Breaking News
5:31 pmଜୁନ ୩୦ ପର୍ଯ୍ୟନ୍ତ ବଢିଲା ପାନ୍-ଆଧାର ଲିଙ୍କ୍ ସମୟସୀମା 5:29 pmବାଲେଶ୍ୱର: ଅନ୍ୱେଷା ଇନ୍ ଚିଟଫଣ୍ଡ ଠକେଇ ମାମଲାରେ ନିର୍ଦ୍ଦେଶକ କୃଷ୍ଣଚନ୍ଦ୍ର ସାହୁଙ୍କ ସହ ୩ ଜଣଙ୍କୁ ଜେଲ ଦଣ୍ଡ। କୃଷ୍ଣଙ୍କୁ ୫ ବର୍ଷ ଜେଲ୍ ଓ ୨ ଲକ୍ଷ ୪୦ ହଜାର ଜରିମାନା ନିର୍ଦ୍ଦେଶ। ଅନ୍ୟ ୨ କର୍ମଚାରୀଙ୍କୁ ୩ ବର୍ଷ ଲେଖାଏଁ ଜେଲ୍ ଓ ୧୦ ହଜାର ଲେଖାଏଁ ଜରିମାନା 5:26 pmଓଡ଼ିଶାରେ ୨୮ଟି ମହାବଳ ବାଘ: ଜଙ୍ଗଲ ଓ ପରିବେଶ ମନ୍ତ୍ରୀ 5:25 pmପୁରୀ-ଗୁଣୁପୁର ଟ୍ରେନ ଲାଇନଚ୍ୟୁତ। ପୁରୀ ଷ୍ଟେସନରେ ଟ୍ରେନ୍‌ ସନଟିଂ ଲାଇନକୁ ଫେରିବା ବେଳେ ଲାଇନ୍‌ଚ୍ୟୁତ 5:24 pmବାଲେଶ୍ୱର: ଅନ୍ୱେଷା ଇନ୍ ଚିଟଫଣ୍ଡ ଠକେଇ ମାମଲାରେ ନିର୍ଦ୍ଦେଶକ କୃଷ୍ଣଚନ୍ଦ୍ର ସାହୁଙ୍କ ସହ ୩ ଜଣଙ୍କୁ ଜେଲ ଦଣ୍ଡ। କୃଷ୍ଣଙ୍କୁ ୫ ବର୍ଷ ଜେଲ୍ ଓ ୨ ଲକ୍ଷ ୪୦ ହଜାର ଜରିମାନା ନିର୍ଦ୍ଦେଶ। ଅନ୍ୟ ୨ କର୍ମଚାରୀଙ୍କୁ ୩ ବର୍ଷ ଲେଖାଏଁ ଜେଲ୍ ଓ ୧୦ ହଜାର ଲେଖାଏଁ ଜରିମାନା

ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ଐତିହାସିକ ଚାରିଶମ୍ଭୁ ମନ୍ଦିର ପରିଦର୍ଶନ

646 0

ବୌଦ୍ଧ(ଚିତ୍ତ ରଞ୍ଜନ ସିଂହ)ବୌଦ୍ଧ ଜିଲ୍ଲା ଲଷ୍ମୀପ୍ରସାଦ ପଂଚାୟତ ଅନ୍ତର୍ଗତ ଜଗତି ନିକଟସ୍ଥ ଐତିହାସିକ ଚାରିଶମ୍ଭୁ ମନ୍ଦିରକୁ ଆଜି ଦିନିକିଆ ଗସ୍ତରେ ଆସି ବିଜେପିର ରାଷ୍ଟ୍ରୀୟ ଉପ।ଧ୍ୟକ୍ଷ ବୈଜୟନ୍ତ ପଣ୍ଡା ମନ୍ଦିର ଦର୍ଶନ କରିବା ସହିତ ଏହାର ପ୍ରୁଷ୍ଠ ଭୁମି ଉପରେ ଅବଗତ ହୋଇଥିଲେ।ପରେ ନାରାୟଣନଗର ଠାରେ ଯୁଗ୍ମ ଶ୍ରୀଜଗନ୍ନାଥ ଓ ଶ୍ରୀରାମ ମନ୍ଦିର ବୁଲି ଦେଖିଥିଲେ।

ସୂଚନାଯୋଗ୍ୟ ଯେ ୨୦୧୮ ମସିହାରେ ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ବଲାଙ୍ଗୀର ର ଏକ ନିର୍ବାଚନ ସଭାରେ ରାଣୀପୁର ଝରୀଆଲ, ବୌଦ୍ଧ ରାମେଶ୍ୱର ମନ୍ଦିର ଓ ଚାରିଶମ୍ଭୁ ମନ୍ଦିରର ଉନ୍ନତିକରଣ ପାଇଁ ୨୦ କୋଟି ଟଙ୍କା ର ପ୍ୟାକେଜ ଘୋଷଣା କରିଥିଲେ।ତତ ମଧ୍ୟରୁ ଚାରିଶମ୍ଭୁର ଭାଗ ୫ କୋଟି ରହିଛି।ତେବେ କେଉଁ କାରଣରୁ ଏହା ଅଟକିଛି ଏହାର ଅନୁଧ୍ୟାନ କରିବି ବୋଲି ଶ୍ରୀ ପଣ୍ଡା କହିଥିଲେ।

ତେବେ ଶୀଘ୍ର କିପରି ଏହାର ଉନ୍ନତିକରଣ ଓ ଜଂହାପଙ୍କଠାରୁ ଚାରିଶମ୍ଭୁ ପର୍ଯ୍ୟନ୍ତ ଆଲୋକୀକରଣ ହେବ ବୌଦ୍ଧ ଜିଲ୍ଲା ବିଜେପି ସଭାପତି ବିପ୍ର ଚରଣ ମହାନ୍ତି ଦୃଷ୍ଟି ଆକର୍ଷଣ କରିଥିଲେ।ଏହି ପରିଦର୍ଶନ ବେଳେ ଗବେଷକ ତଥା ନାଗରିକ କମିଟିର ଆବାହକ ବିଶ୍ୱେଶ୍ୱର ପୃଷ୍ଟି, ଲଷ୍ମୀପ୍ରସାଦ ସରପଞ୍ଚ ରାଜେନ୍ଦ୍ର ମେହେର, ସତ୍ୟାନନ୍ଦ ପାଣ୍ଡେ ପ୍ରମୁଖ ଉପସ୍ଥିତ ଥିଲେ।

Related Post

ମହାନଦୀ ରେ ଭାସିଯାଇଥିବା ପ୍ରତିମାଙ୍କ ମିଳିଲା ସନ୍ଧାନ

Posted by - October 7, 2021 0
ବୌଦ୍ଧ:( ଚିତ୍ତରଂଜନସିଂ)କିଆକଟା ମହାନଦୀ ସେତୁ ଉପରେ ୪ ଦିନ ତଳେ ମର୍ମନ୍ଧୁତ ସଡ଼କ ଦୁର୍ଘଟଣା ରେ ମହାନଦୀ ତଳକୁ ଖସିପଡ଼ିଥିବା ପ୍ରତିମା ସାହୁ ଙ୍କ ଆଜି ସନ୍ଧାନ…

ଟିଟିଲାଗଡ଼ ବ୍ରାହ୍ମଣ ସମାଜ ତରଫରୁ ୨୧ ଜଣ ପିଲାଙ୍କ କରାଗଲା ସାମୁହିକ ବ୍ରତୋପନୟନ

Posted by - April 23, 2022 0
ଟିଟିଲାଗଡ଼  : (ସଞ୍ଜୟ କୁମାର ନାୟକ) ପ୍ରତିବର୍ଷ ଟିଟିଲାଗଡ଼ ବ୍ରାହ୍ମଣ ସମାଜ ତରଫରୁ ସାମୂହିକ ବ୍ରତୋପନୟନ କରାଯାଇଥାଏ। ଏହି ବର୍ଷ ମଧ୍ୟ ସମାଜର ସଭାପତି ଶ୍ରୀ ବିଶ୍ଵରାମ…

 ଅନ୍ୱେଷଣ ଥିଏଟର ଗୃପ ପକ୍ଷରୁ ଉତ୍କଳ ବାଳାଶ୍ରମ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ 

Posted by - October 2, 2021 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ ) ଯାଜପୁରର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଅନ୍ୱେଷଣ ଥିଏଟର ଗୃପ ପକ୍ଷରୁ ଉତ୍କଳ ବାଳାଶ୍ରମ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ସହିତ ଅନ୍ତେବାସୀ ମାନଙ୍କୁ ମିଷ୍ଠାନ୍ନ ବଂଟନ କରାଯାଇଥିଲା  ଅନ୍ୱେଷଣ ଥିଏଟର ଗୃପର ବାର୍ଷିକୋତ୍ସବ ଅବସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଷ୍ଟପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ଭୁପତି ଭୁଷଣ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବୃକ୍ଷରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଅନୁଷ୍ଠାନ ର ସଭାପତି ବୃନ୍ଦାବନ ମିଶ୍ରଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନ୍ୱେଷଣର ଅନେକ ସଦସ୍ୟ ଯୋଗ ଦେଇଥିଲେ ।

ସୁବର୍ଣ୍ଣପୁର ଜିଲ୍ଳା ବଜରଙ୍ଗ ଦଳର ଜିଲ୍ଲା ବୈଠକ

Posted by - July 27, 2021 0
ସୋନପୁର:(ଅଜିତ କୁମାର ପୁଝାରୀ)  ସୁବର୍ଣ୍ଣପୁର ଜିଲ୍ଳା ବୀରମହାରାଜପୁର ଅନ୍ନପୂର୍ଣ୍ଣା ରେଶିଡେନସି ଠାରେ ଜିଲ୍ଲାର ବଜରଙ୍ଗ ଦଳ ଜିଲ୍ଲା ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ପଶ୍ଚିମ…

ଅଜଣା ଗାଡ଼ିଧକାରେ ବାଇକ ଆରୋହି ମୃତ

Posted by - July 3, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଏନେଚ ୧୬ ଭାଲୁଖାଇ ନିକଟରେ ଅଜଣା ଗାଡ଼ିଧକାରେ ବାଇକ ଆରୋହି ମୃତ । ମୃତକ ଭଦ୍ରକ ଜିଲ୍ଲା…