ଯାଜପୁର ଜିଲାସ୍କୁଲ ପଡିଆରେ ଜିଲାସ୍ତରୀୟ ୭୫ତମ ସ୍ୱାଧିନତା ଦିବସ ପାଳିତ

799 0

ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲାସ୍କୁଲ ପଡିଆରେ ଜିଲାସ୍ତରୀୟ ୭୫ତମ ସ୍ୱାଧିନତା ଦିବସ ପାଳିତ ହୋଇଯାଇଛି । ଯାଜପୁରର ଭାରପ୍ରାପ୍ତ ଜିଲାପାଳ ଅକ୍ଷୟ କୁମାର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକାକୁ ଉତୋଳନ କରିଥିଲେ । ସ୍ୱାଧିନତା ସଂଗ୍ରାମୀ ମାନଙ୍କ ତ୍ୟାଗ ଓ ବଳିଦାନକୁ ମନେ ପକାଇବା ସହିତ ଗଭିର ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।

ଯାଜପୁର ଜିଲା ର ସ୍ୱାଧିନତା ସଂଗ୍ରାମୀ ମାନଙ୍କର ଭୂମିକାକୁ ମଧ୍ୟ ମନେ ପକାଇଥିଲେ ଭାରପ୍ରାପ୍ତ ଜିଲାପାଳ । କୋଭିଡ କଟକଣା ମଧ୍ୟରେ ଅନୁଷ୍ଠିତ ଏହି ସ୍ୱାଧିନତା ଦିବସ ଉତ୍ସବରେ କେବଳ ପୋଲିସ ବାହିନି ସାମିଲ ହୋଇଥିଲେ । ଏହି ଅବସରରେ ଯାଜପୁର ଏସପି ରାହୁଲ ପି ଆର ଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ମାନେ ସାମିଲ ହୋଇଥିଲେ ।

Related Post

ସିଡିପିଓଙ୍କ କାର୍ଯ୍ୟଳୟ ଘେରାଉ। ଆଠ ଦଫା ଦାବିକୁ ନେଇ ଅଙ୍ଗନବାଡି କର୍ମୀ ଙ୍କ ଅନିର୍ଦ୍ଦିଷ୍ଟ କାଳ ପାଇଁ ଗଣଧାରଣା

Posted by - November 22, 2022 0
କେସିଙ୍ଗା:(ପୀତେଶ ପଟେଲ)କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ର ୨୬ଟି ଗ୍ରାମ ପଞ୍ଚାୟତର ସମସ୍ତ ଅଙ୍ଗନବାଡି କର୍ମୀ ମାନେ ୮ଦଫା ଦାବିକୁ ନେଇ ସିଡିପିଓ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ…

ରେଢ଼ାଖୋଲରେ ବିଜେଡିର ୱାର୍ଡ ସ୍ତରୀୟ କର୍ମୀ ସମ୍ବିଳନୀ

Posted by - November 14, 2021 0
ସମ୍ବଲପୁର:( ରମାକାନ୍ତ ବିଶ୍ବାଳ)ଆଉ କେଇମାସ ପରେ ସାରା ରାଜ୍ୟରେ ପଞ୍ଚାୟତ ନିର୍ବାଚନ ସହ ଆରମ୍ଭ ହୋଇଯିବା ପୌର ନିର୍ବାଚନ । ତେବେ ଏଥିପାଇଁ ରାଜ୍ୟ ରେ ଶାସକ…

କଳାହାଣ୍ଡି ରେ ଗଞ୍ଜେଇ ଚାଷ ଅଭିଯୋଗରେ ଜଣେ ଗିରଫ

Posted by - October 20, 2021 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ/ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ଅବକାରୀ ବିଭାଗ ଭବାନୀପାଟଣା ସଦର ବ୍ଲକ ଶଗଡା ଗ୍ରାମରେ ଚଢଉ କରି ଗଞ୍ଜେଇ ଚାଷ ଅଭିଯୋଗ ରେ ସିଦ୍ଧେଶ୍ଵର ହଂସ ନାମକ…

ଟିଟିଲାଗଡ ପୌରଅଧ୍ୟକ୍ଷା ପଦ ହାତେଇବ କିଏ ? ଶାସକ ଦଳ କି ବୋହିବ ପରିବର୍ତ୍ତନର ସ୍ୱର ?

Posted by - March 11, 2022 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ଆସନ୍ତା ୨୪ ତାରିଖରେ ଅନଷ୍ଠିତ ହେବ ପୌର ନିର୍ବାଚନ। ତିନି ପ୍ରମୁଖ ଦଳର ପ୍ରାର୍ଥୀ ଓହ୍ଲାଇଛନ୍ତି ନିର୍ବାଚନୀ ମଇଦାନରେ। ବହୁ ବର୍ଷ ପରେ ପୁଣି…