ପ୍ରାର୍ଥିପତ୍ର ଦାଖଲ କଲେ ବସନ୍ତ ପଣ୍ଡା, ଭକ୍ତ ଦାସ ଓ ପୁଷ୍ପେନ୍ଦ୍ର ସିଂଦେଓ

1016 0

ଭବାନିପାଟଣା:୨୫/୦୩/୧୯ କଳାହାଣ୍ଡି ଲୋକସଭା ଆସନ ପାଇଁ ୩ ଦଳର ପ୍ରାର୍ଥୀ ଆଜି ନାମାଙ୍କନପତ୍ର ଦାଖଲ କରିଛନ୍ତି। ବିଜେପିରୁ ରାଜ୍ୟ ସଭାପତି ବସନ୍ତ ପଣ୍ଡା, କଂଗ୍ରେସରୁ ଭକ୍ତ ଚରଣ ଦାସ ଓ ବିଜେଡିରୁ ପୁଷ୍ପେନ୍ଦ୍ର ସିଂଦେଓ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।

ଭବାନୀପାଟଣା ନିର୍ବାଚନ ଅଧିକାରୀଙ୍କ ପାଖରେ ନିଜ ନିଜ କର୍ମୀ ଓ ସମର୍ଥକଙ୍କ ସହ ଶୋଭାଯାତ୍ରାରେ ଯାଇ ନାମାଙ୍କନ ଭରିଛନ୍ତି

Related Post

ମୃତ ଶିକ୍ଷକ ଙ୍କୁ କୋଭିଡ୍ କଣ୍ଟ୍ରୋଲ ରୁମ୍ ଦାୟିତ୍ୱ

Posted by - July 2, 2021 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ) ନବରଙ୍ଗପୁର ଜିଲ୍ଲା (ଡାବୁଗାଁ ବ୍ଲକ) ଶୁଣିବାକୁ ଅଡ଼ୁଆ ଲାଗୁଥିଲେ ବି ସତ । ଜଣେ ମୃତ ଶିକ୍ଷକଙ୍କୁ କୋଭିଡ୍ ପରିଚାଳନା ଦାୟିତ୍ବ ଦିଆଯାଇଛି…

ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ସରପଞ୍ଚ ପଦବୀ ପାଇଁ ଆସନ ସଂରକ୍ଷଣ ସ୍ଥାୟୀ ଦାବି,ସଶସ୍ତ୍ର ଆନ୍ଦୋଳନ ଚେତେବନୀ ଦେଲା କନ୍ଧ ସମାଜ ଯୁବ ସଂଗଠନ

Posted by - December 31, 2021 0
ବଙ୍ଗୋମୁଣ୍ଡା:(ଅଭିମନ୍ୟୁ ବହିଦାର)-ଆଗାମୀ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ରେ ରାଜ୍ୟ ସରକାର ଆଦିବାସୀ ବର୍ଗ ର ଲୋକଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ଉଠାଇଦେଇଥିବା ବେଳେ ଆଦିବାସୀ ମାନଙ୍କ ସାମ୍ବିଧାନିକ…

ରେଳ ଯୋଗେ ଅମ୍ଲଜାନ ପରିବହନ ବେଳେ କଣ୍ଟେନର ରୁ ଅମ୍ଳଜାନ ନିର୍ଗତ

Posted by - June 9, 2021 0
କେଶିଙ୍ଗା :(ମ॰ଅଗାଜାନ)ରେଳ ଯୋଗେ ଅମ୍ଲଜାନ ପରିବହନ ବେଳେ କଣ୍ଟେନର ରୁ ଅମ୍ଳଜାନ ନିର୍ଗତ। କେସିଙ୍ଗା ରେଳଷ୍ଟେସନ ନିକଟ ରେ କଣ୍ଟେନର ରୁ ଅମ୍ଳଜାନ ନିର୍ଗତ ସୁଚନା ପାଇ…

ମନରେଗା ପାଉଣା ପ୍ରଦାନ ନ କଲେ ଭୋଟ ବର୍ଜନ ନିମନ୍ତେ ଦାବିପତ୍ର ପ୍ରଦାନ

Posted by - January 25, 2022 0
ବଙ୍ଗୋମୁଣ୍ଡା :(ଅଭିମନ୍ୟୁ ବହିଦାର)ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଶେଷସୀମାନ୍ତ ବର୍ତ୍ତୀ ଜାମଖୁଣ୍ଟା ପଞ୍ଚାୟତ ରେ ବିଭିନ୍ନ ଯୋଜନାରେ ଅନିୟମିତତା ଅଭିଯୋଗ ରେ ସମାଜସେବା ଅନୁଷ୍ଠାନ ଗରିବସେନା ଙ୍କ…

ଗୃହରାଷ୍ଟ୍ର ମନ୍ତ୍ରୀଙ୍କୁ ବହିଷ୍କାର ଦାବିରେ ବରିଷ୍ଠ କଂଗ୍ରେସ ନେତା ଭକ୍ତଦାସଙ୍କ ବାଇକ ରାଲି

Posted by - November 7, 2021 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ/ଅର୍ଜୁନ ପଟ୍ଟନାୟକ)ସମଗ୍ରରାଜ୍ୟ ରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ମହlଲିଙ୍ଗ ସନ ସାଇନ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟାକାଣ୍ଡର ନିରପେକ୍ଷ ତଦନ୍ତ, ପୀଡିତା ପରିବାର…

Leave a comment

Your email address will not be published.