ଆଜି ପବିତ୍ର ଦୋଳ ପୂର୍ଣ୍ଣିମା । ଆଜି ଠାରୁ ରାଧାକୃଷ୍ଣ ଦୋଳ ବିମାନରେ ବାହାରିଥାନ୍ତି । ଦୋଳ ପୂର୍ଣ୍ଣମା ରେ ରଂଗର ପର୍ବ ହୋଲି ଖେଳାଯାଇଥାଏ । ଆସନ୍ତାକାଲି ସାରାଦେଶରେ ହୋଲି ଖେଳ ହେବାକୁ ଥିବା ବେଳେ ଯାଜପୁରର କେତେକ ଅଂଚଳରେ ଆଜି ଠାରୁ ଏହି ହୋଲି ଆରମ୍ଭ ହୋଇଛି । ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ସ୍ୱତନ୍ତ୍ର ପଂଜିକା ଅନୁଯାୟୀ ଏହି ହୋଲି ପର୍ବ ପାଳନ ହୋଇଥାଏ । ଏଥିପାଇଁ ଆଜି ସକାଳୁ ବିଭିନ୍ନ ସ୍ଥାନରେ ସାଂଗ ସାଥି ମିଶି କରି ପରସ୍ପର ପରସ୍ପରକୁ ରଂଗ ଲଗାଇ ହୋଲିର ଶୁଭେଚ୍ଛା ଜଣାଇଥିଲେ ।
Breaking News
Related Post
ଟିଟିଲାଗଡରେ ୨୨ ତମ ଶୀତଳଷଷ୍ଠୀ ପାଇଁ ହାଟପଦା ପଡ଼ା ପ୍ରହରୀ ମଣ୍ଡପରେ ଉଠିଲା ଥାଳ
ଟିଟିଲାଗଡ:(ସଞ୍ଜୟ କୁମାର ନାୟକଙ୍କ) ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଟିଟିଲାଗଡରେ ୨୨ ତମ ଶୀତଳଷଷ୍ଠୀ ଯାତ୍ରା ପାଇଁ ମଙ୍ଗଳବାର ସନ୍ଧ୍ୟାରେ ସ୍ଥାନୀୟ ହାଟପଦା ପଡ଼ାର…
ନାନ୍ଦୁପଲା ଗାଁ ରେ ଦୁଇ ଘର ଭାଙ୍ଗିଲା ହାତୀ, ଲୋକେ ଆତଙ୍କିତ
ଖପ୍ରାଖୋଲ : (ତାପସ ରଞ୍ଜନ ବେହେରା ) ଖପ୍ରାଖୋଲ ବ୍ଲକ୍ ହରିଶଙ୍କର ରେଞ୍ଜ ଗନ୍ଧମାର୍ଦ୍ଦନ ପାହାଡ଼ ତଳି ଅଞ୍ଚଳରେ କିଛିଦିନ ହେଲା ଦୁଇଟି ହାତୀ ଚଳ ପ୍ରଚଳ…
ସିନ୍ଧେକେଲା ରେ ଦିନଦୟାଲ ଉପାଧ୍ୟକ୍ଷ ଗ୍ରାମୀଣ କୌଶଳ ଯୋଜନା ର କ୍ଲଷ୍ଟର ସ୍ତରୀୟ ପରାମର୍ଶ ଶିବିର
ବଙ୍ଗୋମୁଣ୍ଡା:(ଅଭିମନ୍ୟୁ ବହିଦାର)ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ସିନ୍ଧେକେଲା ହାଟପଦା ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ଓଡିଶା ଜୀବିକା ମିଶନ ଓରମାସ ଓ ଦିନଦୟାଲ ଉପାଧ୍ୟକ୍ଷ ଗ୍ରାମୀଣ…
ଖୁଂଟବନ୍ଧ ବସଷ୍ଟାଣ୍ଡ ରେ ନବରାତ୍ର ଦୁର୍ଗା ପୂଜା ଓ ପlରାୟଣ ଆରମ୍ଭ
ବୌଦ୍ଧ:(ଚିତ୍ତରଂଜନସିଂ)ବୌଦ୍ଧ ଜିଲ୍ଲା ବୌଦ୍ଧ ବ୍ଲକ ର ଖୁଂଟବନ୍ଧ ପଞ୍ଚାୟତ ଖୁଣ୍ଟ ବନ୍ଧ ବସଷ୍ଟାଣ୍ଡ ଠାରେ ଖୁଂଟବନ୍ଧ ଗ୍ରାମବାସୀ ଓ ସ୍ବେଚ୍ଛାସେବୀ ଅନୁଷ୍ଠାନ କଳିଙ୍ଗ ୱ।ର୍ଥ ଯୁବ ପରିଷଦ…
ସାମାଜିକ ସଂଗଠନ “ମେ ଆଇ ହେଲ୍ପ ୟୁ” ର ବାଲିଆପାଳ ଶାଖା ଗଠିତ
ବାଲିଆପାଳ:(ପ୍ରଭାକର ମଲ୍ଲିକ) ଆଜି ମେ ଆଇ ହେଲ୍ପ ୟୁ ସାମାଜିକ ସଂଗଠନର ଏକ ଶାଖା ବାଲିଆପାଳ ବ୍ଲକର ଲଙ୍ଗଳେଶ୍ୱର ଠାରେ ଆନୁଷ୍ଠାନିକ ଭାବେ ଉଦ୍ଘାଟନ ହୋଇଥିଲା l…
ବଡ ଖବର
- ସରପଞ୍ଚ ହେଵତ ଏମିତି ନିର୍ବାଚନ ସମୟରେ କଥା ଦେଇ କଥା ରଖିଲେ ସରପଞ୍ଚ
- ଖପ୍ରାଖୋଲ ରେ ବୁଥ ଲେବେଲ ଅଫିସର ଙ୍କୁ ନେଇ ବ୍ଲକ ସ୍ତରୀୟ ବୈଠକ ,ଆନ୍ତରିକତା ସହ କର୍ତ୍ତବ୍ୟ କରିବାକୁ ଆହ୍ବାନ
- ଟିଟିଲାଗଡ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ମହାଶିବରାତ୍ରି ମେଳା ଉପଲକ୍ଷେ ସମିକ୍ଷା ବୈଠକ
- ଟପର୍ଣ୍ଣା ଗ୍ରାମରେ କୃଷକ କ୍ଷେତ୍ର ଦିବସ ପାଳିତ
- ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ପୁରୁଣା କଟକ ରେ ପଞ୍ଚଦଶ ମ୍ୟାଟ୍ରିକ ପରୀକ୍ଷାର୍ଥୀ ଦଳ ଶିଶୁ ମାନଙ୍କ ର ନିଷ୍କ୍ରମଣ ଉତ୍ସବ ଅନୁଷ୍ଠିତ
- ହରିଶଙ୍କର ଠାରେ ଉପଖଣ୍ଡ ଦେବୋତ୍ତର କମିଟି ର ବୈଠକ ଶିବରାତ୍ରୀ ପାଇଁ ପ୍ରସ୍ତୁତି ସହ ବୁଲିଦେଖିଲେ ଉନ୍ନୟନ କାମ
- ଆଉ କିଛି ଘଣ୍ଟା ପରେ ଉଦ୍ଘାଟିତ ହେବ ଯାଜପୁର ଜିଲ୍ଲା ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ସଙ୍ଗମ
- ବରମୁଣ୍ଡା ବସ୍ଷ୍ଟାଣ୍ଡରେ ରାତିଅଧିଆ ବୋମାମାଡ଼ ୩ ହୋଟେଲ କର୍ମଚାରୀ ଆହତ, ସିସିଟିଭି ଫୁଟେଜ୍ରୁ ଚିହ୍ନଟ ୨ ଅଟକ
- ପ୍ରକାଶ ପାଇଲା ଜେଇଇ ମେନ୍ ଫଳାଫଳ
- ଓପିଜିସି, ଓସିପିଏଲ୍, ଓଇଆରସି ଓ ରାଜ୍ୟ ସରକାର ମିଶି ଲୁଟୁଛନ୍ତି, ଲୁଟର ଶିକାର ହେଉଛନ୍ତି ବିଦ୍ୟୁତ୍ ଉପଭୋକ୍ତା: କଂଗ୍ରେସ