.ବିଜେଡ଼ି ଆଜି ସପ୍ତମ ଥର ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ମୋରଡ଼ାରୁ ରାଜକିଶୋର ଦାଶ, ଜୟଦେବରୁ ଅରବିନ୍ଦ ଢ଼ାଲି, ବେଗୁନିଆରୁ ରାଜେନ୍ଦ୍ର ସାହୁ, ଚିଲିକା ପ୍ରଶାନ୍ତ ଜଗଦ୍ଦେବ, ଖୋର୍ଦ୍ଧାରୁ ଜିତୁ ମିତ୍ର,ବସ୍ତାରୁ ନିତ୍ୟାନନ୍ଦ ସାହୁ , ବରୀରୁ ସୁନନ୍ଦା ଦାସ, ଦେବଗଡ଼ରୁ ରୋମାଂଚ ରଂଜନ ବିଶ୍ଵାଳ, ରାଇରଂଗପୁରରୁ ବାସନ୍ତି ମାରାଣ୍ଡିଙ୍କୁ ବିଧାନସଭା ପାଇଁ ପ୍ରାର୍ଥୀ କରିଛି ବିଜେଡ଼ି ।

832 0
Facebook Notice for EU! You need to login to view and post FB Comments!

Related Post

ଓଡ଼ିଶାରେ ଜଣେ ଯୁବକ କରୋନାରେ ଆକ୍ରାନ୍ତ:-ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚୀ

Posted by - March 16, 2020 0
ଭୁବନେଶ୍ୱର, ୧୬।୩: ଓଡ଼ିଶାରେ ଜଣେ ଯୁବକ କରୋନାରେ ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇଛି। ଭୁବନେଶ୍ୱର ଗୀତଗୋବିନ୍ଦ ସଦନରେ ସୋମବାର ଆୟୋଜିତ୍‌ ପ୍ରେସ୍‌ମିଟରେ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ…

Leave a comment

Your email address will not be published.