୟ ସଂପୂର୍ଣ୍ଣ ଭାବରେ ନଷ୍ଟ ହୋଇଯାଇଛି । କ୍ଷତି ଗ୍ରସ୍ତଚାଷୀ ପରିବାରଙ୍କୁ ନଷ୍ଟ ହୋଇଥିବା ଫସଲ ପାଇଁ ଆର୍ଥିକ ସହାୟତା ଯୋଗାଇ ଦେବା ସହ ବାଲିଚର ହୋଇଥିବା ଜମି ଗୁଡିକର ପୁନଃଉଦ୍ଧାର ପାଇଁ ମଧ୍ୟ ଆର୍ଥିକ ବ୍ୟବସ୍ଥା କରାଯିବାକୁ ଦାବି ହେଉଛି |

Related Post

ଯୁବତୀଙ୍କୁ ନିଶାସକ୍ତ କରି ଅସଦାଚରଣ କରିବା ଅଭିଯୋଗରେ ଦୁଇ ଯୁବକ ଗିରଫ

Posted by - September 21, 2021 0
ସୋନପୁର:(ଅଜିତ୍ କୁମାର ପୁଝାରୀ)ସୁବର୍ଣ୍ଣପୁର ସହରର ଗୋକରନେଶ୍ୱର ପଡାରୁ ଜଣେ ଯୁବତୀଙ୍କୁ ନିଶାସକ୍ତ କରି ଅସଦାଚରଣ କରିବା (ଦୁଷ୍କର୍ମ) ତଥା ଅନୈତିକ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବା ଅଭିଯୋଗରେ ପୋଲିସ…

ପୁଣି ଖରଭୁଇଁ ରେ ରାସ୍ତା ରୋକ, ସାତଦିନ ମଧ୍ୟରେ ଅସମୀକୁ ଗିରଫ ନ କଲେ ,ଏସପି ଅଫିସରେ ଧାରଣା

Posted by - April 5, 2022 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂ)ଖରଭୂଇଁ ଗ୍ରାମରେ ଜମିଜମା ମକଦ୍ଦମାକୁ ନେଇ ଗତ ୨୪ମାର୍ଚ୍ଚ ଅପରାହ୍ନରେ ୫୪ ବର୍ଷିୟ ବିଷ୍ଣୁ ରଣାଙ୍କୁ ଟାଙ୍ଗିଆରେ ହାଣି ଗୁରୁତର କରିଥିଲେ ବିସୁଦ୍ଧା ଆଜିପର୍ଯ୍ୟନ୍ତ ଆସାମୀକୁ…

କଳାହାଣ୍ଡି ରେ ଦାଦନ ସମସ୍ୟା,ଗାଁକୁ ଫେରୁଛି ଆଉ ଏକ ଦାଦନ ଶ୍ରମିକର ଶବ

Posted by - December 11, 2022 0
ଭବାନୀପାଟଣା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଥମୁନି ଦାଦନ ଯନ୍ତ୍ରଣା।କାମଧନ୍ଦା ଅନ୍ବେଷଣରେ ନିଜ ପରିବାର ଛାଡି ଶ୍ରମିକ ଭାବରେ ଦି ପଇସା ରୋଜଗାର କରି ପରିବାର ପ୍ରତିପୋଷଣର…

ହରଭଙ୍ଗାରେ ଜମୁଛି ପଂଚାୟତ ନିର୍ବାଚନ ପ୍ରଚାର

Posted by - February 6, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଈଁ ସବୁଠି ସରଗରମ ହୋଇ ଉଠିଲାଣି । ହରଭଙ୍ଗା ବ୍ଲକ ସମେତ ସମଗ୍ର ବୌଦ୍ଧ ଜିଲ୍ଲାର ରାଜନୈତିକ ବାତାବରଣ ବିଭିନ୍ନ…

ସୁବର୍ଣ୍ଣମୁଖୀ ପୀଠରେ ବିରଜା ବିଶ୍ୱରୁପା ନବକୁଣ୍ଡୀୟ ଶତଚଣ୍ଡି ମହାଯଜ୍ଞ ଓ ସନ୍ଥ ସମ୍ମିଳନୀ ଉଦଯାପିତ

Posted by - April 18, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ ) ଯାଜପୁର ଚଇନପୁର ପଂଚାୟତ ବିଦ୍ୟାଧରପୁର ଠାରେ ଥିବା ସୁବର୍ଣ୍ଣମୁଖୀ ପୀଠ ଠାରେ ଆରମ୍ଭ ହୋଇଥିବା ଶ୍ରୀ ଶ୍ରୀ  ବିରଜା ବିଶ୍ୱରୁପା ନବକୁଣ୍ଡୀୟ ଶତଚଣ୍ଡି ମହାଯଜ୍ଞ ଓ ସନ୍ଥ ସମ୍ମିଳନୀ ଉଦଯାପିତ ହୋଇଯାଇଛି। ଗୋଟିଏ ସ୍ଥାନରେ ମା ବିରଜାଙ୍କ ବିଶ୍ୱରୁପା ଦର୍ଶନ କରିବା ସହିତ ସାଧୁସନ୍ଥ ମାନଙ୍କ ଆଧ୍ୟାତ୍ମିକ ଆଲୋଚନାରେ ଅଂଶଗ୍ରହଣ କରିବା ପାଇଁ ଶ୍ରଦ୍ଧାଳୁଙ୍କ ବିଶେଷ ଆଗ୍ରହ ଦେଖିବାକୁ ମିଳିଥିଲା ।ଏହାକୁ ନେଇ ସମଗ୍ର ଅଂଚଳରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ଏହି ଯଜ୍ଞ ଦେଖିବାକୁ ଆଖପାଖ ଅଂଚଳର ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଥିଲା ।…