Breaking News
5:31 pmଜୁନ ୩୦ ପର୍ଯ୍ୟନ୍ତ ବଢିଲା ପାନ୍-ଆଧାର ଲିଙ୍କ୍ ସମୟସୀମା 5:29 pmବାଲେଶ୍ୱର: ଅନ୍ୱେଷା ଇନ୍ ଚିଟଫଣ୍ଡ ଠକେଇ ମାମଲାରେ ନିର୍ଦ୍ଦେଶକ କୃଷ୍ଣଚନ୍ଦ୍ର ସାହୁଙ୍କ ସହ ୩ ଜଣଙ୍କୁ ଜେଲ ଦଣ୍ଡ। କୃଷ୍ଣଙ୍କୁ ୫ ବର୍ଷ ଜେଲ୍ ଓ ୨ ଲକ୍ଷ ୪୦ ହଜାର ଜରିମାନା ନିର୍ଦ୍ଦେଶ। ଅନ୍ୟ ୨ କର୍ମଚାରୀଙ୍କୁ ୩ ବର୍ଷ ଲେଖାଏଁ ଜେଲ୍ ଓ ୧୦ ହଜାର ଲେଖାଏଁ ଜରିମାନା 5:26 pmଓଡ଼ିଶାରେ ୨୮ଟି ମହାବଳ ବାଘ: ଜଙ୍ଗଲ ଓ ପରିବେଶ ମନ୍ତ୍ରୀ 5:25 pmପୁରୀ-ଗୁଣୁପୁର ଟ୍ରେନ ଲାଇନଚ୍ୟୁତ। ପୁରୀ ଷ୍ଟେସନରେ ଟ୍ରେନ୍‌ ସନଟିଂ ଲାଇନକୁ ଫେରିବା ବେଳେ ଲାଇନ୍‌ଚ୍ୟୁତ 5:24 pmବାଲେଶ୍ୱର: ଅନ୍ୱେଷା ଇନ୍ ଚିଟଫଣ୍ଡ ଠକେଇ ମାମଲାରେ ନିର୍ଦ୍ଦେଶକ କୃଷ୍ଣଚନ୍ଦ୍ର ସାହୁଙ୍କ ସହ ୩ ଜଣଙ୍କୁ ଜେଲ ଦଣ୍ଡ। କୃଷ୍ଣଙ୍କୁ ୫ ବର୍ଷ ଜେଲ୍ ଓ ୨ ଲକ୍ଷ ୪୦ ହଜାର ଜରିମାନା ନିର୍ଦ୍ଦେଶ। ଅନ୍ୟ ୨ କର୍ମଚାରୀଙ୍କୁ ୩ ବର୍ଷ ଲେଖାଏଁ ଜେଲ୍ ଓ ୧୦ ହଜାର ଲେଖାଏଁ ଜରିମାନା

ସାମାଜିକ ଅନୁଷ୍ଠାନ “ପରିବର୍ତନ ଫାଉଣ୍ଡେସନ” ପକ୍ଷରୁ ସେବା କାର୍ଯ୍ୟ ଜାରି

324 0
ଭୁବନେଶ୍ବର: ସମଗ୍ର ଦେଶ ରେ କୋଭିଡ- ୧୯ ର ମହାମାରୀ ଦ୍ୱିତୀୟ ପର୍ଯ୍ୟାୟରେ ଭୟବହତା ଯୋଗୁଁ ସରକାରଙ୍କ ଦ୍ୱାରା ଲକଡାଉନ ଘୋଷଣା ହୋଇଥିଲାI ଏହି ସମୟରେ ରେ ଅନେକ ପରିବାର କୋଭିଡ ଆକ୍ରାନ୍ତ ହୋଇ ନିଜର ଜୀବିକା ହରାଇବା ସଙ୍ଗେ ସଙ୍ଗେ ଲୋକେ ଭୋକ ଉପାସରେ ଦିନ କାଟୁଛନ୍ତି I ଲକଡାଉନ ଯୋଗୁଁ ମୁଖ୍ୟତ ଗରିବ ଶ୍ରେଣୀ ର ଲୋକମାନେ ଅସୁବିଧା ରେ ରହୁଛନ୍ତି । ଏହି ସବୁକୁ ଦୃଷ୍ଟି ରେ ରଖି ଅଗ୍ରଣୀ ସ୍ଵେଛାସେବୀ ସଂଗଠନ ” ପରିବର୍ତନ ଫାଉଣ୍ଡେସନ” ତାର ସାମାଜିକ ଉତ୍ତରଦାଇୟୀତ୍ୱ କାର୍ଯ୍ୟକ୍ରମ ଭୁବନେଶ୍ବର ସହର ରେ ଜାରୀ ରଖିଛି I

ଶନିବାର ଓ ରବିବାର ୨ ଦିନ ଧରି ସପ୍ତାହନ୍ତ ସଟ୍ ଡାଉନ୍ ଉଠି ଯାଇଥିଲେ ମଧ୍ୟ ,ବର୍ତମାନ ର ପରିସ୍ଥିତି କୁ କୁ ଦୃଷ୍ଟି ରେ ରଖି ଅଗ୍ରଣୀ ସ୍ଵେଚ୍ଛାସେବୀ ଅନୁଷ୍ଠାନ ‘ପରିବର୍ତନ ଫାଉଣ୍ଡେସନ’ ପକ୍ଷରୁ ଗରିବ ଅସହାୟ ଲୋକଙ୍କୁ ତାଙ୍କର ସୁବିଧା ଅସୁବିଧା କୁ ସମାଧାନ କରାଯାଉଛି I

ଏହି ମର୍ମ ରେ ପବିତ୍ର ଗୁରୁ ଦିବସ ଅବସରରେ  “ପରିବର୍ତନ ଫାଉଣ୍ଡେସନ” ର ଅଧକ୍ଷ ଶୋନୁ ମଲିକ ଙ୍କ ନେତୃତ୍ୱ ରେ ସ୍ଥାନୀୟ ଅଂଚଳ ରେ ପିଲା ମାନଙ୍କୁ ମିଷ୍ଟାନ୍ନ  ବଣ୍ଟନ କରାଯାଇଥିଲା I “ପରିବର୍ତନ ଫାଉଣ୍ଡେସନ” ଅନୁଷ୍ଠାନ ର ଏହି ସେବା କାର୍ଯ୍ୟକ୍ରମ ରେ ବହୁ ସ୍ବେଛାସେବୀ  ସାମିଲ ହୋଇ ସହଯୋଗ କରିଥିଲେ l

Related Post

ସୁର୍ଯ୍ୟାଲୋକ ସମାଜ ସେବା ସଂଗଠନ ପକ୍ଷରୁ ଅର୍ଣ୍ଣଦାନ

Posted by - February 24, 2020 430
ଯାଜପୁର: ଜିଲ୍ଲାରେ ଥିବା ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ସୁର୍ଯ୍ୟାଲୋକ ସମାଜସେବା ସଂଗଠନ ର ସ୍ୱଚ୍ଛଭାରତ,ସଡ଼କ ସୁରକ୍ଷା, ଗରିବ ଅସହାୟ କୁ ସାହଯ୍ୟ ଓ ରକ୍ତଦାନ ଅଭିଯାନ କରିବା…

ଅସହାୟ କୁ ସହାୟତା କରିବାକୁ ଆଗେଇ ଆସିଛନ୍ତି ସେଚ୍ଛାସେବୀ

Posted by - April 8, 2022 0
ସୋନପୁର:(ଅଜିତ କୁମାର ପୂଝlରୀ)କୋମଳ ଶିଶୁ ପେଟ ର ନାଭିରୁ ଝରୁଛି ରକ୍ତ l ଏପରି ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଗଣ୍ଡା…

ଗଡଜାତ ମହୋତ୍ସବ ର ତୃତୀୟ ସନ୍ଦ୍ୟା,ସୁସ୍ଥ ସମାଜ ଗଠନ ରେ ନିଜର ଉତ୍ସର୍ଗ ପ୍ରେରଣା ହେବା ଉଚିତ୍”

Posted by - December 18, 2021 0
ବୌଦ୍ଧ:( ଚିତ୍ତ ରଂଜନ ସିଂ)ଏକ ସୁସ୍ଥ ଓ ସୁନ୍ଦର ସମାଜ ଗଠନ ଦିଗରେ ଯୁବ ଗୋଷ୍ଠୀ ମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏଣୁ ସମାଜକୁ ଶୃଙ୍ଖଳିତ ଓ…

ମନମୁଣ୍ଡା 5T ଉଚ୍ଚ ବିଦ୍ୟାଳୟ ର ଉନ୍ନତି ପାଇଁ ୧ଲକ୍ଷ ଟଙ୍କା ଚେକ ପ୍ରଦାନ

Posted by - October 1, 2021 0
ବୌଦ୍ଧ: (ଚିତ୍ତ ରଂଜନ ସିଂ)ବୌଦ୍ଧ ଜିଲ୍ଳା ମନମୁଣ୍ଡା 5T ଉଚ୍ଚ ବିଦ୍ୟାଳୟ ର ଉନ୍ନତି କରିବା ପାଈଂ ମନମୁଣ୍ଡା ର ସମାଜସେବୀ ପ୍ରକାଶ ଚନ୍ଦ୍ର ମେହେର ବିଦ୍ୟାଳୟ…

ପ୍ରଣମ୍ୟ ଗୁରୁଜୀ

Posted by - September 5, 2020 0
(ଗୁରୁ ଦିବସ ଊପଲକ୍ଷେ) ଛାତ୍ର ଇଂ.ରାଜଶେଖର ଲାହା ମୋ:-୯୩୩୭୭୭୦୭୭୭ ଗୁରୁ ଶବ୍ଦର ଅର୍ଥ ହେଲା ଏମିତି ଜଣେ ମଣିଷ ଯାହାଙ୍କର କୌଣସି ଏକ କ୍ଷେତ୍ରରେ ବିଶେଷ ଜ୍ଞାନ…