ଯାଜପୁର ଜିଲାରେ ଜିଲା କ୍ୟାମ୍ପୋରୀ ୧୯ ଉଦ୍ଯାପିତ

1039 0

ଯାଜପୁର:୨୫ /୦୩ /୧୯ (ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଜିଲା ଭାରତ ସ୍କାଉଟ୍ ଗାଇଡ଼ର ଜିଲା କ୍ୟାମ୍ପୋରୀ ବିରଜା ଉଚ୍ଚ ବିଦ୍ୟାଳୟ ପରିସରରେ ତିନିଦିନ ଧରି ପାଳିତ ହୋଇଯାଇଛି । ଉଦ୍ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯାଜପୁର ଭାରତ ସ୍କାଉଟ ଗାଇଡ଼ର ଯୁଗ୍ମ ସମ୍ପାଦକ ଆଲୋକ କୁମାର ବନ୍ଧ ଓ ସମ୍ମାନୀତ ଅତିଥିଭାବେ ବିଶିଷ୍ଟ ସମାଜସେବୀ ନିସିଥ୍ କୁମାର ଦାସ ଯୋଗଦାନ କରିଥିଲେ । ଏହାପରେ ପିଜାଂଟ ସୋର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନରସିଂହ ଚୈାଧୁରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଫକୀର ମୋହନ ମଲିକ, ଯାଜପୁର ମଣ୍ଡଳ ଶିକ୍ଷା ଅଧିକାରୀ ସ୍ମୃତିରେଖା ନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦାନ କରି ସ୍କାଉଟ୍ ଗାଇଡ଼ ମାନଙ୍କୁ ସେବା ଓ ତ୍ୟାଗ, ଶୃଙ୍ଖଳା ଓ ସଂହତି ରକ୍ଷା କରି ଦେଶ ଗଠନରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିପାରିବେ ବୋଲି ପରାମର୍ଶ ଦେଇଥିଲେ ।

ପରିଶେଷରେ ବିଭିନ୍ନ ପ୍ରତିଯୋଗିତାରେ କୃତି ଅର୍ଜନ କରିଥିବା ସ୍କାଉଟ୍ ଗାଇଡଙ୍କୁ ପୁରଷ୍କୃତ କରାଯିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା

Related Post

ବିଶିଷ୍ଟ କଵି ଅଖିଳ ନାୟକ ଙ୍କ ସ୍ମୃତି ଚାରଣ ସଭା, ଡଙ୍ଗରିଆ କନ୍ଧଙ୍କ ଉପସ୍ଥିତି ଭାବଵିହ୍ବଳ ହେଲା ପରିବେଶ

Posted by - December 28, 2021 0
କଳାହାଣ୍ଡି:( ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକକ)ଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ମହକୁମା ଠାରେ ରବିବାର ଦିନ ବିଶିଷ୍ଟ କବି ଅଖିଳ ନାୟକ ଙ୍କ ସ୍ମୃତିରେ…

୧୦୦ ସିଟ ବାଳିକା ଛାତ୍ରୀନିବାସ ଭୂମି ପୂଜନ ଓ ଉଚ୍ଚ ମାଧ୍ୟମିକ ଶ୍ରେଣୀ ଉଦଘାଟନ

Posted by - November 9, 2021 0
ବୌଦ୍ଧ(ଚିତ୍ତ ରଂଜନ ସିଂ)ବୌଦ୍ଧ ସଦର ବ୍ଲକ ତେତେଲେଙ୍ଗା ଓଡିଶା ଆଦର୍ଶ ବିଦ୍ୟାଳୟ ପରିସରରେ 100ସିଟ ବାଳିକା ହଷ୍ଟେଲ ଭୂମି ପୂଜନ ଓ ଉଚ୍ଚ ମାଧ୍ୟମିକ ଶ୍ରେଣୀ ଉଦଘାଟନ…

ବାଳାଶ୍ରମରେ ନୁଆ ବର୍ଷ ସହିତ ନିଜର ଜନ୍ମ ଦିନ ପାଳନ କଲେ ଏସପି ଚରଣ ସିଂ ମୀନା

Posted by - January 6, 2020 1,113
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ) ଯାଜପୁର ରୋଡ ସ୍ଥିତ ଅନ୍ନପୂର୍ଣା ବାଳାଶ୍ରମରେ ନୁଆ ବର୍ଷ ସହିତ ନିଜର ଜନ୍ମ ଦିନ ପାଳନ କରିଛନ୍ତି ଏସ୍ ପି ଚରଣ…

ଚନ୍ଦ୍ରପୁର ଠାରେ ପାଳିତ ହେଲା ସାଧାରଣ ତନ୍ତ୍ର ଦିବସ

Posted by - January 28, 2022 0
ଚନ୍ଦ୍ରପୁର:(ରମାକାନ୍ତ ପଡାଲ)ରାୟଗଡା ଜ଼ିଲ୍ଲା ଚନ୍ଦ୍ରପୁର ବ୍ଲକ ସଦର ମହକୁମା ଆଠ ଗୋଟି ପଞ୍ଚାୟତ ର ବିଭିନ୍ନ ସରକାରୀ ବେ ସରକାରୀ ଶିକ୍ଷା ଅନୁଷ୍ଠାନ ଗୁଡିକ ରେ (୭୩)…

ଶିଶୁଙ୍କ ପାଇଁ ଦିନ ଟିଏ ଓ ସାମାଜିକ ସମୀକ୍ଷା ବୈଠକ

Posted by - November 19, 2021 0
ମାଥିଲି:(ଅବଦୁଲ ଗନି)ମାଥିଲି ଗ୍ରାମପଞ୍ଚାୟତ କାର୍ଯାଳୟ ଠାରେ ଶିଶୁଙ୍କ ପାଇଁ ଦିନ ଟିଏ ସହ ମହାତ୍ମା ଗାନ୍ଧୀ ନିଶ୍ଚିତ ଯୋଜନା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ…

Leave a comment

Your email address will not be published.