ଚିକିତ୍ସା ପାଇ ଅର୍ଥ ସାଜିଛି ବାଧକ

165 0

ଭୁବନେଶ୍ୱର:(ସନ୍ତୋଷ ରାଉତ )ଦୁଃଖ ଯେତେବେଳେ ଆସେ ଭାଇ ବନ୍ଧୁଙ୍କୁ ନେଇ ଆସେ।ବୋହୁ ଚାଲିଗଲା ପରେ ମାନସିକ ଭାରସାମ୍ୟ ହରାଇ ବସିଲା ପୁଅ।ପୁଅ ହାତଗୋଡ଼ ଶିକୁଳିରେ ବାନ୍ଧିଦେଇଛନ୍ତି ବାପା ମାଆ। ଯେଉଁଠି ଗୋଟିଏ ଓଳି ଖାଇବା କଷ୍ଟ ସେଠାରେ ଚିକିତ୍ସା କଥା ପଚାରେ କିଏ। ଏପଟେ ଦୁଇଟି ନାତୁଣୀଙ୍କୁ ନେଇ ବଢୁଛି ଚିନ୍ତା ଏ ହେଉଛି ରାଜଧାନୀ ଉପକଣ୍ଠ ରଘୁନାଥପୁର ତିଅର ସାହିର ଅଶୋକ ଗୁରୁଙ୍କର ଦୁଃଖଭରା କାହାଣୀ।ବାପା ମାଆ ,ଭାଇ,ଓ ଦୁଇ ଝିଅଙ୍କୁ ନେଇ ବେଶ ହସଖୁସିରେ ଚାଲିଥିଲା ଆଶୋକଙ୍କର ସଂସାର।ହଠାତ ତାଙ୍କ ପରିବାରକୁ ମଦିଆସିଲା ଅଦିନିଆ ଝଡ଼। ହଠାତ ତାଙ୍କ ସ୍ତ୍ରୀଙ୍କର ମୃତ୍ୟୁ ହୋଇଗଲା ଏହି ଦୁଃଖର ଚାପ ଏମିତି ବଢିଗଲା ଯେ ଆଶୋକ ନିଜର ମାନସିକ ଭାରସାମ୍ୟ ହରାଇ ବସିଲେ। ଫଳରେ ଘରଲୋକ ତାଙ୍କୁ ଏକ ଅନ୍ଧାର କୋଠରୀରେ ହାତଗୋଡ଼କୁ ଶିକୁଳିରେ ବାନ୍ଧି ରଖିଛନ୍ତି।

ଏହି ଅନ୍ଧାର କୋଠରୀ ହେଉଛି ତାଙ୍କର ଦୁନିଆ। ଡାକ୍ତର କହୁଛନ୍ତି ଚିକିତ୍ସା କଲେ ଭଲ ହୋଇଯିବ କିନ୍ତୁ ଅସହାୟ ବୃଧା ବାପା,ମାଆ ନିଜ ପେଟ ପାଇଁ ସଂଘର୍ଷ କରୁଛନ୍ତି ସେଠାରେ ଚିକିତ୍ସା କରିବେ କିପରି।ପୁଅର ଚିକିତ୍ସା ସାଙ୍ଗକୁ ଦୁଇଟି ବଢ଼ିଲା ନାତୁଣୀଙ୍କୁ ଭବିଷ୍ୟତକୁ ନେଇ ନିଦ ହାଜିଗଲାଣି ।ଅଶୋକ ମାନସିକ ଭାରଶ୍ୟାମ ହରାଇବସିବା ଫଳରେ ଝିଅମାନଙ୍କର ଭବିଷ୍ୟତ ଅନ୍ଧାରରେ ।ସରକାରୀ ସହାୟତ ପାଇଁ ଦଉଡି ଦଉଡି ନୟାନ୍ତ ହେଲେଣି। ହେଲେ କେଉଁଠୁବି ଆଶା ନ ମିଳିବାରୁ ଭାଗ୍ୟକୁ ଆଦାରୀ ପଡିରହିଛନ୍ତି।ତେବେ ଏହିଭଳି ଏକ ଅସହାୟ ପରିବାରକୁ ସହାୟତା ଯୋଗାଇ ଦେବାକୁ ସ୍ତାନୀୟ ଅଞ୍ଚଳ ବାସୀ ଦାବି କରିଛନ୍ତି।

Related Post

ଗଣମାଧ୍ୟମ ପ୍ରତିନିଧି ଙ୍କୁ ମାଡମାରିବା ଘଟଣାରେ ଅଭିଯୋଗ ଦେଲା ପୁରୀ ଜ଼ିଲ୍ଲା ଯୁବ ଓ ଛାତ୍ର କଂଗ୍ରେସ

Posted by - May 4, 2020 0
ପୁରୀ :(ସମୀର ରଞ୍ଜନ ନାୟକ)ମହାବାତ୍ୟା ଫନି ର ବର୍ଷେ ପୁରୁଥିବା ବେଳେ ବାଲୁଖଣ୍ଡ ଅଭେୟାରଣ୍ୟ ର ସ୍ଥିତି ଏବଂ ପରିସ୍ଥିତି କୁ ନେଇ ଗଣମାଧ୍ୟମ ପ୍ରତିନିଧି ଫୋଟୋ…

କେନ୍ଦୁଝର କାର୍ଯ୍ୟରତ ସାମ୍ବାଦିକଙ୍କୁ ପୋଲିସର ଆକ୍ରମଣ, ବଡ଼ବିଲ ପ୍ରେସ କ୍ଲବର ନିନ୍ଦା

Posted by - April 22, 2020 0
ବଡ଼ବିଲ:(ସୀତାରାମ ଦିକ୍ଷୀତ) ସମ୍ବାଦ ଦୈନିକ ଖବର କାଗଜର କେନ୍ଦୁଝର ଜିଲ୍ଲା ପ୍ରତିନିଧି ସୁବ୍ରତ ସ୍ୱାଇଁ ତାଙ୍କ ରୋଗାଗ୍ରସ୍ଥ ପୁଅକୁ ପ୍ରଶାସନର ଅନୁମତି ଥିବା କାର ଯୋଗେ ଡାକ୍ତରଖାନା…

ପୂର୍ବତନ ନଗରପାଳ ଶୁଭ୍ରାଂଶୁ ଦାସଙ୍କୁ ଖୋଜୁଛନ୍ତି ଟିଟିଲାଗଡ଼ର ଉଠା ଦୋକାନୀ

Posted by - July 28, 2022 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ) ଟିଟିଲାଗଡ ପୌରପରିଷଦ ଅଞ୍ଚଳରେ ଦିନକୁ ଦିନ ଜନ ସଂଖ୍ୟା ବଢିବା ସହ ଦୋକାନ ବଜାର ମଧ୍ୟ ବୃଦ୍ଧି ପାଇଛି। ନିଜର ଏବଂ ପରିବାରର…

କଣ୍ଟେନମେଣ୍ଟ ଜୋନ ରେ ଆରୋଗ୍ୟ ସେତୁ ଆପ ଲୋଡ କରିବା ବାଧ୍ୟତାମୂଳକ

Posted by - May 1, 2020 0
ଭୁବନେଶ୍ୱର:ଭାରତରେ କରୋନା ସଂକ୍ରମିତ ତଥା ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସରକାରଙ୍କ ପକ୍ଷରୁ ସୁରକ୍ଷାକୁ ଦୃଷ୍ଟିରେ ରଖି ଲକ୍‌ଡାଉନ୍‌ କୁ ମେ ୧୭ ତାରିଖ ଯାଏଁ ବୃଦ୍ଧି…

ଅଙ୍ଗନବାଡି କର୍ମୀ ସଡ଼କରେ କୁନିଙ୍କ ଭବିଷ୍ୟତ ଅନ୍ଧାରରେ, ଛତୁଆ ଗାଡି ଅଟକାଇ ପ୍ରତିବାଦ କଲେ ଅମ୍ବାଦଳାର ଅଙ୍ଗନବାଡି କର୍ମୀ

Posted by - December 3, 2022 0
ଅମ୍ବାଦଳା:୩।୧୨( ରାମାକାନ୍ତ ପୋଢଲ) ସାରା ରାଜ୍ୟରେ କାର୍ଯ୍ୟରତ ଅଙ୍ଗନବାଡି କର୍ମୀ ବେତନ ଵୃଦ୍ଧୀ ସହ ବିଭିନ୍ନ ଦାବିକୁ ନେଇ ଦୀର୍ଘ ଦିନ ହେବ ଆନ୍ଦୋଳନରେ ଓଲ୍ହାଇ ପ୍ରତିବାଦ…