ଯୁବ ସମାଜସେବୀଙ୍କ ଅକାଳ ବିୟୋଗରେ ଶୋକ

463 0

ଯାଜପୁର:ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ ଅନ୍ତର୍ଗତ ନନ୍ଦିପୁର ପଞ୍ଚାୟତ ସ୍ଥିତ ବାବଲପୁର(ବୈଷ୍ଣବ ସାହି)ଗ୍ରାମର ବର୍ଷିୟାନ ଯୁବ ସମାଜସେବୀ କିଶୋର ଚନ୍ଦ୍ର ଦାସ(୪୩)ଙ୍କ ଅକାଳ ବିୟୋଗରେ ବିଭିନ୍ନ ମହଲରୁ ଶୋକ ପ୍ରକାଶ ପାଇଛି।ସେ କଟକସ୍ଥିତ ଚାଣକ୍ୟ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା।ସ୍ୱର୍ଗତ ଦାସ ଜଣେ ପରୋପକାରୀ ଓ ମିଷ୍ଟଭାସି ମଣିଷ ଥିଲେ।ତାଙ୍କର ଏହି ମୃତ୍ୟୁ ଖବରପାଇ ଅଷ୍ଟବିନାୟକ ଯୁବକ ସଙ୍ଘ, ଶାରଦୀୟ ଦୂର୍ଗାପୂଜା କମିଟି, ଚିନ୍ମୟ ଫାଉଣ୍ଡେସନ, ବାବଲପୁର ମିଳନୋତ୍ସଵ କମିଟି ସମେତ ବିଭିନ୍ନ ସଙ୍ଗଠନ ପକ୍ଷରୁ ଶୋକ ପ୍ରକାଶ ପାଇଛି।

ତାଙ୍କ ସମ୍ପର୍କରେ ବରିଷ୍ଠ ଯୁବ ସଙ୍ଗଠକ ପ୍ରଦୀପ କୁମାର ମହାନ୍ତି ଆମ ଅଞ୍ଚଳ ପାଇଁ ଜଣେ ପରୋପକାରୀ ବନ୍ଧୁଙ୍କୁ ଆମେ ହରାଇବା ସହ ଗୋଟିଏ ଯୁଗର ଅବସାନ ଲାଗୁଛି ବୋଲି ମତବ୍ୟକ୍ତ କରିଥିବାବେଳେ ଗ୍ରାମନନ୍ଦିପୁର ଗ୍ରାମପଞ୍ଚାୟତର ସରପଞ୍ଚ ଶ୍ରୀଯୁକ୍ତ ନବକିଶୋର ମଲ୍ଲିକ ଏହାକୁ ବିଧିର ବିଡ଼ମ୍ବନା ବୋଲି ମତବ୍ୟକ୍ତକରି ଗଭୀର ଦୁଃଖ ପ୍ରକାଶ କରିଥିଲେ। ଗାଁ ମାଶାଣୀରେ କୋଭିଡ କଟକଣା ମଧ୍ୟରେ ବେଦ ଓ ଗୀତା ପାଠର ଧ୍ୱନି ନାଦ ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା।ତାଙ୍କରଏକମାତ୍ର ନାବାଳିକା ସୁଶ୍ରୀ ସୁଭସ୍ମିତା ଦାସ ମୁଖାଗ୍ନି ଦେଇଥିଲେ।

Related Post

ଯାଜପୁର ରେ ଇଦ୍‌-ଉଜ୍‌-ଜୁହା  ପାଇଁ କଟକଣା ଜାରି

Posted by - July 31, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ) କରୋନା ମହାମାରୀ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ମାର୍ଗଦର୍ଶିକା ଜାରି କରି ଏହାକୁ ନିୟନ୍ତ୍ରଣ କରିବାକୁ ଉଦ୍ୟମ କରୁଚ୍ଥନ୍ତି ।  ଅପର ପକ୍ଷରେ…

ଖରିଫ ଧାନ କ୍ରୟ ଜିଲ୍ଲା ସ୍ତରୀୟ କ୍ରୟ କମିଟି ବୈଠକ

Posted by - October 30, 2021 0
ଶୋନପୂର୍:( ଅଜିତ କୁମାର ପୁଝାରୀ)ସୁବର୍ଣ୍ଣପୁର ଜିଲ୍ଲାରେ ରବିଧାନ କ୍ରୟ ନିମନ୍ତେ ଜିଲ୍ଲା ସ୍ତରୀୟ କ୍ରୟ କମିଟି ବୈଠକ ଜିଲ୍ଲାପାଳ ଶ୍ରୀମତୀ ଅଵୋଲୀ ସୁନିଲ ନରୱଣେ ଙ୍କ ଅଧ୍ୟକ୍ଷତା…

ଟିଟିଲାଗଡ଼ ବ୍ଲକର ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଏନପିଏସକୁ ଉଛେଦ କରି ଓପିଏସ ଲାଗୁ କରିବା ନିମନ୍ତେ ଦାବିପତ୍ର ପ୍ରଦାନ

Posted by - October 15, 2022 0
ଟିଟିଲାଗଡ଼:(ସଞ୍ଜୟ କୁମାର ନାୟକ) ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ବ୍ଳକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଆଜି ଶନିବାର ଦିନ ଦିବା 1: 30 ଘଣ୍ଟା ସମୟରେ ବି.…

ସରକାରୀ କ୍ୱାରେଂଟିନ ରେ ରହିବାକୁ ନେଇ ଗଣ୍ଡଗୋଳ, ଆକ୍ରମଣରେ ଜଣେ ଗୁରୁତର

Posted by - May 6, 2020 12
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଗାଁରେ ଥିବା ସରକାରୀ କ୍ୱାରେଂଟିନ ରେ ରହିବାକୁ ନେଇ ଗଣ୍ଡଗୋଳ । ଆକ୍ରମଣରେ ଜଣେ ଗୁରୁତର । ଏଭଳି ଘଟଣା ଯାଜପୁର ସଦର ଥାନା…

କିଶୋର ମହାନ୍ତିଙ୍କୁ ପରିଚାଳନା କମିଟି ପକ୍ଷରୁ ଶ୍ରଦ୍ଧାଞ୍ଜଳି

Posted by - January 2, 2022 0
ବୌଦ୍ଧ::( ଚିତରଞ୍ଜନ ସିଂ) ହରଭଙ୍ଗା ବ୍ଲକ ତିଳେଶ୍ୱର ପଂଚାୟତ ବୁରୁବୁଡାସ୍ଥିତ ଆଞ୍ଚଳିକ ବାବା ଗୁପ୍ତେଶ୍ଵର ମନ୍ଦିର ପରିଚାଳନା କମିଟି  ପକ୍ଷରୁ  ରବିବାର ଦିନ  ଝାରସୁଗୁଡା ବିଧାୟକ କିଶୋର…