ଯାଜପୁର ରେ ହୋଲି ପର୍ବ ପାଳନ

1656 0

ଆଜି ପବିତ୍ର ଦୋଳ ପୂର୍ଣ୍ଣିମା । ଆଜି ଠାରୁ ରାଧାକୃଷ୍ଣ ଦୋଳ ବିମାନରେ ବାହାରିଥାନ୍ତି । ଦୋଳ ପୂର୍ଣ୍ଣମା ରେ ରଂଗର ପର୍ବ ହୋଲି ଖେଳାଯାଇଥାଏ । ଆସନ୍ତାକାଲି ସାରାଦେଶରେ ହୋଲି ଖେଳ ହେବାକୁ ଥିବା ବେଳେ ଯାଜପୁରର କେତେକ ଅଂଚଳରେ ଆଜି ଠାରୁ ଏହି ହୋଲି ଆରମ୍ଭ ହୋଇଛି । ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ସ୍ୱତନ୍ତ୍ର ପଂଜିକା ଅନୁଯାୟୀ ଏହି ହୋଲି ପର୍ବ ପାଳନ ହୋଇଥାଏ । ଏଥିପାଇଁ ଆଜି ସକାଳୁ ବିଭିନ୍ନ ସ୍ଥାନରେ ସାଂଗ ସାଥି ମିଶି କରି ପରସ୍ପର ପରସ୍ପରକୁ ରଂଗ ଲଗାଇ ହୋଲିର ଶୁଭେଚ୍ଛା ଜଣାଇଥିଲେ ।

Related Post

ଟିଟିଲାଗଡରେ ୨୨ ତମ ଶୀତଳଷଷ୍ଠୀ ପାଇଁ ହାଟପଦା ପଡ଼ା ପ୍ରହରୀ ମଣ୍ଡପରେ ଉଠିଲା ଥାଳ

Posted by - May 24, 2022 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକଙ୍କ) ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଟିଟିଲାଗଡରେ ୨୨ ତମ ଶୀତଳଷଷ୍ଠୀ ଯାତ୍ରା ପାଇଁ ମଙ୍ଗଳବାର ସନ୍ଧ୍ୟାରେ ସ୍ଥାନୀୟ ହାଟପଦା ପଡ଼ାର…

ନାନ୍ଦୁପଲା ଗାଁ ରେ ଦୁଇ ଘର ଭାଙ୍ଗିଲା ହାତୀ, ଲୋକେ ଆତଙ୍କିତ

Posted by - October 20, 2022 0
ଖପ୍ରାଖୋଲ : (ତାପସ ରଞ୍ଜନ ବେହେରା ) ଖପ୍ରାଖୋଲ ବ୍ଲକ୍ ହରିଶଙ୍କର ରେଞ୍ଜ ଗନ୍ଧମାର୍ଦ୍ଦନ ପାହାଡ଼ ତଳି ଅଞ୍ଚଳରେ କିଛିଦିନ ହେଲା ଦୁଇଟି ହାତୀ ଚଳ ପ୍ରଚଳ…

ସିନ୍ଧେକେଲା ରେ ଦିନଦୟାଲ ଉପାଧ୍ୟକ୍ଷ ଗ୍ରାମୀଣ କୌଶଳ ଯୋଜନା ର କ୍ଲଷ୍ଟର ସ୍ତରୀୟ ପରାମର୍ଶ ଶିବିର

Posted by - November 26, 2021 0
ବଙ୍ଗୋମୁଣ୍ଡା:(ଅଭିମନ୍ୟୁ ବହିଦାର)ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ସିନ୍ଧେକେଲା ହାଟପଦା ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ଓଡିଶା ଜୀବିକା ମିଶନ ଓରମାସ ଓ ଦିନଦୟାଲ ଉପାଧ୍ୟକ୍ଷ ଗ୍ରାମୀଣ…

ଖୁଂଟବନ୍ଧ ବସଷ୍ଟାଣ୍ଡ ରେ ନବରାତ୍ର ଦୁର୍ଗା ପୂଜା ଓ ପlରାୟଣ ଆରମ୍ଭ

Posted by - October 7, 2021 0
ବୌଦ୍ଧ:(ଚିତ୍ତରଂଜନସିଂ)ବୌଦ୍ଧ ଜିଲ୍ଲା ବୌଦ୍ଧ ବ୍ଲକ ର ଖୁଂଟବନ୍ଧ ପଞ୍ଚାୟତ ଖୁଣ୍ଟ ବନ୍ଧ ବସଷ୍ଟାଣ୍ଡ ଠାରେ ଖୁଂଟବନ୍ଧ ଗ୍ରାମବାସୀ ଓ ସ୍ବେଚ୍ଛାସେବୀ ଅନୁଷ୍ଠାନ କଳିଙ୍ଗ ୱ।ର୍ଥ ଯୁବ ପରିଷଦ…

ସାମାଜିକ ସଂଗଠନ “ମେ ଆଇ ହେଲ୍ପ ୟୁ” ର ବାଲିଆପାଳ ଶାଖା ଗଠିତ

Posted by - November 22, 2021 0
ବାଲିଆପାଳ:(ପ୍ରଭାକର ମଲ୍ଲିକ) ଆଜି ମେ ଆଇ ହେଲ୍ପ ୟୁ ସାମାଜିକ ସଂଗଠନର ଏକ ଶାଖା ବାଲିଆପାଳ ବ୍ଲକର ଲଙ୍ଗଳେଶ୍ୱର ଠାରେ ଆନୁଷ୍ଠାନିକ ଭାବେ ଉଦ୍ଘାଟନ ହୋଇଥିଲା l…

Leave a comment

Your email address will not be published.