ପ୍ରାର୍ଥିପତ୍ର ଦାଖଲ କଲେ ବସନ୍ତ ପଣ୍ଡା, ଭକ୍ତ ଦାସ ଓ ପୁଷ୍ପେନ୍ଦ୍ର ସିଂଦେଓ

1379 0

ଭବାନିପାଟଣା:୨୫/୦୩/୧୯ କଳାହାଣ୍ଡି ଲୋକସଭା ଆସନ ପାଇଁ ୩ ଦଳର ପ୍ରାର୍ଥୀ ଆଜି ନାମାଙ୍କନପତ୍ର ଦାଖଲ କରିଛନ୍ତି। ବିଜେପିରୁ ରାଜ୍ୟ ସଭାପତି ବସନ୍ତ ପଣ୍ଡା, କଂଗ୍ରେସରୁ ଭକ୍ତ ଚରଣ ଦାସ ଓ ବିଜେଡିରୁ ପୁଷ୍ପେନ୍ଦ୍ର ସିଂଦେଓ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।

ଭବାନୀପାଟଣା ନିର୍ବାଚନ ଅଧିକାରୀଙ୍କ ପାଖରେ ନିଜ ନିଜ କର୍ମୀ ଓ ସମର୍ଥକଙ୍କ ସହ ଶୋଭାଯାତ୍ରାରେ ଯାଇ ନାମାଙ୍କନ ଭରିଛନ୍ତି

Related Post

ଜାତୀୟ ରାଜପଥରୁ ଉଦ୍ଧାର ଛାତ୍ରକୁ ଶିଶୁ ମଙ୍ଗଳ କମିଟିକୁ ହସ୍ତାନ୍ତର କରାଗଲା

Posted by - June 21, 2021 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ ) ସୁଦୁର ନେପାଳ ରୁ ପଳାଇ ଆସିଥିବା ଶିଶୁକୁ ଉଦ୍ଧାର କଲା ଯାଜପୁର ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ। ୧୬ ନମ୍ବର ଜାତୀୟ…

ପିଇବା ପାଣି ସମସ୍ୟାର ସମାଧାନ ନ ହେଲେ ଭୋଟ ବର୍ଜନ ନିଷ୍ପତି

Posted by - February 17, 2022 0
ଟିଟିଲାଗଡ଼:(ସଞ୍ଜୟ କୁମାର ନାୟକ)ବର୍ଷ ବର୍ଷ ଧରି ଯଗୁଆ ଗ୍ରାମପଞ୍ଚାୟତର ଭାଟିପଡ଼ା ଗ୍ରାମରେ ପିଇବା ପାଣି ସମସ୍ୟା ଲାଗି ରହିଛି, ଗ୍ରାମବାସୀ ମାନେ ବିଡ଼ିଓ, ଉପଜିଲ୍ଲାପାଳ, ଜିଲ୍ଲାପାଳ, ମନ୍ତ୍ରୀ,…

ବିଜେଡ଼ି ପକ୍ଷରୁ ଗଣ ଧାରଣା ଓ ବିକ୍ଷୋଭ

Posted by - October 19, 2019 87
ଅନୁଗୋଳ୧୯/୧୦ (ମହେଶ ଭୋମରାଜ)ଅନୁଗୋଳ ଜିଲ୍ଲା ଜାତୀୟ ରାଜପଥ ଉନ୍ନତିକରଣରେ ବିଳମ୍ବ ଏବଂ ନିର୍ମାଣରେ ବ୍ୟାପକ ଦୁର୍ନୀତି ପ୍ରତିବାଦରେ ଏହି ଧାରଣା ଦିଆଯାଇଛି। ଢେଙ୍କାନାଳ ସାସଂଦ ମହେଶ ସାହୁଙ୍କ…

ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ୟାଳୟରେ କୋଭିଡ୍ ଟିକାକରଣ

Posted by - July 23, 2022 0
ନବରଙ୍ଗପୁର୍:(ବେଣୁ ଗୋପାଳ ରାଓ)ନବରଙ୍ଗପୁର ଜିଲ୍ଲା ମହିଳା ସ୍ନାତକ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଓ ଯୁବ ରେଡକ୍ରସ ତରଫରୁ ଆଜି ତା୨୩ ତାରିଖରେ କୋଭିଡ୍ ଟିକାକରଣ କାର୍ଜ୍ୟକ୍ରମ…

ତୃତୀୟ ଶ୍ରୀକ୍ଷେତ୍ର ନୀଳଗିରି: ନିଳାଦ୍ରୀ ବିଜେ କଲେ ଚତୁର୍ଦ୍ଧା ମୂର୍ତ୍ତୀ

Posted by - July 5, 2020 0
ନୀଳଗିରି:୦୪/୦୭(ସୌମ୍ୟାସାଇ ବାରିକ୍)ଅନନ୍ତ କୋଟି ବ୍ରହ୍ମାଣ୍ଡ ର ନାଥ ପରମବ୍ରହ୍ମ ସ୍ଵୟଂ ଜଗନ୍ନାଥ।ତୃତୀୟ ଶ୍ରୀକ୍ଷେତ୍ର ନୀଳଗିରି ରେ ମହାପ୍ରଭୁ ଙ୍କର ନବଦିନ ବାହୁଡା ଯାତ୍ରା ଶେଷ ହୋଇଛି। ରତ୍ନ…

Leave a comment

Your email address will not be published.