ନବୀନ ନିବାସ ଆଗରେ ଦେବାଶିଷ ସମର୍ଥକଙ୍କ ନାରାବାଜି

1204 0

ଭୁବନେଶ୍ବର : ବରୀ ବିଧାନସଭା ଆସନ ପାଇଁ ବିଜେଡି ଟିକେଟ କାହାକୁ ମିଳିବ? ସେ େନଇ ରାଜନୈତିକ ମହଲରେ ଚର୍ଚ୍ଚା ଆେଲାଚନା ଜାରି ରହିଥିବା ବେଳେ ନବୀନ ନିବାସ ସାମ୍ନାରେ େନତାମାେନ ଶକ୍ତି ପ୍ରଦର୍ଶନ ଆରମ୍ଭ କରିଛନ୍ତି। ବିେଶଷକରି ଦୁଇ ନାୟକଙ୍କ ମଧ୍ୟରେ ବଳ କଷାକଷି ଆରମ୍ଭ େହାଇଯାଇଛି।

ଗତକାଲି ବିଜେଡି ରାଜ୍ୟ ସମ୍ପାଦକ ବିଜୟ ନାୟକଙ୍କ ଶତାଧିକ ସମର୍ଥକ ନବୀନ ନିବାସ ଆସିଥିଲେ। ଏଥରକ ଟିକେଟ ଶ୍ରୀନାୟକଙ୍କୁ ଦେବାକୁ ନେଇ ନାରାବାଜି କରିଥିଲେ। ଆଜି ବରୀ ବିଧାୟକ ଦେବାଶିଷ ନାୟକଙ୍କ ଅଳ୍ପ କେତେଜଣ ସମର୍ଥକ ସନ୍ଧ୍ୟାରେ ନବୀନ ନିବାସ ଆଗରେ ଧାରଣା ଦେଇଥିଲେ। ଆଜି ବାଲିଆ ଗ୍ରାମ ପଞ୍ଚାୟତର ବିଜେଡି ସଭାପତି ଅଭିନ୍ନ କୁମାର ଜେନାଙ୍କ ନେତୃତ୍ବରେ ଶତାଧିକ ସମର୍ଥକ ନବୀନ ନିବାସ ଆସି ନବୀନ ପଟ୍ଟନାୟକଙ୍କ ଜୟ ଜୟକାର କରିବା ସହ ଦେବାଶିଷଙ୍କୁ ଟିକେଟ ଦେବାକୁ ଦାବି କରିଥିଲେ। ଏବେ ନବୀନଙ୍କ ନିଷ୍ପତ୍ତି କାହା ସପକ୍ଷରେ ଯାଉଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି।

Facebook Notice for EU! You need to login to view and post FB Comments!

Related Post

କେନ୍ଦୁଝର ରେ ଅନ ଲାଇନ ଶିକ୍ଷା ଏକ ପ୍ରହସନ,ମିଳୁନି ଅଭିଭାବକ ଙ୍କ ହୁଆଟ୍ସଆପ ନମ୍ବର

Posted by - May 8, 2020 0
କେନ୍ଦୁଝର :(ସୀତାରାମ ଦୀକ୍ଷିତ)ଭାରତ ରେ ମହାମାରୀ କରୋନା ର ସଂକ୍ରମଣ ଦେଖା ଯିବା ପରେ ଗତ ମାର୍ଚ୍ଚ 15 ତାରିଖ ରୁ ରାଜ୍ୟ ସରକାର ପର୍ଯ୍ୟାୟ କ୍ରମେ…

ନବରଙ୍ଗପୁର ପୌର ନିର୍ବାଚନରେ ବାଜି ମାରିନେଲା ବିଜେପି

Posted by - March 27, 2022 0
ନବରଙ୍ଗପୁର :(ବେଣୁ ଗୋପାଳ ରାଓ )ନବରଙ୍ଗପୁର ପୌର ନିର୍ବାଚନ ରେ ନବରଙ୍ଗପୁର ପୌର ଅଧ୍ୟକ୍ଷ ରେ ବାଜିମାରିଲା ବିଜେପି ପାର୍ଥି କୁନୁ ନାୟକ ତେବେ ନବରଙ୍ଗପୁର ପୌର…

ସଫଲ୍‌ ଗୁଟଖା ଫ୍ୟାକ୍ଟ୍ରି ଅଗ୍ନିକାଣ୍ଡ: ମ୍ୟାନେଜର୍‌କୁ ଗିରଫ କଲା ପୁଲିସ

Posted by - January 14, 2022 0
ସମ୍ବଲପୁର: :(ରମାକାନ୍ତ ବିଶ୍ବାଳ)ସମ୍ବଲପୁର ପରଧିଆପାଲିସ୍ଥିତ ପାନ ମସଲା କାରଖାନା କେପି ସୁଗନ୍ଧ ପ୍ରାଇଭେଟ ଲିମିଟେଡ୍‌ (ସଫଲ୍ ଗୁଟ୍‌ଖା ଫ୍ୟାକ୍ଟ୍ରି) ବିସ୍ଫୋରଣ ଓ ଅଗ୍ନିକାଣ୍ଡ ମାମଲାରେ ପୁଲିସ କମ୍ପାନିର…

Leave a comment

Your email address will not be published.