ଯାଜପୁର:୨୫ /୦୩ /୧୯ (ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଜିଲା ଭାରତ ସ୍କାଉଟ୍ ଗାଇଡ଼ର ଜିଲା କ୍ୟାମ୍ପୋରୀ ବିରଜା ଉଚ୍ଚ ବିଦ୍ୟାଳୟ ପରିସରରେ ତିନିଦିନ ଧରି ପାଳିତ ହୋଇଯାଇଛି । ଉଦ୍ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯାଜପୁର ଭାରତ ସ୍କାଉଟ ଗାଇଡ଼ର ଯୁଗ୍ମ ସମ୍ପାଦକ ଆଲୋକ କୁମାର ବନ୍ଧ ଓ ସମ୍ମାନୀତ ଅତିଥିଭାବେ ବିଶିଷ୍ଟ ସମାଜସେବୀ ନିସିଥ୍ କୁମାର ଦାସ ଯୋଗଦାନ କରିଥିଲେ । ଏହାପରେ ପିଜାଂଟ ସୋର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନରସିଂହ ଚୈାଧୁରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଫକୀର ମୋହନ ମଲିକ, ଯାଜପୁର ମଣ୍ଡଳ ଶିକ୍ଷା ଅଧିକାରୀ ସ୍ମୃତିରେଖା ନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦାନ କରି ସ୍କାଉଟ୍ ଗାଇଡ଼ ମାନଙ୍କୁ ସେବା ଓ ତ୍ୟାଗ, ଶୃଙ୍ଖଳା ଓ ସଂହତି ରକ୍ଷା କରି ଦେଶ ଗଠନରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିପାରିବେ ବୋଲି ପରାମର୍ଶ ଦେଇଥିଲେ ।
ପରିଶେଷରେ ବିଭିନ୍ନ ପ୍ରତିଯୋଗିତାରେ କୃତି ଅର୍ଜନ କରିଥିବା ସ୍କାଉଟ୍ ଗାଇଡଙ୍କୁ ପୁରଷ୍କୃତ କରାଯିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା
Breaking News
Related Post
ବିଶିଷ୍ଟ କଵି ଅଖିଳ ନାୟକ ଙ୍କ ସ୍ମୃତି ଚାରଣ ସଭା, ଡଙ୍ଗରିଆ କନ୍ଧଙ୍କ ଉପସ୍ଥିତି ଭାବଵିହ୍ବଳ ହେଲା ପରିବେଶ
କଳାହାଣ୍ଡି:( ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକକ)ଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ମହକୁମା ଠାରେ ରବିବାର ଦିନ ବିଶିଷ୍ଟ କବି ଅଖିଳ ନାୟକ ଙ୍କ ସ୍ମୃତିରେ…
୧୦୦ ସିଟ ବାଳିକା ଛାତ୍ରୀନିବାସ ଭୂମି ପୂଜନ ଓ ଉଚ୍ଚ ମାଧ୍ୟମିକ ଶ୍ରେଣୀ ଉଦଘାଟନ
ବୌଦ୍ଧ(ଚିତ୍ତ ରଂଜନ ସିଂ)ବୌଦ୍ଧ ସଦର ବ୍ଲକ ତେତେଲେଙ୍ଗା ଓଡିଶା ଆଦର୍ଶ ବିଦ୍ୟାଳୟ ପରିସରରେ 100ସିଟ ବାଳିକା ହଷ୍ଟେଲ ଭୂମି ପୂଜନ ଓ ଉଚ୍ଚ ମାଧ୍ୟମିକ ଶ୍ରେଣୀ ଉଦଘାଟନ…
ବାଳାଶ୍ରମରେ ନୁଆ ବର୍ଷ ସହିତ ନିଜର ଜନ୍ମ ଦିନ ପାଳନ କଲେ ଏସପି ଚରଣ ସିଂ ମୀନା
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ) ଯାଜପୁର ରୋଡ ସ୍ଥିତ ଅନ୍ନପୂର୍ଣା ବାଳାଶ୍ରମରେ ନୁଆ ବର୍ଷ ସହିତ ନିଜର ଜନ୍ମ ଦିନ ପାଳନ କରିଛନ୍ତି ଏସ୍ ପି ଚରଣ…
ଚନ୍ଦ୍ରପୁର ଠାରେ ପାଳିତ ହେଲା ସାଧାରଣ ତନ୍ତ୍ର ଦିବସ
ଚନ୍ଦ୍ରପୁର:(ରମାକାନ୍ତ ପଡାଲ)ରାୟଗଡା ଜ଼ିଲ୍ଲା ଚନ୍ଦ୍ରପୁର ବ୍ଲକ ସଦର ମହକୁମା ଆଠ ଗୋଟି ପଞ୍ଚାୟତ ର ବିଭିନ୍ନ ସରକାରୀ ବେ ସରକାରୀ ଶିକ୍ଷା ଅନୁଷ୍ଠାନ ଗୁଡିକ ରେ (୭୩)…
ଶିଶୁଙ୍କ ପାଇଁ ଦିନ ଟିଏ ଓ ସାମାଜିକ ସମୀକ୍ଷା ବୈଠକ
ମାଥିଲି:(ଅବଦୁଲ ଗନି)ମାଥିଲି ଗ୍ରାମପଞ୍ଚାୟତ କାର୍ଯାଳୟ ଠାରେ ଶିଶୁଙ୍କ ପାଇଁ ଦିନ ଟିଏ ସହ ମହାତ୍ମା ଗାନ୍ଧୀ ନିଶ୍ଚିତ ଯୋଜନା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ…
ବଡ ଖବର
- ଏମାର ମଠରେ ଭଗ୍ନ ସିଂହ ମୂର୍ତ୍ତି ଉଦ୍ଧାର କାର୍ଯ୍ୟ ଜାରି, ଅନୁଧ୍ୟାନ କଲେ ଏଏସ୍ଆଇ ଟିମ୍
- ବ୍ରଜରାଜନଗର ଉପନିର୍ବାଚନ: ନାମାଙ୍କନ ପତ୍ର ପ୍ରତ୍ୟାହାର କଲେ ୩ ପ୍ରାର୍ଥୀ, ୧୧ ଜଣଙ୍କ ମଧ୍ୟରେ ହେବ ଲଢ଼େଇ
- ଜୁଆ ଆଡ୍ଡା ଉପରେ ପୋଲିସ ର ଅତର୍କିତ ଚଢାଉ, ୮ ଟି ବାଇକ, ମୋବାଇଲ ସହ ୯୫ ହଜାର ଟଙ୍କା ଜବତ, ୬ ଜୁଆଡି ଗିରଫ
- ଧର୍ମଗଡ ବିଡିଓ ଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିର ଅନୁଷ୍ଠିତ
- ପିଡ଼ିଏସ ଚାଉଳ ବୋଝେଇ ପିକଅପ ଦୁର୍ଘଟଣା ଗ୍ରସ୍ତ ୨ ମୃତ , ୮ ଗୁରୁତର
- ଡହଳ ବିକଳ ହିତାଧିକାରୀ, ତିନି ମାସ ହେଲା ମିଳି ନାହିଁ ବାର୍ଦ୍ଧକ୍ୟ ଭତ୍ତା
- ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର
- ନାରଦ ଜୟନ୍ତୀ ପାଳିତ
- ବୌଦ୍ଧ ରଥଯାତ୍ରା ପ୍ରସ୍ତୁତି ବୈଠକ ଠିକ୍ ସମୟରେ ଠାକୁରଙ୍କ ନିତିକାନ୍ତି ପାଳନକୁ ଗୁରତ୍ୱ
- ଟିଟିଲାଗଡ ମାରୱାଡ଼ି ଯୁବାମଞ୍ଚ ତରଫରୁ ଏକ ଦିନିଆ କ୍ୟାନସର ଯାଞ୍ଚ ଶିବିର ଆୟୋଜିତ- ୮୧ ଜଣ କଲେ ପରିକ୍ଷଣ