ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟକୁ ସରକାରୀ ମାନ୍ୟତା ପ୍ରଦାନ ଦାବି

193 0

ବୌଦ୍ଧ:(ଚିତ୍ତରଂଜନସିଂ)ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ର ପୂର୍ବତନ ଛାତ୍ର ସଂସଦ ସଭାପତି ତୋଫାନ ପରିଡ଼ା ଙ୍କ ନେତୃତ୍ବରେ ଏକ ଛାତ୍ର ଟିମ୍ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟକୁ ସରକାରୀ ମାନ୍ୟତା ପ୍ରଦାନ ଦାବିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଜରିଆରେ ଦାବି ପତ୍ର ପ୍ରଦାନ କରାଯାଇଛି । ସ୍ଥାନୀୟ ବିଧାୟକ ତଥା ପୂର୍ବତନ ବାଚସ୍ପତି ଶ୍ରୀଯୁକ୍ତ ପ୍ରଦୀପ କୁମାର ଅମାତଙ୍କୁ ମଧ୍ୟ ଏକ ଦାବିପତ୍ର ଦେଇ ଅନୁରୋଧ କରିଛନ୍ତି ଛାତ୍ରଛାତ୍ରୀ ।

ଏହାକୁ ନେଇ ମହାବିଦ୍ୟାଳୟରେ ଏକ ଦସ୍ତଖତ ଅଭିଯାନ ମଧ୍ୟ ହୋଇଥିଲା। ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ଜିଲ୍ଲା ମୁଖ୍ୟ ତଥା ସର୍ବପୁରାତନ ମହାବିଦ୍ୟାଳୟ ହୋଇଥିଲେ ମଧ୍ୟ ସରକାରୀ ମାନ୍ୟତା ଦାବିରେ ଯୋଗଦାନ ପାଇଁ ଜନସାଧାରଣଙ୍କ ସହଯୋଗ ଲୋଡ଼ିଥିଲେ । ଅନ୍ୟ ସମସ୍ତ ଟିମ୍ ସଦସ୍ୟ ସଦସ୍ୟାଙ୍କ ମଧ୍ୟରେ ସାର୍ଥକ ମହାପାତ୍ର, ରାମଚନ୍ଦ୍ର ସେଠୀ, ଶ୍ରୀତମ୍ କଲତା, ଅଂଶୁମାନ ହୋତା ପ୍ରମୁଖ ସାମିଲ ଥିଲେ । ଏ ମହତ କାର୍ଯ୍ୟରେ ଅନ୍ୟ ସମସ୍ତ ସଂଗଠନ ଏକାଠି ହେବାର ଆବଶ୍ୟକ ଅଛି ବୋଲି କହିଥିଲେ ଆବାହକ ।

Related Post

ଯାଜପୁର ରେ ଡ଼େଙ୍ଗୁ ମ୍ୟାଲେରିଆ ରୋଗର ସଚେତନତା କାର୍ଯ୍ୟକ୍ରମ

Posted by - July 10, 2019 808
ଯାଜପୁରରେ ଡେଂଗୁ ଓ ମ୍ୟାଲେରୀଆ ରୋଗ ନିରାକରଣ ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ ଜିଲାସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ସଚେତନତା କାର୍ଯ୍ୟକ୍ରମକୁ ଜିଲା ସୂଚନା…

ଅକ୍ଟୋବର ୨ ଅବସରରେ ଆଜାଦୀ କା ଅମ୍ରିତ କାର୍ଯ୍ୟକ୍ରମ

Posted by - October 3, 2021 0
ନବରଙ୍ଗପୁର :(ବେଣୁ ଗୋପାଳ ରାଓ)ସ୍ଥାନୀୟ ନନ୍ଦାହାଣ୍ଡି ବ୍ଲକର ବିମାଳିଗୁଡା ଠାରେ ଅକ୍ଟୋବର ୨ ଗାନ୍ଧୀଜୟନ୍ତି ଅବସରରେ ଆଜାଦୀ କା ଅମ୍ରିତ ମୋହଛବ ସ୍ବଛ୍ଛ ଭାରତ ରଥ ଗଡିବା…

ଗୋଡଭଗା ଠାରେ ଭାରତ ଗ୍ୟାସର ଶୁଭାରମ୍ଭ କଲେ ଜିଲ୍ଲା ବିଜେପି ସଭାପତି ଅଶ୍ୱିନୀ ଷଡଙ୍ଗୀ

Posted by - December 9, 2021 0
ବରଗଡ/ଅତାବିରା:ବୁଧବାର ଦିନ ୧୧ ଟା ସମୟରେ ବରଗଡ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ଗୋଡଭଗା ଠାରେ ପ୍ରଥମ ଥର ପାଇଁ ନୁତନ ଭାବେ ଭାରତ ଗ୍ୟାସର ଶୁଭାରମ୍ଭ…

ଟ୍ରକ ରେ ଦୌଡ଼ି ଭିଡୁ ଥିବା ବେଳେ ଦୌଡି ଛିଣ୍ଡି ଡ୍ରାଇଭର ଙ୍କ ମୃତ୍ୟୁ

Posted by - October 13, 2021 0
ବରଗଡ: ଜ଼ିଲ୍ଲା ର ବରଗଡ଼ ଏସିସି ସିମେଣ୍ଟ କାରଖାନାରେ ଏକ ଟ୍ରକ ଡ୍ରାଇଭରଙ୍କ ମୃତ ଦେହ ଉଦ୍ଧାର ହୋଇଥିବା ସୂଚନା ମିଳିଛି । ସୂଚନା ମୁତାବକ ଆଜି…

ଲର୍ଡ ସ୍ବେଚ୍ଛାସେବୀ ସଙ୍ଗଠନ ତରଫରୁ ତୃତୀୟ ଲିଙ୍ଗ ମାନଙ୍କ ପାଇଁ କୋଭିଡ ସଚେତନତା କାଯ୍ୟକ୍ରମ

Posted by - April 28, 2020 1,169
ଭୁବନେଶ୍ବର:ଆଜି ଲର୍ଡ ସ୍ବେଚ୍ଛାସେବୀ ସଙ୍ଗଠନ, ଢେ଼ଙ୍କାନାଳ ତରଫରୁ ଢେଙ୍କାନାଳ ଜିଲ୍ଲା ରେ ଲକଡାଉନ ସମରେ ସ୍ଥାନୀୟ ସିନେର୍ଜି ମହାବିଦ୍ୟାଳୟ ନିକଟରେ ରହୁଥିବା ୩୦ ଜଣ ଉର୍ଦ୍ଧ  ତୃତୀୟ…